ଭୁବନେଶ୍ୱର ବେହେରା: ଓଡ଼ିଆ ପ୍ରାବନ୍ଧିକ, ଅଧ୍ୟାପକ

ଭୁବନେଶ୍ୱର ବେହେରା (୧ ଜାନୁଆରୀ ୧୯୧୬ - ୧୬ ଅପେଲ ୨୦୦୧) ଜଣେ ଓଡ଼ିଆ ପ୍ରାବନ୍ଧିକ, ଅଧ୍ୟାପକ ଓ ବିଜ୍ଞାନ ଲେଖକ ଥିଲେ ।

ଭୁବନେଶ୍ୱର ବେହେରା
ଭୁବନେଶ୍ୱର ବେହେରା: ପ୍ରାରମ୍ଭିକ ଜୀବନ, ରଚନାବଳୀ, ସମ୍ମାନ
ଜନ୍ମ ଓ ଜନ୍ମସ୍ଥାନ(1916-01-01)୧ ଜାନୁଆରୀ ୧୯୧୬
କାଶିବାହାଲ , କଳାହାଣ୍ଡି ଜିଲ୍ଲା
ମୃତ୍ୟୁ୧୬ ଅପ୍ରେଲ ୨୦୦୧(2001-04-16) (ବୟସ ୮୫)
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ସାହିତ୍ୟ କୃତିଗାଁର ଡାକ
ପୁରସ୍କାରସାରଳା ସମ୍ମାନ, ୧୯୯୦

ପ୍ରାରମ୍ଭିକ ଜୀବନ

ବେହେରା ତାତ୍କାଳିକ କଳାହାଣ୍ଡି ରାଜ୍ୟର କାଶିବାହାଲ ଗାଆଁରେ ୦୧ ଜାନୁଆରୀ ୧୯୧୬ରେ ଜନ୍ମିତ । ତାଙ୍କର ପ୍ରାରମ୍ଭିକ ପାଠପଢ଼ା ଭବାନୀପାଟଣାରେ ହୋଇଥିଲା ।

ଉଚ୍ଚଶିକ୍ଷା

ସେଠାରୁ ୧୯୩୫ ମସିହାରେ ଦଶମ ପାସ କଲା ପରେ ସେ ୧୯୩୯ ମସିହାରେ ରେଭେନ୍ସା କଲେଜରୁ ପଦାର୍ଥ ବିଜ୍ଞାନରେ ବିଏସସି (ଅନର୍ସ) ପାସକରିଥିଲେ । ସେ ପାଟଣାର ବିହାର କଲେଜ ଅଫ ଇଞ୍ଜିନିୟରିଂରୁ ୧୯୪୩ ମସିହାରେ ସିଭିଲ ଇଞ୍ଜିନିୟରିଂ ବିଭାଗରେ ବିଏସସି (ଇଞ୍ଜିନିୟରିଂ) ପାସକରିଥିଲେ ।

ଚାକିରି

ଓଡ଼ିଶା ସରକାରଙ୍କ ଏକ ଆପ୍ରେଣ୍ଟିସ କରିବା ପରେ ସେ ସେ ମହୀଶୂର ରାଜ୍ୟର କାର୍ଯ୍ୟ ଓ ଜଳସେଚନ ବିଭାଗ ଅଧୀନରେ ଜଗ ଜଳବିଦ୍ୟୁତ କେନ୍ଦ୍ରରେ ସହଯନ୍ତ୍ରୀ ଭାବେ ଯୋଗଦେଇଥିଲେ । ଏହି ସମୂରେ କଳାହାଣ୍ଡି ରାଜଦରବାର ଅଧୀନରେ ୧୯୪୫ ମସିହା ଯାଏ ବିଶେଷ ଭାବେ ଜଳସେଚନ କାର୍ଯ୍ୟ ତଦାରଖ ମଧ୍ୟ କରୁଥିଲେ ।

