ବଲାଙ୍ଗୀର ଜିଲ୍ଲା: ଓଡିଶାର ଜିଲ୍ଲା, ଭାରତ

]

ଜିଲ୍ଲା
ଓଡ଼ିଶାରେ ଅବସ୍ଥାନ
ଓଡ଼ିଶାରେ ଅବସ୍ଥାନ
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକ ସଭାବଲାଙ୍ଗିର
ଭାଷାଓଡ଼ିଆ,କୋଶଳି,ଇଂରାଜୀ
ବିଧାନ ସଭା୫ଟି ଆସନ
 
  • ୧. ଲୋଇସିଙ୍ଘା(୦୬୬)
    ୨. ପାଟଣାଗଡ଼(୦୬୭)
    ୩. ବଲାଙ୍ଗିର(୦୬୮)
    ୪. ଟିଟିଲାଗଡ଼(୦୬୯)
    ୫. କଣ୍ଟାବାଞ୍ଜି (୭୦)
Area
 • ଜିଲ୍ଲା6575 km2 (2,539 sq mi)
Population
 (୨୦୧୧)
 • ଜିଲ୍ଲା୧୬୪୮୫୭୪
 • Rankଓଡ଼ିଶାରେ ଦଶମ (୧୦/୩୦)
 • Density251/km2 (650/sq mi)
 • Urban
୧୯୭୧୬୧
 • Rural
୧୪୫୧୪୧୩
 • ୬ ବର୍ଷରୁ କମ ଶିଶୁ
୨୦୬୯୬୪
Time zoneIST (+୫.୩୦)
ଡାକ କୋଡ଼ (ପିନ୍)
୭୬୭ xxx
ତାର (ଏସ୍.ଟି.ଡ଼ି)୦୬୬୫୨
ଯାନବାହାନ ପଞ୍ଚୀକରଣOD-03
ଜିଲ୍ଲାପାଳଡା. ଏମ. ମୁଥୁକୁମାର
WebsiteOfficial website

ବଲାଙ୍ଗିର ଜିଲ୍ଲା, ଓଡ଼ିଶାର ପଶ୍ଚିମରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ଏହାର ଆୟତନ ୫,୧୬୫ ବର୍ଗ କିମି । ବଲାଙ୍ଗିର ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟ ସହର । ଏହି ଜିଳ୍ଲାର ମୁଖ୍ୟ ଭାଗ ଗ୍ରାମାଞ୍ଚଳ । ମୁଖ୍ୟ ବଡ଼ ଓ ସାନ ସହର ଆଉ ଥାନା ଗୁଡ଼ିକ ହେଲା ବଲାଙ୍ଗୀର,, ପାଟଣାଗଡ଼, ଟିଟିଲାଗଡ,କଣ୍ଟାବାଞ୍ଜି, ଲୋଇସିଙ୍ଘା, ସଇଁତଳା, ବେଲପଡା, ଆଗଲପୁର, ଦେଓଗାଁ, ମୁରିବାହାଲ , ଗୁଡଭେଳା, ଖୋପ୍ରାଖୋଲ, ବଙ୍ଗୋମୁଣ୍ଡା, ତୁରେକେଲା,ତୁଷୁରା,ସିନ୍ଧେକେଲା, ଲାଠୋର, ଲରମ୍ଭା,

ମୁଖ୍ୟ ନଦୀ ଓ ଶାଖାନଦୀ

  • ମହାନଦୀ
  • ତେଲ
  • ଉନଦର, ଲାନ୍ଥ୍, ସୁନଗଡ଼ ଓ ସୁଖତେଲ (ତେଲ ନଦୀର ଶାଖାନଦୀ)
  • ଅଙ୍ଗ
  • ଜିରା
  • ସେଲଷିଙ୍ଗ

ଭୂଗୋଳ

ଜନସଂଖ୍ୟା

୨୦୧୧ ଜନଗଣନା ଅନୁସାରେ, ବଲାଙ୍ଗୀର ଜିଲ୍ଲାର ମୋଟ ଲୋକସଂଖ୍ୟା ୧୬,୪୮,୫୭୪ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୪,୫୧,୪୧୩ ଓ ସହରାଞ୍ଚଳରେ ୧,୯୭,୧୬୧ ଲୋକ ବାସ କରନ୍ତି ।

  • ପୁରୁଷ: ୮,୩୧,୩୪୯
  • ମହିଳା: ୮,୧୭,୨୨୫
    • ଛ ବର୍ଷରୁ କମ: ୨,୦୬,୯୬୪
  • ସାକ୍ଷରତା ହାର ୬୫.୫୦%
    • ପୁରୁଷ: ୭୭.୦୮%
    • ମହିଳା: ୫୩.୭୭%

