କୌରବ

କୁରୁ ରାଜାଙ୍କର ସନ୍ତାନ କୌରବ ନାମରେ ପ୍ରଖ୍ୟାତ, ମୂଖ୍ୟତଃ ଧୃତରାଷ୍ଟ୍ର ଏବଂ ତାଙ୍କର ବଂଶ । ଦୁର୍ଯୋଧନ ଓ ତାଙ୍କର ୧୦୦ ଭାଇ ତଥା ଦୁଃଶୀଳା ନାମରେ ଏକ ଭଉଣୀ ।

କୌରବ

କୁରୁବଂଶୀୟ ଜନ୍ମାନ୍ଧ ରାଜା ଧୃତରାଷ୍ଟ୍ରଙ୍କ ଓ ଗାନ୍ଧାରୀଙ୍କ ଔରସରୁ ଜନ୍ମଗ୍ରହଣ କରିଥିବା ଶତପୁତ୍ରକୁଂକୌରବ ସମ୍ବଧନ କରାଯାଉଥିଲା ୤

  1. ଅଗ୍ରଯାୟୀ
  2. ଅନୂବର
  3. ଅନୁବିନ୍ଦ
  4. ଅପରାଜିତ
  5. ଅୟ୍ଓବାହୁ
  6. ଅଲ୍ଓଲୁପ
  7. ଅଭୟ
  8. ଅନାଧୃଷ୍ୟ
  9. ଆଦିତ୍ୟକ୍ଏତୁ
  10. ଉଗ୍ର
  11. ଉଗ୍ରଶ୍ରବା
  12. ଉଗ୍ରସନ
  13. ଉଗ୍ରାୟୂଧ
  14. ଉପନନ୍ଦ
  15. ଉର୍ଣ୍ଣନାଭ
  16. କନକଧ୍ୱଜ
  17. କନକାୟୁଃ
  18. କବଚୀ
  19. କର୍ଣ୍ଣ
  20. କୁଣ୍ଡଭେଦୀ
  21. କୁଣ୍ଡୋଦର
  22. କୁଣ୍ଡାଶୀ
  23. ଦୁର୍ମୁଖ
  24. ଦୁରାଧର
  25. ଦୁଷ୍ପରାଜୟ
  26. ଦୁର୍ବିଲୋଚନ
  27. ଦୁର୍ଯ୍ୟୋଧନ
  28. ଦୁର୍ମୁଖ
  29. ଦୁଃଶାସନ
  30. ଦୁଃଶଳ
  31. ଦୂଃସହ
  32. ଦୂର୍ଜୟ
  33. ଦୁର୍ଦ୍ଧର୍ଷ
  34. ଦୁଷ୍କର୍ଣ୍ଣ
  35. ଦୁର୍ମଦ
  36. ଦୁର୍ମର୍ଷଣ
  37. ଦୁଷ୍ପ୍ରଧରଷଣ
  38. ଦୁଷ୍ପ୍ରହର୍ଷ
  39. ଦୃଢ଼ବର୍ମା
  40. ଦୃଢ଼ରଥ
  41. ଦୃଢ଼ହସ୍ତ
  42. ଦୃଢ଼କ୍ଷେତ୍ର
  43. ଦୃଢ଼ସନ୍ଦ
  44. ଦୃଢ଼ାୟୁଧ
  45. ବିକର୍ଣ୍ଣ
  46. ବିବିଂଶତି
  47. ବିବିତ୍ସୂ
  48. ବିକଟ
  49. ଜଳସନ୍ଧ
  50. ବିନ୍ଦ
  51. ଚିତ୍ର
  52. ଚିତ୍ରାକ୍ଷ
  53. ଚିତ୍ରାଙ୍ଗଦ
  54. ଉପଚିତ୍ର
  55. ସୁବାହୁ
  56. ଚାରୁ
  57. ସମ
  58. ସୁନାଭ
  59. ସେନାପତି
  60. ସୁଲୋଚନ
  61. ନନ୍ଦ
  62. ସୁଷେଣ
  63. ବଳାକୀ
  64. ସୁବର୍ମା
  65. ମହୋଦର
  66. ସୁକୁଣ୍ଡଳ
  67. ଚିତ୍ରବର୍ମା
  68. ଚିତ୍ରବାହୁ
  69. ଭୀମବେଗ
  70. ଭୀମବଳ
  71. ଭୀମବାହୁ
  72. ଭୀମରଥ
  73. ବଳବରଧନ
  74. ବିରାବୀ
  75. ଜରାସନ୍ଧ
  76. ପଣ୍ଡିତକ
  77. ସହସ୍ରବାକ
  78. ସୋମକୀର୍ତ୍ତି
  79. ସତ୍ୟସନ୍ଧ
  80. ସେନାନୀ
  81. ବିଶାଳାକ୍ଷ
  82. ବାତବେଗ
  83. ସୁବର୍ଚ୍ଚା
  84. ସୁହସ୍ତ
  85. ନିଷଙ୍ଗୀ
  86. ଦଣ୍ଡଧର
  87. ବହ୍ୱାଶୀ
  88. ପାଶୀ
  89. ନାଗଦତ୍ତ
  90. ବୀରବାହୁ
  91. ଦୀର୍ଘବାହୁ
  92. ଦୀର୍ଘନେତ୍ର
  93. ଭୀମଶର
  94. ବୀରଚ୍ଚ
  95. ବୀର
  96. ଚିତ୍ରଚାପ
  97. ମହାବାହୁ
  98. ଧନୁଗ୍ରହ
  99. ଚ୍ୟୁତୋରୁ
  100. ରୌଦ୍ରକର୍ମା

