ଉତ୍କଳ ରତ୍ନ ସମ୍ମାନ

ଉତ୍କଳ ରତ୍ନ ସମ୍ମାନ ଏକ ଭାରତୀୟ ସାହିତ୍ୟ-ସମ୍ବନ୍ଧିତ ସମ୍ମାନ । ଏହା ଆଧୁନିକ ଓଡ଼ିଆ ସାହିତ୍ୟ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଉତ୍କଳ ସାହିତ୍ୟ ସମାଜ ତରଫରୁ ଦିଆଯାଉଥିବା ସର୍ବୋଚ୍ଚ ସମ୍ମାନ । ପ୍ରତବର୍ଷ ଜଣେ ବିଶିଷ୍ଟ ସାହିତ୍ୟିକ ବା ଚର୍ଚ୍ଚିତ ବ୍ୟକ୍ତିତ୍ୱଙ୍କୁ କାର୍ଯ୍ୟ ନିର୍ବାହୀ ସମିତି ବୈଠକଦ୍ୱାରା ଚୟନ କରାଯାଇ ଉତ୍କଳ ରତ୍ନ ସମ୍ମାନରେ ସମ୍ମାନିତ କରାଯାଏ । ପ୍ରତିବର୍ଷ ଉତ୍କଳ ସାହିତ୍ୟ ସମାଜର ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯାଇଥାଏ । ଏଥିରେ ରୌପ୍ୟ ଟ୍ରଫି, ତାମ୍ର ଫଳକ ଏବଂ ଉପଢୌକନ ଓ ମାନପତ୍ର ଆଦି ଦେଇ ସମ୍ମାନିତ କରାଯାଏ ।

ଉତ୍କଳ ରତ୍ନ ସମ୍ମାନ
ପୁରସ୍କାର ତଥ୍ୟ
ଶ୍ରେଣୀ ଚର୍ଚ୍ଚିତ ବ୍ୟକ୍ତିତ୍ୱ
ପ୍ରଥମେ ଦିଆଗଲା ୧୯୯୩
ଶେଷଥର ଦିଆଯାଇଛି ୨୦୧୬
ମୋଟ ପୁରସ୍କୃତ ୨୪
ଦାତା ଉତ୍କଳ ସାହିତ୍ୟ ସମାଜ
ବର୍ଣ୍ଣନା ଓଡ଼ିଶାର ପୁରସ୍କାର
ପ୍ରଥମ ପୁରସ୍କୃତ ରାଧାନାଥ ରଥ

ପୁରସ୍କୃତ ବ୍ୟକ୍ତିବିଶେଷ

ଆଧାର

Tags:

ଉତ୍କଳ ସାହିତ୍ୟ ସମାଜଓଡ଼ିଆ ସାହିତ୍ୟ

🔥 Trending searches on Wiki ଓଡ଼ିଆ:

ମନୋଜ ଦାସଙ୍କ କଥା ଓ କାହାଣୀହେମୋଫିଲିଆବର୍ଷା ପ୍ରିୟଦର୍ଶିନୀବ୍ରାଉଜରସତ୍ୟନାରାୟଣ ରାଜଗୁରୁଜାହାଙ୍ଗୀରନଇ ଆରପାରିବ୍ୟଞ୍ଜନ ବର୍ଣ୍ଣ୧୯୦୫ଶୈଳବାଳା ଦାସଗୀତଗୋବିନ୍ଦଆଚାର୍ଯ୍ୟ ହରିହରହୃଷୀକେଶ ପଣ୍ଡାସାଇକେଲବଳବିଦ୍ୟୁତପ୍ରଭା ଦେବୀସମର ସଲିମ ସାଇମନଢଗ ଢମାଳିଲିମାମହିଳାଙ୍କ ସୁରକ୍ଷା ନିମନ୍ତେ ଭାରତରେ ଥିବା ଆଇନ ତାଲିକାଅନନ୍ତ ପଟ୍ଟନାୟକରାସେଶ୍ୱରୀ ପାଣିଗ୍ରାହୀଚୈତନ୍ୟଫାଇଲେରିଆରୋହିତ ଶର୍ମାନଅଙ୍କ ଦୁର୍ଭିକ୍ଷଭାନୁମତୀ (ଦୁର୍ଯୋଧନଙ୍କ ପତ୍ନୀ)ପ୍ରଣବ ପ୍ରକାଶ ଦାସଗୁରୁ ପ୍ରସାଦ ମହାନ୍ତିହେମଲତା ମାନସିଂହକାଶୀ ବିଶ୍ୱନାଥ ମନ୍ଦିରଶାରଳା ପୁରସ୍କାରଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)Indiaଚାଟ୍ ଜିପିଟିଛବିଳ ମଧୁ ବର୍ଣ୍ଣବୋଧଶାସ୍ତିବନ୍ଦେ ଉତ୍କଳ ଜନନୀଜ୍ଞାନକୋଷଥାଲକୁଡ଼ିହରିପ୍ରସାଦ ଚୌରାଶିଆଧର୍ମେନ୍ଦ୍ର ପ୍ରଧାନ୧୯୮୪ପର୍ଫେନାଜାଇନଇଂଲଣ୍ଡଦାସିଆ ବାଉରୀଓଡ଼ିଆ ଉଇକିପିଡ଼ିଆସ୍ତୁତି ଚିନ୍ତାମଣିତ୍ରିପୁରା ମିଶ୍ରମଧୁସୂଦନ ରାଓବିଜ୍ଞାନବାଇଶି ପାହାଚକୃଷ୍ଣପ୍ରସାଦ ମିଶ୍ରବିରଳା ମନ୍ଦିର, ହାଇଦ୍ରାବାଦଜହ୍ନହାଡ଼ଫୁଟିଅଣସରସ୍ଥୌଲ୍ୟତାଦେବଗଡ଼ ଜିଲ୍ଲାହେପାଟାଇଟିସ ବିପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଦଗ୍ଧଡାକ ମୁନସୀଉତ୍କଳ ସମ୍ମିଳନୀଜଗନ୍ନାଥଙ୍କ ବେଶଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଓଡ଼ିଆ ନାଟକବୈଶାଖଚନ୍ଦ୍ରଶେଖର ରଥଶାନ୍ତନୁ କୁମାର ଆଚାର୍ଯ୍ୟ🡆 More