ବୈଷ୍ଣବ ଚରଣ ପଟ୍ଟନାୟକ

ବୈଷ୍ଣବ ଚରଣ ପଟ୍ଟନାୟକ (୨୯ ଅପ୍ରେଲ ୧୯୧୪ - ୦୧ ଜାନୁଆରୀ ୨୦୧୩) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଓ ରାଜନୀତିଜ୍ଞ ଥିଲେ ।

ବୈଷ୍ଣବ ଚରଣ ପଟ୍ଟନାୟକ
ସଭ୍ୟ: ତୃତୀୟ ଲୋକ ସଭା
କାର୍ଯ୍ୟକାଳ
୧୯୬୨ – ୧୯୬୭
ପୂର୍ବ ଅଧିକାରୀସୁରେନ୍ଦ୍ର ମହାନ୍ତି
ପର ଅଧିକାରୀକାମାକ୍ଷା ପ୍ରସାଦ ସିଂଦେଓ
ନିର୍ବାଚନ ମଣ୍ଡଳୀଢେଙ୍କାନାଳ
ସଭ୍ୟ: ପ୍ରଥମ ବିଧାନ ସଭା
କାର୍ଯ୍ୟକାଳ
୨୦ ଫେବୃଆରୀ ୧୯୫୨ – ୧୪ ମାର୍ଚ୍ଚ ୧୯୫୭
ନିର୍ବାଚନ ମଣ୍ଡଳୀଢେଙ୍କାନାଳ
ବ୍ୟକ୍ତିଗତ ସବିଶେଷ
ଜନ୍ମ
ବୈଷ୍ଣବ ଚରଣ ପଟ୍ଟନାୟକ

(1914-04-29)୨୯ ଅପ୍ରେଲ ୧୯୧୪
ଢେଙ୍କାନାଳ, ଭାରତ
ମୃତ୍ୟୁ୧ ଜାନୁଆରୀ ୨୦୧୩(2013-01-01) (ବୟସ ୯୮)
ରାଜନୀତିକ ଦଳକଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
କମ୍ୟୁନିଷ୍ଟ
ପୁରସ୍କାରକପିଳାସ ସମ୍ମାନ

ଜୀବନୀ

ଯୂବ ଅବସ୍ଥାରୁ ସେ ବୈପ୍ଳବିକ ଚିନ୍ତାଧାରାରେ ବିଶ୍ୱାସ ରଖୁଥିଲେ । ୧୯୩୮ରେ ଭୁବନ, ନୀଳକଣ୍ଠପୁର, କଦାରସୁଙ୍ଘା, ଅଳସୁଆହାଟ ଇତ୍ୟାଦି ଗ୍ରାମରେ ଯୁବକମାନଙ୍କୁ ଏକାଠି କରି ପ୍ରଜା ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ସେ ଓଡ଼ିଶାର ପ୍ରଥମ ବିଧାନ ସଭାକୁ ୧୯୫୨-୫୭ ପର୍ଯ୍ୟନ୍ତ ଏବଂ ଢେଙ୍କାନାଳ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ରୁ ତୃତୀୟ ଲୋକ ସଭାକୁ ୧୯୬୨-୬୭ ପର୍ଯ୍ୟନ୍ତ ନିର୍ବାଚିତ ହୋଇଥିଲେ ।

ସମ୍ମାନ

୨୦୦୫ ମସିହାରେ ତାଙ୍କୁ କପିଳାସ ସମ୍ମାନ ପ୍ରଦାନ କରାଯାଇଥିଲା ।

ଆଧାର

ଭିଡ଼ିଓ

Tags:

ବୈଷ୍ଣବ ଚରଣ ପଟ୍ଟନାୟକ ଜୀବନୀବୈଷ୍ଣବ ଚରଣ ପଟ୍ଟନାୟକ ସମ୍ମାନବୈଷ୍ଣବ ଚରଣ ପଟ୍ଟନାୟକ ଆଧାରବୈଷ୍ଣବ ଚରଣ ପଟ୍ଟନାୟକ ଭିଡ଼ିଓବୈଷ୍ଣବ ଚରଣ ପଟ୍ଟନାୟକ

🔥 Trending searches on Wiki ଓଡ଼ିଆ:

ଓଡ଼ିଶାର ମାପ ବ୍ୟବସ୍ଥାଶିଶୁ ସାହିତ୍ୟମେକ୍ସିକୋ ସହରଶକ ପଞ୍ଜିକା୯୦୦ବାହାର ବାନୁ ବେଗମକଳିଙ୍ଗ ଯୁଦ୍ଧସୀତାକାନ୍ତ ମହାପାତ୍ରଧୋତି୧ ନଭେମ୍ବରwiki.phtmlଭିତରକନିକା ଜାତୀୟ ଉଦ୍ୟାନଗୌତମ ବୁଦ୍ଧନେହା ବାମ୍ଜଗନ୍ନାଥ ଦାସଗଙ୍ଗା ନଦୀରବି ସିଂଉତ୍କଳ ଦୀପିକାଆଳୁଅସହଯୋଗ ଆନ୍ଦୋଳନଜାମ୍ମାଲାମାଦୁଗୁବିଷ୍ଣୁନାସା୧୦ ଜୁନଭାରତୀୟ ରାଜ୍ୟ ଗୁଡ଼ିକର ପ୍ରତୀକଆକବରକୋଣାର୍କ ସୂର୍ଯ୍ୟ ମନ୍ଦିରପାଟଦେଇରଥଯାତ୍ରାହିନ୍ଦୁ କୁଶକବିସୂର୍ଯ୍ୟ ବଳଦେବ ରଥମଧ୍ୟ ଏସିଆ୧୮ ଅପ୍ରେଲମହିମା ଧର୍ମସହଦେବ (ମହାଭାରତ)ଚରିତ୍ର (ଓଡ଼ିଆ କଥାଚିତ୍ର)ବୁଧବାରରାଜକିଶୋର ରାୟଖଣ୍ଡାୟତପ୍ରକାଶ ପାଦୁକୋନସମ୍ବଲପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଭୁବନେଶ୍ୱର ବେହେରାଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାବରଗଛହାତୀତରଭୁଜକରମା ନାଚବିଶ୍ୱଜିତ ଦାସଭଗବତ ଗୀତାକ୍ୟାଲ୍‌ସିଅମକୁଞ୍ଜବିହାରୀ ଦାଶଛାତ୍ରବୃତ୍ତିଚନ୍ଦନ ଯାତ୍ରାଗୁଗଲ ମ୍ୟାପ୍ସଭାରତୀୟ ସମ୍ବିଧାନଭକ୍ତ ଚରଣ ଦାସତ୍ରିଭୁଜଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଜ୍ଞାନପୀଠ ପୁରସ୍କାରହୃଷୀକେଶ ପଣ୍ଡାପକ୍ଷୀଉଇକିପିଡ଼ିଆଲକ୍ଷ୍ମୀନାରାୟଣ ସାହୁଭାଷାକଟକଯୁକ୍ତରାଷ୍ଟ୍ର ଆମେରିକାସୌମ୍ୟ ରଞ୍ଜନ ପଟ୍ଟନାୟକବୈଷ୍ଣବ ଚରଣ ପଟ୍ଟନାୟକପାପୁଆ ନିଉ ଗିନିଜୋହାନ୍ ସେବାଷ୍ଟିଆନ୍ ବାକ୍🡆 More