ବସନ୍ତ ନାୟକ

ବସନ୍ତ ନାୟକ ଜଣେ ଜଣାଶୁଣା ଓଡ଼ିଆ ସିନେ ନିର୍ଦ୍ଦେଶକ, ବିତରକ ଓ ପ୍ରଯୋଜକ ଥିଲେ ।

ବସନ୍ତ ନାୟକ
Born(1937-01-16)ଜାନୁଆରୀ ୧୬, ୧୯୩୭
ହରିପୁର (କଟକ), କଟକ, ଓଡ଼ିଶା
Died୨୭ ଜୁନ ୨୦୧୧(2011-06-27) (ବୟସ ୭୪)
Nationalityଭାରତୀୟ
Other namesମୁଭି ମୋଗଲ
Occupationସିନେମା ନିର୍ଦ୍ଦେଶକ
Known forଓଡ଼ିଆ ସିନେମା ନିର୍ଦ୍ଦେଶନା
Parent(s)ଗଜେନ୍ଦ୍ର ନାୟକ (ବାପା)
ରାଜକୁମାରୀ ଦେବୀ (ମାଆ)

ଜୀବନକାଳ

ବସନ୍ତ ନାୟକ ଓଡ଼ିଶାର କଟକ ଜିଲାର ହରିପୁର (କଟକ)ଠାରେ ୧୬ ଜାନୁଆରୀ ୧୯୩୭ ମସିହାରେରେ ଜନ୍ମ ନେଇଥିଲେ । ସେ ଜଣେ କପଡ଼ା ଇଞ୍ଜିନିଅର ଭାବରେ ମୁମ୍ବାଇରେ କାମ ଆରମ୍ଭ କରିଥିଲେ । ତେବେ ଓଡ଼ିଆ ସିନେମା ଜଗତକୁ ଏକ ନୂଆ ରୂପ ଦେବା ପାଇଁ ସେ ୧୯୫୯ରେ ଓଡ଼ିଶାକୁ ଫେରିଥିଲେ । ମୁମ୍ବାଇରୁ କଟକ ଫେରିବା ପରେ ନିର୍ଦ୍ଦେଶକ ବିଜୟ ନାୟକ ତାଙ୍କୁ ସିନେମା ଆଡ଼କୁ ବାଟ ଦେଖାଇଥିଲେ । ପ୍ରଥମ କରି ସେ ଚର୍ଚ୍ଚିତ ଓଡ଼ିଆ ସିନେମା ଯାଯାବରର ବିତରଣ ଭାର ନେଇଥିଲେ ।

ସେ ପାଖାପାଖି ୨୦ଟି ସିନେମା ତିଆରି କରିଛନ୍ତି । ତାଙ୍କ ନିର୍ଦ୍ଦେଶିତ ପ୍ରଥମ ସିନେମା ଥିଲା ୧୯୭୭ରେ ତିଆରି ନାଗଫାଶ । ଏହା ପରେ ବ୍ରଜରାଜ ମୁଭିଜ ନାମରେ ସେ ନିଜର ଏକ ପ୍ରଯୋଜନା ସଂସ୍ଥା ଆରମ୍ଭ କରିଥିଲେ ।

ସେ ଜଣେ ସଫଳ ସିନେ ନିର୍ଦ୍ଦେଶକ ଭାବରେ ଅନେକ ସିନେମା ନିର୍ମାଣ କରିଯାଇଛନ୍ତି । ଜଣେ ପ୍ରଯୋଜକ ଓ ନିର୍ଦ୍ଦେଶକ ହେବା ବାଦେ ସେ ଜଣେ ଜଣାଶୁଣା ଫିଲ୍ମ ବିତରକ ମଧ୍ୟ ଥିଲେ । ସେ ବ୍ରଜରାଜ ମୁଭିଜ ବ୍ୟାନରରେ ପାଖାପାଖି ୫୦୦ଟି ଓଡ଼ିଆ , ହିନ୍ଦୀ ଓ ବଙ୍ଗଳା ଭାଷାର ସିନେମାର ବିତରଣ କରିଥିଲେ ।

ସେ ବିଜୟ ମହାନ୍ତି, ମାଳବିକା ରାୟ, ଅନୁଭବ ମହାନ୍ତି, ବାବୁସାନଙ୍କ ଭଳି ଜଣାଶୁଣା ଅଭିନେତା, ଅଭିନେତ୍ରୀଙ୍କୁ ଚଲଚ୍ଚିତ୍ର ଜଗତକୁ ଆଣିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ରାଖି ଗୁଲଜାର, ମିଥୁନ ଚକ୍ରବର୍ତ୍ତୀ, ସୁଜିତ କୁମାର, ଅରୁଣା ଇରାନୀ, ଗୁଫି ପେଣ୍ଟାଲ, ପ୍ରସେନଜିତ, ଦେବର୍ଶୀ ରାୟ ଶତାବ୍ଦୀ ରାୟ ଆଦି ଅନେକ ଜଣାଶୁଣା ବଲିଉଡ଼ ଓ ବଙ୍ଗଳା ସିନେ ଅଭିନେତା, ଅଭିନେତ୍ରୀଙ୍କୁ ସେ ଓଡ଼ିଆ ସିନେମା ଭିତରକୁ ଆଣି ପାରିଥିଲେ ଯାହା ଜଣେ ଓଡ଼ିଆ ନିର୍ଦ୍ଦେଶକ ପକ୍ଷରେ ନୂଆ ଥିଲା ।

