କମଳାକାନ୍ତ ଜେନା

କମଳାକାନ୍ତ ଜେନା ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ଜାନୁଗଞ୍ଜଠାରେ ୧୯୭୧ ମସିହା ଅପ୍ରେଲ ୨୫ ତାରିଖଦିନ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଓ ଜନପ୍ରିୟ ବିଜ୍ଞାନ ଲେଖକ ।

କମଳାକାନ୍ତ ଜେନା
କମଳାକାନ୍ତ ଜେନା
ଜନ୍ମ ଓ ଜନ୍ମସ୍ଥାନ(1971-04-25)୨୫ ଅପ୍ରେଲ ୧୯୭୧
ଜାନୁଗଞ୍ଜ, ବାଲେଶ୍ୱର
ଛଦ୍ମନାମକମଳାକାନ୍ତ ଜେନା
ବୃତ୍ତିଅଧ୍ୟାପକ
ଭାଷାଓଡ଼ିଆ, ଇଂରାଜୀ
ନାଗରିକତାଭାରତୀୟ
ବିଷୟପଦାର୍ଥ ବିଜ୍ଞାନ
ପୁରସ୍କାରଓଡ଼ିଶା ବିଜ୍ଞାନ ଏକାଡେମୀ ପୁରସ୍କାର, ପ୍ରକୃତି ବନ୍ଧୁ ପୁରସ୍କାର

ରଚନାବଳୀ

ଜନପ୍ରିୟ ବିଜ୍ଞାନ ପୁସ୍ତକ

  1. କଥାରେ କଥାରେ ବିଜ୍ଞାନ
  2. ବର୍ଷା ବିଜୁଳିର ଖେଳ
  3. ଛୋଟ ନୁହେଁ ଛୋଟ କଥା
  4. ବିଗ ବ୍ୟାଙ୍ଗ ମେସିନ
  5. ଗପରେ ଗପରେ ବିଜ୍ଞାନ
  6. ବର୍ଷା ବିଜୁଳି ଘଡ଼ଘଡ଼ି
  7. ଅଣପାରମ୍ପରିକ ଶକ୍ତି
  8. ଗଛଲତାର ଗହଣା କଥା

ପାଠ୍ୟପୁସ୍ତକ

  • ଏନଭାଇରୋମେଣ୍ଟାଲ ଏଜୁକେସନ (+୨)
  • ପରିବେଶ ଶିକ୍ଷା (+୨)
  • ପ୍ରାକ୍ଟିକାଲ ଫିଜିକ୍ସ (+୨)
  • ଆମ ବିଜ୍ଞାନ (ପ୍ରଥମ ଶ୍ରେଣୀଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ)

ସମ୍ମାନ ଓ ପୁରସ୍କାର

  • ପଦ୍ମଚରଣ ସ୍ମୃତି ସମ୍ମାନ: ଇସ୍ପାତ ସାହିତ୍ୟ ସଂସଦ, ରାଉରକେଲା (୨୦୧୧)
  • ପରଶମଣି ସମ୍ମାନ: ପରଶମଣି ପତ୍ରିକା (୨୦୧୧)
  • ଜନପ୍ରିୟ ବିଜ୍ଞାନ ପୁରସ୍କାର: ବିଜ୍ଞାନ ପ୍ରଚାର ସମିତି, କଟକ (୨୦୧୦)
  • ତେଲିଙ୍ଗିବାଜା ବିଜ୍ଞାନ ସମ୍ମାନ: ତେଲିଙ୍ଗିବାଜା ପତ୍ରିକା, ରାଉରକେଲା (୨୦୦୯)
  • ଚନ୍ଦ୍ରମା ପ୍ରବନ୍ଧ ସମ୍ମାନ: ଚନ୍ଦ୍ରମା ପତ୍ରିକା, ୨୦୦୯
  • ଶିଶୁ ସାହିତ୍ୟ ସମ୍ମାନ: ଶିଶୁ ସାହିତ୍ୟ ସଂସଦ, କେନ୍ଦୁଝର, ୨୦୦୮
  • ଲାବଣ୍ୟ ସାରସ୍ୱତ ସମ୍ମାନ: ଲାବଣ୍ୟ ପତ୍ରିକା, ୨୦୦୮
  • ନବ ପ୍ରତିଭା ସମ୍ମାନ: ବିଶ୍ୱ ସାହିତ୍ୟ ସେବା ସଂଘ, କଟକ, ୨୦୦୮
  • ପ୍ରକୃତି ବନ୍ଧୁ: ଓଡ଼ିଶା ସରକାର, ୨୦୦୭
  • ଉତ୍କଳ ପ୍ରଭା: ନୀଳଚକ୍ର ପ୍ରକାଶନ, ପୁରୀ, ୨୦୦୭
  • ବିଜ୍ଞାନ ଲେଖକ ସମ୍ମାନ: ଏସ.ସି.ଏ.ଆର.ଟି. କଟକ, ୨୦୦୭
  • ଅଭିନନ୍ଦନ ପ୍ରତିଭା ସମ୍ମାନ: ଅଭିନନ୍ଦନ ଖବରକାଗଜ, ବାଲେଶ୍ୱର, ୨୦୦୬
  • ଟିକି କଇଁଚ ପ୍ରତିଭା ସମ୍ମାନ, ଟିକି କଇଁଚ ପତ୍ରିକା, ବଲାଙ୍ଗୀର, ୨୦୦୬
  • ଗୋପୀନାଥ ମହାନ୍ତି ପ୍ରତିଭା ପୁରସ୍କାର: ବିଜ୍ଞାନ ପ୍ରଚାର ସମିତି (୨୦୦୫)
  • ଶ୍ରେଷ୍ଠ ସ୍ନାତକ: ରୋଟାରୀ କ୍ଳବ, ଭଦ୍ରକ (୧୯୯୧)
  • ପ୍ରାଣକୃଷ୍ଣ ପରିଡ଼ା ବିଜ୍ଞାନ ସାହିତ୍ୟ ସମ୍ମାନ (ଉତ୍କଳ ସାହିତ୍ୟ ସମାଜଦ୍ୱାରା ପ୍ରଦତ୍ତ) - ୨୦୧୯

