ନେମାଳ

କଟକ ଜିଲ୍ଲା,ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ନେମାଳୋ ପଞ୍ଚାୟତରେ ଏକ ତିର୍ଥ ସ୍ଥାନ ଯାହା ଅଚ୍ୟୁତାନନ୍ଦ ଦାସ ମହାପୁରୁଷଙ୍କ ପୀଠ ସ୍ଥଳୀ ନେମାଳୋ । ଏହି ପୀଠ ସ୍ଥଳୀ ଚିତ୍ରୋତ୍ପଳା ନଦୀ କୁଳରେ ଅବସ୍ଥିତ । କେହି କେହି ସ୍ଥାନଟିକୁ ପଦ୍ମବନ ବୋଲି ଅବିହିତ କରିଥାନ୍ତି। ପାକୃତିକ ସୌନ୍ଦର୍ଯ୍ୟ ଭରା ଏକ ପବିତ୍ର ଧର୍ମ ସ୍ଥଳୀ ବା ତୀର୍ଥ ସ୍ଥାନ ନେମାଳୋ।ଏହି ଧାମଟି ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ ଜନ୍ମ ପୀଠ।ଏହି ପୀଠଟି ଅନେକ ଦେବ ବୃକ୍ଷ୍ୟ ଯଥା ନିମ୍ବ,ବର,ଅଶ୍ୱସ୍ତତ ବେଲ ଓ ବଉଳ ଆଦି ପାକୃତିକ ପରିବେଶ ବୃଦ୍ଧି ଘଟାଇବା ସହ ମଣିଷ ମନରେ ଭକ୍ତିଭାବ ସୃଷ୍ଟି କରିଥାଏ। ମହାପୁରୁଷ ଅଚ୍ୟୁତାନନ୍ଦ ଯେ କି ପଞ୍ଚସଖାଙ୍କ ମଧ୍ୟରୁ ଜଣେ।ସେ ପ୍ରସିଦ୍ଧ ଭବିଷ୍ୟ ମାଳିକା ଲେଖିଥିଲେ।ଅନ୍ୟାନ୍ୟ ସୃଷ୍ଟି ଗ୍ରନ୍ଥ ମାନଙ୍କ୍ ମଧ୍ୟରେ ଛତିଶସଂହିତା,ଅଷ୍ଟତରୀ ଗୀତା,ସତେଇଶବଂଶାନୁଚରିତ, ଦ୍ୱାଦଶଉପବଂଶାନୁଚରିତ,ରାହାସ ଓ ଅନେକ ପଦପଦାବଳୀ। ଅଚ୍ୟୁତ ନିଜର ଅଷ୍ଟଗୁଜ୍ଜରୀରେ ଲେଖିଛନ୍ତି- ଚିତ୍ରୋତ୍ପଳା ନଦୀ ଉତ୍ତରେ ଗ୍ରାମ ନେମାଳ ସ୍ଥାନ ସେଠାରେ ଏ ଦେହ ହଜିବ ମାଗେ ଅଚ୍ୟୁତ ମନ । ଏହିଧାମଟିରେ ମୁଖ୍ୟ ଉତ୍ସବ ପବିତ୍ର ଦେବସ୍ନାନପୁର୍ଣିମା ବା ଜ୍ୟଷ୍ଠପୁର୍ଣିମାରେ ଅନୁଷ୍ଠିତ ହୋଇଥାଏ କାରଣ ଏହି ଦିନଟି ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ ତିରୋଧାନ ଦିବସ । ଅଚ୍ୟୁତ ଏହି ସ୍ଥାନରେ ସମାଧି ନେଇଥିବା କୁହାଯାଏ। ମାଘଶୁକ୍ଳ ଏକାଦଶୀ ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ଆବିର୍ଭାବ ତିଥିରେ ଏଠାରେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଥାଏ।

ଆଧାର

Tags:

ଅଚ୍ୟୁତାନନ୍ଦ ଦାସନିମ୍ବବେଲମାଳିକା

🔥 Trending searches on Wiki ଓଡ଼ିଆ:

ଶ୍ରାଦ୍ଧବିରାଟ କୋହଲୀମାଲକାନଗିରି ଜିଲ୍ଲାରାସାୟନିକ ମୌଳିକରଥବ୍ରୁସେଲୋସିସଅଧର ପଟ୍ଟନାୟକରାମାୟଣଭଗବତୀ ଚରଣ ପାଣିଗ୍ରାହୀଜୟଦେବବିଜ୍ଞାନପାରମିତା ଶତପଥୀଭାରତଚିକୁନ‌ଗୁନିଆଚନ୍ଦ୍ରଶେଖର ରଥବିରଳା ମନ୍ଦିର, କୋଲକାତାସରସ୍ୱତୀ ସମ୍ମାନନୟାଗଡ଼ ଜିଲ୍ଲାଲିଙ୍ଗରାଜ ମନ୍ଦିରଓଡ଼ିଆ ରାମାୟଣପଞ୍ଚସଖାବରଗଛଗୀତଗୋବିନ୍ଦଏ. ପି. ଜେ. ଅବଦୁଲ କଲାମରାମଚନ୍ଦ୍ର ବେହେରାଓଡ଼ିଆ ନାଟକକବିସୂର୍ଯ୍ୟ ବଳଦେବ ରଥଲସିଗଣ୍ଡାଓଡ଼ିଶାର ଭୂଗୋଳ୧ମ ଓଡ଼ିଶା ବିଧାନ ସଭାମନମୋହନ ସାମଲଚୈତନ୍ୟବିରଳା ମନ୍ଦିର, ହାଇଦ୍ରାବାଦଗଙ୍ଗାଧର ମେହେରମଙ୍ଗଳା ମନ୍ଦିରଭାରତର ଜାତୀୟ ପତାକାରାଜେନ୍ଦ୍ର କିଶୋର ପଣ୍ଡାତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟଅଂଶୁଘାତଭୂମିକମ୍ପଶାସ୍ତିଫେବୃଆରୀ ୨୯ପ୍ରହ୍ଲାଦ ନାଟକସାରଥୀ ବାବାIndia୧୭୪୬ଗୁରୁ ପ୍ରସାଦ ମହାନ୍ତିଖଡ଼ଗପୁରପଣା ସଂକ୍ରାନ୍ତିଜ୍ଞାନକୋଷକୃଷ୍ଣଚନ୍ଦ୍ର ପାଣିଗ୍ରାହୀଅର୍ଚ୍ଚିତା ସାହୁସବ୍ୟସାଚୀ ମିଶ୍ରଜିନା ସାମଲକଟକ ଜିଲ୍ଲାଅକ୍ଷାଂଶଗୋଦର ରୋଗଆନ୍ତର୍ଜାତିକ ମହିଳା ଦିବସଓଡ଼ିଆ ଖାଦ୍ୟ୨୯ ମାର୍ଚ୍ଚରସଗୋଲାଶନିବାରଅମାବାସ୍ୟାର ଚନ୍ଦ୍ରପ୍ରଥମ ଭାସ୍କରମଧୁସୂଦନ ରାଓମାଣବସା ଗୁରୁବାର🡆 More