ମଇ ଦିବସ

ମଇ ପହିଲା ହେଉଛି ବିଶ୍ୱ ଶ୍ରମିକ ଦିବସ ବା ମଇ ଦିବସ । ପୃଥିବୀର ଅନ୍ୟାନ୍ୟ ଦେଶରେ ଏହା ଆନ୍ତର୍ଜାତିକ ଶ୍ରମ ଦିବସ ନାମରେ ମଧ୍ୟ ପାଳିତ ହୁଏ ।

ଇତିହାସ

୮ ଘଣ୍ଟା କାର୍ଯ୍ୟ ସମୟ ଦାବୀରୁ ଜନ୍ମ ନେଲା ବିଶ୍ୱ ଶ୍ରମିକ ଦିବସ । ପୁଞ୍ଜିବାଦୀ ବ୍ୟବସ୍ଥା ବିରୋଧରେ ବିଶ୍ୱ ଶ୍ରମଜୀବୀ ସମୁଦାୟର ଏହା ଥିଲା ପ୍ରଥମ ରାଜନୈତିକ ସଂଗ୍ରାମ । ୧୮୮୪ ମସିହାଠାରୁ ଏହି ଦାବୀ ନେଇ ଧାରାବାହିକ ଆନ୍ଦୋଳନ ଆମେରିକାରେ ଚାଲିଲା । ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଆନ୍ଦୋଳନର ସୂତ୍ରପାତ ହୋଇଥଲେ ହେଁ ବିଶ୍ୱର ସମସ୍ତ ସ୍ୱାଧୀନ ଓ ପରାଧୀନ ଦେଶର ଶ୍ରମଜୀବୀମାନଙ୍କୁ ଏହା ପ୍ରଭାବିତ କରିଥଲା । ଯୁକ୍ତରାଷ୍ଟ୍ର ଆମେରିକାର ବାଲ୍ଲିମୋର ସହରରେ ୧୮୬୬ ମସିହା ଅଗଷ୍ଟ ୨୦ ତାରିଖରେ ଷାଠିଏଟି ୟୁନିୟନର ପ୍ରତିନିଧିମାନେ ଏକତ୍ରିତ ହୋଇ ଆଠଘଣ୍ଟା ଶ୍ରମ ଦିବସ ପାଇଁ ଆଇନ ପ୍ରଣୟନ ପାଇଁ ପ୍ରସ୍ତାବ ଗ୍ରହଣ କରିଥଲେ । ନ୍ୟାସନାଲ ଲେବର ୟୁନିୟନ ମଧ ପୁଞ୍ଜିବାଦୀ ଦାସତ୍ୱରୁ ଶ୍ରମଜୀବୀମାନଙ୍କୁ ମୁକ୍ତ କରାଇବା ପାଇଁ ଲକ୍ଷ୍ୟ ରଖିଥଲା । ୧୮୬୮ରେ ଯୁକ୍ତରାଷ୍ଟ୍ର ଆମେରିକାର କଂଗ୍ରେସ ଆଠଘଣ୍ଟା ଶ୍ରମଦିବସକୁ ଗ୍ରହଣ କରିଥଲା । ପ୍ରଥମ ଆନ୍ତର୍ଜାତିକର ଜେନିଭା ଅଧିବେଶନ ମଧ୍ୟ ଉକ୍ତ ପ୍ରସ୍ତାବକୁ ଗ୍ରହଣ କରିଥଲା ।

ଆଧାର

ବାହାର ଆଧାର

Tags:

🔥 Trending searches on Wiki ଓଡ଼ିଆ:

୧୯୭୯କୃଷ୍ଣଚନ୍ଦ୍ର ପାଣିଗ୍ରାହୀରୁକ୍ମଣୀଡାଇଭର୍ଟିକୁଲାଇଟିସ୍ଓଡ଼ିଶାର ଦୋଳଯାତ୍ରାଧନୁଯାତ୍ରାହେମନ୍ତ କୁମାର ଦାସପାଟଦେଇଅକ୍ଷାଂଶମିଳିତ ଜାତିସଂଘଧ୍ୱନି ପ୍ରତିଧ୍ୱନିଗୋଦାବରୀଶ ମହାପାତ୍ରବ୍ୟାଙ୍କଭୁବନେଶ୍ୱରଯନ୍ତ୍ରଣାନିତ୍ୟାନନ୍ଦ ମହାପାତ୍ରଚାଣକ୍ୟଜଗନ୍ନାଥଙ୍କ ବେଶ୨୦୨୩ର ଓଡ଼ିଆ କଥାଚିତ୍ରଦଧି ନାଟକାସ୍ପିଆନ ସାଗରକପିଳାସ ଶିବ ମନ୍ଦିରଅସହଯୋଗ ଆନ୍ଦୋଳନଶ୍ରୀ ଅରବିନ୍ଦଉତ୍କଳ ଦିବସକୋଣାର୍କଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟଉଇକିପିଡ଼ିଆଚୈତନ୍ୟନଟବର ଶତପଥୀଓଡ଼ିଆ ଲିପିଜୈନ ଧର୍ମରଜାବଖରି,ଦଶ ବିଦ୍ୟା ମହଲ,କେନ୍ଦୁଝର ଜିଲ୍ଲାଚିକିତ୍ସା ବିଜ୍ଞାନରଜନୀ ରଞ୍ଜନସୁକନ୍ୟା ସମୃଦ୍ଧି ଯୋଜନା୪ ମାର୍ଚ୍ଚ୧୯୧୪ସୀସାଯାଜପୁରଭୀମ ଭୋଇନୀଳଶୈଳ (ଉପନ୍ୟାସ)ଭାରତଅବୁଜାପଞ୍ଚତୀର୍ଥ, ପୁରୀକୁଟୁରାଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାଲକ୍ଷ୍ମୀନାରାୟଣ ସାହୁଜାପାନୀ ୟେନ୍ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚକାଳୀବୋହୂଓଡ଼ିଆ ରାମାୟଣହିମାଳୟସୀତାକାନ୍ତ ମହାପାତ୍ରଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପସୋମନାଥଜ୍ଞାନୀ ଦେବାଶିଷ ମିଶ୍ରବରୁଣମହାପାତ୍ର ନୀଳମଣି ସାହୁଶକ୍ତିନିଓୱାଇଜ ଧୂମକେତୁଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର୮ ଜୁଲାଇକମ୍ପ୍ୟୁଟର🡆 More