ଖୋର୍ଦ୍ଧା: ଓଡ଼ିଶାର ଜିଲ୍ଲା, ଭାରତ

]

ଖୋର୍ଦ୍ଧା
ସହର
Countryଖୋର୍ଦ୍ଧା: ଇତିହାସ, ଭୁଗୋଳ, ପ୍ରଶାସନିକ ବିଭାଗ India
StateOrissa
Districtଖୋର୍ଦ୍ଧା
Elevation
75 m (246 ft)
Population
 (2001)
 • Total୩୯୦୩୪
Languages
 • OfficialOriya
Time zoneUTC+5:30 (IST)
PIN
୭୫୨୦୫୫
Telephone code୦୬୭୫୫

ଖୋର୍ଦ୍ଧା ଭାରତର ଓଡ଼ିଶାରେ ଥିବା ଖୋର୍ଦ୍ଧା ଜିଲ୍ଲାର ମୁଖ୍ୟ ସଦର ମହକୁମା ଓ ଏକ ବଡ଼ ସହର । ୧୯୯୩ ଅପ୍ରେଲ ୧ ତାରିଖରେ ଗଠିତ ହୋଇଥିବା ଖୋର୍ଦ୍ଧା ଜିଲ୍ଲାର ସଦର ମହକୁମା କାର୍ଯ୍ୟାଳୟ ପ୍ରଥମେ ଭୁବନେଶ୍ୱରରେ ଥିଲା । ଜିଲ୍ଲା ଗଠନ ସମୟରୁ ଭୁବନେଶ୍ୱରରେ ଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ୧୯୯୬ ମସିହାରେ ଖୋର୍ଦ୍ଧାକୁ ସ୍ଥାନାନ୍ତରିତ ହୋଇଥିଲା ।

ଇତିହାସ

ଖୋର୍ଦ୍ଧା ସହର କଳିଙ୍ଗ ରାଜାଙ୍କର ଅଧୀନରେ ଥିଲା । ୧୮୧୭ର ପାଇକ ବିଦ୍ରୋହ ଓ ନିଜର ସ୍ଥାପତ୍ୟ ପାଇଁ ଏହା ବିଶ୍ୱ ଦରବାରରେ ପ୍ରସିଦ୍ଧ । ଏହି ପାଇକ ବିଦ୍ରୋହଟି ସେହି ସମୟରେ ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ ଓ ତାପଙ୍ଗ ଦଲବେହେରାଦ୍ୱାରା କରାଯାଇଥିଲା । ଖୋର୍ଦ୍ଧା ସହରଟି ବରୁଣେଇ ମନ୍ଦିର ପାଁଇ ପ୍ରସିଦ୍ଧ ଏହି ମନ୍ଦିରଟି ବରୁଣେଇ ପାହାଡ଼ ଉପରେ ଅବସ୍ଥିତ । ଗୁରୁଜଙ୍ଗ ଗ୍ରାମଟି ସଚ୍ଚିଦାନନ୍ଦ ରାଉତରାୟଙ୍କ ଜନ୍ମ ସ୍ଥାନ । ୧ ଅପ୍ରେଲ ୧୯୯୩ରେ ଏହା ପୁରୀ ଜିଲ୍ଲାଠାରୁ ବିଛିନ୍ନ ହେଇଥିଲା ।

ଭୁଗୋଳ

ଖୋର୍ଦ୍ଧା ସହରର ଅବସ୍ଥାନ । ସମୁଦ୍ର ପତନଠାରୁ ହାରା ହାରି ଉଚ୍ଚତା 75 m (246 ft)। it's good

ପ୍ରଶାସନିକ ବିଭାଗ

  • ୦୨- ସବଡ଼ିଭିଜନ
  • ୧୦- ତହସିଲ
  • ୧୦ - ବ୍ଲକ
  • ୦୨-ବିଜ୍ଞାପିତ ଅଞ୍ଚଳ ପରିଷଦ
  • ୦୨- ପୌର ପାଳିକା।
  • ୦୧-ମହାନଗର ନିଗମ।

