ସମ୍ବଲପୁର: ଓଡ଼ିଶାର ଏକ ସହର, ଭାରତ

]

ସମ୍ବଲପୁର
ଜିଲ୍ଲା
ଉପର ବାମରୁ ଡାହାଣକୁ: ବୁଢାରାଜା ମନ୍ଦିର , ହୀରାକୁଦ ବନ୍ଧ, ଗାନ୍ଧୀ ମନ୍ଦିର, ଶୀତଳ ଷଷ୍ଠି ଯାତ୍ରା, ସମଲେଶ୍ୱରୀ ମନ୍ଦିର.
ଉପର ବାମରୁ ଡାହାଣକୁ: ବୁଢାରାଜା ମନ୍ଦିର , ହୀରାକୁଦ ବନ୍ଧ, ଗାନ୍ଧୀ ମନ୍ଦିର, ଶୀତଳ ଷଷ୍ଠି ଯାତ୍ରା, ସମଲେଶ୍ୱରୀ ମନ୍ଦିର.
Nickname: 
ହସ୍ତତନ୍ତର ସହର
ସମ୍ବଲପୁର is located in Odisha
ସମ୍ବଲପୁର
ସମ୍ବଲପୁର
Coordinates: 21°28′18″N 83°59′10″E / 21.471562°N 83.986220°E / 21.471562; 83.986220
ଦେଶସମ୍ବଲପୁର: ଭୂଗୋଳ, ଇତିହାସ, ପର୍ଯ୍ୟଟନ ଓ କଳା ଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାସମ୍ବଲପୁର
Area
 • ସମୁଦାୟ89 km2 (34 sq mi)
Population
 (2011)
 • Total୨,୬୯,୫୭୫
 • Rank୧୩୩(ଭାରତ) ୪(ଓଡ଼ିଶା)
 • Density3,000/km2 (7,800/sq mi)
ଭାଷା
 • ସରକାରୀଓଡ଼ିଆ
 • ଅନ୍ୟ ଭାଷାସମ୍ବଲପୁରୀ, ହିନ୍ଦୀ
Time zoneUTC+୫.୩୦ (ଆଇ.ଏସ୍.ଟି)
ପିନ୍‌
୭୬୮ ୦୦୧
ଦୁରଭାଷ କୋଡ୦୬୬୩
ଯାନବାହାନ ପଞ୍ଚୀକରଣOD 15
ସାକ୍ଷରତା୮୫.୬୯%
Websitewww.sambalpur.nic.in

ସମ୍ବଲପୁର ଭାରତର ଓଡ଼ିଶାରେ ଥିବା ସମ୍ବଲପୁର ଜିଲ୍ଲାର ମୁଖ୍ୟ ସଦର ମହକୁମା ଓ ଏକ ମୁଖ୍ୟ ସହର । ସମ୍ବଲପୁର ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ଐତିହାସିକ ସହର । ସମବଲପୁର ତାର ସମ୍ବଲପୁରୀ ଶାଢ଼ି ପାଇଁ ବିଶ୍ୱ ପ୍ରସିଦ୍ଧ | ଏଠାରେ ସମଲେଶ୍ୱରୀ ମନ୍ଦିର ରହିଛି । ଏଠାରେ ହିରାକୁଦ ନଦୀବନ୍ଧ ରହିଛି, ଯାହା ଏସିଆର ସବୁଠୁ ବୃହତ୍ ନଦୀ ବନ୍ଧ |

ଭୂଗୋଳ

ଓଡ଼ିଶାର ପଶ୍ଚିମ ଦିଗରେ ଏହି ସହର ଅବସ୍ଥିତ | ଏହି ସହର ପାହାଡ଼ ବନ ଘେରା, ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ |

ଇତିହାସ

ପର୍ଯ୍ୟଟନ ଓ କଳା

ପଶ୍ଚିମ ଓଡ଼ିଶାର ଏହି ପ୍ରମୁଖ ସହରରେ ନାନାଦି କଳାକୃତି ଦେଖିବାକୁ ମିଳେ | ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଇ ଏହି ସହରରେ ପୂଜା ପାଆନ୍ତି | ଏଠି ବାର ମାସରେ ତେର ପରବ | କଳା ସଂସ୍କୃତିରେ ଭରପୂର ସମ୍ବଲପୁର ସହର | ସମ୍ବଲପୁରୀ ନାଚ, ବାଦ୍ୟଯନ୍ତ୍ର, ସମ୍ବଲପୁରୀ ଶାଢ଼ୀ ଏହି ସହରର ପରିଚୟ | ରଙ୍ଗବତୀ ଗୀତ ପୁରା ବିଶ୍ୱକୁ ହଲାଇ ପାରିଛି | ଏ ବର୍ଷ ରଙ୍ଗବତୀର ଗାୟକ ଜିତେନ୍ଦ୍ରୀୟ ହରିପାଲ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପାଇଛନ୍ତି |

