ପ୍ରଦ୍ୟୁମ୍ନ ଲେଙ୍କା: ଅଭିନେତା ଓ ପ୍ରଯୋଜକ

ପ୍ରଦ୍ୟୁମ୍ନ ଲେଙ୍କା ଜଣେ ଓଡ଼ିଆ କଥାଚିତ୍ର ଅଭିନେତା । ସେ ପ୍ରାୟ ୧୦୦ରୁ ଅଧିକ କଥାଚିତ୍ର ଓ ନାଟକରେ ଅଭିନୟ କରିବା ସହିତ ପ୍ରାୟ ୨୧ଟି କଥାଚିତ୍ରରେ ପ୍ରଯୋଜକ ଓ ସହଯୋଗୀ ପ୍ରଯୋଜକ ଭାବରେ କାର୍ଯ୍ୟ କରିଛନ୍ତି ।

ପ୍ରଦ୍ୟୁମ୍ନ ଲେଙ୍କା
ପ୍ରଦ୍ୟୁମ୍ନ ଲେଙ୍କା: ଜୀବନୀ, ଫିଲ୍ମରେ ଭୂମିକା, ଆଧାର
ଜନ୍ମ୧୯୫୩
କପାସି,ନିଆଳି, କଟକ
ଜାତୀୟତାପ୍ରଦ୍ୟୁମ୍ନ ଲେଙ୍କା: ଜୀବନୀ, ଫିଲ୍ମରେ ଭୂମିକା, ଆଧାର ଭାରତୀୟ
ବୃତ୍ତି(ସମୂହ)ଅଭିନେତା, ପ୍ରଯୋଜକ ଓ ଅଧ୍ୟାପକ
ପିତାମାତା(s)ଅନ୍ତର୍ଯାମୀ ଲେଙ୍କା, ଶୈଳବାଳା ଲେଙ୍କା

ଜୀବନୀ

ପରିବାର

ପ୍ରଦ୍ୟୁମ୍ନ ଲେଙ୍କା ପିତା ଅନ୍ତର୍ଯାମୀ ଲେଙ୍କା ଓ ମାତା ଶୈଳବାଳା ଲେଙ୍କାଙ୍କ ପୁତ୍ର ଭାବେ ୧୯୫୩ ମସିହାରେ ଜନ୍ମଲାଭ କରିଥିଲେ । ସେ ନିଆଳି ନିକଟବର୍ତ୍ତୀ କପାସୀ ଗ୍ରାମରେ ଏକ ଉଚ୍ଚ ପରିବାରରେ ଜନ୍ମଲାଭ କରିଥିଲେ ।

ପ୍ରାରମ୍ଭିକ ଜୀବନ

ପିଲା ଦିନରୁ ସେ ମଞ୍ଚରେ ଅଭିନୟ କରୁଥିଲେ । କଲେଜରେ ଅଭିନୟ କରିବା ସମୟରେ ଗୁରୁ କୃଷ୍ଣଚନ୍ଦ୍ର ସିଂଙ୍କ ସହଯୋଗରେ ପ୍ରଦ୍ୟୁମ୍ନ ୧୯୭୪ ମସିହାରେ ଅନ୍ନପୂର୍ଣ୍ଣା ଥିଏଟରରେ ଅଭିନେତା ଭାବେ ଯୋଗ ଦେଇଥିଲେ ।

ଚାକିରି

୧୯୮୧ ମସିହାରେ ପ୍ରଯୋଜକ ଭାବରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ପୂଜା ମୁକ୍ତିଲାଭ କରିଥିଲା । ଅଧ୍ୟାପନାକୁ ପେଷା ଭାବରେ ଗ୍ରହଣ କରିଥିବା ପ୍ରଦ୍ୟୁମ୍ନ , ୨୦୧୩ ମସିହାରେ ଅଳକା ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ ଅବସର ଗ୍ରହଣ କରିଛନ୍ତି ।

ଫିଲ୍ମରେ ଭୂମିକା

ଅଭିନେତା ଭାବରେ

ପ୍ରଯୋଜକ ଭାବରେ

ଆଧାର

ଅଧିକ ତଥ୍ୟ

Tags:

