ଉଇକିପାଠାଗାର: ପ୍ରେମ ପୋଥି

ଉଇକିସୋର୍ସ (ଇଂରାଜୀ) ବା ଉଇକିସ୍ରୋତ ବା ଉଇକିପାଠାଗାର ଉଇକିମିଡ଼ିଆ ଫାଉଣ୍ଡେସନ ପରିଚାଳିତ ଉଇକିରେ ମୁକ୍ତ ବିଷୟ/ ଲେଖାର ଉତ୍ସଗୁଡ଼ିକୁ ନେଇ ଏକ ଅନଲାଇନ ଡିଜିଟାଲ ପାଠାଗାର । ଭିନ୍ନ ଭିନ୍ନ ଭାଷାରେ ଏହି ଉଇକି ପାଠାଗାର ଉଇକିସୋର୍ସ ପ୍ରକଳ୍ପ ଅଧିନରେ କାର୍ଯ୍ୟ ହେଉଛି । ଏହି ପ୍ରକଳ୍ପର ଲକ୍ଷ୍ୟ ହେଉଛି ମାଗଣା ଲେଖାର ସବୁ ଭାଷାରେ ଏବଂ ଅନୁବାଦରେ ପ୍ରତ୍ୟେକ ରୂପରେ ପରିପ୍ରକାଶ କରିବା । ପ୍ରଥମେ ଦରକାରୀ ଏବଂ ମୂଲ୍ୟବାନ ଐତିହାସିକ ଲେଖାର ଭଣ୍ଡାର ଭାବେ ପ୍ରକୃତରେ କଳ୍ପନା କରାଯାଇଥିଲା (ଏହାର ପ୍ରଥମ ଲେଖା ହେଉଛି Déclaration universelle des Droits de l'Homme), ଏହା ପରେ ଏକ ସାଧାରଣ ବିଷୟ ଧାରଣ କରୁଥିବା ପାଠାଗାର ଭାବେ ପରିବର୍ଦ୍ଧିତ କରାଯାଇଥିଲା । Project Sourcebergନାମ ଅଧିନରେ ଏହି ପ୍ରକଳ୍ପ ୨୦୦୩ ନଭେମ୍ବର ୨୪ରେ ଆରମ୍ଭ କରାଯାଇଥିଲା । Wikisource ନାମ ପରେ ସେହି ବର୍ଷ ଶେଷ ଆଡ଼କୁ ଦିଆଯାଇଥିଲା ଏବଂ ଏହା ନିଜ ଡୋମେନ ନାମ ସାତ ମାସ ପରେ ପାଇଥିଲା । ଏହା ଜାତୀୟ ଅଭିଲେଖାଗାର ଏବଂ ରେକର୍ଡ଼ ଆଡମିନଷ୍ଟ୍ରେସନକୁ ଆଧାର ଭାବେ ସୂଚାଯାଇଥିଲେ ମଧ୍ୟ ସେତେବେଳେ ଭରସାଯୋଗ୍ୟ ହୋଇନଥିବା କାରଣରୁ ଏହି ପ୍ରକଳ୍ପ ଆଲୋଚନାର ବସ୍ତୁ ହୋଇଥିଲା ।

ଉଇକିପାଠାଗାର
ଏବେର ଉଇକିସୋର୍ସ / ଉଇକିପାଠାଗାର ଲୋଗୋ
ଉଇକିପାଠାଗାର ବହୁଭାଷୀ ପୋର୍ଟାଲ ମୂଳ ପୃଷ୍ଠା ବାବଦରେ ବିସ୍ତୃତ
wikisource.orgର ମୁଖ୍ୟ ପୃସ୍ଠାର ଛବି ।
ୟୁ.ଆର.ଏଲwikisource.org
ସ୍ଳୋଗାନThe Free Library
ବ୍ୟବସାୟିକNo
ସାଇଟର ପ୍ରକାରDigital library
ରେଜେଷ୍ଟ୍ରିକରଣOptional
ମାଲିକଉଇକିମିଡ଼ିଆ ଫାଉଣ୍ଡେସନ
ତିଆରି କରିଥିଲେUser-generated
ଆରମ୍ଭ କରାଯାଇଥିଲାନଭେମ୍ବର 24, 2003; 20 years ago (2003-୧୧-24)
ଆଲେକ୍ସା କ୍ରମାଙ୍କIncrease 6,324 (January 2016)
ଏବେକାର ସ୍ଥିତିOnline

ଇତିହାସ

ଉଇକିସୋର୍ସର ପ୍ରାରମ୍ଭିକ ପର୍ଯ୍ୟୟ ତଥା (୨୦୦୩-୨୦୦୫) ନାମ ଏବଂ ସ୍ଥାନ(ୟୁ.ଆର.ଏଲ)ରେ ଅନେକ ପରିବର୍ତ୍ତନ ଏବଂ ବିଭିନ୍ନ ଭାଷାର ସବଡୋମେନକୁ ପରବର୍ତ୍ତନ ୨୦୦୫ରେ ହୋଇଥିଲା ।