ଆହୁରି ଦେଖନ୍ତୁ

ଆଧାର

Tags:

ଦୁଃଶୀଳା

🔥 Trending searches on Wiki ଓଡ଼ିଆ:

ଅଭିମନ୍ୟୁ ସାମନ୍ତସିଂହାରଓଡ଼ିଆପରିବେଶସୀତାକାନ୍ତ ମହାପାତ୍ରଉଇକିପିଡ଼ିଆ ସମୂହର ତାଲିକାଚମ୍ପାହୋମି ଜାହାଙ୍ଗୀର ଭାବାମନମୋହନ ସାମଲମାଧବୀ ଦାସୀବରଫଫେବୃଆରୀବୀର ସୁରେନ୍ଦ୍ର ସାଏଆଳୁ ପୋଟଳ ଭଜାଦୀନକୃଷ୍ଣ ଦାସଆର୍ଯ୍ୟଭଟ୍ଟଭର୍ତ୍ତୃହରି ମହତାବସଖୀ କଣ୍ଢେଇ ନାଚଅଂଶୁଘାତଅଗ୍ନିଭଗବତ ଗୀତାରାଜ୍ୟ ସଭାନବକଳେବର୧୯୬୧ର ଓଡ଼ିଆ କଥାଚିତ୍ରଚନ୍ଦ୍ରଶେଖର ନନ୍ଦକିଶୋର ପାଣିଗ୍ରାହୀମୟୂରଭଞ୍ଜ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଗ୍ରହମଞ୍ଜୁଳା ସ୍ୱାଇଁ୨୬ ଅଗଷ୍ଟଆମ୍ବେଦକର ଜୟନ୍ତୀବରୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଉତ୍କଳ ଦିବସପଞ୍ଚତନ୍ତ୍ରଧାତୁଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାଅନୁଗୋଳ ଜିଲ୍ଲାଫ୍ରାଜାଇଲ ଏକ୍ସ ସିଣ୍ଡ୍ରୋମ୧୨ ଜୁନଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରହେପାଟାଇଟିସଭାରତୀୟ ସମ୍ବିଧାନରାମାୟଣବିଜୁ ପଟ୍ଟନାୟକବିଜୟ କୁମାର ନନ୍ଦଜଗନ୍ନାଥ ଦାସରଥଯାତ୍ରାଶବର୨୦୦୫ଓଡ଼ିଶାର କଳାକୋଚିଲାଚୈତ୍ର ପୂର୍ଣ୍ଣିମାମନୋଜ ଦାସଉଦ୍‌ବେଗନନ୍ଦିନୀ ଶତପଥୀwiki.phtmlଜଗନ୍ନାଥଙ୍କ ଷୋଳକଳାଶିବାଜୀଭାସ୍କରେଶ୍ୱର ମନ୍ଦିରବନ୍ଦେ ଉତ୍କଳ ଜନନୀଲକ୍ଷ୍ମଣ ନାୟକଜୟା ବଚ୍ଚନଜୟୀରାମ ସାମଲଚୈତ୍ରନବୀନ ପଟ୍ଟନାୟକ୩୦ ମାର୍ଚ୍ଚପ୍ରଣବ ପ୍ରକାଶ ଦାସମୁଣ୍ଡପିଛା ଆୟଦେଓମାଳୀ୫ ଡିସେମ୍ବରବସନ୍ତ କୁମାରୀ ପଟ୍ଟନାୟକ🡆 More