ଶ୍ରୀତମ ଦାସ: ଓଡ଼ିଆ ଅଭିନେତା

ଶ୍ରୀତମ ଦାସ ଜଣେ ଓଡ଼ିଆ କଥାଚିତ୍ର ଅଭିନେତା ଓ ନିର୍ଦ୍ଦେଶକ । ସେ ୬୦ରୁ ଉର୍ଦ୍ଧ ଓଡ଼ିଆ କଥାଚିତ୍ରରେ ଅଭିନୟ କରିସାରିଛନ୍ତି । ତାଙ୍କର ଜନ୍ମ ଓଡ଼ିଶାର କଟକରେ ହୋଇଥିଲା ।

ଶ୍ରୀତମ ଦାସ
ଶ୍ରୀତମ ଦାସ: ଓଡ଼ିଆ ଅଭିନେତା
ଜନ୍ମ
ଶ୍ରୀତମ ଦାସ

ବୃତ୍ତିଅଭିନେତା (ଓଡ଼ିଆ)
ସକ୍ରିୟ ବର୍ଷ୧୯୯୫-ଏବେଯାଏଁ
ବୈବାହିକ-ସାଥୀପୁନମ
ସନ୍ତାନନାନ୍ସୀ

ସେ ୧୯୯୫ରେ ପ୍ରଥମେ ଓଡ଼ିଆ ସିନେମା ସାବିତ୍ରୀରେ ଅଭିନେତା ଭାବରେ ଅଭିନୟ ଆରମ୍ଭ କରିଥିଲେ । ଏଯାବତ ଅନେକ ସଫଳ ସିନେମାରେ ସେ ଅଭିନୟ ଓ ତୁ ଥାଆ ମୁଁ ଯାଉଚି ରୁଷିରେ କାହାଣୀକାର, ନିର୍ଦ୍ଦେଶକ ଓ ଅଭିନେତା ଭାବରେ କାମ କରିସାରିଛନ୍ତି । "ତୁ ଥା ମୁଁ ଯାଉଛି ରୁଷି" ଚଳଚ୍ଚିତ୍ରର ପ୍ରଯୋଜନା ସଂସ୍ଥା "ଷ୍ଟାର କନସଲଟାନ୍ସୀ"ର ଚିଟଫଣ୍ଡ କାରବାରରେ ଜଡ଼ିତ ଥିବାନେଇ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଶ୍ରୀତମଙ୍କୁ ୨୦୧୮ରେ ଜେରା ମଧ୍ୟ କରିଥିଲା ।

ଶ୍ରୀତମ, ଭାରତୀୟ ଜନତା ପାର୍ଟିରେ ଯୋଗଦେଇ ପ୍ରତ୍ୟକ୍ଷ ରାଜନୀତିରେ ମଧ୍ୟ ପାଦ ଦେଇଛନ୍ତି ।


ଓଡ଼ିଆ କଥାଚିତ୍ରରେ ଅବଦାନ

କଥାଚିତ୍ର ନାମ ଚରିତ୍ର ଭୂମିକା ବର୍ଷ
ଥୁକୁଲ୍ ଅଭିନେତା ୨୦୧୨
ତୁ ଥାଆ ମୁଁ ଯାଉଚି ରୁଷି ନିର୍ଦ୍ଦେଶକ, କାହାଣୀ, ଅଭିନେତା ୨୦୧୦
ଜୟ ଜଗନ୍ନାଥ ଶ୍ରୀ ଜଗନ୍ନାଥ ଅଭିନେତା ୨୦୦୭
ଲକ୍ଷ୍ମୀ ପ୍ରତିମା ମନୋଜ ଅଭିନେତା ୨୦୦୭
ସାଥୀରେ ନିର୍ଦ୍ଦେଶକ ୨୦୦୪
ବାହୁଡ଼ିବେ ମୋ ଜଗାବଳିଆ ଅଭିନେତା ୨୦୦୩
ରହିଚି ରହିବି ତୋରି ପାଇଁ ଅଭିନେତା ୨୦୦୨
ରଙ୍ଗ୍ ନମ୍ବର ଅଭିନେତା ୨୦୦୨
ବାଜି ଅଭିନେତା ୨୦୦୧
ଧର୍ମ ଦେବତା ରବି ପ୍ରକାଶ ଅଭିନେତା ୨୦୦୧
ବାବୁ ପର୍ଶୁରାମ ଅଭିନେତା ୨୦୦୦
କାଶିଆ କପିଳା କପିଳା ଅଭିନେତା ୨୦୦୦
ସାବିତ୍ରୀ ସତ୍ୟ ଅଭିନେତା ୧୯୯୫

