ତୁ ଥାଆ ମୁଁ ଯାଉଚି ରୁଷି: ୨୦୧୦ର ଓଡ଼ିଆ କଥାଚିତ୍ର

ତୁ ଥାଆ ମୁଁ ଯାଉଚି ରୁଷି, ୨୦୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ତ୍ରିବେଣୀ କୁମାର ମହାନ୍ତି । ଚିନ୍ମୟ ଦାସ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଶ୍ରୀତମ ଦାସ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ର ପାଇଁ ଅଭିଜିତଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ପ୍ରଥମଥର ପାଇଁ ଶ୍ରେଷ୍ଠ ସଙ୍ଗୀତଁଜ୍ଞ ପୁରସ୍କାର ପାଇଥିଲେ ।

ତୁ ଥାଆ ମୁଁ ଯାଉଚି ରୁଷି
ନିର୍ଦ୍ଦେଶକଶ୍ରୀତମ ଦାସ
ପ୍ରଯୋଜକତ୍ରିବେଣୀ କୁମାର ମହାନ୍ତି
ସଂଳାପଚିନ୍ମୟ ଦାସ ପଟ୍ଟନାୟକ
ଚିତ୍ରନାଟ୍ୟଶ୍ରୀତମ ଦାସ
କାହାଣୀଶ୍ରୀତମ ଦାସ
କଳାକାରଅରିନ୍ଦମ ରାୟ, କୋଏଲ ବାନାର୍ଜୀ, ମିହିର ଦାସ, ଉଷସୀ ମିଶ୍ର, ଶ୍ରୀତମ ଦାସ, ଜିନା ସାମଲ, ହର ପଟ୍ଟନାୟକ
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣରମେଶ ବାବୁ
ମୁକ୍ତିଲାଭ ତାରିଖ
୧୬ ଡିସେମ୍ବର ୨୦୧୦
ଦେଶତୁ ଥାଆ ମୁଁ ଯାଉଚି ରୁଷି: ଅଭିନୟ, ଗୀତ ଏବଂ ସଙ୍ଗୀତ, ଆଧାର ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅରିନ୍ଦମ ରାୟ ଏବଂ କୋଏଲ୍ ବାନାର୍ଜୀ । ମିହିର ଦାସ, ଉଷାସୀ ମିଶ୍ର, ଶ୍ରୀତମ ଦାସ, ଜିନା ସାମଲ, ଦେବାଶିଷ ପାତ୍ର, ସୁରେଶ ବଳ, ପ୍ରଦ୍ୟୁମ୍ନ ଲେଙ୍କା, ହର ପଟ୍ଟନାୟକ, ସରୋଜ ଦାସ, ପିଣ୍ଟୁ ନନ୍ଦ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।

୨୦୧୦ ମସିହାର ଡିସେମ୍ବର ୧୬ ତାରିଖରେ ଏହି କଥାଚିତ୍ରଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ଏହି କଥାଚିତ୍ର ଜରିଆରେ ଶ୍ରୀତମ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ ।

ଅଭିନୟ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ଗୀତିକାର ନିଜାମ୍ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଅଭିଜିତ ମଜୁମଦାର, ତପୁ ମିଶ୍ର, ଉଦିତ ନାରାୟଣ, ପମି, ମାନସ ପ୍ରୀତମ, ବାବୁଲ ସୁପ୍ରିଓ କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତସମୟ
1."ଏଇ ମୋ ମନ କଲମରେ" 
2."ବୟସର ରଙ୍ଗ ଲାଗିଛି" 
3."ମୁଁ ତ‌ତେ ଛାଡ଼ି" 
4."ମୋ ନୀଳପରୀ ତୁ" 
5."ରାତି ଛୋଟକୁ ଏଠି ସପନ ବେଶି" 

ଆଧାର

ବାହାର ଆଧାର

Tags:

ତୁ ଥାଆ ମୁଁ ଯାଉଚି ରୁଷି ଅଭିନୟତୁ ଥାଆ ମୁଁ ଯାଉଚି ରୁଷି ଗୀତ ଏବଂ ସଙ୍ଗୀତତୁ ଥାଆ ମୁଁ ଯାଉଚି ରୁଷି ଆଧାରତୁ ଥାଆ ମୁଁ ଯାଉଚି ରୁଷି ବାହାର ଆଧାରତୁ ଥାଆ ମୁଁ ଯାଉଚି ରୁଷି

🔥 Trending searches on Wiki ଓଡ଼ିଆ:

ମୁମ୍ବାଇନଅଙ୍କ ଦୁର୍ଭିକ୍ଷକାଟୁଲୁ ରବି କୁମାରବାଇଶି ପାହାଚଯୌନ ଉତ୍ପୀଡ଼ନଟ୍ରାଲୋକିନୁମାବରାସେଶ୍ୱରୀ ପାଣିଗ୍ରାହୀତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରସ୍ତନଲକ୍ଷ୍ମୀ ପୁରାଣଭାରତର ସଂସଦଭାରତର ସଂସ୍କୃତିନବଗୁଞ୍ଜରମହାତ୍ମା ଗାନ୍ଧୀଶାରଳା ପୁରସ୍କାରଦ୍ୱିତୀୟ ଭାସ୍କରବ୍ରଜନାଥ ରଥବର୍ଷାଭଗବତ ଗୀତାସତୀ (ହିନ୍ଦୁ ଦେବୀ)ପାଇକ ବିଦ୍ରୋହନେଲସନ ମଣ୍ଡେଲାଆଇଡେଲାଲିସିବ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନଓଡ଼ିଆ ଲିପିପାରାଦୀପ ବନ୍ଦରଯାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଉତ୍କଳ ବିଶ୍ୱବିଦ୍ୟାଳୟଓଡ଼ିଶାର ଜିଲ୍ଲାମାନଙ୍କର ତାଲିକା୧୬୬୫ଓଡ଼ିଶାଜିମି ୱେଲ୍ସଭାରତର ଜାତୀୟ ପତାକାରାବଣରାଜାରାଣୀ ମନ୍ଦିରଜଗନ୍ନାଥନିତ୍ୟାନନ୍ଦ ଶତପଥୀଚୁଡ଼ାରାଧାନାଥ ରାୟଭକ୍ତ ଚରଣ ଦାସ (ରାଜନେତା)ଭାରତୀୟ ରିଜର୍ଭ ବ୍ୟାଙ୍କ ଗବର୍ନରବର୍ଷା ପ୍ରିୟଦର୍ଶିନୀଆଣ୍ଡାମାନ ସାଗରଟୋକିଓକିଶୋରୀ ଚରଣ ଦାସଜହ୍ନଓଡ଼ିଆ ରାନ୍ଧଣା୧୯ ମାର୍ଚ୍ଚରାଜନୀତି ବିଜ୍ଞାନଭାରତର ନଦୀ ସମୂହର ତାଲିକାହେମଲତା ମାନସିଂହବ୍ରାହ୍ମ ସମାଜମହାପାତ୍ର ନୀଳମଣି ସାହୁଉତ୍କଳ ଦୀପିକାଖାରବେଳଚୈତନ୍ୟଭାରତୀୟ ମହାକାଶ ଗବେଷଣା ସଂସ୍ଥାବରଗଛହନୁମାନକଣ୍ଡୋମଆଖିନରେନ୍ଦ୍ର ମୋଦୀବନ୍ୟାଏଣ୍ଡୋମେଟ୍ରିଓସିସତିଳ ଚତୁର୍ଥୀ୦ (ସଂଖ୍ୟା)ବୈଜୟନ୍ତ ପଣ୍ଡାଆକବରଜଗନ୍ନାଥଙ୍କ ଧୂପଅନନ୍ତ ପଟ୍ଟନାୟକଅନ୍ନଦା ଶଙ୍କର ରାୟବିଶ୍ୱ ମ୍ୟାଲେରିଆ ଦିବସ🡆 More