ପୋଷ୍ଟାଲ ଇଣ୍ଡେକ୍ସ ନମ୍ବର

ଅନେକ ସ୍ଥାନର ଡାକଘର ଏକା ନାମରେ ଥିବାରୁ ନିର୍ଭୁଲ ଭାବେ ଚିଠି ପତ୍ର ପ୍ରେରଣ ପାଇଁ ୬ଅଙ୍କ ବିଶିଷ୍ଟ ପିନକୋଡ଼ (ପୋଷ୍ଟାଲ ଇଣ୍ଡେକ୍ସ ନମ୍ବର) ବ୍ୟବସ୍ଥା ୧୯୭୨ ଅଗଷ୍ଟ ୧୫ ତାରିଖରୁ ଭାରତୀୟ ଡାକ ବିଭାଗଦ୍ୱାରା ଆରମ୍ଭ ହୋଇଥିଲା । ସାରା ପୃଥିବୀରେ ଭାରତ ୧୯ଶ ଦେଶ ଯିଏକି ଏହି ବ୍ୟବସ୍ଥା ପ୍ରଚଳନ କରିଥିଲା । ୧୯୬୧ ମସିହାରେ ସର୍ବପ୍ରଥମେ ଜର୍ମାନୀରେ ୪ଅଙ୍କ ବିଶିଷ୍ଟ ପିନ ପ୍ରଚଳନ ହୋଇଥିଲା ।

ପୋଷ୍ଟାଲ ଇଣ୍ଡେକ୍ସ ନମ୍ବର
ପିନକୋଡ଼ର ଅନୁସାରେ ଭାରତର ବିଭିନ୍ନ ଅଞ୍ଚଳ

ଭାରତରେ ବ୍ୟବହୃତ ୬ଅଙ୍କ ମଧ୍ୟରୁ ବାମପଟର ୩ଟିଅଙ୍କ ମୁଖ୍ୟ ଅଞ୍ଚଳ ଓ ଡାହାଣପଟର ୩ଟିଅଙ୍କ ତତସଂଲଗ୍ନ କ୍ଷୁଦ୍ରାଞ୍ଚଳ ପାଇଁ ଉଦ୍ଧିଷ୍ଟ । ବାମପଟୁ ପ୍ରଥମ ଅଙ୍କଟି ଗୋଟିଏ ନିର୍ଦ୍ଧିଷ୍ଟ ଜୋନକୁ ଚିହ୍ନଟ କରିଥାଏ । ଭାରତର ସମସ୍ତ ଅଞ୍ଚଳକୁ ୯ଟି ଜୋନରେ ବିଭକ୍ତ କରାଯାଇଅଛି । ବାମପଟୁ ଦ୍ୱିତୀୟ ଅଙ୍କଟି ସବ-ଜୋନକୁ ଚିହ୍ନଟ କରିଥାଏ । ବାମପଟୁ ତୃତୀୟ ଅଙ୍କଟି ବଣ୍ଟନ ହେବାକୁ ଥିବା ଜିଲ୍ଲାକୁ ଚିହ୍ନଟ କରିଥାଏ । ଅନ୍ୟ ତିନିଟି ଅଙ୍କ ନିର୍ଦ୍ଧିଷ୍ଟ ଡାକଘରଟିକୁ ଚିହ୍ନଟ କରିବାରେ ସାହାଯ୍ୟ କରେ ।

ଭାରତର ୯ଟି ଡାକ ମଣ୍ଡଳ

ପୋଷ୍ଟାଲ ଇଣ୍ଡେକ୍ସ ନମ୍ବର 
ଭାରତର ପିନକୋଡ଼ ବିସ୍ତୃତି

ଆଧାର

ବାହାର ଆଧାର

Tags:

ଜର୍ମାନୀଭାରତ

🔥 Trending searches on Wiki ଓଡ଼ିଆ:

ମେଟ୍ରୋନିଡାଜୋଲଇଂରାଜୀ ଭାଷାବିଜୟ କୁମାର ପ୍ରଧାନହଂକଂଦ୍ରାଘିମାକାନାଡ଼ାପଦ୍ମ ଲୋଚନ ପଣ୍ଡାରାମାୟଣଚୈତ୍ରକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ସ୍ୱର ବର୍ଣ୍ଣଉତ୍କଳ ସମ୍ମିଳନୀହୀରାକୁଦ ବନ୍ଧଖାଦ୍ୟ ଖଣିଜ ଲବଣଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାବଳଦେବଜୀଉ ମନ୍ଦିରଜାପାନ୧୧ବଳରାମ ଦାସଲୁଣବୀର ସୁରେନ୍ଦ୍ର ସାଏଓଡ଼ିଶୀଶେଷ ଶ୍ରାବଣହିନ୍ଦୁ ବିଧବା ପୁନର୍ବିବାହ ଅଧିନିୟମ, ୧୮୫୬ଗୁଗଲଗୁଣନଶବ୍ଦ (ଧ୍ୱନି)କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବନକ୍ସଲବାଦଦୀନନାଥ ପାଠୀବାଲିକୁଦା-ଏରସମା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗୋଦାବରୀଶ ମହାପାତ୍ରଡାଉନ ସିଣ୍ଡ୍ରୋମମହାଭାରତଚିନ୍ତାମଣି ବେହେରାକୁନ୍ତଳା କୁମାରୀ ସାବତମଙ୍ଗଳା ମନ୍ଦିରମଇଇଟାଲୀଜଗନ୍ନାଥ ଦାସଉଇକିକମନ୍ସବ୍ରାହ୍ମ ସମାଜମୋଗଲ ସାମ୍ରାଜ୍ୟଓଡ଼ିଆ କବି ମାନଙ୍କର ତାଲିକାଓଡ଼ିଶାର ଲୋକନୃତ୍ୟଇସଲାମ ଧର୍ମଜଗଦୀଶ ମହାନ୍ତିଯୁକ୍ତରାଷ୍ଟ୍ର ଆମେରିକାବଡ଼ିବଣ୍ଡ (ଅର୍ଥ)୧୭୯୫ଯମୁନାରସାୟନ ବିଜ୍ଞାନଭୁବନେଶ୍ୱର ବେହେରାରାଜ୍ୟରଘୁନାଥ ପରିଚ୍ଛାଲବଣ ସତ୍ୟାଗ୍ରହଜୟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କୃଷ୍ଣଚନ୍ଦ୍ର ପାଣିଗ୍ରାହୀବିଷମ କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗ୍ରହଭକ୍ତ ଚରଣ ଦାସଫକୀର ମୋହନ ସେନାପତିଭୁବନେଶ୍ୱର ରେଳ ଷ୍ଟେସନଅଚ୍ୟୁତ ସାମନ୍ତବିଶ୍ୱଜିତ ଦାସ🡆 More