ପ୍ରଦ୍ୟୁମ୍ନ ଲେଙ୍କା ଜୀବନୀପ୍ରଦ୍ୟୁମ୍ନ ଲେଙ୍କା ଫିଲ୍ମରେ ଭୂମିକାପ୍ରଦ୍ୟୁମ୍ନ ଲେଙ୍କା ଆଧାରପ୍ରଦ୍ୟୁମ୍ନ ଲେଙ୍କା ଅଧିକ ତଥ୍ୟପ୍ରଦ୍ୟୁମ୍ନ ଲେଙ୍କାଓଡ଼ିଆ କଥାଚିତ୍ର ଜଗତ

🔥 Trending searches on Wiki ଓଡ଼ିଆ:

ରାଜଶ୍ରୀ ମଲ୍ଲିକବୀର ସୁରେନ୍ଦ୍ର ସାଏଅଞ୍ଚଳ ଦାସନୀଳମଣି ବିଦ୍ୟାରତ୍ନଯଶୋଧାରା ମିଶ୍ରଓଡ଼ିଶାରେ ଦେବୀପୂଜାର ଐତିହ୍ୟକ୍ରିଏଟିଭ କମନ୍ସଓଡ଼ିଶାର ଇତିହାସପ୍ରଧାନ ପୃଷ୍ଠାଗୋବିନ୍ଦ ଚନ୍ଦ୍ର ଦାସପୋଲିଓ ଟିକାଓଡ଼ିଆ ଲିପିଗାୟନାଯୌନ ସମ୍ଭୋଗଆଚାର୍ଯ୍ୟ ହରିହରଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରନିତ୍ୟାନନ୍ଦ ମହାପାତ୍ର୨୦୨୪ ଭାରତୀୟ ସାଧାରଣ ନିର୍ବାଚନରବୀନ୍ଦ୍ର କୁମାର ସେଠୀସେବିଏଚଆଇବି ଟିକାଜଳଭାରତ ଛାଡ଼ ଆନ୍ଦୋଳନଭାରତୀ ମଠ ମନ୍ଦିର, ଭୁବନେଶ୍ୱରଶନିଶବ୍ଦ (ଧ୍ୱନି)ବାଳୁଙ୍ଗା ଟୋକାମହାଦେଶଭାରତୀୟ ଜନତା ପାର୍ଟିରୋମୀୟ ସାମ୍ରାଜ୍ୟଖିରିବିଚିତ୍ର ରାମାୟଣକଦଳୀସିଓଲରୋମନାଳନ୍ଦାଶ୍ରବଣ ( ରାମାୟଣ ର ଚରିତ୍ର )ଦଶାବତାରବଳଓଡ଼ିଆ ଲୋକଭୋଗରାଇ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଜଳଭୀତିଅଣୁଓଡ଼ିଆ ଭାଷାଦୋହାକୋଷ ଓ ବୌଦ୍ଧ ଗାନରାଜ୍ୟ ସଭାଚନ୍ଦ୍ରଶେଖର ଭେଙ୍କଟ ରମଣଭୀମରାଓ ରାମଜୀ ଆମ୍ବେଦକରଲିଙ୍ଗରାଜ ମନ୍ଦିରଶିବଲିଙ୍ଗମହାନଦୀବ୍ରାହ୍ମଣୀ ନଦୀଭାଷାଜଗନ୍ନାଥଙ୍କ ସେବକସୂଚନା ପ୍ରଯୁକ୍ତିବିଦ୍ୟାସ୍ୱାମୀ ବିବେକାନନ୍ଦଆଲୋକବିଲଙ୍କା ରାମାୟଣଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିମକା୨୯ ଜାନୁଆରୀ୨୦୦୮ମାଗୁଣିର ଶଗଡ଼ବର୍ଷା ପ୍ରିୟଦର୍ଶିନୀସାରଳା ଦାସ୧୬୩୫ଧନୁ (ରାଶି)ନଭେମ୍ବରତୁ ଯେ ସେଇନାରାୟଣ ସାହୁ୧୯୩୪ଜେମ୍‌ସ ୱାଟତପସ୍ୱିନୀ🡆 More