ବଲାଙ୍ଗୀର: ଓଡ଼ିଶାର ସହର

]

ବଲାଙ୍ଗୀର
ସହର
Countryବଲାଙ୍ଗୀର: ଇତିହାସ, ଦର୍ଶନୀୟ ସ୍ଥାନ, ଆଧାର India
Stateଓଡ଼ିଶା
Districtବଲାଙ୍ଗୀର
Government
 • ବିଧାନ ସଭା ସଭ୍ୟଅନଙ୍ଗ ଉଦୟ ସିଂଦେଓ
 • ଲୋକ ସଭା ସଭ୍ୟକଳିକେଶ ନାରାୟଣ ସିଂଦେଓ
Elevation
383 m (1,257 ft)
Population
 (2004)
 • Total୧,୦୫,୨୦୩
Languages
Time zoneUTC+5:30 (IST)
PIN
୭୬୭୦୦୧
Telephone code୦୬୬୫୨
ଯାନବାହାନ ପଞ୍ଚୀକରଣOD 03
Websitebalangir.nic.in

ଇତିହାସ

ବଲାଙ୍ଗୀର ନାମଟି ବଳରାମ ଗଡରୁ ଆସିଛି I ଏହାର ଆଉ ଏକ ବ୍ୟୁତ୍ପତ୍ତି ହେଲା " ବଲଂ ଅଙ୍ଗିକରୋତି ବିଶ୍ୱ ଯସ୍ୟ ତତ ବାଲାଙ୍ଗୀରମ I ଅର୍ଥାତ ଯେଉଁ ଅଞ୍ଚଳ ବଳ, ଶକ୍ତି ସାମର୍ଥ୍ୟକୁ ସାରା ବିଶ୍ୱର ଲୋକେ ଅଙ୍ଗୀକାର ବା ସ୍ୱୀକାର କରନ୍ତି ଯେ ଏମାନେ ବଳବାନ ସେହି ଅଞ୍ଚଳକୁ ବଲାଙ୍ଗୀର ବୋଲି କୁହାଯାଏ |

ଦର୍ଶନୀୟ ସ୍ଥାନ

  • ହରିଶଙ୍କର ମନ୍ଦିର
  • ନୃସିଂହନାଥ ମନ୍ଦିର
  • ବଲାଙ୍ଗୀର ରାଜ ପ୍ରାସାଦ
  • ମା ପାଟଣେଶ୍ୱରୀ ମନ୍ଦିର
  • ସୋମେଶ୍ବର ଶୈବପୀଠ ,ରାଣୀପୁର ଝରିଆଲ
  • ଚଉଷଠି ଯୋଗିନୀ ,ରାଣୀପୁର ଝରିଆଲ
  • ଲୋକନାଥ ବାବା ମନ୍ଦିର
  • ଗିରିଗୋବର୍ଦ୍ଧନ ମନ୍ଦିର, ଗଏଁତଲା
  • ବ୍ରଜଧାମ, ସିଂଖମନ
  • ବୀଶ୍ୱକର୍ମାଙ୍କଦ୍ୱାରା ନିର୍ମିତ ମହାଦେବ ମନ୍ଦିର, ସୂର୍ଡା
  • ଶୀବ ମନ୍ଦିର, ଖୁଜେନପାଲି
  • ଆନନ୍ଦ ନିକେତନ ଆଶ୍ରମ, ଖୁଜେନପାଲି
  • ଯୋଗେଶ୍ୱର ମନ୍ଦିର ,ଯୋଗୀସର୍ଡା
  • ହରି ହର ହାଈସ୍ ସ୍କୁଲ ,ଯୋଗୀସର୍ଡା

