ସରୋଜିନୀ ସାହୁ: ଓଡ଼ିଆ ସାହିତ୍ୟିକା

ସରୋଜିନୀ ସାହୁ ଜଣେ (ଜନ୍ମ ୧୯୫୬) ଭାରତୀୟ ଓଡ଼ିଆ-ଭାଷୀ ଔପନ୍ୟାସିକା, ଗାଳ୍ପିକା, କବି, ପ୍ରାବନ୍ଧିକା । ତାଙ୍କର ସାହିତ୍ୟ କୃତି ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାରରେ ସମ୍ମାନିତା । ସେ ଜଣେ ଭାରତୀୟ ନାରୀବାଦୀ ଲେଖିକା ଭାବରେ ଜଣାଶୁଣା ଓ ଇଂରାଜୀ ଖବରକାଗଜ ଦି ନିଉ ଇଣ୍ଡିଆନ ଏକ୍ସପ୍ରେସର ନିୟମିତ ପ୍ରାବନ୍ଧିକା ଓ ଚେନ୍ନାଇରେ ଥିବା ଇଂରାଜୀ ପତ୍ରିକା ଇଣ୍ଡିଆନ ଏଜର ସହ-ସମ୍ପାଦିକା । ସେ କିଣ୍ଡଲେ ପତ୍ରିକାଦ୍ୱାରାଭାରତର ୨୫ ଜଣ ଅସାଧାରଣ ନାରୀଙ୍କ ମଧ୍ୟରୁ ଜଣେ ଭାବେ ନିର୍ବାଚିତା ।

ସରୋଜିନୀ ସାହୁ
ସରୋଜିନୀ ସାହୁ
ସରୋଜିନୀ ସାହୁ
ଜନ୍ମ ଓ ଜନ୍ମସ୍ଥାନ(1956-01-04)୪ ଜାନୁଆରୀ ୧୯୫୬
ଢେଙ୍କାନାଳ, ଓଡ଼ିଶା, ଭାରତ
ବୃତ୍ତିଔପନ୍ୟାସିକା, ଗାଳ୍ପିକା, କବି, ପ୍ରାବନ୍ଧିକା
ଜାତୀୟତାଭାରତୀୟ
ସମୟଅଧୁନା
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
ଜୀବନସାଥୀଜଗଦୀଶ ମହାନ୍ତି
ୱେବସାଇଟ
sarojinisahoo.com

ପରିବାର

ତାଙ୍କର ପିତାଙ୍କ ନାମ ଇଶ୍ୱର ଚନ୍ଦ୍ର ସାହୁ ଓ ମାତାଙ୍କ ନାମ ନଳିନୀ ଦେବୀ । ସେ ତାଙ୍କ ପିତାମାତାଙ୍କର ଦ୍ୱିତୀୟ ଝିଅ । ସେ ଓଡ଼ିଆ ଲେଖକ ଜଗଦୀଶ ମହାନ୍ତିଙ୍କୁ ବିବାହ କରିଥିଲେ । ତାଙ୍କର ଜଣେ ପୁଅ ଓ ଜଣେ ଝିଅ ଅଛନ୍ତି ।

ରଚନାବଳୀ

କ୍ଷୁଦ୍ର ଗଳ୍ପ

ଓଡ଼ିଆ
  • ସୁଖର ମୁହାଁମୁହିଁ (୧୯୮୧)
  • ନିଜ ଗହୀରରେ ନିଜେ (୧୯୮୯)
  • ଅମୃତର ପ୍ରତିକ୍ଷାରେ (୧୯୯୨)
  • ଚଉକାଠ (୧୯୯୪)
  • ତରଳି ଯାଉଥିବା ଦୁର୍ଗ (୧୯୯୫)
  • ଦେଶାନ୍ତରି (୧୯୯୯)
  • ଦୁଃଖ ଅପ୍ରମିତ (୨୦୦୬)
  • ସୃଜନୀ ସରୋଜିନୀ (୨୦୦୮)
ଇଂରାଜୀ
  • Sarojini Sahoo Stories (୨୦୦୬)
  • Waiting for Manna (୨୦୦୮)
ହିନ୍ଦୀ
  • ରେପ ତଥା ଅନ୍ୟ କାହାନିଆଁ (୨୦୧୦)

