ଖୋର୍ଦ୍ଧା ଜିଲ୍ଲା: ଓଡ଼ିଶାର ଏକ ଜିଲ୍ଲା,ଭାରତ

]

ଖୋର୍ଦ୍ଧା
ଜିଲ୍ଲା
ଓଡ଼ିଶାରେ ଅବସ୍ଥାନ
ଓଡ଼ିଶାରେ ଅବସ୍ଥାନ
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକ ସଭାଖୋର୍ଦ୍ଧା
ଭାଷାଓଡ଼ିଆ, ଇଂରାଜୀ
ବିଧାନ ସଭା୮ଟି ଆସନ
 
  • ୧. ଜୟଦେବ
    ୨. ଭୁବନେଶ୍ୱର(ମଧ୍ୟ)
    ୩. ଭୁବନେଶ୍ୱର(ଉତ୍ତର)
    ୪. ଭୁବନେଶ୍ୱର(ଏକାମ୍ର)
    ୫. ଜଟଣି
    ୬. ବେଗୁନିଆ
    ୭. ଖୋର୍ଦ୍ଧା
    ୮. ଚିଲିକା
Area
 • ଜିଲ୍ଲା2,887.5 km2 (1,114.9 sq mi)
Population
 (୨୦୧୧)
 • ଜିଲ୍ଲା୨୨୪୬୩୪୧
 • Rankଓଡ଼ିଶାରେ ପଞ୍ଚମ (୫/୩୦)
 • Density799/km2 (2,070/sq mi)
 • Urban
୧୦୮୦୭୨୧
 • Rural
୧୧୬୫୬୨୦
 • ୬ ବର୍ଷରୁ କମ ଶିଶୁ
୨୨୨୨୭୫
Time zoneIST (+୫.୩୦)
ଡାକ କୋଡ଼ (ପିନ୍)
୭୫୧ xxx
ତାର (ଏସ୍.ଟି.ଡ଼ି)୦୬୭୪
ଯାନବାହାନ ପଞ୍ଚୀକରଣOD-02
WebsiteOfficial website

ଖୋର୍ଦ୍ଧା ଓଡ଼ିଶାର ପୂର୍ବରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ଖୋର୍ଦ୍ଧା ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟସ୍ଥଳ ଯେଉଁଠି ସବୁ ସରକାରୀ ଅଫିସ ଆଉ ବେସରକାରି କମ୍ପାନୀର ପ୍ରଧାନ ଅଫିସସବୁ ଅଛି ।

ଇତିହାସ

୧୯୯୩ ମସିହା ଅପ୍ରେଲ ପହିଲା ଦିନ ଖୋର୍ଦ୍ଧା ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଲା । ୧ଅପ୍ରେଲ ୧୯୯୩ ପୂର୍ବରୁ ଏହା ପୁରୀ ଜିଲ୍ଲାର ଅନ୍ତର୍ଭୁକ୍ତ ଥିଲା ।

ଭୂଗୋଳ

ଓଡ଼ିଶାର ପୂର୍ବ ଭାଗରେ ଅବସ୍ଥିତ ଖୋର୍ଦ୍ଧା ଜିଲ୍ଲାର ଆୟତନ ୨,୮୭.୫ ବର୍ଗ କିମି୤

ଅବସ୍ଥିତି

ମୁଖ୍ୟ ନଦୀ

  • ଦୟା
  • ଭାର୍ଗବୀ
  • କୁଆଖାଇ
  • କୁଶଭଦ୍ରା
  • ମଲାଗୁଣୀ
  • ରାଣା
  • କୁସୁମୀ

ଜନସଂଖ୍ୟା

୨୦୧୧ ଜନଗଣନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲାର ମୋଟ ଲୋକସଂଖ୍ୟା ୨୨,୪୬,୩୪୧ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୧,୬୫,୬୨୦ ଓ ସହରାଞ୍ଚଳରେ ୧୦,୮୦,୭୨୧ ଲୋକ ବାସ କରନ୍ତି ।

  • ପୁରୁଷ: ୧୧,୬୬,୯୪୯
  • ମହିଳା: ୧୦,୭୯,୩୯୨
    • ଛ ବର୍ଷରୁ କମ: ୨,୨୨,୨୭୫
  • ସାକ୍ଷରତା ହାର: ୮୭.୫୧%
    • ପୁରୁଷ: ୯୨.୫୫%
    • ମହିଳା: ୮୨.୦୬%

ପ୍ରଶାସନିକ ବିଭାଗ

  • ଉପଖଣ୍ଡ (ସବ୍ ଡିଭିଜନ): (୨) ୧. ଭୁବନେଶ୍ୱର ଓ ୨. ଖୋର୍ଦ୍ଧା ।
  • ତହସିଲ: (୪): ୧. ବାଣପୁର, ବେଗୁନିଆ, ଭୁବନେଶ୍ୱର, ବୋଲଗଡ଼, ଜଟଣୀ, ଖୋର୍ଦ୍ଧା, ଟାଙ୍ଗୀ ଓ ବାଲୁଗାଁ
  • ବ୍ଳକ: (୧୦): ୧.ବାଲିଅନ୍ତା, ୨.ବାଲିପାଟଣା, ୩.ଜଟଣି, ୪.ଭୁବନେଶ୍ୱର, ୫.ବାଣପୁର, ୬.ବେଗୁନିଆ, ୭.ବୋଲଗଡ଼, ୮.ଚିଲିକା, ୯.ଖୋର୍ଦ୍ଧା ସଦର ଓ ୧୦.ଟାଙ୍ଗୀ ୤
  • ଗ୍ରାମ ପଞ୍ଚାୟତ: ୧୫୨
  • ଗ୍ରାମ: ୧,୫୬୭
  • ସହର: ୫

