ଶଙ୍କର ପ୍ରତାପ ସିଂହ ଦେଓ: ଓଡ଼ିଆ ରାଜନୀତିଜ୍ଞ

ଶଙ୍କର ପ୍ରତାପ ସିଂହ ଦେଓ (୧୫ ନଭେମ୍ବର ୧୯୦୪ - ୩ ଅଗଷ୍ଟ ୧୯୬୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଅଖିଳ ଭାରତୀୟ ଗଣତନ୍ତ୍ର ପରିଷଦର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ଶଙ୍କର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୭ ମସିହାରେ ହୋଇଥିବା ଓଡ଼ିଆ ବିଧାନ ସଭା ନିର୍ବାଚନରେ ସେ ଢେଙ୍କାନାଳ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଶଙ୍କର ପ୍ରତାପ ସିଂହ ଦେଓ
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୧
ପୂର୍ବ ଅଧିକାରୀମଦନ ଦେହୁରୀ, ବୈଷ୍ଣବ ଚରଣ ପଟ୍ଟନାୟକ
ପର ଅଧିକାରୀରତ୍ନପ୍ରଭା ଦେବୀ
ନିର୍ବାଚନ ମଣ୍ଡଳୀଢେଙ୍କାନାଳ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1904-11-15)୧୫ ନଭେମ୍ବର ୧୯୦୪
ମୃତ୍ୟୁ୩ ଅଗଷ୍ଟ ୧୯୬୫(1965-08-03) (ବୟସ ୬୦)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଅଖିଳ ଭାରତୀୟ ଗଣତନ୍ତ୍ର ପରିଷଦ
ଜୀବନ ସାଥୀରତ୍ନପ୍ରଭା ଦେବୀ
ବାପା/ବୋଉସୁର ପ୍ରତାପ ସିଂହ ଦେଓ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ଶିକ୍ଷା ଓ ପରିବାର

ଶଙ୍କର ୧୯୦୪ ମସିହାର ନଭେମ୍ବର ମାସ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସୁର ପ୍ରତାପ ସିଂହ ଦେଓ ଓ ପତ୍ନୀଙ୍କ ନାମ ରତ୍ନପ୍ରଭା ଦେବୀ

ରାଜନୈତିକ ଜୀବନ

ଶଙ୍କର ଓଡ଼ିଶା ରାଜନୀତିରେ ଅଖିଳ ଭାରତୀୟ ଗଣତନ୍ତ୍ର ପରିଷଦର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।

ମୃତ୍ୟୁ

ଶଙ୍କର ୧୯୬୫ ମସିହାର ଅଗଷ୍ଟ ମାସ ୩ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା ।

ଆଧାର

Tags:

ଶଙ୍କର ପ୍ରତାପ ସିଂହ ଦେଓ ଜନ୍ମ, ଶିକ୍ଷା ଓ ପରିବାରଶଙ୍କର ପ୍ରତାପ ସିଂହ ଦେଓ ରାଜନୈତିକ ଜୀବନଶଙ୍କର ପ୍ରତାପ ସିଂହ ଦେଓ ମୃତ୍ୟୁଶଙ୍କର ପ୍ରତାପ ସିଂହ ଦେଓ ଆଧାରଶଙ୍କର ପ୍ରତାପ ସିଂହ ଦେଓଓଡ଼ିଆ ଭାଷାଓଡ଼ିଶା ବିଧାନ ସଭାଢେଙ୍କାନାଳ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୨ୟ ଓଡ଼ିଶା ବିଧାନ ସଭା

🔥 Trending searches on Wiki ଓଡ଼ିଆ:

ଓଡ଼ିଆ ଖବରକାଗଜ ତାଲିକା୧୯୮୪ଚିତ୍ତରଞ୍ଜନ ଦାସକୁଜିବର ପ‌ତ୍ରଯୌନ ଉତ୍ପୀଡ଼ନମାର୍ଚ୍ଚରାଣୀ ଲକ୍ଷ୍ମୀବାଈଦୀପକ ମିଶ୍ରଛବିଳ ମଧୁ ବର୍ଣ୍ଣବୋଧଘରମନୋଜ ଦାସନିତ୍ୟାନନ୍ଦ ଶତପଥୀବେଣୁଧର ରାଉତସୋନାଲ ମାନସିଂହକିଶୋରୀ ଚରଣ ଦାସବିଭୂତି ପଟ୍ଟନାୟକଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରାମଶଙ୍କର ରାୟଉତ୍କଳ ବିଶ୍ୱବିଦ୍ୟାଳୟଗୌରହରି ଦାସବର୍ଷାବର୍ଷା ପ୍ରିୟଦର୍ଶିନୀଓଡ଼ିଆ ରାମାୟଣହନୁମାନ ଚାଳିଶାବୈକୁଣ୍ଠନାଥ ପଟ୍ଟନାୟକ୨୭ ଜୁନସ୍ତନ୍ୟପାୟୀଭୀମ ଭୋଇସେଇ ଝିଅଟିପ୍ରତୀକ୍ଷାଚଇତି ଘୋଡ଼ା ନାଚତମନ୍ନା ବ୍ୟାସରାଧାମୋହନ ଗଡ଼ନାୟକପୁନମ ମିଶ୍ରସମ୍ବଲପୁରଜୟୀରାମ ସାମଲତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟରମାକାନ୍ତ ରଥଜଗନ୍ନାଥ ପ୍ରସାଦ ଦାସଟାହିଆଲାଗି ବେଶପକ୍ଷଯୁକ୍ତରାଜ୍ୟଶବ୍ଦ (ପଦ)ପଲଉଗଣନ ସଂଖ୍ୟାପ୍ରଧାନ ପୃଷ୍ଠାଅକ୍ଷାଂଶଚାନ୍ଦ୍ରମାସଭକ୍ତ ଚରଣ ଦାସସ୍ତୁତି ଚିନ୍ତାମଣିଶ୍ରୀରାଧାପ୍ରାଣୀଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସଓଡ଼ିଆନଟବର ସାମନ୍ତରାୟନୟାଗଡ଼ ଜିଲ୍ଲାବିସ୍ଥାପିତ କାନ୍ଧ ଗଣ୍ଠିକାଳିନ୍ଦୀ ଚରଣ ପାଣିଗ୍ରାହୀପ୍ରାଣବନ୍ଧୁ କରଉତ୍କଳ ସମ୍ମିଳନୀନଅତୁଣ୍ଡୀପୁରୁଷୋତ୍ତମ ଦେବଓଡ଼ିଆ କବି ମାନଙ୍କର ତାଲିକାବନ୍ୟାଜଣ୍ଡିସ୍ଗିରିଜା କୁମାର ବଳୀୟାରସିଂହଚନ୍ଦ୍ରଶେଖର ନନ୍ଦବିଜ୍ଞାନରାବଣବାରବାଟି ଦୁର୍ଗମାଲକାନଗିରି ଜିଲ୍ଲାକୋଳି🡆 More