ଆଧାର

ବାହାର ଆଧାର

Tags:

ଓଡ଼ିଆ ସିନେମା ଜଗତଓଡ଼ିଶାକଟକ

🔥 Trending searches on Wiki ଓଡ଼ିଆ:

ଗିରିଜା କୁମାର ବଳୀୟାରସିଂହକୁତାମ ଚଣ୍ଡୀ ମନ୍ଦିରକୃଷ୍ଣପ୍ରସାଦ ମିଶ୍ରକୃଷ୍ଣଓଡ଼ିଶାବ୍ରୁସେଲୋସିସଶୀତଳ ଷଷ୍ଠୀ ଯାତ୍ରାଅଭିମନ୍ୟୁ ସାମନ୍ତସିଂହାରରାମ ନବମୀମୁମ୍ବାଇଲକ୍ଷ୍ମୀଲକ୍ଷ୍ମୀକାନ୍ତ ମହାପାତ୍ରଟ୍ରାଲୋକିନୁମାବସଂକ୍ରାନ୍ତିବ୍ୟାସଦେବବିଜୁ ପଟ୍ଟନାୟକରେଶମ ପଥଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଭାରତୀୟ ଜାତୀୟ କଂଗ୍ରେସଇଣ୍ଡିଆନ ପ୍ରିମିଅର ଲିଗଓଡ଼ିଆ ରାମାୟଣକୃଷ୍ଣଚନ୍ଦ୍ର ପାଣିଗ୍ରାହୀଇନ୍ଦିରା ଗାନ୍ଧୀଚନ୍ଦ୍ରଶେଖର ନନ୍ଦଶ୍ରୀରାଧାମନୋଜ ଦାସକୁନ୍ତଳା କୁମାରୀ ସାବତସରୋଜିନୀ ନାଇଡୁରୋହିତ ଶର୍ମାଓଡ଼ିଆପ୍ରତାପରୁଦ୍ର ଦେବଚାଣକ୍ୟବିରଳା ମନ୍ଦିର, କୋଲକାତାସରସ୍ୱତୀ ସମ୍ମାନଚାଟ୍ ଜିପିଟିଆଚାର୍ଯ୍ୟ ହରିହରପାଇକ ଆଖଡ଼ାଜ୍ଞାନପୀଠ ପୁରସ୍କାରନେପଚୁନଶାରଳା ପୁରସ୍କାରଗର୍ଭାଶୟ କର୍କଟଆଇଡେଲାଲିସିବଉତ୍କଳ ଦୀପିକାନଅତୁଣ୍ଡୀହୃଷୀକେଶ ପଣ୍ଡାବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପାରାଦୀପ ବନ୍ଦରତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟମହମ୍ମଦ ମୋକିମ୍ହେପାଟାଇଟିସଯୌନ ଉତ୍ପୀଡ଼ନପ୍ରଣବ ପ୍ରକାଶ ଦାସଯୌନ ସମ୍ଭୋଗମହେନ୍ଦ୍ର ସିଂହ ଧୋନିପଙ୍କଜ ଉଧାସଆପେଣ୍ଡିସାଇଟିସଖାଦ୍ୟଦଗ୍ଧବିନୋଦ ଚନ୍ଦ୍ର ନାୟକଜିନା ସାମଲvji40ସୁଭାଷ ଚନ୍ଦ୍ର ବୋଷଜର୍ମାନୀକଟକଏମିସ ଲୋକପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷମଙ୍ଗଳା ମନ୍ଦିରଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଗଙ୍ଗାଧର ମେହେରପ୍ରହ୍ଲାଦ ନାଟକ🡆 More