ପ୍ରଶାସନିକ ବିଭାଗ

  • ଉପଖଣ୍ଡ: (୩): ବଲାଙ୍ଗୀର, ଟିଟିଲାଗଡ଼ ଓ ପାଟଣାଗଡ଼
  • ପୌରାଞ୍ଚଳ: (୪)
    • ପୌର ପରିଷଦ: (୧): ବଲାଙ୍ଗୀର କଣ୍ଟାବାଞ୍ଜି ଟିଟିଲାଗଡ଼
    • ବିଜ୍ଞାପିତ ଅଞ୍ଚଳ ପରିଷଦ (୩): ପାଟଣାଗଡ଼ ଓ କଣ୍ଟାବାଞ୍ଝି ଓ ତୁଷୁରା ବେଳପଡ଼ା ସଇଁତଳା ଟିଟିଲାଗଡ
  • ପଞ୍ଚାୟତ ସମିତି (ବ୍ଲକ): (୧୪): ଆଗଲପୁର, ଖପ୍ରାଖୋଲ, ଗୁଡ଼ଭେଲା, ଦେଓଗାଁ, ପାଟଣାଗଡ଼, ପୁଇଁତଳା, ବଙ୍ଗମୁଣ୍ଡା, ବଲାଙ୍ଗୀର, ବେଲପଡ଼ା, ଲୋଇସିଂହା, ମୁରିବାହାଲ, ସଇଁତଳା, ଟିଟିଲାଗଡ଼ ଓ ତୁରେଇକେଲା,
  • ତହସିଲ (୧୪): ଆଗଲପୁର, ଖପ୍ରାଖୋଲ, ଗୁଡ଼ଭେଲା, ଦେଓଗାଁ, ପାଟଣାଗଡ଼, ପୁଇଁତଳା, ବଙ୍ଗମୁଣ୍ଡା, ବଲାଙ୍ଗୀର, ବେଲପଡ଼ା, ଲୋଇସିଂହା, ମୁରିବାହାଲ, ସଇଁତଳା, ଟିଟିଲାଗଡ଼ ଓ ତୁସରା

ରାଜନୀତି

ଲୋକ ସଭା

ଏହି ଜିଲ୍ଲାରୁ କଳିକେଶ ନାରାୟଣ ସିଂହ ଦେଓ ଲୋକ ସଭାକୁ ନିର୍ବାଚିତ ହୋଇଅଛନ୍ତି ।

ବିଧାନ ସଭା

ଏହି ଜିଲ୍ଲା ଅନ୍ତର୍ଗତ ୫ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀ ହେଲା:

# ନିର୍ବାଚନ ମଣ୍ଡଳୀ ଆରକ୍ଷଣ ପରିସୀମା ଅଧୀନସ୍ଥ ଅଞ୍ଚଳ (ପୌରାଞ୍ଚଳ ଓ ପଞ୍ଚାୟତ ସମିତି ) ୧୪ଶ ବିଧାନ ସଭା ସଦସ୍ୟ ରାଜନୈତିକ ଦଳ
୬୬ ଲୋଇସିଂହା ଅନୁସୂଚିତ ଜାତି ଲୋଇସିଂହା, ଆଗଲପୁର, ପୁଇଁତଳା ମୁକେଶ୍ ମହାଳିଂ ବିଜଦ
୬୭ ପାଟଣାଗଡ଼ ଅଣ ସଂରକ୍ଷିତ ପାଟଣାଗଡ଼ (ବି), ପାଟଣାଗଡ଼, ଖପ୍ରାଖୋଲ, ବେଲପଡ଼ା କନକ ବର୍ଦ୍ଧନ ସିଂଦେଓ ଭାଜପା
୬୮ ବଲାଙ୍ଗୀର ଅଣ ସଂରକ୍ଷିତ ବଲାଙ୍ଗୀର (ପୌ), ବଲାଙ୍ଗୀର, ଦେଓଗାଁ ଅନଙ୍ଗ ଉଦୟ ସିଂହ ଦେଓ ବିଜଦ
୬୯ ଟିଟିଲାଗଡ଼ ଅଣ ସଂରକ୍ଷିତ ଟିଟିଲାଗଡ଼ (ବି), ଟିଟିଲାଗଡ଼, ସଇଁତଳା, ତେନ୍ତୁଳିଖୁଣ୍ଟି (ଗୁଡ଼ଭେଲା) ଟୁକୁନୀ ସାହୁ ବିଜେଡ଼ି
୭୦ କଣ୍ଟାବାଞ୍ଝି ଅଣ ସଂରକ୍ଷିତ କଣ୍ଟାବାଞ୍ଝି (ବି), ତୁରକେଲା, ବଙ୍ଗୋମୁଣ୍ଡା, ମୁରିବାହାଲ ସନ୍ତୋଷ ସିଂହ ସାଲୁଜା କଂଗ୍ରେସ