ପଡ଼ୋଶI ଜିଲ୍ଲା‌

ଜନସଂଖ୍ୟା

  • ମୋଟ ଜନସଂଖ୍ୟା: ୨,୨୪୬,୩୪
    • ପୁରୁଷ- ୧,୧୬୬,୯୪୯
    • ମହିଳା- ୧,୦୭୯,୩୯୨
  • ସାକ୍ଷାର ହାର: ୮୭.୫୧ %
    • ପୁରୁଷ ସାକ୍ଷାର-୯୨.୫୫
    • ମହିଳା ସାକ୍ଷାର-୮୨.୦୬

ଯାତାୟତ

ଖୋର୍ଦ୍ଧା ସହରଟି ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନ ଠୁ ୧୧ K.M ଦୁରରେ ଅବସ୍ଥିତ । ଏଠାକୁ ଆସିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଜାତାୟତ ସୁବିଧା ଅଛି । ଖୋର୍ଦ୍ଧା ସହରକୁ ଜାତୀୟ ରାଜପଥ ୫ ସଞ୍ଜୋଗ କରେ । ନିକଟତମ ବିମାନ ବନ୍ଦର ବିଜୁ ପଟ୍ଟନାୟକ ବିମାନ ବନ୍ଦର ଯାହା ଖୋର୍ଦ୍ଧା ଜିଲ୍ଲାଠାରୁ ୩୦ କି.ମି. ଦୁରରେ ଅବସ୍ଥିତ ।

ପର୍ଯ୍ୟଟନ ସ୍ଥଳୀ

ଅଟ୍ରି

ଖୋର୍ଦ୍ଧା: ଇତିହାସ, ଭୁଗୋଳ, ପ୍ରଶାସନିକ ବିଭାଗ 

ଏହା ଖୋର୍ଦ୍ଧା ସହରଠାରୁ ୮ କି.ମି. ଦୁରରେ ଅବସ୍ଥିତ । ଏହି ଜାଗାଟି ଉଷ୍ଣପ୍ରସ୍ରବଣ ଓ ହଟ୍ଟକେଶ୍ୱର ମନ୍ଦିର ପାଇଁ ପ୍ରସିଦ୍ଧ।

ଭୁବନେଶ୍ୱର

ଖୋର୍ଦ୍ଧା: ଇତିହାସ, ଭୁଗୋଳ, ପ୍ରଶାସନିକ ବିଭାଗ 
ଭୁବନେଶ୍ୱର

ଏହା ଓଡ଼ିଶା ରାଜ୍ୟର ରାଜଧାନୀ । ଏହାକୁ ଭାରତର ମନ୍ଦିର ମାଳିନୀ ସହର କୁହାଯାଏ । ଦେଖଣୀୟ ସ୍ଥଳୀ ହେଲା ଲିଙ୍ଗରାଜ ମନ୍ଦିର, କେଦାର ଗୌରୀ ମନ୍ଦିର, ରାଜ୍ୟସଂଗ୍ରାଳୟ, ବିନ୍ଦୁ ସାଗର, ରବିନ୍ଦ୍ର ମଣ୍ଡପ, ରାମ ମନ୍ଦିର, ବିଧାନ ସଭା ଓ ନନ୍ଦନକାନନ ଇତ୍ୟାଦି ।

ବରୁଣେଇ

ଖୋର୍ଦ୍ଧା: ଇତିହାସ, ଭୁଗୋଳ, ପ୍ରଶାସନିକ ବିଭାଗ 
Maa Barunei Temple, Khurda

ଏହା ଓଡ଼ିଶାର ଗୌରବମୟ ସ୍ଥଳୀ ମା ବରୁଣେଇ କରୁଣେଇ ପାହାଡ଼କୁ ନେଇ ଓଡ଼ିଶା ଗର୍ବିତ|ଏହି ମନ୍ଦିରଟି ବରୁଣେଇ ପାହାଡ ଉପରେ ଅବସ୍ଥିତ। ମାଆ ବରୁଣେଇ କରୁଣେଇ ଖୋର୍ଦ୍ଦା ପାଇକ ବାସିଙ୍କ ଅରାଦ୍ଧ୍ଯ ଦେବୀ ଅଟନ୍ତି।ସ୍ୱର୍ନ ଗଂଗା ନାମ ସୁନ୍ଦର ଝରଣାଟି ଏଇ ପାହାଡରୁ ବହେ ।

