ହର ପଟ୍ଟନାୟକ: ଓଡ଼ିଆ ଅଭିନେତା, ନିର୍ଦ୍ଦେଶକ

ହର ପଟ୍ଟନାୟକ (୧୨ ଅକ୍ଟୋବର ୧୯୫୮-୧୩ ଜାନୁଆରୀ ୨୦୧୫) ଜଣେ ଓଡ଼ିଆ କଥାଚିତ୍ର ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ ଓ ଚିତ୍ରନାଟ୍ୟ ଲେଖକ ଥିଲେ । ସେ ୭୦ରୁ ଅଧିକ କଥାଚିତ୍ରରେ ଅଭିନୟ କରିବା ସହ ୨୦ରୁ ଅଧିକ କଥାଚିତ୍ରର ନିର୍ଦ୍ଦେଶନା ଦେଇଥିଲେ । ୨୦୧୫ ମସିହା ଜାନୁଆରୀ ୧୩ ତାରିଖ ଦିନ ଭୁବନେଶ୍ୱରଠାରେ ତାଙ୍କର ଦେହାନ୍ତ ହୋଇଥିଲା ।

ହର ପଟ୍ଟନାୟକ
ହର ପଟ୍ଟନାୟକ: କଥାଚିତ୍ର, ମାନସମ୍ମାନ, ଆଧାର
ବେଙ୍ଗାଳୁରୁରେ ଓଡ଼ିଆ ଗଣେଶ ପୂଜାରେ ହର ପଟ୍ଟନାୟକ
ଜନ୍ମ(1958-10-12)୧୨ ଅକ୍ଟୋବର ୧୯୫୮
ମୃତ୍ୟୁ୧୩ ଜାନୁଆରୀ ୨୦୧୫(2015-01-13) (ବୟସ ୫୬)
ବୃତ୍ତି(ସମୂହ)ନିର୍ଦ୍ଦେଶକ, ଅଭିନେତା, ଚିତ୍ରନାଟ୍ୟ-ଲେଖକ, ପ୍ରଯୋଜକ
ସକ୍ରିୟ ବର୍ଷ୧୯୭୭-୨୦୧୩
ବୈବାହିକ-ସାଥୀଝରଣା ପଟ୍ଟନାୟକ

କଥାଚିତ୍ର

ସେ ୧୯୭୭ ମସିହାରେ ନିର୍ଦ୍ଦେଶକ ଶିଶିର ମିଶ୍ରଙ୍କ ସହକାରୀ ଭାବେ ସୁନାସଂସାର କଥାଚିତ୍ରରୁ ନିଜ ବୃତ୍ତି ଆରମ୍ଭ କରିଥିଲେ ।

ନିର୍ଦ୍ଦେଶିତ

ଅଭୀନୀତ

  1. ସହରୀ ବାଘ (୧୯୮୫)
  2. ଯୋର ଯା'ର ମୂଲକ ତାର (୧୯୮୬)
  3. ସୁନା ଚଢ଼େଇ (୧୯୮୭)
  4. ଚକା ଆଖି ସବୁ ଦେଖୁଛି (୧୯୮୭)
  5. ଯାହାକୁ ରଖିବେ ଅନନ୍ତ (୧୯୮୮)
  6. ପୁଅ ମୋର କଳାଠାକୁର (୧୯୮୮)
  7. ଆସୁଛି ମୋ କାଳିଆସୁନା (୧୯୮୯)
  8. ଦଇବ ଦଉଡ଼ି (୧୯୯୦)
  9. କପାଳ ଲିଖନ (୧୯୯୧)
  10. ଘର ମୋର ସ୍ୱର୍ଗ (୧୯୯)
  11. ଅଣ୍ଟିଛୁରୀ ତଣ୍ଟିକାଟେ (୧୯୯୨)
  12. ବାଦ୍‌ଶାହ (୧୯୯୨)
  13. ରଖିଲେ ଶିବ ମାରିବ କିଏ (‌୧୯୯୪)
  14. ସୁହାଗ ସିନ୍ଦୂର (୧୯୯୬)
  15. ରାମ ଲକ୍ଷ୍ମଣ (୧୯୯୭)
  16. ନାରୀ ବି ପିନ୍ଧିପାରେ ରକ୍ତ ସିନ୍ଦୂର (୧୯୯୭)
  17. ଗଙ୍ଗା ଯମୁନା (୧୯୯୭)
  18. ସ୍ତ୍ରୀ (୧୯୯୮)
  19. ସହର ଜଳୁଛି (୧୯୯୮)
  20. ଏଇ ସଙ୍ଘର୍ଷ (୧୯୯୮)
  21. ପରଦେଶୀ ବାବୁ (୧୯୯୯)
  22. କୃଷ୍ଣା କାବେରୀ (୧୯୯୯)
  23. କଥା କହିବମୋ ମଥା ସିନ୍ଦୁର (୧୯୯୯)
  24. କଳ୍କୀ ଅବତାର (୧୯୯୯)
  25. କାଳଚକ୍ର (୧୯୯୯)
  26. ମୋ କୋଳ ତୋ ଝୁଲଣା (୨୦୦୧)
  27. ଧର୍ମ ଦେବତା (୨୦୦୧)
  28. ସିନ୍ଦୂର ନୁହେଁ ଖେଳଘର (୨୦୦୨)
  29. ଯେ ପାଞ୍ଚେ ପର ମନ୍ଦ (୨୦୦୨)
  30. ସାଥୀରେ (୨୦୦୪)
  31. ବର୍ଷା ମାଇଁ ଡାର୍ଲିଙ୍ଗ୍ (୨୦୦୪)
  32. ଅର୍ଜୁନ (୨୦୦୫)
  33. ଅଗ୍ନୀ ପରିକ୍ଷା (୨୦୦୫)
  34. ଥ୍ୟାଙ୍କ ୟୁ ଭଗବାନ (୨୦୦୬)
  35. ପାଗଳ ପ୍ରେମୀ (୨୦୦୭)
  36. ଛାତି ଚିରି ଦେଲେ ତୁ (୨୦୦୮)
  37. କୁରୁକ୍ଷେତ୍ର (୨୦୦୯)
  38. ତୋ ଆଖିରେ ମୁଁ (୨୦୧୦)
  39. ଓମ୍ ସାଇ ରାମ୍ (୨୦୧୨)

