ପୁରାଣ

ପୁରାଣ ୩ପ୍ରକାର ଯଥା ୧.

ମହାପୁରାଣ, ୨. ଉପପୁରାଣ ଓ ୩. ଅତିରିକ୍ତ ପୁରାଣ

ମହାପୁରାଣ

ନାମ ଶ୍ଲୋକ ସଂଖ୍ୟା ପ୍ରଚାରକ ମୁନି ପ୍ରଧାନ ବିଷୟ -
ବ୍ରହ୍ମ ୧୦,୦୦୦ ବ୍ୟାସଶିଷ୍ୟ ଲୋମହର୍ଷଣ ସୂର୍ଯ୍ୟଦେବ
ପଦ୍ମ ୫୫,୦୦୦ ଲୋମହର୍ଷଣ ସୁତ ଉଗ୍ରଗ୍ରୀବା ସୃଷ୍ଟି ବର୍ଣ୍ଣନା
ବିଷ୍ଣୁ ୨୩,୦୦୦ ପରାଶର ସୃଷ୍ଟିବୃତ୍ତାନ୍ତ ଓ ଇତିହାସ
ଶିବ (ବା ବାୟୁ) ୨୪,୦୦୦ ସୂତ ମହାଦେବ
ଭାଗବତ ୧୮,୦୦୦ ଶୁକ ବିଷ୍ଣୁ
ନାରଦୀୟ ୨୫,୦୦୦ ନାରଦ ବିଷ୍ଣୁ
ମାର୍କଣ୍ଡେୟ ୯,୦୦୦ ମାର୍କଣ୍ଡେୟ ଦୁର୍ଗା
ଅଗ୍ନି ୧୫,୦୦୦ ବ୍ୟାସଶିଷ୍ୟ ସୁତ ଅବତାର ଓ ରାଜବଂଶାବଳୀ
ଭବିଷ୍ୟ ୧୪,୫୦୦ ବ୍ୟାସ ଭବିଷ୍ୟତ ଘଟଣାବଳୀ
ବରାହ ୨୪,୦୦୦ ବ୍ୟାସ ବରାହ ଅବତାର
ବ୍ରହ୍ମବୈବର୍ତ୍ତ ୧୮,୦୦୦ ସୁତ ଶ୍ରୀକୃଷ୍ଣ
ଲିଙ୍ଗ ୧୧,୦୦୦ ସୁତ ମହାଦେବ
ସ୍କନ୍ଧ ୮୧,୧୦୦ ବ୍ୟାସ ମହାଦେବ
ବାମନ ୧୦,୦୦୦ ବ୍ୟାସଶିଷ୍ୟ ଲୋମହର୍ଷଣ ତ୍ରିବର୍ଣ୍ଣ ଓ ବାମନ ଅବତାର
କୂର୍ମ ୧୭,୦୦୦ ବ୍ୟାସ ଚତୁର୍ବର୍ଗ
ମତ୍ସ୍ୟ ୧୪,୦୦୦ ବ୍ୟାସ ସୃଷ୍ଟି ବର୍ଣ୍ଣନ
ଗରୁଡ଼ ୧୯,୦୦୦ ବ୍ୟାସ ଗରୁଡ଼
ବ୍ରହ୍ମାଣ୍ଡ ୧୨,୦୦୦ ବ୍ୟାସ ସୃଷ୍ଟିଠାରୁ ପ୍ରଳୟ ପର୍ଯ୍ୟନ୍ତ

ଉପପୁରାଣ

  1. ସନତ୍କୁମାର
  2. ନରସିଂହ
  3. ନାର
  4. ଶୈବଧର୍ମ
  5. ଦୁର୍ବାସା
  6. ନାରଦୀୟ
  7. କପିଳ
  8. ମାନବ
  9. ଔଶନସ
  10. ବ୍ରହ୍ମାଣ୍ଡ
  11. ବାରୁଣ
  12. କାଳିକା
  13. ମାହେଶ୍ୱର
  14. ଶାମ୍ବ
  15. ସୌର
  16. ପରାଶର
  17. ମାରୀଚ
  18. ଭାର୍ଗବ (ମତାନ୍ତରେ ଦେବୀ ଭାଗବତ)