ସମ୍ମାନ ଓ ପୁରସ୍କାର

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୩
  • ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ), ୧୯୯୩ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)
  • ଫକୀର ମୋହନ କ୍ଷୁଦ୍ରଗଳ୍ପ ସମ୍ମାନ, ୨୦୧୬ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
  • ଭୁବନେଶ୍ୱର ପୁସ୍ତକମେଳା ପୁରସ୍କାର, ୧୯୯୩
  • ଅଖିଳ କଥା ସମ୍ମାନ, ୨୦୧୯
  • ପ୍ରଜାତନ୍ତ୍ର ପୁରସ୍କାର, ୧୯୮୧,୧୯୯୩
  • ଲାଡ଼ଲି ମେଡ଼ିଆ ଆୱାର୍ଡ଼, ୨୦୧୧

ଆଧାର

Tags:

ସରୋଜିନୀ ସାହୁ ପରିବାରସରୋଜିନୀ ସାହୁ ରଚନାବଳୀସରୋଜିନୀ ସାହୁ ସମ୍ମାନ ଓ ପୁରସ୍କାରସରୋଜିନୀ ସାହୁ ଆଧାରସରୋଜିନୀ ସାହୁଓଡ଼ିଆ ସାହିତ୍ୟଚେନ୍ନାଇଭାରତ

🔥 Trending searches on Wiki ଓଡ଼ିଆ:

ପଞ୍ଚସଖାରସୁଣଭାରତର ରାଷ୍ଟ୍ରପତିବାରାକ ଓବାମାରାସେଶ୍ୱରୀ ପାଣିଗ୍ରାହୀପ୍ରଦୀପ କୁମାର ପାଣିଗ୍ରାହୀଲୋକ ସଭାତାରିଣୀ ମନ୍ଦିର, ଘଟଗାଁଚାଣକ୍ୟପ୍ରଦୀପ କୁମାର ପଣ୍ଡାରତ୍ନାକର ଚଇନିବନ୍ଦେ ଉତ୍କଳ ଜନନୀପ୍ରତିଭା ଶତପଥୀଇରା ମହାନ୍ତିରଥଯାତ୍ରାହେମନ୍ତ ଦାସପୁରୀଗୋପବନ୍ଧୁ ଦାସବିଭୂତି ପଟ୍ଟନାୟକଓଡ଼ିଆ କବି ମାନଙ୍କର ତାଲିକାଭକ୍ତ ଚରଣ ଦାସରିୟା ଦେମହିମା ଧର୍ମଉଇକିପିଡ଼ିଆଏଚଆଇଭି/ଏଡସସମୀର ରଞ୍ଜନ ଦାଶଭାଷାଭୂମିକମ୍ପଶିବଭାରତୀୟ ସମ୍ବିଧାନହନୁମାନମଧୁମେହବକ୍ସି ଜଗବନ୍ଧୁବ୍ୟଞ୍ଜନ ବର୍ଣ୍ଣବୀର ସୁରେନ୍ଦ୍ର ସାଏଇବାଣ୍ଡ୍ରୋନିକ ଏସିଡରାଧାନାଥ ରାୟବି. ଆର. ଆମ୍ବେଦକରଚନ୍ଦନଲାଗି ବେଶବୌଦ୍ଧ ଧର୍ମବିଦୁସ୍ମିତାମୋରୋକ୍କୋଦାସକାଠିଆଓଡ଼ିଆ କାବ୍ୟ କବିତାନୀଳକଣ୍ଠ ଦାସଅଜନ୍ତା ଗୁମ୍ଫାଶ୍ରୀକାନ୍ତ ସାହୁବୈଶାଖଭାରତୀୟ ମୁଦ୍ରାମଙ୍ଗଳା ମନ୍ଦିରଲକ୍ଷ୍ମଣ ନାୟକଅର୍ଜୁନ ଗଛସଚ୍ଚିଦାନନ୍ଦ ରାଉତରାୟବିଶ୍ୱନାଥ କରବାସନ୍ତୀପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଆଚାର୍ଯ୍ୟ ହରିହରଅନାଦି ଚରଣ ସାହୁଅପରାଜିତା ଷଡ଼ଙ୍ଗୀସମ୍ବଲପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଉଇକିଅଭିଧାନଅମ୍ଳଜାନହନୁମାନ ଜୟନ୍ତୀଜଣ୍ଡିସ୍ଏସ୍କେରିସିଆ କୋଲାଇମାଟିର ମଣିଷ (ଉପନ୍ୟାସ)ଗୋପାଳ ଚନ୍ଦ୍ର ପ୍ରହରାଜଦ୍ୱିତୀୟ ବିଶ୍ୱଯୁଦ୍ଧଓଡ଼ିଶା ବିଧାନ ସଭାମିନତି ମିଶ୍ରଡାଲି୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନ🡆 More