ଅନନ୍ତ ଶ୍ରୀଜଗନ୍ନାଥ

ଅନନ୍ତ ଶ୍ରୀଜଗନ୍ନାଥ ଏକ ଓଡ଼ିଆ ବହି । ଏହା ପୀତବାସ ରାଉତରାୟଙ୍କଦ୍ୱାରା ସଂକଳିତ ଓ ସମ୍ପାଦିତ ହୋଇ ଭୁବନେଶ୍ୱରର ମହାବୀର ପ୍ରକାଶନଙ୍କଦ୍ୱାରା ୨୦୧୫ ମସିହାରେ ପ୍ରକାଶିତ ହୋଇଥିଲା । ଏଥିରେ ଜଗନ୍ନାଥଙ୍କ ବିସ୍ତୃତି, ବିଶ୍ୱାବସୁଙ୍କଦ୍ୱାରା ପୂଜିତ ନୀଳମାଧବଙ୍କ ରୂପାନ୍ତର, ଶ୍ରୀକୃଷ୍ଣଙ୍କ ବିଭିନ୍ନ ରୂପ, ପୁରୁଷୋତ୍ତମ କ୍ଷେତ୍ର (ପୁରୀ)ରେ ଦାରୁବ୍ରହ୍ମ, ଅନନ୍ତ ମହାରଣା ହୋଇ ନିଜକୁ ନିଜେ ଗଢ଼ିବା ଓ ସମୟାନ୍ତରରେ ମୃତ୍ୟୁର ଅଧୀନ ହୋଇ ପୁରୁଣାକଳେବର ତ୍ୟାଗ କରି ନବକଳେବର ଧାରଣକରିବାର ପୌରାଣିକ ଆଖ୍ୟାୟାନ, ଅନୁଭବ ଓ ଅନୁଭୂତି, ଇତିହାସ, ସାହିତ୍ୟ, ଗବେଷଣା ଆଦି ବର୍ଣ୍ଣିତ । ନବକଳେବରକୁ ନେଇ ୧୯୧୨ରୁ ୨୦୧୫ମଧ୍ୟରେ ହୋଇଥିବା ସାତଟି ନବକଳେବରର ୨୮ଟି ସ୍ଥାନର ବିବରଣୀ ଓ ଉଭୟ ମନ୍ଦିର ପ୍ରଶାସକ ଏବଂ ଭକ୍ତଙ୍କର ପ୍ରତ୍ୟକ୍ଷ ଅନୁଭୂତି ସହ କେତେକ ଫଟୋଚିତ୍ର ଓ ସାକ୍ଷାତକାର ଏଥିରେ ସ୍ଥାନିତ । ସଚ୍ଚିଦାନନ୍ଦ ରାଉତରାୟ, ଭୁବନେଶ୍ୱର ବେହେରା ଓ ବାମାଚରଣ ମିତ୍ର ଆଦି ଲେଖକଙ୍କ ଜଗନ୍ନାଥଙ୍କୁ କେନ୍ଦ୍ରକରି ରଚିତ ରଚନାବଳୀର ପୁନପ୍ରକାଶନ ଏଥିରେ ହୋଇଥିଲା । ଏହା ୬୨୮ ପୃଷ୍ଠାର ଓ ଏଥିରେ ଉଭୟ ଗଦ୍ୟ ଓ କବିତା ସ୍ଥାନ ପାଇଛି ।

ଅନନ୍ତ ଶ୍ରୀଜଗନ୍ନାଥ  
ଲେଖକପୀତବାସ ରାଉତରାୟ
ଭାଷାଓଡ଼ିଆ
ବିଭାଗଗବେଷଣା
ପ୍ରକାଶକମହାବୀର ପ୍ରକାଶନ, ଭୁବନେଶ୍ୱର
ପ୍ରକାଶ ତାରିଖ୨୦୧୫
ମାଧ୍ୟମ ପ୍ରକାରଛାପାବହି
ପୃଷ୍ଠା୬୨୮

