ଚିନ୍ତାମଣି ବେହେରା: ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ଚିନ୍ତାମଣି ବେହେରା (୭ ନଭେମ୍ବର ୧୯୨୭ - ୭ ମାର୍ଚ୍ଚ ୨୦୦୫) ଜଣେ ଆଧୁନିକ ଓଡ଼ିଆ କବି ଓ ସମାଲୋଚକ । ସେ ଶିଶୁଲେଖାର ସମ୍ପାଦନା କରିବା ସହ ୧୯୮୩ରୁ ୧୯୮୫ ପର୍ଯ୍ୟନ୍ତ ଓଡ଼ିଶା ସାହିତ୍ୟ ଏକାଡେମୀର ସମ୍ପାଦକ ଦାୟିତ୍ୱ ତୁଲାଇଥିଲେ ।

ଚିନ୍ତାମଣି ବେହେରା
ଜନ୍ମ(1927-11-07)୭ ନଭେମ୍ବର ୧୯୨୭
ଜମାଡିହ, ମୟୂରଭଞ୍ଜ ଜିଲ୍ଲା
ମୃତ୍ୟୁ୭ ମାର୍ଚ୍ଚ ୨୦୦୫(2005-03-07) (ବୟସ ୭୭)
ଜାତୀୟତାଭାରତୀୟ

ଜୀବନୀ

ଚିନ୍ତାମଣି, ୧୯୨୭ମସିହାରେ ବାଲେଶ୍ୱର ଜିଲ୍ଲାର ଉଦଳା ଅନ୍ତର୍ଗତ ଜମାଡିହ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ମେଧାବୀ ଛାତ୍ର ଥିଲେ । ପିତାଙ୍କର ଇଛା ଥିଲା, ଚିନ୍ତାମଣି ଡାକ୍ତର କିମ୍ବା ଆଇନଜୀବୀ ହୁଅନ୍ତୁ । ସେଥି ନିମନ୍ତେ ପୁଅକୁ ରେଭେନ୍ସା ମହାବିଦ୍ୟାଳୟରେ ପାଠ ପଢ଼ିବା ପାଇଁ କଟକ ପଠେଇଥିଲେ । ଚିନ୍ତାମଣି କିନ୍ତୁ, ସାଙ୍ଗମାନଙ୍କ ସହ ମିଶି ବାଲେଶ୍ୱର ଚାଲି ଯାଇଥିଲେ ଓ ସେଠାର ଫକୀର ମୋହନ ମହାବିଦ୍ୟାଳୟରେ କଳା ଶ୍ରେଣୀରେ ନାମ ଲେଖାଇଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ କଳାରେ ସ୍ନାତକ ଓ କଲିକତା ବିଶ୍ୱବିଦ୍ୟାଳୟରୁ ସ୍ନାତକତ୍ତୋର ଶିକ୍ଷାଲାଭ କରିଥିଲେ । ସ୍ନାତକୋତ୍ତର ଶ୍ରେଣୀରେ ପ୍ରଥମ ହୋଇ ସେ ସ୍ୱର୍ଣ୍ଣପଦକ ଲାଭ କରିଥିଲେ । ଶିକ୍ଷାସମାପ୍ତି ପରେ, ସେ ଭଦ୍ରକ ମହାବିଦ୍ୟାଳୟ ଓ ଶାନ୍ତିନିକେତନରେ ଶିକ୍ଷାଦାନ କରିଥିଲେ । ୧୯୫୨ମସିହାରେ ସେ ଓଡ଼ିଶା ସରକାରଙ୍କ ଶିକ୍ଷାବିଭାଗରେ ଯୋଗଦେଇଥିଲେ ଓ ୧୯୮୭ରେ ସେବାନିବୃତ ହୋଇଥିଲେ ।

ରଚନାବଳୀ

କବିତା ସଙ୍କଳନ

  • ଶ୍ୱେତପଦ୍ମ
  • ସ୍ୱସ୍ତିକା
  • ନୂତନ ସ୍ୱାକ୍ଷର
  • ହେ ବୈଦେହୀ ଭୁଲିଯାଅ
  • ନୀଳଲୋହିତ
  • ତୃତୀୟ ଚକ୍ଷୁ
  • ନିଜେ ନିଜର ସାକ୍ଷୀ
  • ଉଦୟାସ୍ତର କାବ୍ୟ