ଆଧାର

ଅଧିକ ତଥ୍ୟ

Tags:

ବଲାଙ୍ଗୀର ଜିଲ୍ଲା ମୁଖ୍ୟ ନଦୀ ଓ ଶାଖାନଦୀବଲାଙ୍ଗୀର ଜିଲ୍ଲା ଭୂଗୋଳବଲାଙ୍ଗୀର ଜିଲ୍ଲା ରାଜନୀତିବଲାଙ୍ଗୀର ଜିଲ୍ଲା ବିଧାନ ସଭାବଲାଙ୍ଗୀର ଜିଲ୍ଲା ଆଧାରବଲାଙ୍ଗୀର ଜିଲ୍ଲା ଅଧିକ ତଥ୍ୟବଲାଙ୍ଗୀର ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ରାଧାନାଥ ରାୟକାଳୀଚରଣ ପଟ୍ଟନାୟକଭୀମ ଭୋଇପ୍ରାଣବନ୍ଧୁ କରଭ୍ୟାକୁମ୍ କ୍ଲିନର୍ଜ୍ଞାନପୀଠ ପୁରସ୍କାରମନୋଜ ଦାସସମୀର ରଞ୍ଜନ ଦାଶଗଜ ଉଦ୍ଧାରଣ ବେଶବ୍ରହ୍ମୋତ୍ରୀ ମହାନ୍ତି୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନଗ୍ରାମ ବିକାଶଯକ୍ଷ୍ମାକନ୍ୟା (ରାଶି)କ୍ଷୀରଚୋରା ଗୋପୀନାଥ ମନ୍ଦିରନଟବର ସାମନ୍ତରାୟପୂର୍ବ ଭାଦ୍ରପଦ (ନକ୍ଷତ୍ର)ଅଗସ୍ତ୍ୟ ମୁନିବଡ଼ସିଂହାର ବେଶବିଷଲକ୍ଷ୍ମଣ ନାୟକଅଟଳ ପେନସନ ଯୋଜନା୨୬ ଅପ୍ରେଲହରେକୃଷ୍ଣ ମହତାବସୀତାକାନ୍ତ ମହାପାତ୍ରସେଇ ଝିଅଟିଭିତରକନିକା ଜାତୀୟ ଉଦ୍ୟାନଗୌତମ ବୁଦ୍ଧପଞ୍ଚାୟତ ରାଜଉତ୍କଳ ଦୀପିକାପ୍ରତାପରୁଦ୍ର ଦେବଆଶୁତୋଷ ପରିଡ଼ାନୃସିଂହ ଚରଣ ପଣ୍ଡାପୁଷ୍ୟା (ନକ୍ଷତ୍ର)କୃଷ୍ଣଚନ୍ଦ୍ର ତ୍ରିପାଠୀ (କବି)ପରଟାଗଙ୍ଗବଂଶକର୍ଣ୍ଣ୩ ଅଗଷ୍ଟମହାବୀର ଜୈନ୨୦୦୧ଋଷିଆଇନ୍ଦୁରାଣୀ ମହାପାତ୍ର୨୭ ଜୁଲାଇ୨୯ ଜୁନଜୁଲାଇଅମଲା ଅକ୍କିନେନିକୁମ୍ଭ (ରାଶି)ବିଲେଇପଖାଳଗୋବିନ୍ଦ ଚନ୍ଦ୍ର ଦାସଗ୍ରହମହାତ୍ମା ଗାନ୍ଧୀନବୀନ ପଟ୍ଟନାୟକସୁବୋଧ ପଟ୍ଟନାୟକ (୧୯୪୭ ଜନ୍ମ)ଓଡ଼ିଆପୁରୁଷୋତ୍ତମ ଦେବଭଗୀରଥ ଦାସଯୁଗଳ କିଶୋର ପଟ୍ଟନାୟକମୋହିନୀୟାଟ୍ଟମନୂଆ ଦିଲ୍ଲୀସୁଭାଷ ଚନ୍ଦ୍ର ବୋଷଟ୍ରିପଲ ଏକ୍ସ ସିଣ୍ଡ୍ରୋମକଳିଙ୍ଗତମନ୍ନା ବ୍ୟାସରାଜରାଜେଶ୍ୱର ବେଶହନୁମାନ ଚାଳିଶାବୌଦ୍ଧ ଧର୍ମଦଣ୍ଡ ନାଟଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାପର୍ଯ୍ୟାୟ ସାରଣୀ (ବୃହତ ସଂସ୍କରଣ)ଅର୍ଥଶାସ୍ତ୍ର🡆 More