୧୩ଶ ଲୋକ ସଭା

ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ୧୩ଶ ଲୋକ ସଭାକୁ ୧୯୯୯ ମସିହା ସାଧାରଣ ନିର୍ବାଚନରେ ନିର୍ବାଚିତ ସଭ୍ୟମାନେ ଯାଇଥିଲେ । ଏହି ଲୋକ ସଭାର ସମୟସୀମା ଥିଲା ୧୦ ଅକ୍ଟୋବର ୧୯୯୯ରୁ ୬ ଫେବୃଆରୀ ୨୦୦୪ । ୧୯୯୯ ମସିହାର ସାଧାରଣ ନିର୍ବାଚନ ସେପ୍ଟେମ୍ବର-ଅକ୍ଟୋବର ୧୯୯୯ରେ ଅନୁଷ୍ଠିତ ହୋଇଥିଲା ।

ଏହି ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ନେତୃତ୍ୱରେ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ଗଠବନ୍ଧନ ସର୍ବାଧିକ ୨୭୦ଟି ଆସନ ପାଇଥିଲା, ଯାହାକି ପୂର୍ବ ଲୋକ ସଭା ଅଥବା ୧୨ଶ ଲୋକ ସଭାଠାରୁ ୧୬ଟି ଆସନ ଅଧିକ ଥିଲା । ଭାରତୀୟ ଜନତା ଦଳର ନେତା ଅଟଳ ବିହାରୀ ବାଜପେୟୀ ଏହି ଲୋକ ସଭାର ନେତୃତ୍ୱ ନେଇ ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ୨୦୦୪ର ସାଧାରଣ ନିର୍ବାଚନ ପରେ ୧୪ଶ ଲୋକ ସଭା ଗଠନ ହେବା ପର୍ଯ୍ୟନ୍ତ କାର୍ଯ୍ୟ ନିଭାଇଥିଲେ । ଏହି ଲୋକ ସଭା ପାଇଁ ସାଧାରଣ ନିର୍ବାଚନ ପରେ ସଂସଦର ରାଜ୍ୟ ସଭାରେ ଥିବା ୪ ଜଣ ସାଂସଦ ଲୋସଭାକୁ ନିର୍ବାଚିତ ହୋଇଥିଲେ ।

ଗୁରୁତ୍ୱପୂର୍ଣ୍ଣ ସଦସ୍ୟ

  • ବାଚସ୍ପତି:
    • ଜି. ଏମ୍. ସି. ବାଳଯୋଗୀ (୨୨ ଅକ୍ଟୋବର ୧୯୯୯ରୁ ୩ ମାର୍ଚ୍ଚ ୨୦୦୨)
    • ମନୋହର ଯୋଶୀ (୧୦ ମଇ ୨୦୦୨ରୁ ୨ ଜୁନ ୨୦୦୪)
  • ଉପ-ବାଚସ୍ପତି:
    • ପି ଏମ୍ ସୟୀଦ (୨୭ ଅକ୍ଟୋବର ୧୯୯୯ରୁ ୨ ଜୁନ ୨୦୦୪)
  • ମହା ସଚିବ:
    • ଜି ସି ମାଲହୋତ୍ରା (୧୪ ଜୁଲାଇ ୧୯୯୯ରୁ ୨୮ ଜୁଲାଇ ୨୦୦୫)
  • ପ୍ରଧାନମନ୍ତ୍ରୀ
  • ବିରୋଧୀ ଦଳ ନେତା
  • ସଂସଦୀୟ ବ୍ୟାପାର ମନ୍ତ୍ରୀ
    • ପ୍ରମୋଦ ମହାଜନ (୧୩ ଅକ୍ଟୋବର ୧୯୯୯ରୁ ୨୯ ଜାନୁଆରୀ ୨୦୦୩)
    • ସୁଷମା ସ୍ୱରାଜ (୨୯ ଜାନୁଆରୀ ୨୦୦୩ରୁ ୨୨ ମଇ ୨୦୦୪)