ରାଜନୀତି

ଲୋକ ସଭା ନିର୍ବାଚନ ମଣ୍ଡଳୀ

ବିଧାନ ସଭା ନିର୍ବାଚନ ମଣ୍ଡଳୀ

ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ୮ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀ ହେଉଛି:

  1. ଜୟଦେବ (୧୧୧)
  2. ଭୁବନେଶ୍ୱର(ମଧ୍ୟ) (୧୧୨)
  3. ଭୁବନେଶ୍ୱର(ଉତ୍ତର) (୧୧୩)
  4. ଭୁବନେଶ୍ୱର(ଏକାମ୍ର) (୧୧୪)
  5. ଜଟଣି (୧୧୫)
  6. ବେଗୁନିଆ (୧୧୬)
  7. ଖୋର୍ଦ୍ଧା (୧୧୭)
  8. ଚିଲିକା (୧୧୮)

ଦର୍ଶନୀୟ ସ୍ଥାନ

ଆଧାର

ଅଧିକ ତଥ୍ୟ

Tags:

ଖୋର୍ଦ୍ଧା ଜିଲ୍ଲା ଇତିହାସଖୋର୍ଦ୍ଧା ଜିଲ୍ଲା ଭୂଗୋଳଖୋର୍ଦ୍ଧା ଜିଲ୍ଲା ପ୍ରଶାସନିକ ବିଭାଗଖୋର୍ଦ୍ଧା ଜିଲ୍ଲା ରାଜନୀତିଖୋର୍ଦ୍ଧା ଜିଲ୍ଲା ଦର୍ଶନୀୟ ସ୍ଥାନଖୋର୍ଦ୍ଧା ଜିଲ୍ଲା ଆଧାରଖୋର୍ଦ୍ଧା ଜିଲ୍ଲା ଅଧିକ ତଥ୍ୟଖୋର୍ଦ୍ଧା ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ମଥୁରା ମଙ୍ଗଳଭାରତୀୟ ଜାତୀୟ କଂଗ୍ରେସଶ୍ରାଦ୍ଧମହାପାତ୍ର ନୀଳମଣି ସାହୁ୧୨ ଅପ୍ରେଲସୂର୍ଯ୍ୟ ଦେବତାଜ୍ୟୋତି ପ୍ରକାଶ ପାଣିଗ୍ରାହୀଅଂଶୁଘାତବ୍ୟାଙ୍କଡିଡାନୋସିନମାଣବସା ଗୁରୁବାରସମୀର ରଞ୍ଜନ ଦାଶଶବ୍ଦ (ଧ୍ୱନି)କଣ୍ଟାବାଞ୍ଝି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସ୍ନେହସାରରାଜକିଶୋର ପଟ୍ଟନାୟକହ୍ୱାଟ୍ସଆପଦ୍ୱିତୀୟ ବିଶ୍ୱଯୁଦ୍ଧରଥଭାରତୀୟ ଜନତା ପାର୍ଟିଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରକାରୁବାକୀଚନ୍ଦନ ଯାତ୍ରାପାଲାକେବେ ତମେ ନାହଁ କେବେ ମୁଁ ନାହିଁଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରସାନିଆ ମିର୍ଜାସୁରେଶ କୁମାର ରାଉତରାୟରମାଦେବୀ ଚୌଧୁରୀଆଚାର୍ଯ୍ୟ ହରିହରଅମୃତାୟନଦଶାବତାରସୁଧାକର ନନ୍ଦଯଦୁମଣି ମହାପାତ୍ରଭଗବତ ଗୀତାପୌରସଂସ୍ଥାଧର୍ମଖୋର୍ଦ୍ଧା ଜିଲ୍ଲାଗୁରୁ ପ୍ରସାଦ ମହାନ୍ତିବରଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କମ୍ପ୍ୟୁଟରପ୍ରସନ୍ନ ଆଚାର୍ଯ୍ୟରାଧାବାଲିଯାତ୍ରାରାଷ୍ଟ୍ରୀୟ ନ୍ୟାୟୀକ ନିଯୁକ୍ତି ଆୟୋଗଜଳବାୟୁଉପେନ୍ଦ୍ର ଭଞ୍ଜଛାନ୍ଦଭୁବନେଶ୍ୱର ବେହେରାନବୀନ ପଟ୍ଟନାୟକସ୍ୱୋର୍ଡ ମାଛବୁଧନ ମୁର୍ମୁକ୍ରେଡିଟ କାର୍ଡ଼ରାଜନୀତି ବିଜ୍ଞାନବିଜୟ ମିଶ୍ରନବଯୌବନ ବେଶଭଦ୍ରକ ଜିଲ୍ଲାଶ୍ରୀରାଧାଗଞ୍ଜାମ ଜିଲ୍ଲାରେବା ରାୟଜବାହରଲାଲ ନେହେରୁରାବଣଛାୟାଚଳନ୍ତି ଠାକୁରସୋଫିଆ ଆଲାମଭାରତର ଜାତୀୟ ପତାକାସମାଜ (ଖବରକାଗଜ)କ୍ରିକେଟକଳାହାଣ୍ଡି ଜିଲ୍ଲାକାକଟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)🡆 More