ଉତ୍କଳ ରତ୍ନ ସମ୍ମାନ

ଉତ୍କଳ ରତ୍ନ ସମ୍ମାନ ଏକ ଭାରତୀୟ ସାହିତ୍ୟ-ସମ୍ବନ୍ଧିତ ସମ୍ମାନ । ଏହା ଆଧୁନିକ ଓଡ଼ିଆ ସାହିତ୍ୟ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଉତ୍କଳ ସାହିତ୍ୟ ସମାଜ ତରଫରୁ ଦିଆଯାଉଥିବା ସର୍ବୋଚ୍ଚ ସମ୍ମାନ । ପ୍ରତବର୍ଷ ଜଣେ ବିଶିଷ୍ଟ ସାହିତ୍ୟିକ ବା ଚର୍ଚ୍ଚିତ ବ୍ୟକ୍ତିତ୍ୱଙ୍କୁ କାର୍ଯ୍ୟ ନିର୍ବାହୀ ସମିତି ବୈଠକଦ୍ୱାରା ଚୟନ କରାଯାଇ ଉତ୍କଳ ରତ୍ନ ସମ୍ମାନରେ ସମ୍ମାନିତ କରାଯାଏ । ପ୍ରତିବର୍ଷ ଉତ୍କଳ ସାହିତ୍ୟ ସମାଜର ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯାଇଥାଏ । ଏଥିରେ ରୌପ୍ୟ ଟ୍ରଫି, ତାମ୍ର ଫଳକ ଏବଂ ଉପଢୌକନ ଓ ମାନପତ୍ର ଆଦି ଦେଇ ସମ୍ମାନିତ କରାଯାଏ ।

ଉତ୍କଳ ରତ୍ନ ସମ୍ମାନ
ପୁରସ୍କାର ତଥ୍ୟ
ଶ୍ରେଣୀ ଚର୍ଚ୍ଚିତ ବ୍ୟକ୍ତିତ୍ୱ
ପ୍ରଥମେ ଦିଆଗଲା ୧୯୯୩
ଶେଷଥର ଦିଆଯାଇଛି ୨୦୧୬
ମୋଟ ପୁରସ୍କୃତ ୨୪
ଦାତା ଉତ୍କଳ ସାହିତ୍ୟ ସମାଜ
ବର୍ଣ୍ଣନା ଓଡ଼ିଶାର ପୁରସ୍କାର
ପ୍ରଥମ ପୁରସ୍କୃତ ରାଧାନାଥ ରଥ

ପୁରସ୍କୃତ ବ୍ୟକ୍ତିବିଶେଷ

ଆଧାର

Tags:

ଉତ୍କଳ ସାହିତ୍ୟ ସମାଜଓଡ଼ିଆ ସାହିତ୍ୟ

🔥 Trending searches on Wiki ଓଡ଼ିଆ:

ସ୍ନେହସାରଭକ୍ତ ଚରଣ ଦାସମହିମା ଧର୍ମପରଦେଶୀ ବାବୁଅଷ୍ଟ୍ରେଲିଆହିନ୍ଦୁସ୍ତାନ ପେଟ୍ରୋଲିୟମତରଳ ଝାଡ଼ାସୂର୍ଯ୍ୟ ଦେବତାପୁରୀସୋଫିଆ ଆଲାମପଥ ଓ ପୃଥିବୀପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଦଶାବତାରପିଙ୍କି ପ୍ରଧାନସିକ୍ଲ ସେଲ୍ ରୋଗପୁନର୍ମିଳନଗଙ୍ଗାଧର ମେହେରଦୁର୍ଗାଓଡ଼ିଶା ବିଧାନ ସଭା ନିର୍ବାଚନ, ୨୦୦୯ଇସଲାମ ଧର୍ମଭାରତର ଜାତୀୟ ପତାକାଓଡ଼ିଶାର ଦଶହରାକରଞ୍ଜଆମ୍ବସମାଜ (ଖବରକାଗଜ)ସୌରୀନ୍ଦ୍ର ବାରିକରବି ନାରାୟଣ ନନ୍ଦରଥଯାତ୍ରାଗୋପବନ୍ଧୁ ଦାସହରପ୍ରସାଦ ଦାସଆଇଜାକ ନିଉଟନସଚ୍ଚିଦାନନ୍ଦ ରାଉତରାୟନନ୍ଦ କିଶୋର ବଳରୋହିତ ପୂଜାରୀପ୍ରସନ୍ନ ଆଚାର୍ଯ୍ୟବାବା ବଳିଆଓଡ଼ିଶାର ପର୍ବପର୍ବାଣିବଲାଙ୍ଗୀରପଞ୍ଚସଖାଭଗବତ ଗୀତାଓଡ଼ିଶାର ଲୋକନୃତ୍ୟଯକ୍ଷ୍ମାଜଗଦୀଶ ମହାନ୍ତିମୋହନ ସୁନ୍ଦର ଦେବ ଗୋସ୍ୱାମୀସୁଦଶା ବ୍ରତଘଟଗାଁସଞ୍ଜୟ ହାତୀଶ୍ରୀ ଅରବିନ୍ଦରାସନ କାର୍ଡ଼ (ଭାରତ)ରଥଯୁକ୍ତରାଜ୍ୟହରେକୃଷ୍ଣ ମହତାବଅକ୍ଷୟ ତୃତୀୟାଗ୍ରହଆଲ୍‌କା ୟାଗ୍ନିକ୍‌ନବଦୁର୍ଗାଅପରେଟିଙ୍ଗ ସିଷ୍ଟମକବିସୂର୍ଯ୍ୟ ନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଜୀବାଣୁ ଭାଜିନୋସିସଶ୍ରାଦ୍ଧକୋଣାର୍କ ସୂର୍ଯ୍ୟ ମନ୍ଦିରମାଳତୀ ଚୌଧୁରୀ୧୬ ମଇବାବୁଶାନ୍ଲକ୍ଷ୍ମଣଭଣ୍ଡାରିପୋଖରୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗଣନ ସଂଖ୍ୟାଦରମାରୁକୁଣା ରଥଯାତ୍ରାଜୈନ ଧର୍ମତନ୍ତ🡆 More