ଅତିରିକ୍ତ ପୁରାଣ

  1. ନନ୍ଦିକେଶ୍ୱର
  2. ଶୁକ୍ର
  3. ବଶିଷ୍ଠ
  4. ଭାଗୁରି
  5. ମନୁ
  6. ବାୟୁ
  7. ମାହେଶ
  8. କଳ୍କୀ
  9. ଶୈବ
  10. ଆଦିତ୍ୟ
  11. ଆଦି
  12. ଶମ୍ଭୁ
  13. ବିଶିଷ୍ଟ କୃତ ଲିଙ୍ଗ
  14. ବିଷ୍ଣୁ ଧର୍ମୋତ୍ତର୍
  15. ବୃହଦ୍ଧର୍ମ
  16. ଧର୍ମ
  17. ଗୌରୀ
  18. ନୀଳ
  19. ଗଣେଶ
  20. ଆତ୍ମ
  21. ବିଷ୍ଣୁକେଶରୀ
  22. ଭାଗବତଭୂଷଣ
  23. ଭାଗବତାମୃତ
  24. ଭାଗବତାମୃତସାର
  25. ମହାଭାଗବତ
  26. କାଳୀ
  27. ଦେବୀ
  28. ଭାସ୍ୱର
  29. ପୁରୁଷୋତ୍ତମପ୍ରସାଦ

ଆଧାର

ଅଧିକ ତଥ୍ୟ

Texts

ଅନୁବାଦ

  • Śrīmad-Bhāgavatam Archived 2008-07-19 at the Wayback Machine. Full text of the Bhāgavata Purāṇa, with the original Sanskrit, word-for-word meanings, translation, and commentary.
  • The Vishnu Purana Full text of the H.H. Wilson translation at sacred-texts.com

Synopses

Tags:

ପୁରାଣ ମହାପୁରାଣ ଆଧାରପୁରାଣ ଅଧିକ ତଥ୍ୟପୁରାଣ

🔥 Trending searches on Wiki ଓଡ଼ିଆ:

ମୟୂରଭଞ୍ଜ ଜିଲ୍ଲା୧୧ଇଂଲଣ୍ଡଶୁକ୍ରରାମକୃଷ୍ଣ ନନ୍ଦଶରଧାବାଲିଅଶ୍ୱିନୀ କୁମାର ଘୋଷସରଳା ଦେବୀ୭ ଫେବୃଆରୀ୨୧ ମାର୍ଚ୍ଚଲାଟିନ ଭାଷାପୁରୀରାଧାରାଣୀ ପଣ୍ଡାଟିକୋନାଜୋଲପଖାଳଉଦ୍ୟମ ସଂସାଧନ ଯୋଜନା ‍‌(ଇଆର୍‍ପି‌‌)ପ୍ରହ୍ଲାଦ ନାଟକହିନ୍ଦୁ ବିଧବା ପୁନର୍ବିବାହ ଅଧିନିୟମ, ୧୮୫୬୧୮୬୬୮ ଅପ୍ରେଲଇସଲାମ ଧର୍ମବିଭୂତି ପଟ୍ଟନାୟକ୧୪ ଅପ୍ରେଲବୈଷୟିକ ବିଜ୍ଞାନଭୁବନେଶ୍ୱର ରେଳ ଷ୍ଟେସନଭାଷାମହିମା ଧର୍ମଶବ୍ଦ (ପଦ)କ୍ଲାଉଡ଼ ଟେକ୍ନୋଲୋଜିଆନିଫ୍ରୋଲୁମାବନୀଳକଣ୍ଠ ଦାସକିଶୋର ପାଣିଗ୍ରାହୀମହେଶ ସାହୁବର୍ଷା ପ୍ରିୟଦର୍ଶିନୀସ୍ୱାମୀ ବିବେକାନନ୍ଦରାଧାନାଥ ରାୟଓଡ଼ିଶାର ଲୋକ ସଭା ସାଂସଦଙ୍କ ତାଲିକାଅଚ୍ୟୁତ ସାମନ୍ତସଂକ୍ରାନ୍ତିଧର୍ମଆଲେକ୍‌ଜାଣ୍ଡର୍ ମହାନଉତ୍କଳ ଦିବସଔଷଧୀୟ ଗଛଲତାମାନଙ୍କର ତାଲିକାଚୈତ୍ରଗୋଦାବରୀଶ ମିଶ୍ରବଳସ୍ଫୁଲିଙ୍ଗ (କବିତା ସଙ୍କଳନ)ଗୌରୀଶଙ୍କର ରାୟ୫ ଫେବୃଆରୀଓଡ଼ିଶାର ଦୋଳଯାତ୍ରାୟୁ ଟ୍ୟୁବଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମହାନଦୀରାଉରକେଲାଅମରପୋଇଓଡ଼ିଆ ଭାଗବତଜଗନ୍ନାଥ ଦାସରଘୁନାଥ ପରିଚ୍ଛାସମ୍ବଲପୁରଯଦୁମଣି ମହାପାତ୍ରଆମ୍ବରଥଯାତ୍ରାତାରାତାରିଣୀ ମନ୍ଦିରଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟସ୍ପେନକେନ୍ଦୁଝର ଜିଲ୍ଲାବାଘଜଗନ୍ନାଥ୨୭ ଅପ୍ରେଲବିଷମ କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୨ ଜୁନ🡆 More