ଅସିତ ମହାନ୍ତି: ଓଡ଼ିଆ ସାହିତ୍ୟିକ ଓ ଅନୁବାଦକ

ଅସିତ ମହାନ୍ତି (୩୦ ମଇ ୧୯୫୮), ଜଣେ ଓଡ଼ିଆ ଲେଖକ, ସମାଲୋଚକ ଏବଂ ଅନୁବାଦକ । ପୌରୁଷ ପତ୍ରିକାର ଏହି ସମ୍ପାଦକ ଅନୁବାଦ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମେତ ବହୁ ରାଜ୍ୟ ଓ ଜାତୀୟ ସ୍ତରର ପୁରସ୍କାରରେ ସମ୍ମାନୀତ । ଆମ ଓଡ଼ିଶା ପ୍ରକାଶନା ସଂସ୍ଥାର ସମ୍ପାଦକ ଭାବରେ ମଧ୍ୟ ସେ କାର୍ଯ୍ୟ କରୁଛନ୍ତି । ରସଗୋଲାର ଉତ୍ପତ୍ତି ଓଡ଼ିଶାରେ ଓ ଏହା ୧୫୦୦ ମସିହା ଆଗରୁ ଓଡ଼ିଶାରେ ରସଗୋଲା ବ୍ୟବହୃତ ବୋଲି ଅସିତ ମହାନ୍ତି ଗବେଷଣାତ୍ମକ ତଥ୍ୟ ପ୍ରକାଶ କରିଥିଲେ ।

ଅସିତ ମହାନ୍ତି
ଜନ୍ମ (1958-05-30) ୩୦ ମଇ ୧୯୫୮ (ବୟସ ୬୫)
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନବିଜେବି କଲେଜ,ରେଭେନ୍ସା ମହାବିଦ୍ୟାଳୟ
ବୈବାହିକ-ସାଥୀସସ୍ମିତା
ସନ୍ତାନଅମୃତ ଓ ଅର୍ଣ୍ଣବ
ପିତାମାତା(s)ଆର୍ତ୍ତବନ୍ଧୁ ମହାନ୍ତି, ବିଷ୍ଣୁପ୍ରିୟା ଦେବୀ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର(ଅନୁବାଦ)

ଜୀବନୀ

ଅସିତ, ୧୯୫୮ ମସିହା ମଇ ମାସ ୩୦ତାରିଖରେ ପୁରୀରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପୈତୃକ ଗ୍ରାମ କଟକ ଜିଲ୍ଲା ନିଆଳି ଅନ୍ତର୍ଗତ ଲେଖନପୁର ଗାଁ । ପିତାଙ୍କ ନାମ ଆର୍ତ୍ତବନ୍ଧୁ ମହାନ୍ତି । ମାତାଙ୍କ ନାମ ବିଷ୍ଣୁପ୍ରିୟା ଦେବୀ । ପତ୍ନୀ ସସ୍ମିତା ଓ ଦୁଇପୁତ୍ର ଅମୃତ ଓ ଅର୍ଣ୍ଣବକୁ ନେଇ ତାଙ୍କର ପରିବାର ।

ରଚନାବଳୀ

  • କହ୍ନେଇ କଥାଘର (୧୯୮୭)
  • ରେବତୀ:ରେବତୀ (୧୯୯୮)
  • ସାହିତ୍ୟ ମନ୍ଥନ (୨୦୧୬)
  • ଅଧ୍ୟାୟ ଏକବିଂଶ (୧୯୯୪)
  • ୧୮୫୭ର ସ୍ୱାଧୀନତା ସଂଗ୍ରାମ (୨୦୧୨)
  • ଦଶାବତାର (୨୦୦୭)
  • ନବକଳେବର କଥା (୨୦୧୫)
  • ସାହିତ୍ୟ ମହାଭାରତ(୧ମ ଖଣ୍ଡ - ୨୦୧୪ ୨ୟ- ୨୦୧୫)
  • ବାପୁ - ମୋ ମା
  • ଦେଶପ୍ରେମୀ ନୀଳକଣ୍ଠ