ଆଧାର

ଅଧିକ ତଥ୍ୟ

[[ବଲାଙ୍ଗୀର ଗୋଟିଏ ବ୍ୟସ୍ତ ବହୁଲ ସହର।ଏହାକୁ ଚେସ୍ ବୋର୍ଡ଼ ସିଟି ମଧ୍ଯ କୁହାଯାଏ ।ଖାଇବା ପିଇବାଠାରୁ ଆରମ୍ଭ କରି ଅନ୍ୟାନ୍ୟ ଜିନିଷ ମଧ୍ୟ ସୁଲଭ ମୂଲ୍ୟରେ ମିଳେ । ଏହା ମଧ୍ୟ ଏକ ଦର୍ଶନୀୟ ସ୍ଥାନ ।

Tags:

ବଲାଙ୍ଗୀର ଇତିହାସବଲାଙ୍ଗୀର ଦର୍ଶନୀୟ ସ୍ଥାନବଲାଙ୍ଗୀର ଆଧାରବଲାଙ୍ଗୀର ଅଧିକ ତଥ୍ୟବଲାଙ୍ଗୀର

🔥 Trending searches on Wiki ଓଡ଼ିଆ:

ହ୍ୱାଟ୍ସଆପଦରମାସାପସାରଦା ପ୍ରସାଦ ମିଶ୍ରଓଡ଼ିଶା ବିଧାନ ସଭାତନ୍ତକଣାଦ (ମୁନି)ପଞ୍ଚସଖାଦିଲୀପ ତିର୍କୀକଳିଙ୍ଗ ଯୁଦ୍ଧବାଳୁଙ୍ଗା ଟୋକାୟୁନେସ୍କୋଓଡ଼ିଶାର ଇତିହାସଗଣନ ସଂଖ୍ୟାଜାପାନୀ ଭାଷାଭଗବତୀ ଚରଣ ପାଣିଗ୍ରାହୀସୀତା ବିବାହଓଡ଼ିଶାର କଳାକୁମାରିଲ ଭଟ୍ଟଓଡ଼ିଆ ରାମାୟଣମନମୋହନ ସାମଲଶିଶୁପାଳଗଡ଼ନବୀନ ପଟ୍ଟନାୟକକଥକଳୀବିଦ୍ୟୁତଓଡ଼ିଶା ବିଧାନ ସଭା ନିର୍ବାଚନ, ୨୦୦୯ଆରିଷ୍ଟୋଟଲବୀଣାପାଣି ମହାନ୍ତିପରିବାରଆମାଜନ୍.କମ୍‌ଓ ଅନ୍ଧଗଳିପ୍ରସନ୍ନ ଆଚାର୍ଯ୍ୟନବଗୁଞ୍ଜରଦକ୍ଷିଣ କୋରିଆଚାଣକ୍ୟଜ୍ଞାନପୀଠ ପୁରସ୍କାରଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଶାରଳା ପୁରସ୍କାରୟୁନିଫର୍ମ ରିସୋର୍ସ ଲୋକେଟରଅପରେଟିଙ୍ଗ ସିଷ୍ଟମସିକ୍ଲ ସେଲ୍ ରୋଗଜାନକୀ ବଲ୍ଲଭ ପଟ୍ଟନାୟକଶିବାଜୀଅଭିନେତ୍ରୀ (ନାରୀ କଳାକାର)ମୁମ୍ବାଇରାଧାମୋହନ ଗଡ଼ନାୟକଅଶୋକାଷ୍ଟମୀସମୀର ରଞ୍ଜନ ଦାଶଭଣ୍ଡାରିପୋଖରୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସଂଗୀତକଣ୍ଟାବାଞ୍ଝି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବାଲେଶ୍ୱରସାନିଆ ମିର୍ଜାଫତୁରାନନ୍ଦନଟବର ଶତପଥୀଏକାଦଶୀବାଲେଶ୍ୱର ଜିଲ୍ଲାଦଶହରାଓଡ଼ିଆ ସାହିତ୍ୟଶ୍ରୀ ଅରବିନ୍ଦକବିସୂର୍ଯ୍ୟ ବଳଦେବ ରଥକଟକ ଜିଲ୍ଲାଅଶୋକ ସମ୍ରାଟ🡆 More