ବିକ୍ରମ କେଶରୀ ଦେଓ: ଓଡ଼ିଆ ରାଜନୀତିଜ୍ଞ

ବିକ୍ରମ କେଶରୀ ଦେଓ (୨୬ ନଭେମ୍ବର ୧୯୫୨ – ୭ ଅକ୍ଟୋବର ୨୦୦୯) ଜଣେ ଭାରତୀୟ ରାଜନୀତିଜ୍ଞ ଥିଲେ । ସେ ଭାରତୀୟ ଜନତା ପାର୍ଟିର ପ୍ରତିନିଧି ଭାବରେ କଳାହାଣ୍ଡି ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୨ଶ, ୧୩ଶ ଏବଂ ୧୪ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।

ବିକ୍ରମ କେଶରୀ ଦେଓ
ସାଂସଦ, ୧୨ଶ, ୧୩ଶ, ୧୪ଶ ଲୋକ ସଭା
ନିର୍ବାଚନ ମଣ୍ଡଳୀକଳାହାଣ୍ଡି
ବ୍ୟକ୍ତିଗତ ସବିଶେଷ
ଜନ୍ମ(1952-11-26)୨୬ ନଭେମ୍ବର ୧୯୫୨
କଳାହାଣ୍ଡି, ଓଡ଼ିଶା
ମୃତ୍ୟୁ୭ ଅକ୍ଟୋବର ୨୦୦୯(2009-10-07) (ବୟସ ୫୬)
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀନୟନଶ୍ରୀ ଦେବୀ
ସନ୍ତାନଅର୍କ କେଶରୀ ଦେଓ
ଘରକଳାହାଣ୍ଡି, ଓଡ଼ିଶା
୨୨ ସେପ୍ଟେମ୍ବର, ୨୦୦୬ ସୁଦ୍ଧା
ଆଧାର: [୧]

ହୃଦ୍‌ରୋଧ ଯୋଗୁଁ ତାଙ୍କର ୭ ଅକ୍ଟୋବର ୨୦୦୯ରେ ମୃତ୍ୟୁ ହୋଇଥିଲା ।

ପରିବାର

ବିକ୍ରମ କେଶରୀ ଦେଓ କଳାହାଣ୍ଡିର ରାଜା ପ୍ରତାପ କେଶରୀ ଦେଓଙ୍କ ପୁଅ । ବିକ୍ରମଙ୍କର ପୁଅ ଅର୍କ କେଶରୀ ଦେଓ ବାପାଙ୍କର ମୃତ୍ୟୁପରେ ବିଜୁ ଜନତା ଦଳର ପ୍ରତିନିଧ ଭାବରେ ରାଜନୀତିରେ ସକ୍ରିୟ ଅଛନ୍ତି ।

ରାଜନୀତି

ବିକ୍ରମ ୧୯୮୫ରୁ ୧୯୯୮ ଯାଏଁ ଜୁନାଗଡ଼ ବିଧାନ ସଭା ଆସନରୁ ଓଡ଼ିଶାର ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ପ୍ରଥମେ ସେ ଜନତା ପାର୍ଟି ତରଫରୁ ଏବଂ ପରେ ଦୁଇଥର ଭାରତୀୟ ଜନତା ପାର୍ଟି ତରଫରୁ ଓଡ଼ିଶାର ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଆଧାର

ବାହାର ଆଧାର

Tags:

ବିକ୍ରମ କେଶରୀ ଦେଓ ପରିବାରବିକ୍ରମ କେଶରୀ ଦେଓ ରାଜନୀତିବିକ୍ରମ କେଶରୀ ଦେଓ ଆଧାରବିକ୍ରମ କେଶରୀ ଦେଓ ବାହାର ଆଧାରବିକ୍ରମ କେଶରୀ ଦେଓକଳାହାଣ୍ଡି (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଭାରତୀୟ ଜନତା ପାର୍ଟି୧୨ଶ ଲୋକ ସଭା୧୩ଶ ଲୋକ ସଭା୧୪ଶ ଲୋକ ସଭା