ପ୍ରାକ-ଇତିହାସ

ଲୋଗୋ ଏବଂ ସ୍ଲୋଗାନ

ପ୍ରଥମ ସ୍ଲୋଗନଟି ଥିଲା ଉଇକିସୋର୍ସ — The Free Library (ମୁକ୍ତ ପଠାଗାର)—ଯେତେବେଳେ ପ୍ରକଳ୍ପର ବହୁଭାଷୀ ପୋର୍ଟାଲ ଥିଲା, ଅଗଷ୍ଟ ୨୭ , ୨୦୦୫ (ଐତିହାସିକ ସଂସ୍କରଣ)କୁ ନେଇ ଏହା ପୁନଃନିର୍ମାଣ ହୋଇଥିଲା । ଉଇକିପିଡ଼ିଆ ପୋର୍ଟାଲ ପରି ଉଇକିସୋର୍ସ ସ୍ଲୋଗାନ ପ୍ରକଳ୍ପର ସର୍ବାଧିକ ବ୍ୟବହୃତ ୧୦ଟି ଭାଷାରେ ଲୋଗରେ ଶୋଭା ପାଉଛି ।

ପୋର୍ଟାଲର ମଧ୍ୟଭାଗରେ ଥିବା ଚିତ୍ର (ବରଫ ପାହାଡ଼ ଲୋଗୋ)କୁ କ୍ଲିକ କଲେ ଏହା ଉଇକିସୋର୍ସ ଅଧିନରେ ୬୦ଟି ଭାଷାର ମୁକ୍ତ ପାଠାଗାର list of translationsକୁ ଲିଙ୍କ କରିଦେବ ।

Milestones

ପାଠାଗାର ବିଷୟ

ଉଇକିପାଠାଗାର: ଇତିହାସ, ପାଠାଗାର ବିଷୟ, ଆଧାର 
Wikisource inclusion criteria expressed as a Venn diagram. Green indicates the best possible case, where the work satisfies all three primary requirements. Yellow indicates acceptable but not ideal cases.

ଭାଷା ସବ-ଡୋମେନଗୁଡ଼ିକ

wikisource.org

ଆଧାର

Wikisource:

About Wikisource:

Tags:

ଉଇକିପାଠାଗାର ଇତିହାସଉଇକିପାଠାଗାର ପାଠାଗାର ବିଷୟଉଇକିପାଠାଗାର ଆଧାରଉଇକିପାଠାଗାର ବାହାର ଲିଙ୍କସମୂହଉଇକିପାଠାଗାର

🔥 Trending searches on Wiki ଓଡ଼ିଆ:

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟଭାରତର ଜାତୀୟ ପତାକାରାମଚନ୍ଦ୍ର ବେହେରାପୁରୀଶତ୍ରୁଘ୍ନ ପାଣ୍ଡବବୈଶାଖଲକ୍ଷ୍ମୀଧାତୁଭଗବତ ଗୀତାବେଲଜଳଯଦୁମଣି ମହାପାତ୍ରଦୀପା ସାହୁ (୧୯୮୫ ଜନ୍ମ)କମ୍ପ୍ୟୁଟରଶ୍ରୀରାଧାଚିତ୍ତରଞ୍ଜନ ଦାସପଙ୍କଜ ଉଧାସଓଡ଼ିଶୀ ସଙ୍ଗୀତନଟବର ସାମନ୍ତରାୟଗିରିଧର ଗମାଙ୍ଗତରୁଣକାନ୍ତି ମିଶ୍ର୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନଜଗନ୍ନାଥଙ୍କ ଧୂପସୁନାବେଶଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗୋପବନ୍ଧୁ ଚୌଧୁରୀଫେବୃଆରୀ ୨୯ବଳମାୟାଧର ମାନସିଂହବୈଷ୍ଣବ ପାଣିସୂର୍ଯ୍ୟବଂଶୀ ସୂରଜଦେବୁ ବୋଷପ୍ରାଣକୃଷ୍ଣ ପରିଜାଓଡ଼ିଶାର ଜିଲ୍ଲାମାନଙ୍କର ତାଲିକା୨୯ ମାର୍ଚ୍ଚଭାରତୀୟ ରିଜର୍ଭ ବ୍ୟାଙ୍କ ଗବର୍ନରଇଣ୍ଡୋନେସିଆଭାରତୀୟ ମହାକାଶ ଗବେଷଣା ସଂସ୍ଥାଓଡ଼ିଆ ଲିପିଭକ୍ତ ଚରଣ ଦାସ (ରାଜନେତା)୧୯ ମାର୍ଚ୍ଚଗ୍ରହତାଳଧ୍ୱଜରାମାୟଣପଣା ସଂକ୍ରାନ୍ତିଭାରତୀୟ ଜନତା ପାର୍ଟିପ୍ରତାପରୁଦ୍ର ଦେବଓଡ଼ିଶାର ଲୋକନୃତ୍ୟକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବବୈଜୟନ୍ତ ପଣ୍ଡାଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟରସଗୋଲାଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଭାନୁଜୀ ରାଓଇଣ୍ଟରନେଟନରେନ୍ଦ୍ର ମୋଦୀସ୍ତୁତି ଚିନ୍ତାମଣିମାର୍ଚ୍ଚ ୨୧ବାଇଶି ପାହାଚଭଗବତୀ ଚରଣ ପାଣିଗ୍ରାହୀନନ୍ଦିଘୋଷଦେବସ୍ନାନ ପୂର୍ଣ୍ଣିମାସୁରେନ୍ଦ୍ର ମହାନ୍ତିମଟର ସାଇକେଲ୧୦୫୪ଓଡ଼ିଶାର ଇତିହାସବଣଭୋଜି ବେଶମଧୁସୂଦନ ରାଓମହେନ୍ଦ୍ର ସିଂହ ଧୋନିଜୟ ଜଗନ୍ନାଥଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଚାଟ୍ ଜିପିଟିଆଇଡେଲାଲିସିବ🡆 More