ରତ୍ନପ୍ରଭା ଦେବୀ: ଓଡ଼ିଆ ରାଜନୀତିଜ୍ଞା

ରତ୍ନପ୍ରଭା ଦେବୀ (୧୧ ଡିସେମ୍ବର ୧୯୦୯ - ୨୭ ଅପ୍ରେଲ ୨୦୦୧) ଜଣେ ଓଡ଼ିଆ ରାଜନୀତିଜ୍ଞା ଥିଲେ । ସେ ଓଡ଼ିଶା ରାଜନୀତିରେ ଅଖିଳ ଭାରତୀୟ ଗଣତନ୍ତ୍ର ପରିଷଦ ଓ ସ୍ୱତନ୍ତ୍ର ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ରତ୍ନପ୍ରଭା ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ । ୧୯୫୭, ୧୯୬୧ ଓ ୧୯୬୭ ମସିହାରେ ହୋଇଥିବା ଓଡ଼ିଆ ବିଧାନ ସଭା ନିର୍ବାଚନରେ ସେ କିଶୋର ନଗର ଓ ଢେଙ୍କାନାଳ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୨ୟ, ୩ୟ ଓ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ରତ୍ନପ୍ରଭା ଦେବୀ
ରତ୍ନପ୍ରଭା ଦେବୀ: ଜନ୍ମ, ଶିକ୍ଷା ଓ ପରିବାର, ରାଜନୈତିକ ଜୀବନ, ମୃତ୍ୟୁ
ବିଧାୟକ: ୩ୟ, ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୧ – ୧୯୭୧
ପୂର୍ବ ଅଧିକାରୀକାଳିଆ ଦେହୁରୀ, ଶଙ୍କର ପ୍ରତାପ ସିଂହ ଦେଓ
ପର ଅଧିକାରୀସୁରେନ୍ଦ୍ର ମୋହନ ପଟ୍ଟନାୟକ
ନିର୍ବାଚନ ମଣ୍ଡଳୀଢେଙ୍କାନାଳ
୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୧
ନିର୍ବାଚନ ମଣ୍ଡଳୀକିଶୋର ନଗର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1909-12-11)୧୧ ଡିସେମ୍ବର ୧୯୦୯
ମୃତ୍ୟୁ୨୭ ଅପ୍ରେଲ ୨୦୦୧(2001-04-27) (ବୟସ ୯୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳସ୍ୱତନ୍ତ୍ର ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଅଖିଳ ଭାରତୀୟ ଗଣତନ୍ତ୍ର ପରିଷଦ
ଜୀବନ ସାଥୀଶଙ୍କର ପ୍ରତାପ ସିଂହ ଦେଓ
ସନ୍ତାନକାମାକ୍ଷା ପ୍ରସାଦ ସିଂହ ଦେଓ
ବାପା/ବୋଉଆଦିତ୍ୟ ପ୍ରତାପ ସିଂହ ଦେଓ (ବାପା)
ସମ୍ପର୍କୀୟରାଜେନ୍ଦ୍ର ନାରାୟଣ ସିଂହଦେଓ (ଭାଇ)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ଶିକ୍ଷା ଓ ପରିବାର

ରତ୍ନପ୍ରଭା ୧୯୦୯ ମସିହାର ଡିସେମ୍ବର ମାସ ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଆଦିତ୍ୟ ପ୍ରତାପ ସିଂହ ଦେଓ ଓ ପତିଙ୍କ ନାମ ଶଙ୍କର ପ୍ରତାପ ସିଂହ ଦେଓ । ତାଙ୍କ ପତି ଶଙ୍କର ପ୍ରତାପ ସିଂହ ଦେଓ, ପୁଅ କାମାକ୍ଷା ପ୍ରସାଦ ସିଂହ ଦେଓ ଓ ଭାଇ ରାଜେନ୍ଦ୍ର ନାରାୟଣ ସିଂହଦେଓ ଓଡ଼ିଶା ରାଜନୀତିରେ ଜଣାଶୁଣା ରାଜନେତା ।

ରାଜନୈତିକ ଜୀବନ

ରତ୍ନପ୍ରଭା ଓଡ଼ିଶା ରାଜନୀତିରେ ଅଖିଳ ଭାରତୀୟ ଗଣତନ୍ତ୍ର ପରିଷଦ ଓ ସ୍ୱତନ୍ତ୍ର ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ ।