ଆଧାର

ବାହାର ତଥ୍ୟ

ସମ୍ବଲପୁର: ଭୂଗୋଳ, ଇତିହାସ, ପର୍ଯ୍ୟଟନ ଓ କଳା  Sambalpur travel guide from Wikivoyage

Tags:

ସମ୍ବଲପୁର ଭୂଗୋଳସମ୍ବଲପୁର ଇତିହାସସମ୍ବଲପୁର ପର୍ଯ୍ୟଟନ ଓ କଳାସମ୍ବଲପୁର ଆଧାରସମ୍ବଲପୁର ବାହାର ତଥ୍ୟସମ୍ବଲପୁର

🔥 Trending searches on Wiki ଓଡ଼ିଆ:

ବିଭୂତି ପଟ୍ଟନାୟକଓଡ଼ିଶୀକୋରାପୁଟଜଳପୁଟ ବନ୍ଧସୁରେନ୍ଦ୍ର ମହାନ୍ତିମାଳିକାଓଡ଼ିଆ କଥାଚିତ୍ର ଜଗତଶକ୍ତିରାଖାଲ ମହାନ୍ତିଧର୍ମେନ୍ଦ୍ର ପ୍ରଧାନଉପେନ୍ଦ୍ର ଭଞ୍ଜଦ୍ୱାରକେଶ୍ୱର ନଦୀଭାସ୍କୋ ଡା ଗାମାମମତା ଦାଶଏ. ପି. ଜେ. ଅବଦୁଲ କଲାମଭାରତର ରାଷ୍ଟ୍ରପତିପଦାର୍ଥସୁଧାକର ନନ୍ଦସର୍ବପଲ୍ଲୀ ରାଧାକୃଷ୍ଣନଶୃତି ମହାପାତ୍ରଜଗନ୍ନାଥ ମନ୍ଦିରଅଣଧର୍ମବାଦହିଙ୍ଗୁଳା ମନ୍ଦିରରାଇମୋହନ ପରିଡ଼ାଅନନ୍ତ ପଟ୍ଟନାୟକଭାରତୀୟ ସମ୍ବିଧାନଓଡ଼ିଶାର ଲୋକନୃତ୍ୟବରଗଡ଼ଭକ୍ତ ଚରଣ ଦାସଦିଲୀପ ତିର୍କୀପରୀକ୍ଷାବେଜିଂବନମାଳୀ ଦାସବାଲିଯାତ୍ରାରାଉରକେଲା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅଶୋକ (ସମ୍ରାଟ)ଗୁରୁପ୍ରସାଦ ମହାନ୍ତିଭାସ୍କର ଚନ୍ଦ୍ର ମହାପାତ୍ରମେଘନା ନଦୀଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଗାଟିଫ୍ଲୋକ୍ସାସିନଗୋକୁଳାନନ୍ଦ ମହାପାତ୍ର୧୭ ଅପ୍ରେଲ୧୧ ମାର୍ଚ୍ଚସୁଭାଷ ଚନ୍ଦ୍ର ବୋଷକୁଞ୍ଜବିହାରୀ ଦାଶହନୁମାନ ଜୟନ୍ତୀଆମ୍ବଲକ୍ଷ୍ମଣ୨୧ ଅପ୍ରେଲଲତା ମଙ୍ଗେସକରନାରାୟଣ ସାହୁରବୀନ୍ଦ୍ର କୁମାର ସେଠୀଅରବିନ୍ଦ କେଜରିୱାଲହୃଷୀକେଶ ପଣ୍ଡାପୁଷ୍ଟିସାରକଟକଶ୍ରୀନିବାସ ରାମାନୁଜନଦଣ୍ଡ ନାଟବ୍ରତଫତୁରାନନ୍ଦରସଗୋଲାସାର୍ବଭୌମ ସ୍ୱାଧୀନ ଦେଶମାନଙ୍କର ତାଲିକାଜିମି ୱେଲ୍ସରଥଯାତ୍ରାତମନ୍ନା ବ୍ୟାସଆମାଜନ୍.କମ୍‌ଅନୁଗୋଳ ଜିଲ୍ଲାଆନ୍ଥ୍ରାକ୍ସକୋଭିଡ-୧୯🡆 More