ଚିଲିକା

ଏହା ଖୋର୍ଦ୍ଧା ସହରଠାରୁ ୭୦ କି.ମି ଦୁରରେ ଅବସ୍ଥିତ । ଏହା ଭାରତର ବୃହତ୍ତମ ଲୁଣି ହ୍ରଦ । ହ୍ରଦଟି ପ୍ରାକ୍ରୁତୀକ ସୌନ୍ଦର୍ଯ୍ୟରେ ଭରପୁର ।


ଆଧାର

Tags:

ଖୋର୍ଦ୍ଧା ଇତିହାସଖୋର୍ଦ୍ଧା ଭୁଗୋଳଖୋର୍ଦ୍ଧା ପ୍ରଶାସନିକ ବିଭାଗଖୋର୍ଦ୍ଧା ଜନସଂଖ୍ୟାଖୋର୍ଦ୍ଧା ଯାତାୟତଖୋର୍ଦ୍ଧା ପର୍ଯ୍ୟଟନ ସ୍ଥଳୀଖୋର୍ଦ୍ଧା ଆଧାରଖୋର୍ଦ୍ଧା

🔥 Trending searches on Wiki ଓଡ଼ିଆ:

ପର୍ଫେନାଜାଇନମସ୍କୋରାମଚନ୍ଦ୍ର ମିଶ୍ରଓଡ଼ିଆ ଖାଦ୍ୟଚୈତନ୍ୟତ୍ରିଭୁଜକବିସୂର୍ଯ୍ୟ ବଳଦେବ ରଥଓଡ଼ିଆ ଉଇକିପିଡ଼ିଆବ୍ରୁସେଲୋସିସଓଡ଼ିଆ ନାଟକଭାରତୀୟ ସ୍ୱାଧୀନତା ଆନ୍ଦୋଳନହୃଷୀକେଶ ପଣ୍ଡାଭୁବନେଶ୍ୱର୨୭ ଜୁନଲିମାକୁନ୍ତଳା କୁମାରୀ ସାବତମଙ୍ଗଳା ମନ୍ଦିରଗୋପାଳ କୃଷ୍ଣ ରଥସୁରେନ୍ଦ୍ର ମହାନ୍ତିବ୍ରଜରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବାରବାଟି ଦୁର୍ଗମୟୂରନନ୍ଦିଘୋଷପାର୍ବତୀକାଜାଖସ୍ତାନସତ୍ୟେନ୍ଦ୍ର ନାଥ ବୋଷଜ୍ଞାନକୋଷବୈଜୟନ୍ତ ପଣ୍ଡାଚନ୍ଦନ ଯାତ୍ରାଉତ୍ତମ ମହାନ୍ତିଓଡ଼ିଆ ଭ୍ରମଣ ସାହିତ୍ୟକୋଳିବଣ୍ଡ (ଅର୍ଥ)ଓମ'ଙ୍କ ନିୟମସରସ୍ୱତୀ ସମ୍ମାନଜଳମାଣବସା ଗୁରୁବାରମନମୋହନ ସାମଲଓଡ଼ିଆ ସାହିତ୍ୟର ଇତିହାସଓଡ଼ିଆ ମସଲାର ଇଂରାଜୀ ପ୍ରତିଶବ୍ଦଜିମି ୱେଲ୍ସସତୀ (ହିନ୍ଦୁ ଦେବୀ)ଡାଲମାଫେବୃଆରୀ ୨୯ଜୟୀ ରାଜଗୁରୁଅଣସରକୁଜିବର ପ‌ତ୍ରମାଛଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଭୂଗୋଳମହମ୍ମଦ ମୋକିମ୍ନବକଳେବରଅନନ୍ତ ବାସୁଦେବ ମନ୍ଦିରବିରଜା ମନ୍ଦିରଟାହିଆଲାଗି ବେଶକୋଣାର୍କ ସୂର୍ଯ୍ୟ ମନ୍ଦିରବସନ୍ତ କୁମାର ଶତପଥୀଦାଶରଥି ଦାସଆଉରଙ୍ଗଜେବରଥଯାତ୍ରାମହାରାଷ୍ଟ୍ରଆମ୍ବଗୋପାଳ ଛୋଟରାୟବିଦ୍ୟୁତପ୍ରଭା ଦେବୀଓଡ଼ିଆଉତ୍କଳ ସମ୍ମିଳନୀବଳପ୍ଲୀହାଦ୍ଵାରକାଧୀଶ ମନ୍ଦିର🡆 More