ଜଗଦୀଶ ମହାନ୍ତି: ଓଡ଼ିଆ ଲେଖକ

ଜଗଦୀଶ ମହାନ୍ତି (୧୭ ଫେବୃଆରୀ ୧୯୫୧ - ୨୯ ଡିସେମ୍ବର ୨୦୧୩) ଜଣେ ଓଡ଼ିଆ ଲେଖକ, ଓଡ଼ିଆ ଗଳ୍ପରେ ନୂଆ ଧାରାର ଆବାହକ ଭାବରେ ସେ ପରିଚିତ ଥିଲେ।

ଜଗଦୀଶ ମହାନ୍ତି
ଜଗଦୀଶ ମହାନ୍ତି
ଜଗଦୀଶ ମହାନ୍ତି
ଜନ୍ମ ଓ ଜନ୍ମସ୍ଥାନ(1951-02-17)୧୭ ଫେବୃଆରୀ ୧୯୫୧
ଗୋରୁମହିଷାଣି, ମୟୂରଭଞ୍ଜ ଜିଲ୍ଲା
ମୃତ୍ୟୁ୨୯ ଡିସେମ୍ବର ୨୦୧୩(2013-12-29) (ବୟସ ୬୨)
ବେଲପାହାଡ଼, ଓଡ଼ିଶା
ବୃତ୍ତିଔପନ୍ୟାସିକ, ଗାଳ୍ପିକ, କବି, ପ୍ରାବନ୍ଧିକ
ଜାତୀୟତାଭାରତୀୟ
ସାହିତ୍ୟ କୃତିସୁନା ଇଲିସି, କନିଷ୍କ କନିଷ୍କ
ପୁରସ୍କାରଶାରଳା ପୁରସ୍କାର,
ଜୀବନସାଥୀସରୋଜିନୀ ସାହୁ

ପରିବାର

ସେ ଓଡ଼ିଆ ଲେଖିକା ସରୋଜିନୀ ସାହୁଙ୍କୁ ବିବାହ କରିଥିଲେ । ତାଙ୍କର ଜଣେ ପୁଅ ଓ ଜଣେ ଝିଅ ଅଛନ୍ତି ।

ସାହିତ୍ୟ ସର୍ଜନା

ଉପନ୍ୟାସ

  • କନିଷ୍କ କନିଷ୍କ
  • ନିଜ ନିଜ ପାନିପଥ
  • ଉତ୍ତରାଧିକାର
  • ଦୁର୍ଦ୍ଦିନ
  • ଅଦୃଶ୍ୟ ସକାଳ

କ୍ଷୁଦ୍ର ଗଳ୍ପ

  • ଏକାକୀ ଅଶ୍ୱରୋହୀ
  • ଦକ୍ଷିଣ ଦୁଆରୀ ଘର
  • ଇର୍ଷା ଏକ ଋତୁ
  • ଆଲବମ
  • ଦିପହର ଦେଖିନଥିବା ଲୋକଟିଏ
  • ଯୁଦ୍ଧକ୍ଷେତ୍ରେ ଏକା
  • ମେଫେଷ୍ଟୋଫେଲେସ-ର ପୃଥିବୀ
  • ନିଆଁ ଓ ଅନ୍ୟାନ୍ୟ ଗଳ୍ପ
  • ସୁନା ଇଲିସି
  • ସୁନ୍ଦରତମ ପାପ
  • ସତୁରୀର ଜଗଦୀଶ
  • ବୀଜ ବୃକ୍ଷ ଛାୟା

ପୁରସ୍କାର ଓ ସମ୍ମାନ

ଆଧାର

Tags:

ଜଗଦୀଶ ମହାନ୍ତି ପରିବାରଜଗଦୀଶ ମହାନ୍ତି ସାହିତ୍ୟ ସର୍ଜନାଜଗଦୀଶ ମହାନ୍ତି ପୁରସ୍କାର ଓ ସମ୍ମାନଜଗଦୀଶ ମହାନ୍ତି ଆଧାରଜଗଦୀଶ ମହାନ୍ତିଓଡ଼ିଆ ଭାଷାଓଡ଼ିଆ ସାହିତ୍ୟ

🔥 Trending searches on Wiki ଓଡ଼ିଆ:

୧୫ ଫେବୃଆରୀବ୍ୟାସଦେବଭଗବତୀ ଚରଣ ପାଣିଗ୍ରାହୀଧର୍ମଜାପାନରାଧାମୋହନ ଗଡ଼ନାୟକବୀଣାପାଣି ମହାନ୍ତିଇଲେକ୍ଟ୍ରୋନିକ କମର୍ସହରେକୃଷ୍ଣ ମହତାବଅନୁପମ ଭାରତମାଟିର ମଣିଷ (ଉପନ୍ୟାସ)ଇରା ମହାନ୍ତିଋଷିଆସମ୍ବାଦ (ଖବରକାଗଜ)ଓଡ଼ିଆ ବାହାଘରପ୍ଲୀହାଆପେଣ୍ଡିସାଇଟିସଆଲବର୍ଟ ଆଇନଷ୍ଟାଇନବନ୍ଧୁ ମହାନ୍ତି୧୭୩୬କବିସୂର୍ଯ୍ୟ ବଳଦେବ ରଥଯକୃତରାସାୟନିକ ମୌଳିକଗୌତମ ବୁଦ୍ଧବିଜୟ ମିଶ୍ରତରୁଣକାନ୍ତି ମିଶ୍ରପଦ୍ମଚରଣ ପଟ୍ଟନାୟକଲୋକ ସଭାଏସ୍କେରିସିଆ କୋଲାଇଗଙ୍ଗଶିଉଳୀବେଲସୁନାଖାଦ୍ୟରୋହିତ ପୂଜାରୀଗୁରୁବାରନବୀନ ପଟ୍ଟନାୟକବିଜ୍ଞାନଭଦଭଦଳିଆରସୁଣଅଟିଜିମ୍‌ରାଜେନ୍ଦ୍ର କିଶୋର ପଣ୍ଡାୱାଟରଲୁ ଯୁଦ୍ଧସଂଗୀତଓଡ଼ିଆ ଯୁବକ ପାଠାଗାରବନ୍ଦେ ମାତରମବିଶ୍ୱନାଥ କରବୁଧବାରମାଳିକାଶ୍ରୀରାଧାପିଆଜଏକ୍ସକ୍ୟୁଜ ମିଉଇକିମିଡ଼ିଆ ଫାଉଣ୍ଡେସନବିରିଆର୍ଟିଫିସିଆଲ ଇଣ୍ଟେଲିଜେନ୍ସମଧୁସୂଦନ ରାଓଓଡ଼ିଆ ସାହିତ୍ୟମହାତ୍ମା ଗାନ୍ଧୀସ୍ତନବଙ୍ଗୋପସାଗରଜଗନ୍ନାଥଙ୍କ ବେଶଓଡ଼ିଶାର ଇତିହାସଅପରାଜିତା ଷଡ଼ଙ୍ଗୀଚନ୍ଦନ ବୋଡ଼ାଓଡ଼ିଶାର ଲୋକନୃତ୍ୟ🡆 More