ଭାସ୍କୋ ଡା ଗାମା: ଜଣେ ପର୍ତ୍ତୁଗଲ ଅନ୍ୱେଷଣକାରୀ

ଭାସ୍କୋ ଡା ଗାମା ଜଣେ ପର୍ତ୍ତୁଗୀଜ ନାବିକ । ଏହି ନାବିକ ଭାରତକୁ ୧୪୯୮ ଖ୍ରୀଷ୍ଟାଦ୍ଦରେ ଜଳପଥ ଆବିଷ୍କାର କରିଥିଲେ । ସେ ପର୍ତ୍ତୁଗାଲରୁ ନିଜ ଯାତ୍ରା ଆରମ୍ଭ କରି ଆଟଲାଣ୍ଟିକ ମହାସାଗରରେ ତରୀ ଚଳାଇ ଆଫ୍ରିକା ମହାଦେଶର ଦକ୍ଷିଣ ସୀମାରେ ଅବସ୍ଥିତ ଉତ୍ତମାଶା ଅନ୍ତରିପଠାରେ ପହଞ୍ଚିଥିଲେ । ସେଠାରୁ ଉତ୍ତର ଦିଗରେ ଗତି କରି ଜଣେ ଆରବ ନାବିକଙ୍କ ସହାୟତାରେ ଭାରତ ମହାସାରରରେ ଯାତ୍ରା କଲେ ଏବଂ ୧୪୯୮ ମେ ୨୦ ତାରିଖରେ ଭାରତର ମାଳବର୍ ଉପକୁଳସ୍ଥ କାଲିକଟ ବନ୍ଦରଠାରେ ପହଞ୍ଚିଲେ । ଏହା ଇଉରୋପରୁ ଭାରତକୁ ସିଧାସଳଖ ଜଳପଥ ଆବିଷ୍କାର କଲା ଏବଂ ପର୍ତ୍ତୁଗୀଜ୍ ଓ ଅନ୍ୟାନ୍ୟ ୟୁରୋପୀୟ ମାନଂକ ପାଇଁ ଭାରତରେ ଉପନିବେଶ ସ୍ଥାପନ କରିବା ନିମନ୍ତେ ସୁଯୋଗ ସୃଷ୍ଟି କଲା।

ଭାସ୍କୋ ଡା ଗାମା
Vasco da Gama
ଭାସ୍କୋ ଡା ଗାମା: ଜଣେ ପର୍ତ୍ତୁଗଲ ଅନ୍ୱେଷଣକାରୀ
ଜନ୍ମ୧୪୬୦ ଅଥବା ୧୪୬୯
Sines or Vidigueira, Alentejo, Kingdom ofପର୍ତ୍ତୁଗାଲ
ମୃତ୍ୟୁ୨୩ ଜିସେମ୍ବର ୧୫୨୪ (ବୟସ ୫୪-୬୪)
କୋଚି, ଏବିସି
ବୃତ୍ତିସମୂହExplorer, Governor of Portuguese India
ଦସ୍ତଖତ
ଭାସ୍କୋ ଡା ଗାମା: ଜଣେ ପର୍ତ୍ତୁଗଲ ଅନ୍ୱେଷଣକାରୀ

ଆଧାର

ବାହାର ଆଧାର


Tags:

ଭାରତ

🔥 Trending searches on Wiki ଓଡ଼ିଆ:

ପ୍ରତିଭା ରାୟଚାନ୍ଦବାଲିଯୁକ୍ତରାଷ୍ଟ୍ର ଆମେରିକାମହାଭାରତମନୋଜ ଦାସଙ୍କ କଥା ଓ କାହାଣୀଆଣ୍ଟିଅକ୍ସିଡାଣ୍ଟବେକ୍ଲୋମେଟାଜୋନ ଡାଇପ୍ରୋପିଓନେଟଜାନକୀ ବଲ୍ଲଭ ପଟ୍ଟନାୟକସାତକଡ଼ି ହୋତାକାଳିନ୍ଦୀ ଚରଣ ପାଣିଗ୍ରାହୀବେଙ୍ଗଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରବୀଜାଣୁମାର୍ଚ୍ଚରାମ ନବମୀରବି ସିଂଲୋସାର୍ଟାନ/ହାଇଡ୍ରୋକ୍ଲୋରୋଥିଆଜାଇଡସତ୍ୟନାରାୟଣ ରାଜଗୁରୁବିରଜା ମନ୍ଦିରନୋଟା (ଭାରତ)ଜଳ ପ୍ରଦୂଷଣଗୋପୀନାଥ ମହାନ୍ତିଶ୍ରୀରାଧାକଣ୍ଡୋମପରିସଂଖ୍ୟାନଇତିହାସରେବତୀ (କ୍ଷୁଦ୍ରଗଳ୍ପ)ଗୁରୁଭୁବନେଶ୍ୱର ବେହେରା୨୦୦୬ରାଜନୀତି ବିଜ୍ଞାନଗୌରୀଶଙ୍କର ରାୟଅଷ୍ଟଶମ୍ଭୁ ଶିବ ମନ୍ଦିର , ଭୁବନେଶ୍ୱରସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହିଯକ୍ଷ୍ମାଶୈଳବାଳା ଦାସଲକ୍ଷ୍ମୀକାନ୍ତ ମହାପାତ୍ରଗୋକୁଳାନନ୍ଦ ମହାପାତ୍ରତାରାତାରିଣୀ ମନ୍ଦିରଡାଉନ ସିଣ୍ଡ୍ରୋମଚେକ୍ ଗଣରାଜ୍ୟକର୍କଟ ରୋଗନନ୍ଦିଘୋଷଆଚାର୍ଯ୍ୟ ହରିହରଭାରତ ସରକାରତପସ୍ୱିନୀଜଗନ୍ନାଥ ମନ୍ଦିରଉଇକିମିଡ଼ିଆ ଫାଉଣ୍ଡେସନଅଭିମନ୍ୟୁ ସାମନ୍ତସିଂହାର୨୪ ଅପ୍ରେଲ୨୦୦୪କାଳୀଚରଣ ପଟ୍ଟନାୟକଆମ୍ବଗୋଲୋକ ବିହାରୀ ଧଳଶବ୍ଦ (ପଦ)ଜ୍ୟୈଷ୍ଠଭୂମିକମ୍ପ୧୪୧୭ବ୍ରହ୍ମୋତ୍ରୀ ମହାନ୍ତିଗଙ୍ଗାଧର ମେହେରଅଚ୍ୟୁତ ସାମନ୍ତଅକ୍ଷାଂଶଓଡ଼ିଆ ଖାଦ୍ୟଶ୍ୱେତସାର୧ ସେପ୍ଟେମ୍ବରମହମ୍ମଦ୧୯୮୯ବିଶ୍ୱଜିତ ଦାସ🡆 More