ପାରଳାଖେମୁଣ୍ଡି: ଓଡିଶାର ଏକ ସହର, ଭାରତ

]

ପାରଳାଖେମୁଣ୍ଡି
ସହର
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଗଜପତି
Elevation
145 m (476 ft)
Population
 (2001)
 • Total୪୨,୯୯୧
ଭାଷା
 • ସରକାରୀଓଡ଼ିଆ
 • ଆଞ୍ଚଳିକଓଡ଼ିଆ, ତେଲୁଗୁ, ସଉରା ଓ ଇଂରାଜୀ
Time zoneUTC+5:30 (IST)
ପିନ କୋଡ଼
୭୬୧ ୨୦୦
ଟେଲିଫୋନ କୋଡ଼୯୧-୬୮୧୫
ଯାନବାହାନ ପଞ୍ଚୀକରଣOD-20
Websiteparalakhemundimunicipality.com

ପାରଳାଖେମୁଣ୍ଡି (ସଂକ୍ଷେପରେ ପାରଳାଖେମୁଣ୍ଡି ନାମରେ ମଧ୍ୟ ପ୍ରସିଦ୍ଧ) ଓଡ଼ିଶାର ଗଜପତି ଜିଲ୍ଲାର ଏକ ସହର ଓ ମୁଖ୍ୟ ସଦର ମହକୁମା । ଏହା ୧୮୮୫ ମସିହାରେ ଓଡ଼ିଶାରେ ପ୍ରତିଷ୍ଠିତ ପୁରାତନ ପୌରପାଳିକା ମାନଙ୍କ ମଧ୍ୟରୁ ଅନ୍ୟତମ | ଏହି ସହରର ଅଧିକାଂଶ ଲୋକ ଓଡ଼ିଆଭାଷୀ ଓ ଏଠାରେ ସଉରା ଓ ତେଲୁଗୁ ଭାଷୀ ଲୋକେ ମଧ୍ୟ ବସବାସ କରନ୍ତି | ସହରଟି ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶର ସୀମାରେ ଅବସ୍ଥିତ | ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲାର ପୁରୁଣା ପାଟଣା ସହର ଏହାର ଅତି ନିକଟବର୍ତ୍ତୀ ହେତୁ ପାରଳାଖେମୁଣ୍ଡି ଦ୍ବେତ ସହର ଭାବରେ ପରିଗଣିତ ହୁଏ | ମହେନ୍ଦ୍ର ତନୟା ନଦୀଦ୍ୱାରା କେବଳ ସହରଗୁଡିକ ପୃଥକ ହୋଇଛି । ଅତୀତରେ ଏହା ଖେମୁଣ୍ଡି ଇଷ୍ଟେଟର ରାଜଧାନୀ ଥିଲା , ଯେଉଁଠି ପୂର୍ବ ଗଙ୍ଗ ବଂଶର ରାଜା ମହାରାଜାମାନେ ରାଜୁତି କରୁଥିଲେ। ଏହି ସହରଟି ଓଡ଼ିଶାର ଏକ ପ୍ରାଚୀନ ସାଂସ୍କୃତିକ କେନ୍ଦ୍ର ତଥା ଅଷ୍ଟାଦଶ ଶତାବ୍ଦୀର ଓଡ଼ିଆ ସଂଗୀତକାର-କବି ଗୋପାଳକୃଷ୍ଣ ପଟ୍ଟନାୟକ, ଓଡ଼ିଶା ରାଜ୍ୟର ଅନ୍ୟତମ ପ୍ରତିଷ୍ଠାତା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ, ଶବ୍ଦତତ୍ତ୍ୱବୋଧ ଅଭିଧାନ ସଙ୍କଳକ ତଥା ଓଡ଼ିଆ ଭାଷା ତତ୍ତ୍ୱବିତ ଗୋପୀନାଥ ନନ୍ଦ ଶର୍ମା, ଐତିହାସିକ ସତ୍ୟନାରାୟଣ ରାଜଗୁରୁଙ୍କ ଜନ୍ମସ୍ଥଳୀ ଭାବରେ ଜଣାଶୁଣା | ଏହି ସହର ଏହାର ଶତାବ୍ଦୀର ପୁରୁଣା ମନ୍ଦିର, ମଠ, ପ୍ରାସାଦ ଏବଂ ଐତିହ୍ୟ ସ୍ମାରକୀ ପାଇଁ ମଧ୍ୟ ପ୍ରସିଦ୍ଧ |

