ମନ ରହିଗଲା ତୁମରି ଠାରେ: ୧୯୯୯ର ଓଡ଼ିଆ କଥାଚିତ୍ର

ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶନାରେ ନିର୍ମିତ, ବ୍ରଜରାଜ ମୁଭିଜ୍ର ଓଡ଼ିଆ କଥାଚିତ୍ର ମନ ରହିଗଲା ତୁମରି ଠାରେ ୧୯୯୯ ମସିହାରେ ମୁକ୍ତିଲାଭ କରିଥିଲା । ବସନ୍ତ ନାୟକ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ।

ମନ ରହିଗଲା ତୁମରି ଠାରେ
ନିର୍ଦ୍ଦେଶକମହମ୍ମଦ ମହସୀନ୍
ପ୍ରଯୋଜକବସନ୍ତ ନାୟକ
ସଂଳାପ(ସଂଳାପ): ବିଜୟ ମିଶ୍ର
ଚିତ୍ରନାଟ୍ୟମହମ୍ମଦ ମହସୀନ୍
କାହାଣୀବସନ୍ତ ନାୟକ
କଳାକାରସିଦ୍ଧାନ୍ତ ମହାପାତ୍ର, ବିଜୟ ମହାନ୍ତି, ଅନୁ ଚୌଧୁରୀ, ଜ୍ୟୋତି ମିଶ୍ର
ସଙ୍ଗୀତସ୍ୱରୂପ ନାୟକ
ମୁକ୍ତିଲାଭ ତାରିଖ
୧୧ଜୁନ ୧୯୯୯
ଦେଶମନ ରହିଗଲା ତୁମରି ଠାରେ: ୧୯୯୯ର ଓଡ଼ିଆ କଥାଚିତ୍ର ଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୮୮ଲକ୍ଷ ୩୬ହଜାର

ଅଭିନୟରେ

ଓଡ଼ିଆ କଥାଚିତ୍ର ‘ମନ ରହିଗଲା ତୁମରି ଠାରେ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଗୀତ

ଓଡ଼ିଆଚଳଚ୍ଚିତ୍ର ‘ମନ ରହିଗଲା ତୁମରି ଠାରେ’ରେ, ଗୀତ ଲେଖି, ଗୀତ ଗୁଡ଼ିକର ସ୍ୱର ସଂଯୋଜନା କରିଥିଲେ ସଙ୍ଗୀତକାର ସ୍ୱରୂପ ନାୟକ ୤ ‘ମନ ରହିଗଲା ତୁମରି ଠାରେ’ର ଗୀତଗୁଡ଼ିକରେ ଇରା ମହାନ୍ତି, ତୃପ୍ତି ଦାସ, ଟି. ସୌରୀ ଓ ସୁବାଷ ଦାସ ପ୍ରମୁଖ କଣ୍ଠଦାନ କରିଥିଲେ ୤

ଆଧାର

Tags:

ଓଡ଼ିଆ ଭାଷାମହମ୍ମଦ ମହସୀନ

🔥 Trending searches on Wiki ଓଡ଼ିଆ:

ଚୌଧୁରୀ ହେମକାନ୍ତ ମିଶ୍ରଉଇକିମିଡ଼ିଆ ମୁଭମେଣ୍ଟଭାରତର ସଂସ୍କୃତିଓଡ଼ିଆ ନାରୀ କବି ମାନଙ୍କ ତାଲିକାପ୍ରହ୍ଲାଦ ନାଟକହନୁମାନତାରିଣୀ ମନ୍ଦିରନବରାତ୍ରୀଜାପାନୀ ଭାଷାନିଝୁମ ରାତିର ସାଥୀ (୨୦୧୭)ବାସନ୍ତୀପଖାଳକାଳିନ୍ଦୀ ଚରଣ ପାଣିଗ୍ରାହୀହରିହର ବେଶବୈଷ୍ଣବ ପାଣିରବୀନ୍ଦ୍ରନାଥ ଠାକୁରଚିଲିକା ହ୍ରଦଉତ୍ତରାଷାଢ଼ା (ନକ୍ଷତ୍ର)୩୧ ଜୁଲାଇଅନ୍ତର୍ଜାତୀୟ ମାତୃଭାଷା ଦିବସଯୁଗଳ କିଶୋର ପଟ୍ଟନାୟକଉଚ୍ଛ୍ୱାସ (କବିତା ସଙ୍କଳନ)ବୀଣାପାଣି ମହାନ୍ତିକା (ଉପନ୍ୟାସ)ନାଗାର୍ଜୁନ ବେଶଗୋବିନ୍ଦ ତ୍ରିପାଠୀଜ୍ୟୋତିର୍ଲିଙ୍ଗମନୋଜ କୁମାର ମିଶ୍ରମୟୂରଭଞ୍ଜ ରାଜ୍ୟକବିସୂର୍ଯ୍ୟ ବଳଦେବ ରଥଆଦିଶଙ୍କରପୁଷ୍ୟା (ନକ୍ଷତ୍ର)ନାଗ ଐରିଖଣ୍ଡଗିରି ମେଳା୨୧ ଜାନୁଆରୀଓଡ଼ିଆ ସାହିତ୍ୟର ଇତିହାସପକ୍ଷରାମାକାନ୍ତ ଦେଶାଇକଳିଙ୍ଗ ଯୁଦ୍ଧକାଳୀଚରଣ ପଟ୍ଟନାୟକଉଇକିପାଠାଗାରଚନ୍ଦ୍ରଶେଖର ରଥରେବତୀ (କ୍ଷୁଦ୍ରଗଳ୍ପ)ଅରଣ୍ୟ ରୋଦନରାଧାନାଥ ରାୟଚିକୁନ‌ଗୁନିଆମହାରାଷ୍ଟ୍ରବାରବାଟି ଦୁର୍ଗଶ୍ରବଣା (ନକ୍ଷତ୍ର)ଭଗବତ ଗୀତାଜର୍ମାନୀରାମଶଙ୍କର ରାୟନୃସିଂହଗାଲୁଆନୂଆ ଦିଲ୍ଲୀସୀସାଆମ୍ବଆଜ୍‌ମାସଂଯୁକ୍ତା ପାଣିଗ୍ରାହୀଇଡ଼ିତାଲତମନ୍ନା ବ୍ୟାସପଣା ସଂକ୍ରାନ୍ତିକାହ୍ନୁଚରଣ ମହାନ୍ତିଗୋପବନ୍ଧୁ ଦାସସ୍କନ୍ଦ ପୁରାଣମୁଁକେଦାରନାଥ ମନ୍ଦିରଅପରେଟିଙ୍ଗ ସିଷ୍ଟମମଇ ଦିବସ🡆 More