ଉ ଓଡ଼ିଆ ବର୍ଣ୍ଣମାଳାର ୫ମ ସ୍ୱର ବର୍ଣ୍ଣ । ଏହାର ନାମ ହ୍ରସ୍ୱ ଉ । ଏହାର ମାତ୍ରା ୁ ବ୍ୟଞ୍ଜନ ବର୍ଣ୍ଣର ତଳେ ଦିଆହୋଇଥାଏ ଯାହା ଦେଖିବାକୁ ଅଙ୍କ ୪ ପରି ହୋଇଥାଏ ।

ଉ
ଓଡ଼ିଆ ବର୍ଣ୍ଣମାଳା
ଓଡ଼ିଆ ସ୍ଵର ବର୍ଣ୍ଣ
‌‌
ଓଡ଼ିଆ ବ୍ୟଞ୍ଜନ ବର୍ଣ୍ଣ
କ୍ଷ ଡ଼ ଢ଼
ଓଡ଼ିଆ ସଂଖ୍ୟା

ଉଚ୍ଚାରଣ

ଏହାର ଉଚ୍ଚାରଣ ସ୍ଥାନ ଓଠ ।

ବ୍ୟବହାର

ଅବ୍ୟୟ ପଦ

  1. ସମ୍ବୋଧନ, ଦୟା, ନିଯୋଗ, ରାଗ ଆଦି ପ୍ରକାଶ କରିବାରେ ବ୍ୟବହାର କରାଯାଇଥାଏ ।
  2. ଶିଶୁଙ୍କ ଦେହରେ କୌଣସି ଜୀବ ବା ପୋକ ଦେଖାଇ ଭୟ ଜାତ କରାଇବା ଧ୍ୱନି ।
    ହଠାତ କୌଣସି ଭୟସୂଚକ ବସ୍ତୁ ଦେଖିଲେ ଏହି ଅବ୍ୟୟ ଧ୍ୱନି ବ୍ୟବହାର କରାଯାଏ । ଯଥା : 'ଓ! ଲୋ!'
  1. ଦେଖାଯାଉନଥିବା କୌଣସି ଲୋକ ଦୂରରୁ ଡାକୁଥିଲେ "ଓ ! ହଁ ମୁଁ ଯାଉଛି" ବୋଲି ଜବାବ ଦିଆଯାଇଥାଏ ।
  2. ବିଶେଷ୍ୟ ପରେ "ସୁକୁମାରପଣ" ସ୍ଥଳରେ ଏକବଚନାନ୍ତ "ଟି", "ଟା", "ଟିଏ", "ଟାଏ" ଆଦି ଅକାରାନ୍ତ ବ୍ୟଞ୍ଜନାନ୍ତ ଶବ୍ଦରେ କେବେ କେବେ "ଉ" କାର ଯୋଗ ହୁଏ ।
    ଡହ ଡହ ହେବ ମୃଦ୍ୟୁ ଅବୟବ ଶ୍ୟାମ ଶ୍ରୀଅଙ୍ଗଟି ରୋଗୁଁ

ବିଶେଷଣ

ଦେଶଜ ଶବ୍ଦ

ପ୍ରତ୍ୟୟ

୧. ପଞ୍ଚମୀ ବିଭକ୍ତର ଚିହ୍ନ ସ୍ୱରୂପ ଆକାରନ୍ତ ବିଶେଷ୍ୟ ସଙ୍ଗେ ଯୁକ୍ତ ହୋଇଥାଏ ।

    1. ରୁ,ଠାରୁ
      ଟାକିଛି ସୁଧାଂଶୁ କଳାକୁ କରିବାକୁ ପାଣିଗତ
    1. ଅମୁକଠାରୁ ଭୟ ପାଇବା ଅର୍ଥରେ - ଭୟର ହେତୁ
      କର ନାହିଁ କି ହେ ପର ତରୁଣୀ ହରଣ
    1. ଅପେକ୍ଷା
    ଯଥା - ରୋଗୁଁ ଅଧିକ ଅଟେ ଶୋକ ।
    1. ହେତୁରୁ ; ଯୋଗୁଁ:
    ଜୋର ଲାଗି ଘେର ପଡ଼ିବ ଯେ ହେବ ଚୋରପଣ ଆଚରଣ ।

