ସରୋଜ ବଳ: ଓଡ଼ିଆ ସାହିତ୍ୟିକ, ସମ୍ପାଦକ ଏବଂ ପ୍ରକାଶକ

ସରୋଜ ବଳ, (ଜନ୍ମ: ୨ ଫେବୃଆରୀ ୧୯୭୬) ଜଣେ ଓଡ଼ିଆ ସାହିତ୍ୟିକ, ସମ୍ପାଦକ ଏବଂ ପ୍ରକାଶକ । ଟାଇମପାସ ନାମରେ ତାଙ୍କର ଏକ ପ୍ରକାଶନ ସଂସ୍ଥା ରହିଛି । ସାହିତ୍ୟ ସଂଗଠକ ଭାବରେ ସେ ମୁକ୍ତ ସାହିତ୍ୟ ମଞ୍ଚ, ଜଗଦୀଶ ମହାନ୍ତି ଟ୍ରଷ୍ଟ, ସମ୍ବାଦ ସାହିତ୍ୟ ଘର ଆଦି ସାହିତ୍ୟ ଅନୁଷ୍ଠାନ ସହିତ ଜଡ଼ିତ ରହିଆସିଛନ୍ତି ।

ସରୋଜ ବଳ
Saroj Bal at Salandi Book Fair, Bhadrak
ଭଦ୍ରକର ସାଳନ୍ଦୀ ପୁସ୍ତକ ମେଳା ଅବସରରେ ଓଡ଼ିଆ କବି ତଥା ଲେଖକ ସରୋଜ ବଳ ।
ଜନ୍ମ (1976-02-02) ୨ ଫେବୃଆରୀ ୧୯୭୬ (ବୟସ ୪୮)
ଅର୍ଜୁନବିନ୍ଧା,ଭଦ୍ରକ
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକୋତ୍ତର(ଓଡ଼ିଆ)
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ

ସରୋଜ ୧୯୭୬ ମସିହା ଫେବୃଆରୀମାସ ୨ତାରିଖ ଦିନ ଭଦ୍ରକ ଜିଲ୍ଲାର(ସେତେବେଳେ ଅବିଭକ୍ତ ବାଲେଶ୍ୱର ଜିଲ୍ଲା) ଅର୍ଜୁନବିନ୍ଧାଠାରେ ଜନ୍ମଗ୍ରହଣ କରିଥିଲେ । ପିଲାଦିନ ଗ୍ରାମପରିବେଶରେ କଟିଥିଲା । ପିଲାଦିନରୁ ସେ ସାହିତ୍ୟପ୍ରତି ଆକର୍ଷିତ ଥିଲେ । ଅନ୍ୟ ସାହିତ୍ୟକୁ ନକଲ କରି, ତାକୁ ନିଜ ରୂପଦେବାକୁ ଚେଷ୍ଟାରୁ ତାଙ୍କର ସୃଜନ କ୍ରିୟା ଆରମ୍ଭ ହୋଇଥିଲା । ରଫ୍ ଖାତାରୁ ପେପର ଚିରି, ସେଥିରେ ହାତ ଲେଖା ପତ୍ରିକା ପ୍ରସ୍ତୁତ କରି ସେ ସାଙ୍ଗମାନଙ୍କୁ ବାଣ୍ଟୁଥିଲେ । +୩ ପଢିଲାବେଳେ, ସେ ମୌଳିକ ସାହିତ୍ୟ ରଚନା ଆରମ୍ଭ କରିଥିଲେ ଓ 'ସିନ୍ଦୁରା' ନାମରେ ଏକ ହସ୍ତଲିଖିତ ପତ୍ରିକା ଆରମ୍ଭ କରିଥିଲେ । ସେବେଠାରୁ ସେ ମୌଳିକ ସାହିତ୍ୟ ରଚନା, ସମ୍ପାଦନା ଓ ପ୍ରକାଶନାରେ ବ୍ରତୀ ରହିଛନ୍ତି ।

