ସ୍ୱରୂପ ନାୟକ

ସ୍ୱରୂପ ନାୟକ ( (Audio file LL-Q33810 (ori)-Sangram Keshari Senapati (Ssgapu22)-ସ୍ୱରୂପ ନାୟକ.wav not found); ୮ ଫେବୃଆରୀ ୧୯୪୭ – ୨୭ ଅକ୍ଟୋବର ୨୦୨୩) ଜଣେ ଓଡ଼ିଆ କଥାଚିତ୍ର ସଙ୍ଗୀତକାର, ଗୀତିକାର, ପ୍ରଚ୍ଛଦପଟ୍ଟ ଗାୟକ ଓ ଅଭିନେତା ଥିଲେ । ୧୯୬୨ ମସିହାରେ ସେ ଜଣେ ଶିଶୁ କଳାକାର ଭାବରେ ଜୟଦେବ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ୧୯୮୪ ମସିହାରେ ସେ ହୀରାନୀଳା ଜରିଆରେ କଥାଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ । ଶ୍ରେଷ୍ଠ ସଙ୍ଗୀତକାର ଭାବରେ ସେ ଦୁଇଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ ।

ସ୍ୱରୂପ ନାୟକ
Swarup Nayak
ଜନ୍ମ(1947-02-08)୮ ଫେବୃଆରୀ ୧୯୪୭
ମୃତ୍ୟୁ୨୭ ଅକ୍ଟୋବର ୨୦୨୩(2023-10-27) (ବୟସ ୭୬)
କଟକ
ମୃତ୍ୟୁର କାରଣକର୍କଟ
ଜାତୀୟତାଭାରତୀୟ
ପ୍ରସିଦ୍ଧିଓଡ଼ିଆ ସଙ୍ଗୀତକାର, ଗାୟକ, ଗୀତିକାର, ଅଭିନେତା
ବୈବାହିକ-ସାଥୀନିହାରିକା ସାହୁ
ସମ୍ପର୍କୀୟସାରଦା ପ୍ରସନ୍ନ ନାୟକ (ଭାଇ)
ପାର୍ବତୀ ଘୋଷ (ଭଉଣୀ)
ପୁରସ୍କାରଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

ଜନ୍ମ ଓ ପରିବାର

୧୯୪୭ ମସିହାର ଫେବୃଆରୀ ୮ ତାରିଖରେ ସେ କଟକରେ ଜନ୍ମଗ୍ରହଣ କରିଥିଲେ । ଓଡ଼ିଆ ଅଭିନେତ୍ରୀ ପାର୍ବତୀ ଘୋଷ ତାଙ୍କ ଭଉଣୀ ଓ ଓଡ଼ିଆ କଥାଚିତ୍ର ସଙ୍ଗୀତକାର ସାରଦା ପ୍ରସନ୍ନ ନାୟକତାଙ୍କ ଭାଇ ।

କଥାଚିତ୍ର ଜୀବନ

ସ୍ୱରୂପ, ମୋଟ ୪୧ଟି ଓଡ଼ିଆ କଥାଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ ୩୦ଟି କଥାଚିତ୍ରରେ ଗୀତ ରଚନା, ୬ଟି କଥାଚିତ୍ରରେ ପ୍ରଚ୍ଛଦପଟ୍ଟ ଗାୟକ ଓ ୬ଟି କଥାଚିତ୍ରରେ ଅଭିନୟ କରିଛନ୍ତି ।

ଓଡ଼ିଆ କଥାଚିତ୍ରକୁ ଅବଦାନ

ସମ୍ବର୍ଦ୍ଧନା ଓ ସମ୍ମାନ

ମୃତ୍ୟୁ

୨୦୨୩ ମସିହାର ଅକ୍ଟୋବର ୨୭ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା ।

ଆଧାର

ବାହାର ଆଧାର

Tags:

ସ୍ୱରୂପ ନାୟକ ଜନ୍ମ ଓ ପରିବାରସ୍ୱରୂପ ନାୟକ କଥାଚିତ୍ର ଜୀବନସ୍ୱରୂପ ନାୟକ ସମ୍ବର୍ଦ୍ଧନା ଓ ସମ୍ମାନସ୍ୱରୂପ ନାୟକ ମୃତ୍ୟୁସ୍ୱରୂପ ନାୟକ ଆଧାରସ୍ୱରୂପ ନାୟକ ବାହାର ଆଧାରସ୍ୱରୂପ ନାୟକଓଡ଼ିଆ କଥାଚିତ୍ର ଜଗତଓଡ଼ିଆ ଭାଷାଜୟଦେବ (୧୯୬୨ର କଥାଚିତ୍ର)ସହଯୋଗ:IPA/Odiaହୀରାନୀଳା

🔥 Trending searches on Wiki ଓଡ଼ିଆ:

ଗୁଗଲଓଡ଼ିଆ ରାମାୟଣପ୍ରଯୁକ୍ତି ବିଦ୍ୟାଭଗବାନ କହଁରଏମିତି ଭାଇ ଜଗତେ ନାହିଁଚତୁର୍ଶୃଙ୍ଗୀ ମନ୍ଦିରରାମଶଙ୍କର ରାୟକବିସୂର୍ଯ୍ୟ ବଳଦେବ ରଥନାଗ ଐରିମୋହିନୀ ଏକାଦଶୀମୟୂରଭଞ୍ଜ ଜିଲ୍ଲାଯଶୋବନ୍ତ ଦାସସ୍ୱର ବର୍ଣ୍ଣହନୁମାନ ଚାଳିଶାଏଲୋରା ଗୁମ୍ଫାଲାଓସଏଚଆଇଭି/ଏଡସଚିତାଲାଗି ଅମାବାସ୍ୟାଗଙ୍ଗବଂଶଦୈନିକ ଆଶାଚିକୁନ‌ଗୁନିଆଛବିଳ ମଧୁ ବର୍ଣ୍ଣବୋଧମ୍ୟାଲେରିଆମନୋରଞ୍ଜନ ଦାସକର୍ଣ୍ଣଅଙ୍କୁଶକୃମିସୁରେନ୍ଦ୍ର ମହାନ୍ତିସହଦେବ (ମହାଭାରତ)ଧାତୁwiki.phtmlଓଡ଼ିଆ ସାହିତ୍ୟର ଇତିହାସଅଳେଇଚରାଜରାଜେଶ୍ୱର ବେଶଦିବ୍ୟସିଂହ ଦେବହରେକୃଷ୍ଣ ମହତାବରାବଣାନୁଗ୍ରହବିଭୂତି ପଟ୍ଟନାୟକକାହ୍ନୁଚରଣ ମହାନ୍ତିମଟର ସାଇକେଲଉଚ୍ଛ୍ୱାସ (କବିତା ସଙ୍କଳନ)ଦ୍ରୌପଦୀ ମୁର୍ମୁଆମ୍ବନରେନ ପଲେଇବର୍ଷାବୌଦ୍ଧ ଧର୍ମଉପେନ୍ଦ୍ର କିଶୋର ଦାସବ୍ରହ୍ମୋତ୍ରୀ ମହାନ୍ତିଲକ୍ଷ୍ମଣ ନାୟକନୀଳିମା ଆଜୀମନାଗାର୍ଜୁନ ବେଶଗଜ ଉଦ୍ଧାରଣ ବେଶବୁଦ୍ଧ ପୂର୍ଣ୍ଣିମା୨୦୦୬ମିଳିମିଳାଧନିଷ୍ଠା (ନକ୍ଷତ୍ର)ବିଶ୍ୱ ବୌଦ୍ଧିକ ସମ୍ପଦ ଦିବସବୈଷ୍ଣବ ପାଣିପୃଥିବୀମଦର ଟେରେସାଇନ୍ଦ୍ରାଣୀ ପଟ୍ଟନାୟକନବରାତ୍ରୀରେବତୀ (କ୍ଷୁଦ୍ରଗଳ୍ପ)ସୁରେଶ ପୂଜାରୀବୃହସ୍ପତିଓଡ଼ିଶାସେଇ ଝିଅଟିରାଜକିଶୋର ରାୟଏସିଆଭଦଭଦଳିଆରୁକ୍ମିଣୀ ବିବାହରତ୍ନାକର ଚଇନି🡆 More