ବିଧାନ ସଭା ସଭ୍ୟ ବିବରଣୀ

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୫୭ ୧୯୬୧ ସଭ୍ୟ, ୨ୟ ଓଡ଼ିଶା ବିଧାନ ସଭା କିଶୋର ନଗର ଗଣତନ୍ତ୍ର ପରିଷଦ
୧୯୬୧ ୧୯୬୭ ସଭ୍ୟ, ୩ୟ ଓଡ଼ିଶା ବିଧାନ ସଭା ଢେଙ୍କାନାଳ ସ୍ୱତନ୍ତ୍ର ପାର୍ଟି
୧୯୬୭ ୧୯୭୧ ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା ଢେଙ୍କାନାଳ ସ୍ୱତନ୍ତ୍ର ପାର୍ଟି

ମୃତ୍ୟୁ

ରତ୍ନପ୍ରଭା ୨୦୦୧ ମସିହାର ଅପ୍ରେଲ ମାସ ୨୭ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା ।

ଆଧାର

Tags:

ରତ୍ନପ୍ରଭା ଦେବୀ ଜନ୍ମ, ଶିକ୍ଷା ଓ ପରିବାରରତ୍ନପ୍ରଭା ଦେବୀ ରାଜନୈତିକ ଜୀବନରତ୍ନପ୍ରଭା ଦେବୀ ମୃତ୍ୟୁରତ୍ନପ୍ରଭା ଦେବୀ ଆଧାରରତ୍ନପ୍ରଭା ଦେବୀଓଡ଼ିଆ ଭାଷାଓଡ଼ିଶା ବିଧାନ ସଭାଢେଙ୍କାନାଳ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୨ୟ ଓଡ଼ିଶା ବିଧାନ ସଭା

🔥 Trending searches on Wiki ଓଡ଼ିଆ:

ପ୍ରତିଭା ଶତପଥୀଭାରତର ସଂସ୍କୃତିଶଙ୍କରାଚାର୍ଯ୍ୟ୧୬୬୫ବିଶ୍ୱତାପନନେଲସନ ମଣ୍ଡେଲାରାଧାନାଥ ରାୟଗୋପାଳ ଚନ୍ଦ୍ର ପ୍ରହରାଜରବୀନ୍ଦ୍ରନାଥ ଠାକୁରଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟପୁରୀ ଜିଲ୍ଲାତ୍ରିଭୁଜଖଞ୍ଜଣିଓଡ଼ିଆ କାବ୍ୟ କବିତାଦଶାବତାରମାର୍ଚ୍ଚଶ୍ରାଦ୍ଧଜୁନଓଡ଼ିଆ ନାଟକଚିତ୍ତରଞ୍ଜନ ତ୍ରିପାଠୀନମିତା ଅଗ୍ରୱାଲମାଲେସିଆଭାରତର ସଂସଦଲକ୍ଷ୍ମୀଇଂଲଣ୍ଡକାଞ୍ଚି ଅଭିଯାନରାଜକିଶୋର ପଟ୍ଟନାୟକଟୁକୁନି ସାହୁସଂକ୍ରାନ୍ତିବୀର ସୁରେନ୍ଦ୍ର ସାଏଅକ୍ଷୟ ତୃତୀୟାଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସପ୍ରଯୁକ୍ତି ବିଦ୍ୟାଜାହାଙ୍ଗୀରଯୁକ୍ତରାଷ୍ଟ୍ର ଆମେରିକାତପନ କୁମାର ପ୍ରଧାନତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟଉପେନ୍ଦ୍ର ଭଞ୍ଜଭାରତୀୟ ଜନତା ପାର୍ଟିଇଣ୍ଡୋନେସିଆବେଲପାପୁଆ ନିଉ ଗିନିଦୀନକୃଷ୍ଣ ଦାସକାଳୀଚରଣ ପଟ୍ଟନାୟକବନ୍ୟାଭାନୁଜୀ ରାଓବୁଧଓଡ଼ିଆ ଭ୍ରମଣ ସାହିତ୍ୟଗୋଦାବରୀଶ ମହାପାତ୍ରଜହ୍ନକାହ୍ନୁଚରଣ ମହାନ୍ତିଆଖୁଭୀମ ପୃଷ୍ଟିଉତ୍ତମ ମହାନ୍ତିଆଲୋକଭୁବନେଶ୍ୱରଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଉଇକିପିଡ଼ିଆ ସମୂହର ତାଲିକାଜନ୍ମ ନିରୋଧବ୍ରଜରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ୟୁରୋପରାଧାନାଥ ରଥଖିଲିପାନଭାରତୀୟ ସ୍ୱାଧୀନତା ଆନ୍ଦୋଳନମନୋଜ ଦାସଙ୍କ କଥା ଓ କାହାଣୀସୁନାଜଗନ୍ନାଥଙ୍କ ଧୂପଆପେଣ୍ଡିସାଇଟିସକଳସା ଚଉତିଶାମୟୂରଜୀବସାର ଗଆମ୍ବମହେନ୍ଦ୍ର ସିଂହ ଧୋନି🡆 More