ରଚନାବଳୀ

ସମ୍ମାନ ଓ ପୁରସ୍କାର

  • ସୁବ୍ରତ ରଥ ସ୍ମାରକୀ ପୁରସ୍କାର - ୨୦୧୯ (ଶ୍ରୀ ଗଂଗାଧର ରଥ ଫାଉଣ୍ଡେସନଦ୍ୱାରା ପ୍ରଦତ୍ତ)
  • କଥା ନବପ୍ରତିଭା ସମ୍ମାନ - ୧୯୯୭
  • ଚନ୍ଦ୍ରକୁମାର ମହାନ୍ତି କବିତା ପୁରସ୍କାର - ୨୦୧୮
  • ରାଜ୍ୟ ଯୁବ ସମ୍ମାନ
  • ରବି ପଟ୍ଟନାୟକ ସ୍ମୃତି ପୁରସ୍କାର - ୨୦୦୮
  • କାଦମ୍ବିନୀ ଫିଚର ପୁରସ୍କାର - ୨୦୧୨
  • ବସନ୍ତ ମୁଦୁଲି କବିତା ପୁରସ୍କାର - ୨୦୧୩

ଆଧାର

Tags:

ସରୋଜ ବଳ ରଚନାବଳୀସରୋଜ ବଳ ସମ୍ମାନ ଓ ପୁରସ୍କାରସରୋଜ ବଳ ଆଧାରସରୋଜ ବଳଓଡ଼ିଆ ଲୋକ

🔥 Trending searches on Wiki ଓଡ଼ିଆ:

ପ୍ରତିଭା ରାୟରବି ସିଂତୁଳସୀ ଚଉରାବୁଧେଇ ଓଷାନିମୋନିଆ୪ ମାର୍ଚ୍ଚରବର୍ଟ ମୂଗଅଷ୍ଟ୍ରେଲିଆ (ମହାଦେଶ)ହେଲୋ ନେଟୱର୍କବଡ଼ ଏରାମିଳିତ ଜାତିସଂଘହରପ୍ପା ସଭ୍ୟତାଅହିରାଜୟୁ ଟ୍ୟୁବବିଜୁ ଜନତା ଦଳଚନ୍ଦ୍ରଭାନୁ ସିଂହ ଦେଓ୨୯ ମାର୍ଚ୍ଚଗଜପତି ମହାରାଜାବିଶ୍ୱନାଥ କରରାୟଗଡ଼ା ଜିଲ୍ଲାହନୁମାନବିଷ୍ଣୁବ୍ରତ ରାଉତରାୟବଙ୍ଗଳାଦେଶ ମୁକ୍ତିଯୁଦ୍ଧସାରଳା ମହାଭାରତଓଡ଼ିଶାର ଲୋକନୃତ୍ୟରାକ୍ଷୀ ପୂର୍ଣ୍ଣିମାସୁଦାମ ମାରାଣ୍ଡିଗୋବିନ୍ଦ ତ୍ରିପାଠୀଜହ୍ନଦୀପାବଳୀମହା ଶିବରାତ୍ରିଆରବ ସାଗରତପସ୍ୱିନୀବିରାଟ କୋହଲୀରବି ସିଂହ ମାଝିଲକ୍ଷ୍ମୀନାରାୟଣ ସାହୁକମଳାକାନ୍ତ ଲେଙ୍କାଛାନ୍ଦହେପାଟାଇଟିସଆତପଦାହପରଳଚନ୍ଦ୍ରଯାନ-୩ଗୁରୁଚିଲିକା ହ୍ରଦଗୁରୁ ପ୍ରସାଦ ମହାନ୍ତିପୋଟଳ ଆଳୁ କସାଫକୀର ସିଂହକାବୋଟେଗ୍ରାଭିର/ରିଲପିଭିରିନପାଇଥନ୍ (ପ୍ରୋଗ୍ରାମିଂ ଭାଷା)ବାଟ ଓଷାଆକବର୨୦ ଅଗଷ୍ଟନ୍ୟାସନାଲ ଆଲୁମିନିୟମ କମ୍ପାନିହସ୍ତମୈଥୁନରମାଦେବୀ ଚୌଧୁରୀଓଡ଼ିଶାର ଭୂଗୋଳଗୋବିନ୍ଦ ଚନ୍ଦ୍ର ଉଦ୍‌ଗାତାଭାରତୀୟ ଜାତୀୟ କଂଗ୍ରେସଖୋର୍ଦ୍ଧା ଜିଲ୍ଲାଭୂମିକମ୍ପଚେତନ ଭଗତଅଭିମନ୍ୟୁ ସାମନ୍ତସିଂହାରମଧୁସୂଦନ ଦାସଯାଯାବର (୧୯୭୫ର କଥାଚିତ୍ର)ରାମଶଙ୍କର ରାୟବଳରାମ ମିଶ୍ରନରେନ୍ଦ୍ର ମୋଦୀ🡆 More