ବାବୁ ପର୍ଶୁରାମ: ୨୦୦୦ର ଓଡ଼ିଆ କଥାଚିତ୍ର

ବାବୁ ପର୍ଶୁରାମ, ୨୦୦୦ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରାଜ କିଶୋର ପ୍ରଧାନ । ବିଜୟ ମିଶ୍ର ଏହି କଥାଚିତ୍ରଟିର କାହାଣୀ ଓ ସଂଳାପ ରଚନା କରିଥିଲେ । ଜ୍ୟୋତି ପ୍ରକାଶ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ବାବୁ ପର୍ଶୁରାମ
ନିର୍ଦ୍ଦେଶକଜ୍ୟୋତି ପ୍ରକାଶ
ପ୍ରଯୋଜକରାଜ କିଶୋର ପ୍ରଧାନ
ସଂଳାପବିଜୟ ମିଶ୍ର
ଚିତ୍ରନାଟ୍ୟଜ୍ୟୋତି ପ୍ରକାଶ
କାହାଣୀବିଜୟ ମିଶ୍ର, ବ୍ରଜ ପ୍ରଧାନ
କଳାକାରବିଜୟ ମହାନ୍ତି, ମିହିର ଦାସ, ନମ୍ରତା ଦାସ, ପ୍ରିୟଙ୍କା ମହାପାତ୍ର, ଶ୍ରୀତମ ଦାସ, ମାମା ମିଶ୍ର
ସଙ୍ଗୀତସ୍ୱରୂପ ନାୟକ
ଚିତ୍ରଗ୍ରହଣଦିଲ୍ଲୀପ ରାୟ
ସମ୍ପାଦକବିଶ୍ୱନାଥ ରାଓ
ମୁକ୍ତିଲାଭ ତାରିଖ
୨୦୦୦
ଦେଶବାବୁ ପର୍ଶୁରାମ: ଅଭିନୟ, କାହାଣୀ, ଗୀତ ଏବଂ ସଙ୍ଗୀତ ଭାରତ
ଭାଷାଓଡ଼ିଆ

ବିଜୟ ମହାନ୍ତି, ମିହିର ଦାସ, ନମ୍ରତା ଦାସ, ପ୍ରିୟଙ୍କା ମହାପାତ୍ର, ଶ୍ରୀତମ ଦାସ, ମାମା ମିଶ୍ର, ଇଲୁ ବାନାର୍ଜୀ, ଦେବୁ ବୋଷ, ପ୍ରଦ୍ୟୁମ୍ନ ଲେଙ୍କା, ରେଖା ରାଓ, ତନ୍ଦ୍ରା ରାୟ, ଜୟୀରାମ ସାମଲ, କୁନା ତ୍ରିପାଠୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସ୍ୱରୂପ ନାୟକ । ବିଜୟ ମିଶ୍ର, ବିଜୟ ମଲ୍ଲ ଏବଂ ସ୍ୱରୂପ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।

ଗୀତ

କ୍ରମଗୀତସମୟ

ଆଧାର

ବାହାର ଆଧାର

Tags:

ବାବୁ ପର୍ଶୁରାମ ଅଭିନୟବାବୁ ପର୍ଶୁରାମ କାହାଣୀବାବୁ ପର୍ଶୁରାମ ଗୀତ ଏବଂ ସଙ୍ଗୀତବାବୁ ପର୍ଶୁରାମ ଆଧାରବାବୁ ପର୍ଶୁରାମ ବାହାର ଆଧାରବାବୁ ପର୍ଶୁରାମ

🔥 Trending searches on Wiki ଓଡ଼ିଆ:

ମନୋଜ କୁମାର ମିଶ୍ର୪ ଇଡିଅଟସ୍ରାଜ୍ୟ ସଭାମଇ ଦିବସମାଗୁଣିର ଶଗଡ଼ଚାରି ଧାମ୧୯୦୫ସରଳା ଦେବୀପଖିଆ୧ମ ଓଡ଼ିଶା ବିଧାନ ସଭାଉତ୍କଳ ସଙ୍ଗୀତ ମହାବିଦ୍ୟାଳୟଗଣ୍ଡାଭାରତର ସଂସଦକାଟୁଲୁ ରବି କୁମାରଓ ଅନ୍ଧଗଳିଗର୍ଭାଶୟ ଅନ୍ତଃସ୍ତର କର୍କଟରାଧାନାଥ ରାୟମଟର ସାଇକେଲସାଲଭାଡୋର ଡାଲିଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କୁତାମ ଚଣ୍ଡୀ ମନ୍ଦିରରୋହିତ ଶର୍ମାବ୍ରାଉଜରଦଣ୍ଡ ନାଟବିଷମ କଟକଫେବୃଆରୀ ୨୮ସମର ସଲିମ ସାଇମନସରସ୍ୱତୀ ସମ୍ମାନଅନନ୍ତ ବାସୁଦେବ ମନ୍ଦିରଓଡ଼ିଶାର ଲୋକନୃତ୍ୟସତୀ ଅନୁସୂୟାଆଖିହରିପ୍ରସାଦ ଚୌରାଶିଆମହିଳା ଯୌନାଙ୍ଗ ଛେଦନନିର୍ମଳା (ଉପନ୍ୟାସ)ମହମ୍ମଦ ମୋକିମ୍ଭୂମିକମ୍ପବ୍ୟାଙ୍କଟିଣଘରଜନ ଗଣ ମନଗୁରୁପ୍ରସାଦ ମହାନ୍ତିଭକ୍ତ ଚରଣ ଦାସଅଣ୍ଡାବଣଭୋଜି ବେଶଅର୍ଥଶାସ୍ତ୍ରସୁରେନ୍ଦ୍ର ମହାନ୍ତିବିନ୍ଦୁଆପେଣ୍ଡିସାଇଟିସଯକୃତଅମାବାସ୍ୟାର ଚନ୍ଦ୍ରଚିକୁନ‌ଗୁନିଆଛାରପୋକରବୀନ୍ଦ୍ରନାଥ ଠାକୁରଭାରତୀୟ ମହାକାଶ ଗବେଷଣା ସଂସ୍ଥା୧୭୪୬ଶ୍ରୀତମ ଦାସଶାସ୍ତି (ଓଡ଼ିଆ କଥାଚିତ୍ର)ନଇ ଆରପାରିମ୍ୟାଲେରିଆଟମ୍ ଖା କାଇଅଣ୍ଡା ରୋଲପୁରୁଷୋତ୍ତମ ଦେବବିଶ୍ୱ ମ୍ୟାଲେରିଆ ଦିବସମହାତ୍ମା ଗାନ୍ଧୀହାଡ଼ଫୁଟିଖଞ୍ଜଣିଖାସି ମାଂସ ତରକାରୀ🡆 More