୨. ନିତ୍ୟ ବର୍ତ୍ତମାନ କାଳ ଓ ଅନୁଜ୍ଞାରେ କ୍ରିୟାର ମୂଳ ସହିତ ଯୁକ୍ତ ପ୍ରତ୍ୟୟ ।

      ଆମ୍ଭେ କରୁ (କରୁଁ)
      ଆମ୍ଭେମାନେ କରୁ (କରୁଁ)
      ତୁ କରୁ
      ସେ କରୁ

୩. ଅସମାପିକା କ୍ରିଯା ଅର୍ଥରେ: କ୍ରିୟାର ମୂଳ ସଙ୍ଗେ ଯୁକ୍ତ ହୋଇ ଦୁଇଥର ବ୍ୟବହାର ହେଲେ, କ୍ରିୟାର ଅସମାପ୍ତି ବୁଝାଏ ।

      ଯଥା - କରୁ କରୁ, ଖାଉ ଖାଉ

କମ୍ପ୍ୟୁଟର କୋଡ଼

ଆଇ.ପି.ଏ. କୋଡ଼ ସାରଣୀ ଏକ୍ସଟେନସନରୁ ଇଉନିକୋଡ଼ରେ ଏହାର କୋଡ଼ ବିନ୍ଦୁ ହେଲା U+0B09 ଓ "ଈକାର" (" ୀ ")ର କୋଡ଼ ହେଲା : 0B41

ଆଧାର

Tags:

ଉ ଚ୍ଚାରଣଉ ବ୍ୟବହାରଉ କମ୍ପ୍ୟୁଟର କୋଡ଼ଉ ଆଧାରବ୍ୟଞ୍ଜନ ବର୍ଣ୍ଣସ୍ୱର ବର୍ଣ୍ଣ

🔥 Trending searches on Wiki ଓଡ଼ିଆ:

ଧର୍ମନିତ୍ୟାନନ୍ଦ ମହାପାତ୍ରଭିମାବରମ୪ ଅଗଷ୍ଟଏଷ୍ଟୋନିଆ୪ ମାର୍ଚ୍ଚ୯ ଜୁନହରପ୍ପା ସଭ୍ୟତାଅଶୋକ (ସମ୍ରାଟ)୦ (ସଂଖ୍ୟା)ଜାପାନଜ୍ଞାନପୀଠ ପୁରସ୍କାରଜାଭାସ୍କ୍ରିପ୍ଟଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାତାଇୱାନବିହାର୧୦ ମାର୍ଚ୍ଚଅଷ୍ଟ୍ରେଲିଆ (ମହାଦେଶ)ଗୋବିନ୍ଦ ଚନ୍ଦ୍ର ଦାସ୧୬ଶ ଲୋକ ସଭାଦକ୍ଷିଣ ଚୀନ ସାଗରଫତୁରାନନ୍ଦମାଲେସିଆଓଡ଼ିଆ ଭାଷା ଆନ୍ଦୋଳନଯୀଶୁଧ୍ରୁବୀୟ ଜ୍ୟୋତିହୋଲିଗଙ୍ଗାଧର ମେହେରଦୁର୍ଗାଭାରତୀୟ ଡାକ ସେବାବୀଣାପାଣି ମହାନ୍ତିଗଞ୍ଜାମ ଜିଲ୍ଲାବିଶ୍ୱନାଥ କର୬୮୧୧୪୨୪ସମ୍ବଲପୁରଗୋପାଳ କୃଷ୍ଣ ରଥ୧୪ ମାର୍ଚ୍ଚପିତ୍ତକୋଷପ୍ରତିଭା ରାୟବାରାକ ଓବାମାବିଶ୍ୱ ଜଳ ଦିବସଲସ ଏଞ୍ଜଲେସ ଲେକର୍ସବିଜୁ ପଟ୍ଟନାୟକ୨୦୦୦ପ୍ରଧାନ ପୃଷ୍ଠାପାର୍ବତୀ ଘୋଷଉଦର ଚାପସୁନ୍ଦରଗଡ଼ ଜିଲ୍ଲାଅଚ୍ୟୁତ ସାମନ୍ତଶେୟାର ବଜାରତୁର୍କୀନୀଳକଣ୍ଠ ଦାସଲକ୍ଷ୍ମଣ ନାୟକସୀତାକାନ୍ତ ମହାପାତ୍ରଡାମାସକସକ୍ଷୁଦ୍ରକଣ ବିଜ୍ଞାନର ଆଦର୍ଶ ମାନଦଣ୍ଡଭାରତୀୟ ଜନତା ପାର୍ଟିମାଲଟାଆମାଜନ ନ‌ଦୀ୭ ମାର୍ଚ୍ଚଭାସ୍କୋ ଡା ଗାମାଜୟ ଜଗନ୍ନାଥଲୋମୁଷ୍ଟାଇନହଳଧର ନାଗ🡆 More