ସେ ଭାରତ ସରକାରଙ୍କଦ୍ୱାରା ଯୁଦ୍ଧ ପରର ପୁନର୍ନିମାଣ ଅଧ୍ୟୟନ ନିଯୁକ୍ତ ହୋଇ ପରେ ଆମେରିକାର ଆଇଓଆ ବିଶ୍ୱବିଦ୍ୟାଳୟରୁ ୧୯୪୭ ମସିହାରେ ପିଏଚଡି ଲାଭ କରିଥିଲେ । ତାହାପରେ ସେ କଳାହାଣ୍ଡି ରାଜ୍ୟର ଇରିଗେସନ ଅଫିସର ଭାବେ ଯୋଗଦେଇଥିଲେ । ପରେ କଳାହାଣ୍ଡି ଓଡ଼ିଶା ସହ ୧୯୪୮ରେ ମିଶିଥିଲା । ହିରାକୁଦ ନଦୀବନ୍ଧ ନିର୍ମାଣରେ ସେ ୧୯୫୬ରେ କନିଷ୍ଠଯନ୍ତ୍ରୀ ଭାବେ ଯୋଗଦେଇ ପରେ ନିର୍ବାହୀ ଯନ୍ତ୍ରୀ ଭାବେ ଯୋଗଦେଇଥିଲେ । ୧୯୫୮ରେ ସେ ୟୁନିଭର୍ସିଟି କଲେଜ ଅଫ ବୁର୍ଲାରେ ସିଭିଲ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଭାବେ ଯୋଗଦେଇଥିଲେ । ପରେ ୧୯୬୧ ମସିହାରେ ସେ ସେହି କଲେଜର ଅଧ୍ୟକ୍ଷ ହୋଇଥିଲେ । ୧୯୬୨ ଫେବୃଆରୀ ମାସରେ ସେ ରିଜିଓନାଲ ଇଞ୍ଜିନିୟରିଂ କଲେଜରେ ଯୋଗଦେଇ ୧୯୭୧ରେ ସେହି କଲେଜର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ । ୧୯୭୧ରେ ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଥମ କୁଳାଧିପତି ହୋଇ ୧୯୭୬ ମସିହା ଯାଏ ସେଠାରେ କାର୍ଯ୍ୟକରିଥିଲେ । ୧୯୭୭ରେ ଭାରତ ସରକାର ତାଙ୍କୁ ପଶ୍ଚିମ ଆଫ୍ରିକାର ଡେମୋକ୍ରାଟିକ ରିପବ୍ଲିକ ଅଫ ଲାଇବେରିଆକୁ ଜଣେ ବୈଷୟିକ ଶିକ୍ଷା ଉପାଦେଷ୍ଟା ଭାବେ ପଠେଇଥିଲେ । ପରେ ସେ ଓଡ଼ିଶା ରାଜ୍ୟ ଯୋଜନା ବୋର୍ଡ଼ର ସଭ୍ୟ ଭାବେ ଯୋଗ ଦେଇଥିଲେ । ସେ କେନ୍ଦ୍ର ପବ୍ଲିକ ସର୍ଭିସ କମିଶନର ସଭ୍ୟ ଭାବେ ଯୋଗଦେଇ ୧୯୮୧ ମସିହା ଯାଏ ସେଠାରେ କାମକରିଥିଲେ ।

ରଚନାବଳୀ

ସେ ମୋଟ ୭ଟି ବହି ଓ ଅନେକ ଗବେଷଣା ନିବନ୍ଧ ଲେଖିଥିଲେ ।

କବିତା

  • ଭୟ

ପ୍ରବନ୍ଧ

  • ଶୁଣ ପରୀକ୍ଷ
  • ଦଇବ ଦଉଡ଼ି

ଭ୍ରମଣ ସାହିତ୍ୟ

  • ପଶ୍ଚିମ ଆଫ୍ରିକାରେ ଓଡ଼ିଆ ଢେଙ୍କି

ଆତ୍ମଜୀବନୀ

  • ଗାଁର ଡାକ

ଭୁବନେଶ୍ୱର ବେହେରା ତାଙ୍କର ଏକମାତ୍ର ଆତ୍ମଜୀବନୀରେ ଗାଁର ଡାକରେ ତାଙ୍କ ସମ୍ପୂର୍ଣ୍ଣ ଜୀବନୀ ଉଲ୍ଲେଖ କରିଛନ୍ତି