ଆଧାର

Tags:

କମଳାକାନ୍ତ ଜେନା ରଚନାବଳୀକମଳାକାନ୍ତ ଜେନା ସମ୍ମାନ ଓ ପୁରସ୍କାରକମଳାକାନ୍ତ ଜେନା ଆଧାରକମଳାକାନ୍ତ ଜେନାଓଡ଼ିଶାବାଲେଶ୍ୱର ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ବରଫଯୁଗଳ କିଶୋର ପଟ୍ଟନାୟକଓଡ଼ିଶା ସରକାରମହାରାଷ୍ଟ୍ରଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାଯୌନ ସମ୍ଭୋଗପ୍ରତାପରୁଦ୍ର ଦେବହଳଦୀ ବସ‍ନ୍ତବନ୍ଦେ ଉତ୍କଳ ଜନନୀ୨୮ ଜୁନସାଇକୋସିସଉତ୍କଳ ସମ୍ମିଳନୀଜୟ ଜଗନ୍ନାଥସୀତାକାନ୍ତ ମହାପାତ୍ରବିଭୂତି ପଟ୍ଟନାୟକଏମିତି ଭାଇ ଜଗତେ ନାହିଁଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଜ୍ଞାନକୋଷରାମଚନ୍ଦ୍ର ମିଶ୍ରମୋହିନୀ ଏକାଦଶୀଉଇକିପିଡ଼ିଆ ସମୂହର ତାଲିକାକୃପାସିନ୍ଧୁ ମିଶ୍ରମାଲେସିଆପ୍ରଧାନ ପୃଷ୍ଠାକୁନ୍ତଳା କୁମାରୀ ସାବତମଧୁସୂଦନ ରାଓଶ୍ରୀରାଧାବିଜୟ ମିଶ୍ରଭଗୀରଥ ଦାସରକ୍ତଛାତ୍ରବୃତ୍ତି୨୭ ଜୁନଅଭିମନ୍ୟୁ ସାମନ୍ତସିଂହାର୭ ଅଗଷ୍ଟଅକ୍ଷାଂଶଓଡ଼ିଶାର ଭୂଗୋଳଜାଭା (ପ୍ରୋଗ୍ରାମିଂ ଭାଷା)ରାମକୃଷ୍ଣ ମଠଭୀମ ପୃଷ୍ଟି୨୦୦୪କୋରାପୁଟ ଜିଲ୍ଲାମନମୋହନ ସାମଲଓଲେନା ଜେଲେନସ୍କାଚନ୍ଦନ ଯାତ୍ରାଶୈଳଭାମା ମହାପାତ୍ରହରେକୃଷ୍ଣ ମହତାବମାନସିକ ଦୃଢ଼ତାରତ୍ନାକର ଚଇନିଜ୍ଞାନମଣ୍ଡଳକୁଞ୍ଜବିହାରୀ ଦାଶଶରତ ଚନ୍ଦ୍ର ପ୍ରଧାନଓଡ଼ିଆ ଭାଗବତସହଦେବ (ମହାଭାରତ)ଅଖିଳ ମୋହନ ପଟ୍ଟନାୟକଓଡ଼ିଶାର ସାଂସଦ ମାନଙ୍କର ତାଲିକାକୋଷତାରିଣୀ ମନ୍ଦିର, ଘଟଗାଁଜୁଲାଇବେଣୁଧର ରାଉତଶବ୍ଦ (ପଦ)ବିଶାଖା (ନକ୍ଷତ୍ର)ଜନ ଗଣ ମନ୨ (ସଂଖ୍ୟା)ଭଗବାନ କହଁରଡାଉନ ସିଣ୍ଡ୍ରୋମ🡆 More