ଭୂଗୋଳ

ଜନସଂଖ୍ୟା ଓ ସାକ୍ଷରତା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପାରଳାଖେମୁଣ୍ଡି ସହରର ମୋଟ ଜନସଂଖ୍ୟା ୪୨,୯୯୧ । ସେଥି ମଧ୍ୟରୁ ୫୦.୫୯% ଜଣ ପରୁଷ ହୋଇଥିବା ବେଳେ ୪୯.୪୧% ଜଣ ନାରୀ । ପାରଳାଖେମୁଣ୍ଡିର ସାକ୍ଷରତା ହାର ୬୮.୭୩% । ଏହା ଜାତୀୟ ହାରଠାରୁ -୩.୮୯% ପ୍ରତିଶତ କମ । ସେଥିରୁ ୩୮.୭୬% ପ୍ରତିଶତ ପୁରୁଷ ଓ ୨୯.୯୭% ନାରୀ ଅଟନ୍ତି । ୧୦.୯୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।

ଇତିହାସ

ପର୍ଯ୍ୟଟନ

ଭାଷା

ଏଠାର ସରକାରୀ ଭାଷା ଓଡ଼ିଶାର ସରକାରୀ ଭାଷା ଓଡ଼ିଆ ।

ଆଧାର

Tags:

ପାରଳାଖେମୁଣ୍ଡି ଭୂଗୋଳପାରଳାଖେମୁଣ୍ଡି ଜନସଂଖ୍ୟା ଓ ସାକ୍ଷରତାପାରଳାଖେମୁଣ୍ଡି ଇତିହାସପାରଳାଖେମୁଣ୍ଡି ପର୍ଯ୍ୟଟନପାରଳାଖେମୁଣ୍ଡି ଭାଷାପାରଳାଖେମୁଣ୍ଡି ଆଧାରପାରଳାଖେମୁଣ୍ଡି

🔥 Trending searches on Wiki ଓଡ଼ିଆ:

୨୪ ମାର୍ଚ୍ଚମକର ସଂକ୍ରାନ୍ତିଓଡ଼ିଆ ଚଉତିଶା ଗୁଡ଼ିକର ତାଲିକା୨୫ ମାର୍ଚ୍ଚଶାଗସଂଯୁକ୍ତ ପ୍ରଗତିଶୀଳ ଗଠବନ୍ଧନରାଣୀ ଲକ୍ଷ୍ମୀବାଈ୨୦୧୧ କ୍ରିକେଟ ବିଶ୍ୱ କପଛେଣ୍ଡିପଦା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସୌର ଜଗତଗଜଲwiki.phtmlଉଇକିଅଭିଧାନଯୁକ୍ତରାଷ୍ଟ୍ର ଆମେରିକାଭାରତନିର୍ମାଲ୍ୟଚାଣକ୍ୟଯକ୍ଷ୍ମାଭୀମ ଭୋଇସୁନାବ୍ୟାଟେରୀକାଳିନ୍ଦୀ ଚରଣ ପାଣିଗ୍ରାହୀମିହିର ଦାସପୁରୀଭାରତୀୟ ମହିଳାମିଳିତ ଜାତିସଂଘଯୁକ୍ତରାଜ୍ୟଅଯୋଧ୍ୟାଛେନାପୋଡ଼ମଞ୍ଜୁଳା ପଦ୍ମନାଭନରାଜନୀତି ବିଜ୍ଞାନଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଗାଲୁଆଉଇକିଡାଟାଗୋପବନ୍ଧୁ ଚୌଧୁରୀ୩୧ ମାର୍ଚ୍ଚମାର୍କଣ୍ଡେୟ ପୁରାଣକଟକ ଜିଲ୍ଲାଦକ୍ଷିଣାୟନ ଯାତ୍ରା୧ ମାର୍ଚ୍ଚପ୍ରଧାନ ପୃଷ୍ଠାଏରିଦେମା ମଲ୍ଟିଫର୍ମ୨୦୨୨ ରୁଷର ୟୁକ୍ରେନ ଉପରେ ଆକ୍ରମଣମେକ୍ସିକୋରାଧାକ୍ରୋଏସିଆଆଣ୍ଟୋନ ଚେକୋଭଉତ୍କଳ ସମ୍ମିଳନୀଫ୍ରାଙ୍କଲିନ ଡି ରୁଜଭେଲଟ୧୮୩୩ବିଜୁ ପଟ୍ଟନାୟକଯୀଶୁରଘୁନାଥ ମୁର୍ମୁଓଡ଼ିଆ ଭାଗବତଆର୍ମେନିଆ୧୯୩୬ଉତ୍କଳ ଦିବସପ୍ରମୁଖ ଅବସାଦ ବେମାରୀପିଆଜଭାରତର ସଂସ୍କୃତିଅଖିଳ ମୋହନ ପଟ୍ଟନାୟକବର୍ଷାହିରୋତାଜମହଲଭୁବନେଶ୍ୱର ବେହେରାକ୍ରସ ସାଇଟ୍ ସ୍କ୍ରିପଟିଂ🡆 More