ଆଧାର

Tags:

ଓଡ଼ିଆ ଭାଷାଜଗନ୍ନାଥନବକଳେବରପୁରୀବାମାଚରଣ ମିତ୍ରଭୁବନେଶ୍ୱରଭୁବନେଶ୍ୱର ବେହେରାସଚ୍ଚିଦାନନ୍ଦ ରାଉତରାୟ

🔥 Trending searches on Wiki ଓଡ଼ିଆ:

ରାଣୀ ଲକ୍ଷ୍ମୀବାଈରଜ ପର୍ବପୁରୀଅକ୍ଷୟ ତୃତୀୟାଉପେନ୍ଦ୍ର ଭଞ୍ଜସମ୍ବଲପୁରୀ ଭାଷାଯବକ୍ଷାରଜାନସିପାହୀ ବିଦ୍ରୋହଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟରୁକ୍ମଣୀହରେକୃଷ୍ଣ ବେହେରାବିଜୟ ମିଶ୍ରଖ୍ରୀଷ୍ଟ ଧର୍ମଓମ'ଙ୍କ ନିୟମମେଘଦୂତ (ରାଧାନାଥଙ୍କ କାବ୍ୟ)ହୋମୱାର୍ଡ଼ପଠାଣି ସାମନ୍ତଅଙ୍ଗାରକଓଡ଼ିଆ ଲିପିଦ୍ରୌପଦୀ ମୁର୍ମୁପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାରବ୍ରାହ୍ମଣବଡ଼ଓଷାକେନ୍ଦ୍ରାପଡ଼ାଭଦ୍ରକୟୁନେସ୍କୋଅଚ୍ୟୁତାନନ୍ଦ ଦାସ୫ ଡିସେମ୍ବରଜାପାନୀ ୟେନ୍ଓଡ଼ିଆଔଷଧୀୟ ଗଛଲତାମାନଙ୍କର ତାଲିକାଭାଇ ଭାଇବ୍ରହ୍ମା ମନ୍ଦିର, ବିନ୍ଦୁସାଗରପଟ୍ଟଚିତ୍ରଜର୍ଜ କ୍ୟାଣ୍ଟରଅଂଶୁଘାତବେଲଅଷ୍ଟଭୁଜଓଡ଼ିଶା ଉଚ୍ଚ ନ୍ୟାୟାଳୟଜଗନ୍ନାଥ ମନ୍ଦିରତୁର୍କୀସମଲେଶ୍ୱରୀ ମନ୍ଦିରରାମକୃଷ୍ଣ ପରମହଂସଖାରବେଳଭାଗବତ ଟୁଙ୍ଗିକାଳୀକା ଭଗବତୀ ମନ୍ଦିରଓଡ଼ିଆ ସାହିତ୍ୟଅରଣ୍ୟ ରୋଦନପଞ୍ଚସଖାଦଣ୍ଡ ନାଟଗୌରୀଶଙ୍କର ରାୟଅପର୍ଣ୍ଣା ମହାନ୍ତିଧନୁଯାତ୍ରାସାମବେଦ୩୧ ମାର୍ଚ୍ଚବଲାଙ୍ଗୀର ଜିଲ୍ଲାପାରଳା ମହାରାଜା ଯାନ୍ତ୍ରୀକ ମହାବିଦ୍ୟାଳୟଓଡ଼ିଶାର କଳାକମ୍ପ୍ୟୁଟର ବିଜ୍ଞାନଗଜପତି ମହାରାଜା୪ ମାର୍ଚ୍ଚଭାରତ ଛାଡ଼ ଆନ୍ଦୋଳନଦଧି ନାଟwiki.phtmlବକ୍ସି ଜଗବନ୍ଧୁବନମାଳୀ ଦାସଚୀନଗୋପବନ୍ଧୁ ଦାସ🡆 More