ସମ୍ମାନ ଓ ପୁରସ୍କାର

  • ସମ୍ମାନସୂଚକ ଡକ୍ଟରେଟ - ୨୦୧୮(ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ)
  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (ଅନୁବାଦ) - ୧୯୯୮ (ଅଧ୍ୟାୟ ଏକବିଂଶ)
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଅନୁବାଦ)- ୨୦୦୮ (ବାପୁ-ମୋ ମା)
  • ଗଙ୍ଗାଧର ରଥ ଫାଉଣ୍ଡେସନ ପୁରସ୍କାର
  • ସାରସ୍ୱତ ସାହିତ୍ୟ ସଂସ୍କୃତି ପୁରସ୍କାର
  • ମୁକ୍ତ ଚିନ୍ତନ ମଞ୍ଚ ପୁରସ୍କାର
  • ଆଇନା ପୁରସ୍କାର
  • ପୁନର୍ନବା ପୁରସ୍କାର
  • ସୁବାର୍ତ୍ତା ପୁରସ୍କାର
  • ନୀଳାଚଳ ତତ୍ତ୍ୱ ସନ୍ଧାନ ପରିଷଦ ପୁରସ୍କାର
  • ଆନ୍ତଃ-ମହାବିଦ୍ୟାଳୟ ଗଳ୍ପ ପ୍ରତିଯୋଗିତା ପ୍ରଥମ ପୁରସ୍କାର -୧୯୭୭

ଆଧାର

Tags:

ଅସିତ ମହାନ୍ତି ଜୀବନୀଅସିତ ମହାନ୍ତି ରଚନାବଳୀଅସିତ ମହାନ୍ତି ସମ୍ମାନ ଓ ପୁରସ୍କାରଅସିତ ମହାନ୍ତି ଆଧାରଅସିତ ମହାନ୍ତିଓଡ଼ିଶାପୌରୁଷରସଗୋଲା

🔥 Trending searches on Wiki ଓଡ଼ିଆ:

ଗୋପାଳ କୃଷ୍ଣ ରଥଗୁଗଲଜୋହାନ୍ ସେବାଷ୍ଟିଆନ୍ ବାକ୍ରଥଯାତ୍ରାକୃଷ୍ଣ୨୫ ଅକ୍ଟୋବରମଧୁସୂଦନ ଦାସଅଲିମ୍ପିକ କ୍ରୀଡ଼ାସେସିଲିଆ ପେଇନ-ଗାପୋସ୍ଚକିନବିରାଟ କୋହଲୀଆନ୍ତ୍ରିକ ଅବରୋଧରେବତୀ (କ୍ଷୁଦ୍ରଗଳ୍ପ)ଗୋବିନ୍ଦ ଚନ୍ଦ୍ର ଦାସମଧୁମେହଅଚ୍ୟୁତାନନ୍ଦ ଦାସହାଡ଼ଇତିହାସମି ଠୁ (ହ୍ୟାସଟ୍ୟାଗ)କ୍ଷୁଦ୍ରକଣ ବିଜ୍ଞାନର ଆଦର୍ଶ ମାନଦଣ୍ଡମିଆଁମାରଇସଲାମ ଧର୍ମଓଡ଼ିଆ ଭାଗବତସାର୍ବଭୌମ ସ୍ୱାଧୀନ ଦେଶମାନଙ୍କର ତାଲିକାନିତ୍ୟାନନ୍ଦ ମହାପାତ୍ରଆଣ୍ଡୋରାଖଣ୍ଡଗିରି ମେଳାଜଗନ୍ନାଥ ମନ୍ଦିରପୃଥିବୀଡାଇରେକ୍ଟ ବେନିଫିଟ ଟ୍ରାନ୍ସଫରତରଳ ଝାଡ଼ାମୁକ୍ତେଶ୍ୱର ଦେଉଳଜଣ୍ଡିସ୍ଭାରତୀୟ ମହିଳାକଳିଙ୍ଗ ଲିପିହାକିମ ବାବୁପେରିକାର୍ଡ଼ାଇଟିସସ୍ପେନ୧୬ଶ ଲୋକ ସଭାକଳିଙ୍ଗ ଯୁଦ୍ଧଭାରତର ଜାତୀୟ ପତାକାପରିମେୟ ସଂଖ୍ୟାବସ୍ତା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ତେନ୍ତୁଳିକୁମାରିଲ ଭଟ୍ଟବିଜୁ ପଟ୍ଟନାୟକଜାପାନWikipediaମାଉସୀ ମା’ ମନ୍ଦିର୧୪୩୪ଉପେନ୍ଦ୍ର ଭଞ୍ଜଜୟଦେବ ଉନାଡକଟପିତ୍ତକୋଷପ୍ରତିଭା ରାୟଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିରୋମାନିଆଭିମାବରମବନ୍ଦେ ଉତ୍କଳ ଜନନୀଖୋର୍ଦ୍ଧାଦକ୍ଷିଣ ଚୀନ ସାଗରଭାରତ ସରକାରହରପ୍ପା ସଭ୍ୟତାସବ୍ୟସାଚୀ ମିଶ୍ରନିମୋନିଆଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଖାଦ୍ୟଇରା ମହାନ୍ତିରଣେନ୍ଦ୍ର ପ୍ରତାପ ସ୍ୱାଇଁ୨୦ ମାର୍ଚ୍ଚଉଇକିପିଡ଼ିଆ ସମୂହର ତାଲିକା🡆 More