ମାନସମ୍ମାନ

ଆଧାର

ଅଧିକ ତଥ୍ୟ

Tags:

ହର ପଟ୍ଟନାୟକ କଥାଚିତ୍ରହର ପଟ୍ଟନାୟକ ମାନସମ୍ମାନହର ପଟ୍ଟନାୟକ ଆଧାରହର ପଟ୍ଟନାୟକ ଅଧିକ ତଥ୍ୟହର ପଟ୍ଟନାୟକଓଡ଼ିଆ କଥାଚିତ୍ର ଜଗତ

🔥 Trending searches on Wiki ଓଡ଼ିଆ:

ସଚ୍ଚିଦାନନ୍ଦ ରାଉତରାୟଟୁଇଟରଦରମାନାନପାଲାପଶ୍ଚିମ ଓଡ଼ିଶାଅଶୋକାଷ୍ଟମୀବାଜି ରାଉତରାମ ନବମୀଓଡ଼ିଶା ବିଧାନ ସଭାଇତିହାସନିତ୍ୟାନନ୍ଦ ମହାପାତ୍ରହ୍ୱାଟ୍ସଆପକାକଟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଦୀପକ ମିଶ୍ରଅଷ୍ଟ୍ରେଲିଆନମିତା ଅଗ୍ରୱାଲଫକୀର ମୋହନ ସେନାପତି୧୬ ମଇଶ୍ରୀମନ୍ଦିର ବେଢ଼ା-ଦେବାଦେବୀପଞ୍ଚସଖାବୀଣାପାଣି ମହାନ୍ତି୧୨ ଅପ୍ରେଲମନୋଜ ଦାସଙ୍କ କଥା ଓ କାହାଣୀଓଡ଼ିଶାର ପର୍ବପର୍ବାଣିହନୁମାନ ଜୟନ୍ତୀୟୁନେସ୍କୋମୋହନ ସୁନ୍ଦର ଦେବ ଗୋସ୍ୱାମୀପ୍ରାଣବନ୍ଧୁ କରପଦାର୍ଥ ବିଜ୍ଞାନଓଡ଼ିଆକୃଷ୍ଣଚନ୍ଦ୍ର ପାଣିଗ୍ରାହୀରାଶି ଓ ନକ୍ଷତ୍ରଆଲ୍‌କା ୟାଗ୍ନିକ୍‌ପଦ୍ମ ଲୋଚନ ପଣ୍ଡାଜଗନ୍ନାଥକେଦାରନାଥ ମନ୍ଦିରପ୍ରସନ୍ନ କୁମାର ଦାଶବୁଧନ ମୁର୍ମୁବେଲଅଖିଳ ମୋହନ ପଟ୍ଟନାୟକହାଡ଼ଫୁଟିଚନ୍ଦ୍ରଶେଖର ରଥଓଧଗଇଁଠାଜୟ ଜଗନ୍ନାଥଜୟୀ ରାଜଗୁରୁରାଜନୀତି ବିଜ୍ଞାନଯକ୍ଷ୍ମାଡଙ୍ଗାଶ୍ରୀ ଅରବିନ୍ଦଇସଲାମ ଧର୍ମସ୍ୱୋର୍ଡ ମାଛମୁମ୍ବାଇଦଶହରାଏଡା ଲଭ୍‌ଲେସ୍‌ପରିବାର୨ (ସଂଖ୍ୟା)ଜର୍ମାନୀବାବା ବଳିଆୟୁନିଫର୍ମ ରିସୋର୍ସ ଲୋକେଟର🡆 More