ପୁରୀରେ ଥିବା ସ୍ୱର୍ଗଦ୍ୱାରଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ।

ସିନେମା

ନିର୍ଦ୍ଦେଶିତ ସିନେମା

ନିର୍ଦ୍ଦେଶିତ ହିନ୍ଦୀ ସିନେମା

  • ସ୍ପନ୍ଦନ (ହିନ୍ଦୀ ସିନେମା) (୧୯୮୪)

ପ୍ରଯୋଜିତ ସିନେମା

କାହାଣୀ ଲେଖନା

ବିତରଣ

ପୁରସ୍କାର

ଆଧାର

ଅଧିକ ତଥ୍ୟ

Tags:

ବସନ୍ତ ନାୟକ ଜୀବନକାଳବସନ୍ତ ନାୟକ ସିନେମାବସନ୍ତ ନାୟକ ପୁରସ୍କାରବସନ୍ତ ନାୟକ ଆଧାରବସନ୍ତ ନାୟକ ଅଧିକ ତଥ୍ୟବସନ୍ତ ନାୟକଓଡ଼ିଆ ଭାଷା

🔥 Trending searches on Wiki ଓଡ଼ିଆ:

ଚାଣକ୍ୟବିବାହପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଗୋଲକ ବିହାରୀ ନାଏକପୁରୁଷୋତ୍ତମ ଦେବମୁକ୍ତିକାନ୍ତ ମଣ୍ଡଳଜାନକୀ ଅମ୍ମାଲଗୌରହରି ଦାସଓଡ଼ିଶାର ଦୋଳଯାତ୍ରାକିଲୋଗ୍ରାମଖାରବେଳମହାଭାରତଢୁମ୍ପାକୁନ୍ତଳା କୁମାରୀ ସାବତଇଂରାଜୀ ଭାଷାହିନ୍ଦୁଫତୁରାନନ୍ଦଯୁଗଳ କିଶୋର ଷଡ଼ଙ୍ଗୀଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋର ସ୍ଥାନ୧୨୦୦ବୋଲ ବମଟୁଇଟରଜୟୀ ରାଜଗୁରୁକମଳାକାନ୍ତ ଲେଙ୍କାରାମଓ ଅନ୍ଧଗଳିମଦର ଟେରେସାସମ୍ବଲପୁରୀ ନାଚସିଂହଓଡ଼ିଶା ସରକାରରାମନାଥସ୍ୱାମୀ ମନ୍ଦିର୧ ଅପ୍ରେଲସମୁଦ୍ରତୁ ମୋ ମନର ମିତଅରୁଣ କୁମାର ପତିବିଶ୍ୱମୋଗଲ ସାମ୍ରାଜ୍ୟରାମକୃଷ୍ଣ ପରମହଂସଇଣ୍ଟସସେପସନ (ମେଡିକାଲ ବେମାରି)ଶିବଲିଙ୍ଗମାଗୁଣିର ଶଗଡ଼ (କଥାଚିତ୍ର)ରାଜନୀତି ବିଜ୍ଞାନଘୁମୁରା ନାଚରେଙ୍ଗାଳୀ ବନ୍ଧଉଇକିକମନ୍ସକମ୍ପ୍ୟୁଟରଜୟ ଜଗନ୍ନାଥସ୍ୱାମୀ ବିବେକାନନ୍ଦପଶ୍ଚିମ ଓଡ଼ିଶାwiki.phtmlଚାରି ଧାମଜାତୀୟ ବିଜ୍ଞାନ ଦିବସରାଧାନୂଆ ଦିଲ୍ଲୀଶେର ଶାହ ସୁରୀ୨୩ ଫେବୃଆରୀବ୍ୟାସଦେବଜୀବ ବିଜ୍ଞାନଉତ୍କଳ ସାହିତ୍ୟ ସମାଜଗଣିତରାଧାନାଥ ରଥପଦ୍ମଚରଣ ପଟ୍ଟନାୟକଶିବ ଚତୁର୍ଦ୍ଦଶୀମହେଶ୍ୱର ମହାନ୍ତି (ସାହିତ୍ୟିକ)ଖାରବେଳ ସ୍ୱାଇଁନବକଳେବରମୋରାରଜୀ ଦେଶାଇଷ୍ଟେମିଂକିରଣ ବେଦୀ🡆 More