ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର

୧୯୭୨ ମସିହାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିବା ଆଇ ଏସ ବି ଏନ ହେଉଛି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର । ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ୧୩ଅଙ୍କ ବିଶିଷ୍ଟ ଏକ ଏକକ ପରିଚୟ ସଂଖ୍ୟା (ୟୁନିକ ଆଇଡେଣ୍ଟିଫିକେସନ ନମ୍ବର) । ଏହାର ୧୩ଟି ଅଙ୍କ ବାରକୋଡ଼ ଆକାରରେ ପୁସ୍ତକଗୁଡ଼ିକର ପଛଭାଗରେ ମୁଦ୍ରିତ ହୋଇଥାଏ । ଏହି ସଂଖ୍ୟାଟି ମେସିନ ପଢ଼ିପାରିଲା ଭଳି ଏକ ସଂଖ୍ୟା ଯଦ୍ୱାରା ଯେକୌଣସି ଅନ୍ତର୍ଜାତୀୟ ସ୍ତରର ପୁସ୍ତକକୁ ନିର୍ଭୁଲ ଭାବରେ ଚିହ୍ନିତ କରାଯାଇପାରିବ ।ଆଇଏସବିଏନ ନମ୍ବରର ୫ଟି ଭାଗ ଥାଏ ମୁଦ୍ରଣ ସୁଚକାଙ୍କ, ଗ୍ରୁପ ଆଇଡେଣ୍ଟିଫାୟାର, ପ୍ରକାଶକ କୋଡ଼, ଆଇଟମ ନମ୍ବର ଓ ଚେକ ଡିଜିଟ । ଭାରତରେ ଏହା ୧୯୮୫ ମସିହାରୁ ବ୍ୟବହାର କରାଗଲା । ଏହା ପୁସ୍ତକ ଗୁଡ଼ିକର ପ୍ରକାଶନ, ମୁଦ୍ରଣ ଏବଂ ବଣ୍ଟନରେ ବିଶେଷ ଭାବରେ ସହାୟକ ହୋଇଥାଏ ।

ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
ବାରକୋଡ଼
ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
The parts of a 10-digit I୧୦ଅଙ୍କ ବାରକୋଡ଼ର ଓ ୧୩ ଅଙ୍କ ବାରକୋଡ଼

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ମହାବୀର ଜୈନଉତ୍କଳ ବ୍ରାହ୍ମଣବିବାହଇନ୍ଦ୍ରଦ୍ୟୁମ୍ନନାରୁ ମହାନ୍ତିସାମାଜିକ ବିଜ୍ଞାନବ୍ରହ୍ମପୁତ୍ର ନଦୀଝାଲ ମୁଢ଼ିଗୋପାଳ ଛୋଟରାୟବିଧାନ ସଭା ସଭ୍ୟବଲ୍ଲଭଭାଇ ପଟେଲସୀତାକାନ୍ତ ମହାପାତ୍ରଛବିଳ ମଧୁ ବର୍ଣ୍ଣବୋଧଭରତେଶ୍ୱର ମନ୍ଦିରଏ. ପି. ଜେ. ଅବଦୁଲ କଲାମକାହ୍ନୁଚରଣ ମହାନ୍ତିବିଲଙ୍କା ରାମାୟଣକୃଷ୍ଣଚନ୍ଦ୍ର ପାଣିଗ୍ରାହୀ୧୨୦୦ଦାଶଭୈରବୀରସାବଳିବିଜୁ ଜନତା ଦଳସାର୍ସ-ସିଓଭି-୨ ଓମାଇକ୍ରୋନ ପ୍ରକାରଣଜ୍ଞାନପୀଠ ପୁରସ୍କାରୟୁଭିଆଇଟିସ୨୬ ଅପ୍ରେଲଗୋଲୋକ ବିହାରୀ ଧଳଗୋପବନ୍ଧୁ ଦାସସୌମ୍ୟ ରଞ୍ଜନ ପଟ୍ଟନାୟକଚିନ୍ତାମଣିଶ୍ୱର ଶିବ ମନ୍ଦିରଗୀତଗୋବିନ୍ଦହେପାଟାଇଟିସନବାଙ୍କ ବେଶକବିସୂର୍ଯ୍ୟ ବଳଦେବ ରଥସଂଗୀତଏମ ଏନ ଶ୍ରୀନିବାସବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରବିବାରଦୀପା ସାହୁ (୧୯୮୫ ଜନ୍ମ)ବରୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଆ କବି ମାନଙ୍କର ତାଲିକାରାସନ କାର୍ଡ଼ (ଭାରତ)ଆଠଗଡ଼ ଗଡ଼ଜାତ ରାଜ୍ୟଇତିହାସବାଲିଯାତ୍ରା୧୫୭୧୧୪ ଅକ୍ଟୋବରକଟକ୩୦ ସେପ୍ଟେମ୍ବର୭ ଅପ୍ରେଲଲୋକନାଥ ମନ୍ଦିରକୁଞ୍ଜବିହାରୀ ଦାଶଉପେନ୍ଦ୍ର କିଶୋର ଦାସଭାରତର ସଂସ୍କୃତିପଞ୍ଚାୟତ ରାଜ୩୦ ମାର୍ଚ୍ଚସାତକଡ଼ି ହୋତାମ୍ୟାଲେରିଆଚନ୍ଦ୍ରଶେଖର ନନ୍ଦଅନଙ୍ଗ ତ୍ରୟୋଦଶୀରାମାନୁଜ ଆଚାର୍ଯ୍ୟଅଶ୍ୱିନୀ କୁମାର ଘୋଷଭାରତୀୟ ଡାକ ସେବା🡆 More