ସମ୍ମାନ

ଆଧାର

Tags:

ଭୁବନେଶ୍ୱର ବେହେରା ପ୍ରାରମ୍ଭିକ ଜୀବନଭୁବନେଶ୍ୱର ବେହେରା ରଚନାବଳୀଭୁବନେଶ୍ୱର ବେହେରା ସମ୍ମାନଭୁବନେଶ୍ୱର ବେହେରା ଆଧାରଭୁବନେଶ୍ୱର ବେହେରାଓଡ଼ିଆ ଲୋକବିଜ୍ଞାନ

🔥 Trending searches on Wiki ଓଡ଼ିଆ:

ବିଶ୍ୱଜିତ ଦାସବିଶ୍ୱତାପନଉପେନ୍ଦ୍ର କିଶୋର ଦାସହୋଲିମଦର ଟେରେସାପକ୍ଷୀଅଂଶୁଘାତଲିନକ୍ସନାରାୟଣ ସାହୁ (୧୯୨୮ ଜନ୍ମ)ରାଖାଲ ମହାନ୍ତିମନୋଜ ଦାସଙ୍କ କଥା ଓ କାହାଣୀପୂରଣବାଚକ ସଂଖ୍ୟାବାଘପଞ୍ଚସଖାଜଗନ୍ନାଥତାମିଲ ଭାଷାଶଶି ଭୂଷଣ ରଥସାରଳା ଦାସଖୋର୍ଦ୍ଧାଉଇକିକମନ୍ସବୀଜାଣୁସାମବେଦଜାନକୀ ବଲ୍ଲଭ ପଟ୍ଟନାୟକ୧୯ ଅପ୍ରେଲଯୁକ୍ତରାଜ୍ୟଉଇକିମିଡ଼ିଆ ଫାଉଣ୍ଡେସନସଦାଶିବ ତ୍ରିପାଠୀଶବ୍ଦ (ପଦ)ହନୁମାନ ଚାଳିଶାଇଲନ ମସ୍କକାଞ୍ଚନ ଅବସ୍ତିଗୋପୀନାଥ ମହାନ୍ତିବୀର ସୁରେନ୍ଦ୍ର ସାଏବଣିଯୋଗରାସେଶ୍ୱରୀ ପାଣିଗ୍ରାହୀକିଶୋରୀ ଚରଣ ଦାସଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି୧୯୬୩ର ଓଡ଼ିଆ କଥାଚିତ୍ରଫାଇଲେରିଆଆମ୍ବବସନ୍ତ କୁମାର ଶତପଥୀଶିବାଜୀଦେବୀପ୍ରସନ୍ନ ପଟ୍ଟନାୟକସମୀର ରଞ୍ଜନ ଦାଶଓଡ଼ିଆ କାବ୍ୟ କବିତାଗୀତଗୋବିନ୍ଦଦରବାର (କବିତା)ଚାରି ଧାମନରେନ୍ଦ୍ର ମୋଦୀପିତ୍ତକୋଷ୧୮ ଅପ୍ରେଲଲକ୍ଷ୍ମୀକାନ୍ତ ମହାପାତ୍ର୩ ଅପ୍ରେଲକୁମ୍ଭାର ଚକଅମର ପ୍ରସାଦ ଶତପଥୀଇଂରାଜୀ ଭାଷାଉଇକିପିଡ଼ିଆ ସମୂହର ତାଲିକାବିଶ୍ୱନାଥ କରଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାବିବାହଭୂମିକା ଦାଶଚାନ୍ଦବାଲିଦ୍ୱିତୀୟ ବିଶ୍ୱଯୁଦ୍ଧଶ୍ରୀନିବାସ ରାମାନୁଜନକପିଳାସ ଶିବ ମନ୍ଦିର🡆 More