🔥 Trending searches on Wiki ଓଡ଼ିଆ:

ପିଙ୍କି ପ୍ରଧାନଶାରଳା ପୁରସ୍କାରମସ୍କୋସ୍ତନକୃଷ୍ଣଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରନନ୍ଦନକାନନ ଜୀବ ଉଦ୍ୟାନମାୟାଧର ମାନସିଂହବିଜ୍ଞାନଓଡ଼ିଶୀରାଜ ଯୋଗଟିଣନବୀନ ପଟ୍ଟନାୟକଜୟଦେବନମିତା ଅଗ୍ରୱାଲଶ୍ରୀଲଙ୍କାର ଭୂଗୋଳ୧ମ ଓଡ଼ିଶା ବିଧାନ ସଭାଜଗନମୋହ‌ନ ଲାଲଅନ୍ନଦା ଶଙ୍କର ରାୟଜଗନ୍ନାଥଙ୍କ ବେଶଖାଦ୍ୟଭଦ୍ରକପରୀକ୍ଷାଖଞ୍ଜଣିଖଡ଼ଗପୁରମନୋଜ ଦାସଙ୍କ କଥା ଓ କାହାଣୀପ୍ରାଣକୃଷ୍ଣ ପରିଜାପ୍ରଗତିବାଦୀଓଡ଼ିଶାଦ୍ୱିତୀୟ ବିଶ୍ୱଯୁଦ୍ଧଯୌନ ଉତ୍ପୀଡ଼ନତରୁଣକାନ୍ତି ମିଶ୍ରଓଡ଼ିଆ କଥାଚିତ୍ର ଜଗତଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଉପନିଷଦପାରମିତା ଶତପଥୀରାମଚନ୍ଦ୍ର ବେହେରାପ୍ରହ୍ଲାଦ ନାଟକଭାରତୀୟ ସଂଖ୍ୟା ପ୍ରଣାଳିଶ୍ରୀନିବାସ ରାମାନୁଜନଅମାବାସ୍ୟାର ଚନ୍ଦ୍ରଉତ୍କଳ ଦିବସଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସଚିଲିକା (କବିତା)ଜଗନ୍ନାଥ ମନ୍ଦିରକୋଷ୍ଠକାଠିନ୍ୟଆନ୍ଧ୍ର ପ୍ରଦେଶଅନନ୍ତ ପଟ୍ଟନାୟକତିଳ ଚତୁର୍ଥୀଆଚାର୍ଯ୍ୟ ହରିହରଗୋପାଳକୃଷ୍ଣ ପଟ୍ଟନାୟକପରିବେଶଭୁବନେଶ୍ୱର ବେହେରାଧନୁ (ରାଶି)ଶୀତଳ ଷଷ୍ଠୀ ଯାତ୍ରାଜୟୀରାମ ସାମଲଭାରତର ସଂସଦବଳରାକ୍ଷୀ ପୂର୍ଣ୍ଣିମାତାରିଣୀ ମନ୍ଦିର, ଘଟଗାଁଇରା ମହାନ୍ତିହନୁମାନ ଚାଳିଶାଲକ୍ଷ୍ମୀ ପୁରାଣଲିମାଓଡ଼ିଆ ଉଇକିପିଡ଼ିଆୟୁ ଟ୍ୟୁବବଉଳନଇ ଆରପାରିପଥ ଓ ପୃଥିବୀଶିଶୁ ଅନନ୍ତ ଦାସଜୀବସାର ଗଯାଜପୁର ଜିଲ୍ଲାମୟୂରଭଞ୍ଜ ଜିଲ୍ଲାଗର୍ଭାଶୟ ଅନ୍ତଃସ୍ତର କର୍କଟ🡆 More