ରେଭେନ୍ସା ମହାବିଦ୍ୟାଳୟ

ରେଭେନ୍ସା ମହାବିଦ୍ୟାଳୟ (ବର୍ତ୍ତମାନ ରେଭେନ୍ସା ବିଶ୍ୱବିଦ୍ୟାଳୟ) କଟକରେ ଅବସ୍ଥିତ । ଏହାକୁ ଥୋମାସ ଏଡୱାଡ ରେଭେନ୍ସା (Thomas Edward Ravenshaw) , ୱିଲିୟମ ୱୀଥର (William Withers)ଙ୍କ ବଂଶଜ , ୧୮୬୮ ମସିହାରେ ପ୍ରତିଷ୍ଠା କରିଥିଲେ । ଥୋମାସ ଓ ତାଙ୍କ ପତ୍ନୀ ମ୍ୟାରୀ ସୁସନ୍ନା ସାଇମଣ୍ଡ ରେଭେନ୍ସା (Mary Susannah Symonds Ravenshaw) ସେତେବେଳେ ଓଡ଼ିଶାରେ ରହୁଥିଲେ ।
୧୫ ନଭେମ୍ବର ୨୦୦୬ରେ ଏହି କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳିଥିଲା ।

ରେଭେନ୍ସା ମହାବିଦ୍ୟାଳୟ
(ବର୍ତ୍ତମାନ ରେଭେନ୍ସା ବିଶ୍ୱବିଦ୍ୟାଳୟ)
Latin: Ravenshaw College
ଲକ୍ଷ୍ୟଜ୍ଞାନ ହିଁ ଶକ୍ତି (Knowledge Is Power)
ସ୍ଥାପିତ୧୮୬୮
ପ୍ରକାରସର୍ବସାଧାରଣ
ଅବସ୍ଥାନକଟକ, ଓଡ଼ିଶା, ଭାରତ
ପରିସର୮୭.୪ ଏକର
ୱେବସାଇଟravenshawuniversity.ac.in

ଇତିହାସ

୧୮୬୬ର ନ'ଅଙ୍କ ଦୁର୍ଭିକ୍ଷ ପରେ ଇଂରେଜମାନେ କଟକଠାରେ ଏକ କଲେଜ ଗଢିବାର ଯୋଜନା କରିଥିଲେ । ଶେଷରେ ସେତେବେଳର ଓଡ଼ିଶା ଡିଭିଜନ ମୁଖ୍ୟ ଥିବା 'ଥୋମାସ ରେଭେନ୍ସା' , ବଙ୍ଗ ସରକାରଙ୍କୁ ଓଡ଼ିଶାର ଛାତ୍ର ଛାତ୍ରୀଙ୍କ ଅସୁବିଧା ସମ୍ପର୍କରେ ଅବଗତ କରାଇଥିଲେ ଓ କଟକର ଜିଲ୍ଲା ସ୍କୁଲଠାରେ ଏକ କଲିଜିଏଟ କ୍ଳାସ ଆରମ୍ଭ କରିବାର ଅନୁମତିବି ପାଇଗଲେ । ଏହିପରିଭାବେ ୬ ଜଣ ଛାତ୍ରଙ୍କୁ ନେଇ ୧୮୬୮ରେ କଟକରେ ଓଡ଼ିଶାର ପ୍ରଥମ କଲେଜ ଆରମ୍ଭ ହେଲା ।

ବିଶିଷ୍ଟ ଛାତ୍ର

ଆଧାର

ବାହାର ଲିଙ୍କ

Tags:

ରେଭେନ୍ସା ମହାବିଦ୍ୟାଳୟ ଇତିହାସରେଭେନ୍ସା ମହାବିଦ୍ୟାଳୟ ବିଶିଷ୍ଟ ଛାତ୍ରରେଭେନ୍ସା ମହାବିଦ୍ୟାଳୟ ଆଧାରରେଭେନ୍ସା ମହାବିଦ୍ୟାଳୟ ବାହାର ଲିଙ୍କରେଭେନ୍ସା ମହାବିଦ୍ୟାଳୟ

🔥 Trending searches on Wiki ଓଡ଼ିଆ:

ଓଡ଼ିଶାର ଲୋକନୃତ୍ୟସୁରମା ପାଢ଼ୀଜ୍ଞାନପୀଠ ପୁରସ୍କାରଓଡ଼ିଆ ଲିପିଭାରତୀୟ ଜନତା ପାର୍ଟିଦିଗରାଜ ବ୍ରହ୍ମାବିଦ୍ୟାଳୟସୁଧାକର ନନ୍ଦବାଘରାଷ୍ଟ୍ରୀୟ ନ୍ୟାୟୀକ ନିଯୁକ୍ତି ଆୟୋଗଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗୁଣନମହର୍ଷି ଗୌତମବୈଦେହୀଶ ବିଳାସରଜବାଜି ରାଉତଲିଙ୍ଗରାଜ ମନ୍ଦିରଜୈନବାଦଭଗବତୀ ଚରଣ ପାଣିଗ୍ରାହୀଅଇଘରାରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେଟୁଇଟର୧୬ ମଇଶିଶୁ ଅନନ୍ତ ଦାସପଖାଳଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳବରଗଡ଼ ଜିଲ୍ଲାଦାଶରଥି ଦାସଏ. ପି. ଜେ. ଅବଦୁଲ କଲାମଅଖିଳ ମୋହନ ପଟ୍ଟନାୟକଅଯୋଧ୍ୟାହାତଅମର ସିଂହ ଚମକିଲାଗୋଦାବରୀଶ ମହାପାତ୍ରଓଧମାହିମ ଦୁର୍ଗ , ମୁମ୍ବାଇବ୍ୟଞ୍ଜନ ବର୍ଣ୍ଣଜାନକୀ ବଲ୍ଲଭ ପଟ୍ଟନାୟକପବିତ୍ର ମୋହନ ଜେନାବୈକୁଣ୍ଠନାଥ ପଟ୍ଟନାୟକପଥ ଓ ପୃଥିବୀକଲେରାପ୍ରାଚୀ ନଦୀରେଢ଼ାଖୋଲ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସୁଭାଷ ଚନ୍ଦ୍ର ବୋଷଫେସବୁକମନୋଜ ଦାସଙ୍କ କଥା ଓ କାହାଣୀସାନଖେମୁଣ୍ଡି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କ୍ରିକେଟପାଳୁଅରବୀନ୍ଦ୍ର କୁମାର ପ୍ରହରାଜହାଡ଼ି ଦାସଜୀବାଣୁ ଭାଜିନୋସିସଅଭିନେତ୍ରୀ (ନାରୀ କଳାକାର)ଓଡ଼ିଶା ବିଧାନ ସଭାଓଡ଼ିଶାର ଭୂଗୋଳରାଜେନ୍ଦ୍ର କିଶୋର ପଣ୍ଡାଯବକ୍ଷାରଜାନସୀତାକାନ୍ତ ମହାପାତ୍ରପାଳଙ୍ଗଅତାବିରା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଲକ୍ଷ୍ମୀ🡆 More