ସମାଲୋଚନା ଗ୍ରନ୍ଥ

  • କାବ୍ୟ ଓ କଳାକାର
  • ଆଧୁନିକତାର କ ଖ ଗ
  • ବିଦଗ୍ଧ ପାଠକ
  • କଳାଦୃଷ୍ଟି
  • ସାହିତ୍ୟ ଚିନ୍ତା
  • ଚିତ୍ର ଓ ଚରିତ୍ର
  • ଅନ୍ୟାନ୍ୟ ଆଲୋଚନା

ସମ୍ମାନ ଓ ପୁରସ୍କାର

  • ସାରଳା ସମ୍ମାନ, ୧୯୯୬
  • କବିଶେଖର ଚିନ୍ତାମଣି ମହାନ୍ତି ପୁରସ୍କାର, ୧୯୯୫
  • ବିଷୁବ ମିଳନ ପୁରସ୍କାର, ୧୯୯୦
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୭୬ (ତୃତୀୟ ଚକ୍ଷୁ ନିମନ୍ତେ)

ଆଧାର

Tags:

ଚିନ୍ତାମଣି ବେହେରା ଜୀବନୀଚିନ୍ତାମଣି ବେହେରା ରଚନାବଳୀଚିନ୍ତାମଣି ବେହେରା ସମ୍ମାନ ଓ ପୁରସ୍କାରଚିନ୍ତାମଣି ବେହେରା ଆଧାରଚିନ୍ତାମଣି ବେହେରାଓଡ଼ିଆ ଭାଷା

🔥 Trending searches on Wiki ଓଡ଼ିଆ:

୩୦ ଅପ୍ରେଲ୧୧ବିଷ୍ଣୁପ୍ରଣବ ପ୍ରକାଶ ଦାସପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାରଅମୃତଭଣ୍ଡାରେବତୀ (କ୍ଷୁଦ୍ରଗଳ୍ପ)ସୁକୁମାର ସେନଜୟ ଜଗନ୍ନାଥଓଧଇଣ୍ଡୋନେସିଆ୬୦୨ନବୀନ ପଟ୍ଟନାୟକଶକ୍ତି ପୀଠସାରଳା ଦାସସୁନାବୈଷୟିକ ବିଜ୍ଞାନ୨୦୦୭ସିନାପାଲିଗୁରୁ୮ ଅପ୍ରେଲନାରୀବାଦରାଜା ରାମମୋହନ ରାୟବୀରମହାରାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଆନିଫ୍ରୋଲୁମାବଓଡ଼ିଆ ସାହିତ୍ୟର ଇତିହାସଉଦ୍‌ଜାନଭୀମ ଭୋଇପ୍ଲୀହାବର୍ଷା ପ୍ରିୟଦର୍ଶିନୀ୨୦ ଅପ୍ରେଲରାଧାମୋହନ ଗଡ଼ନାୟକଉତ୍ତମ ମହାନ୍ତିଶୁକ୍ରବାରଉଇକିଅଭିଧାନଦେବ୍ରାଜ ଲେଙ୍କାଚଇତି ଘୋଡ଼ା ନାଚଆଙ୍ଗୋଲାଛବିଳ ମଧୁ ବର୍ଣ୍ଣବୋଧଗୋପୀନାଥ ମହାନ୍ତିଓଡ଼ିଆ କଥାଚିତ୍ର ଜଗତମଧୁସୂଦନ ଦାସକାଶୀ ବିଶ୍ୱନାଥ ମନ୍ଦିରରବୀନ୍ଦ୍ରନାଥ ଠାକୁରପଞ୍ଚସଖା୨୫ ନଭେମ୍ବରଅଚ୍ୟୁତ ସାମନ୍ତଗୋପୀନାଥ ନନ୍ଦମାଲଟାଧର୍ମରମାଦେବୀ ଚୌଧୁରୀଖଜ୍ଜିଆର୧୫୭୨ରାଜ୍ୟବେଲଶରଧାବାଲିବନ୍ଦେ ଉତ୍କଳ ଜନନୀଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମୂରଲୀଧର କୁଅଁରଗୁରୁ ପ୍ରସାଦ ମହାନ୍ତିନୋଟା (ଭାରତ)ରବି ସିଂବୁଦ୍ଧ ପୂର୍ଣ୍ଣିମାକାଳୀଚରଣ ପଟ୍ଟନାୟକଜଗନ୍ନାଥ ମନ୍ଦିରସତ୍ୟବାଦୀ ବନ ବିଦ୍ୟାଳୟଯଦୁମଣି ମହାପାତ୍ର🡆 More