ସୁଧୀର କୁମାର ସାମଲ: ଓଡ଼ିଆ ରାଜନୀତିଜ୍ଞ

ସୁଧୀର କୁମାର ସାମଲ (ଜନ୍ମ: ୧ ଜାନୁଆରୀ ୧୯୬୪) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସୁଧୀର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ବର୍ତ୍ତମାନ କାର୍ଯ୍ୟ କରୁଛନ୍ତି । ୨୦୦୪ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଆ ବିଧାନ ସଭା ନିର୍ବାଚନରେ ସେ ଢେଙ୍କାନାଳ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୩ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ସୁଧୀର କୁମାର ସାମଲ
ସୁଧୀର କୁମାର ସାମଲ: ଜନ୍ମ, ପରିବାର ଓ ଶିକ୍ଷା, ରାଜନୈତିକ ଜୀବନ, ଆଧାର
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯ – ଏବେଯାଏଁ
ପୂର୍ବ ଅଧିକାରୀସରୋଜ କୁମାର ସାମଲ
ନିର୍ବାଚନ ମଣ୍ଡଳୀଢେଙ୍କାନାଳ
ବିଧାୟକ: ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୪ – ୨୦୦୯
ପୂର୍ବ ଅଧିକାରୀକୃଷ୍ଣ ଚନ୍ଦ୍ର ପାତ୍ର
ପର ଅଧିକାରୀନବୀନ ନନ୍ଦ
ନିର୍ବାଚନ ମଣ୍ଡଳୀଢେଙ୍କାନାଳ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1964-01-01) ୧ ଜାନୁଆରୀ ୧୯୬୪ (ବୟସ ୬୦)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଅବନ୍ତୀ ସାମଲ
ବାପା/ବୋଉଅଧିକାରୀ ସାମଲ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ସୁଧୀର ୧୯୬୪ ମସିହାର ଜାନୁଆରୀ ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଅଧିକାରୀ ସାମଲ ଓ ପତ୍ନୀଙ୍କ ନାମ ଅବନ୍ତୀ ସାମଲ । ତାଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ଇଣ୍ଟରମିଡିଏଟ୍ ।

ରାଜନୈତିକ ଜୀବନ

ସୁଧୀର ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ସେ ଭାରତୀୟ ଜାତୀୟ କଂଗ୍ରେସର କାର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।

ଆଧାର

ବାହାର ଆଧାର

  • ସୁଧୀର କୁମାର ସାମଲ: ଜନ୍ମ, ପରିବାର ଓ ଶିକ୍ଷା, ରାଜନୈତିକ ଜୀବନ, ଆଧାର  ଉଇକିମିଡ଼ିଆ କମନ୍ସରେ Sudhir Kumar Samal-ସମ୍ପର୍କିତ ମିଡ଼ିଆ

Tags:

ସୁଧୀର କୁମାର ସାମଲ ଜନ୍ମ, ପରିବାର ଓ ଶିକ୍ଷାସୁଧୀର କୁମାର ସାମଲ ରାଜନୈତିକ ଜୀବନସୁଧୀର କୁମାର ସାମଲ ଆଧାରସୁଧୀର କୁମାର ସାମଲ ବାହାର ଆଧାରସୁଧୀର କୁମାର ସାମଲଓଡ଼ିଆ ଭାଷାଓଡ଼ିଶା ବିଧାନ ସଭାଢେଙ୍କାନାଳ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୧୩ଶ ଓଡ଼ିଶା ବିଧାନ ସଭା୧୬ଶ ଓଡ଼ିଶା ବିଧାନ ସଭା

🔥 Trending searches on Wiki ଓଡ଼ିଆ:

ପୂରଣବାଚକ ସଂଖ୍ୟାରାଜନୀତି ବିଜ୍ଞାନମାଟିର ମଣିଷଖାରବେଳମହୁଓଡ଼ିଆ ଭ୍ରମଣ ସାହିତ୍ୟ୫ ନଭେମ୍ବରରାଜ୍ୟ ସଭାଛାରପୋକବୁଧମନୋରଞ୍ଜନ ଦାସପ୍ରତିଭା ଶତପଥୀଜ୍ୟୋତିର୍ଲିଙ୍ଗହୃଷୀକେଶ ପଣ୍ଡାଦ୍ୱିତୀୟ ବିଶ୍ୱଯୁଦ୍ଧପ୍ଲୁଟୋଓଡ଼ିଆ ନାଟକଓଡ଼ିଆ ଭାଷାପ୍ରଥମ ବିଶ୍ୱଯୁଦ୍ଧହୃଷୀକେଶ ମଲ୍ଲିକଓଡ଼ିଆ ସାହିତ୍ୟଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପମୋନିକା ସେଲ୍ସଗଙ୍ଗାଧର ମେହେରଭଗବତ ଗୀତାଧାତୁରାବଣପ୍ରହ୍ଲାଦ ନାଟକବିଜୁ ଜନତା ଦଳକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାବିଦ୍ୟାଳୟପ୍ରାଣୀପ୍ରତୀକ୍ଷାଭାରତୀୟ ଜନତା ପାର୍ଟିଓଡ଼ିଶା ପ୍ରିମିଅର ଲିଗସଂକ୍ରାନ୍ତିଇଣ୍ଡୋନେସିଆଗୋପୀନାଥ ମହାନ୍ତିକୁତାମ ଚଣ୍ଡୀ ମନ୍ଦିରଭକ୍ତ ଚରଣ ଦାସ (ରାଜନେତା)ଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଗଣନ ସଂଖ୍ୟାସୌଭାଗ୍ୟ କୁମାର ମିଶ୍ରଏଞ୍ଜେଲା ମେର୍କେଲ୍ଭଦ୍ରକଅଣ୍ଡା ରୋଲରାଧାନାଥ ରାୟଅଂଶୁଘାତପୁରୀବାମାଚରଣ ମିତ୍ରଜଗନ୍ନାଥଙ୍କ ବେଶପାପୁଆ ନିଉ ଗିନିନବୀନ ପଟ୍ଟନାୟକପ୍ଲୀହାରାୟଗଡ଼ା ଜିଲ୍ଲାଜର୍ମାନୀସିନ୍ଧୁ ନଦୀହରେକୃଷ୍ଣ ମହତାବବିଷମ କଟକମହାପାତ୍ର ନୀଳମଣି ସାହୁପୁରୀ ଜିଲ୍ଲାକୃଷ୍ଣପ୍ରସାଦ ମିଶ୍ରକାଗଜଭାରତ ସରକାରଗଣ୍ଡାଧରିତ୍ରୀପ୍ରତିଭା ରାୟଓଡ଼ିଆ ରାନ୍ଧଣାଓଡ଼ିଶାର ଇତିହାସଫେବୃଆରୀଟମ୍ ଖା କାଇ🡆 More