ରଙ୍ଗ୍ ନମ୍ବର: ୨୦୦୨ର ଓଡ଼ିଆ କଥାଚିତ୍ର

ରଙ୍ଗ୍ ନମ୍ବର, ୨୦୦୨ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର । ଆଲୋକ ରାୟ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ବବି ଇସ୍‌ଲାମ୍ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ରଙ୍ଗ୍ ନମ୍ବର
ନିର୍ଦ୍ଦେଶକବବି ଇସ୍‌ଲାମ୍
ପ୍ରଯୋଜକପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର
ସଂଳାପବବି ଇସ୍‌ଲାମ୍
ଚିତ୍ରନାଟ୍ୟବବି ଇସ୍‌ଲାମ୍
କାହାଣୀଆଲୋକ ରାୟ
କଳାକାରମିହିର ଦାସ
ଶ୍ରୀତମ ଦାସ
ପିଣ୍ଟୁ ନନ୍ଦ
ଜ୍ୟୋତି ମିଶ୍ର
ହର ପଟ୍ଟନାୟକ
ସଙ୍ଗୀତଶାନ୍ତିରାଜ ଖୋସ୍‌ଲା
ଚିତ୍ରଗ୍ରହଣନିରଞ୍ଜନ ଦାସ
ସମ୍ପାଦକଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୨୦୦୨
ଦେଶରଙ୍ଗ୍ ନମ୍ବର: ଅଭିନୟ, କାହାଣୀ, ଗୀତ ଏବଂ ସଙ୍ଗୀତ ଭାରତ
ଭାଷାଓଡ଼ିଆ

ମିହିର ଦାସ, ଶ୍ରୀତମ ଦାସ, ପିଣ୍ଟୁ ନନ୍ଦ, ଜ୍ୟୋତି ମିଶ୍ର, ହର ପଟ୍ଟନାୟକ, ସରୋଜ ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ସୁରେଶ ବଳ, ରବି ମିଶ୍ର, ମୋନାଲିସା, ବନମାଳି ପାଣ୍ଡିଆ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶାନ୍ତିରାଜ ଖୋସ୍‌ଲା । ଗିରିଧାର ଗମାଙ୍ଗ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ବିଭୁ କିଶୋର, ନସୀର ଆସି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତସମୟ

ଆଧାର

ବାହାର ଆଧାର

Tags:

ରଙ୍ଗ୍ ନମ୍ବର ଅଭିନୟରଙ୍ଗ୍ ନମ୍ବର କାହାଣୀରଙ୍ଗ୍ ନମ୍ବର ଗୀତ ଏବଂ ସଙ୍ଗୀତରଙ୍ଗ୍ ନମ୍ବର ଆଧାରରଙ୍ଗ୍ ନମ୍ବର ବାହାର ଆଧାରରଙ୍ଗ୍ ନମ୍ବର

🔥 Trending searches on Wiki ଓଡ଼ିଆ:

କୋଣାର୍କସରଳା ଦେବୀବ୍ୟାଙ୍କଯୁକ୍ତରାଜ୍ୟସ୍ତନରାଜକିଶୋର ପଟ୍ଟନାୟକଜିନା ସାମଲଗୋଲୋକ ବିହାରୀ ଧଳଜ୍ଞାନକୋଷରାକ୍ଷୀ ପୂର୍ଣ୍ଣିମାଅଣ୍ଡାବ୍ୟଞ୍ଜନ ବର୍ଣ୍ଣନେମାଳ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନସୁରେନ୍ଦ୍ର ମହାନ୍ତିଓଡ଼ିଆ ରାମାୟଣସତୀ (ହିନ୍ଦୁ ଦେବୀ)କାଳିନ୍ଦୀ ଚରଣ ପାଣିଗ୍ରାହୀଅଗ୍ନ୍ୟାଶୟ ଅକ୍ଷମତାସୌଭାଗ୍ୟ କୁମାର ମିଶ୍ରଓଡ଼ିଆପାରମିତା ଶତପଥୀଗାଲୁଆଓଡ଼ିଶାର ଭୂଗୋଳମାଗୁଣିର ଶଗଡ଼ (କଥାଚିତ୍ର)ଅଂଶୁପା ହ୍ରଦପ୍ରତିଭା ଶତପଥୀ୦ (ସଂଖ୍ୟା)ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନମୟୂରଭଞ୍ଜ ଜିଲ୍ଲାମେହମୁଦ ହୁସେନସରୋଜିନୀ ସାହୁପୁରୀପାରାଦୀପ ବନ୍ଦରହୀରାକୁଦ ବନ୍ଧଶ୍ରୀରାଧାଭ୍ୟାକୁମ୍ କ୍ଲିନର୍ଶୀତଳ ଷଷ୍ଠୀ ଯାତ୍ରାଶ୍ୱେତସାରଅଲାରନାଥ ମନ୍ଦିରପ୍ରତାପରୁଦ୍ର ଦେବପ୍ରତୀକ୍ଷାଗର୍ଭାବସ୍ଥାଶ୍ରବଣ ( ରାମାୟଣ ର ଚରିତ୍ର )ପାଇକ ଆଖଡ଼ାତପସ୍ୱିନୀହମିଦା ବାନୁ ବେଗମଶୈଳବାଳା ଦାସଆପେଣ୍ଡିସାଇଟିସଆଲୋକ୨୦୧୨ଦେବଗଡ଼ ଜିଲ୍ଲାୟୁରୋପଓଡ଼ିଆ ନାଟକସତ୍ୟନାରାୟଣ ରାଜଗୁରୁହେମଲତା ମାନସିଂହଗୌରହରି ଦାସଲକ୍ଷ୍ମୀପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବିସ୍ଥାପିତ କାନ୍ଧ ଗଣ୍ଠିପ୍ରଯୁକ୍ତି ବିଦ୍ୟାଜହ୍ନମୟୂରବଡ଼ ଏରା🡆 More