ରାଜନୈତିକ ଦଳ ଅନୁସାରେ ନିର୍ବାଚିତ ସଦସ୍ୟ

S.No. Party Name Party flag Number of MPs
ଭାରତୀୟ ଜନତା ପାର୍ଟି ୧୮୦
ଭାରତୀୟ ଜାତୀୟ କଂଗ୍ରେସ ୧୧୪
ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ୧୩ଶ ଲୋକ ସଭା  ୩୩
ତେଲୁଗୁ ଦେଶମ ପାର୍ଟି ୧୩ଶ ଲୋକ ସଭା  ୨୯
ସମାଜବାଦୀ ପାର୍ଟି ୨୬
ଜନତା ଦଳ (ସଂଯୁକ୍ତ) ୧୩ଶ ଲୋକ ସଭା  ୨୧
ଶିବ ସେନା ୧୫
ବହୁଜନ ସମାଜ ପାର୍ଟି
୧୩ଶ ଲୋକ ସଭା 
୧୪
ଡି.ଏମ୍.କେ ୧୩ଶ ଲୋକ ସଭା  ୧୨
୧୦ ଏ.ଆଇ.ଏ ଡି.ଏମ୍.କେ ୧୦
୧୧ ବିଜୁ ଜନତା ଦଳ
୧୩ଶ ଲୋକ ସଭା 
୧୦
୧୨ ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ ୧୩ଶ ଲୋକ ସଭା 
୧୩ ନେସ୍‌ନାଲିଷ୍ଟ କଂଗ୍ରେସ ପାର୍ଟି ୧୩ଶ ଲୋକ ସଭା 
୧୪ ପି.ଏମ୍.କେ. ୧୩ଶ ଲୋକ ସଭା 
୧୫ ରାଷ୍ଟ୍ରିୟ ଜନତା ଦଳ ୧୩ଶ ଲୋକ ସଭା 
୧୬ ସ୍ୱାଧୀନ ୧୩ଶ ଲୋକ ସଭା 
୧୭ ଇଣ୍ଡିଆନ ନେସ୍‌ନାଲ୍ ଲୋକଦଳ ୧୩ଶ ଲୋକ ସଭା 
୧୮ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ୧୩ଶ ଲୋକ ସଭା 
୧୯ ଜାମ୍ମୁ ଆଣ୍ଡ କାଶ୍ମୀର ନେସ୍‌ନାଲ କନ୍‌ଫରେନ୍ସ ୧୩ଶ ଲୋକ ସଭା 
୨୦ ଏମ୍.ଡି.ଏମ୍.କେ. ୧୩ଶ ଲୋକ ସଭା 
୨୧ ଆର୍.ଏସ୍.ପି ୧୩ଶ ଲୋକ ସଭା 
୨୨ ଅଖିଳ ଭାରତୀୟ ଲୋକତାନ୍ତ୍ରିକ କଂଗ୍ରେସ
୨୩ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଳକ
୨୪ ଇଣ୍ଡିଆନ ଇଉନିଅନ ମୁସ୍‌ଲିମ୍ ଲିଗ୍ ୧୩ଶ ଲୋକ ସଭା 
୨୫ ରାଷ୍ଟ୍ରିୟ ଲୋକଦଳ
୧୩ଶ ଲୋକ ସଭା 
୨୬ ଶିରୋମଣି ଅକାଳୀ ଦଳ
୨୭ ଏଆଇଏମ୍ଆଇଏମ୍ ୧୩ଶ ଲୋକ ସଭା 
୨୮ ଭାରିପା ବହୁଜନ ମହାସଙ୍ଘ
୨୯ ଲିବରେସନ କମୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ
୧୩ଶ ଲୋକ ସଭା 
୩୦ ହରିୟାଣା ବିକାଶ ଦଳ
୩୧ ଜନତା ଦଳ (ଏସ୍)
୩୨ କେରଳ କଂଗ୍ରେସ (ଏମ୍)
୧୩ଶ ଲୋକ ସଭା 
Kerala Congress(m) Flag
୩୩ ଏମ୍.ଏ.ଡି.ଏମ୍.କେ.
୩୪ ମଣିପୁର ଷ୍ଟେଟ୍ କଂଗ୍ରେସ ପାର୍ଟି ୧୩ଶ ଲୋକ ସଭା 
୩୫ ଭାରତୀୟ କୃଷକ ଓ କର୍ମଚାରୀ ଦଳ
୩୬ ଶୀରୋମଣି ଅକାଳୀ ଦଳ
୩୭ ସିକ୍କିମ ଡେମୋକ୍ରେଟିକ୍ ଫ୍ରଣ୍ଟ ୧୩ଶ ଲୋକ ସଭା 
୩୮ ସମାଜବାଦୀ ଜନତା ପାର୍ଟି (ରାଷ୍ଟ୍ରିୟ)

ଆଧାର

ବାହାର ଆଧାର

Tags:

୧୩ଶ ଲୋକ ସଭା ଗୁରୁତ୍ୱପୂର୍ଣ୍ଣ ସଦସ୍ୟ୧୩ଶ ଲୋକ ସଭା ରାଜନୈତିକ ଦଳ ଅନୁସାରେ ନିର୍ବାଚିତ ସଦସ୍ୟ୧୩ଶ ଲୋକ ସଭା ଆଧାର୧୩ଶ ଲୋକ ସଭା ବାହାର ଆଧାର୧୩ଶ ଲୋକ ସଭା

🔥 Trending searches on Wiki ଓଡ଼ିଆ:

ଉଇକିକଥାକର୍କଟ ରୋଗଓଡ଼ିଆ ଭାଷାଭୂମିକମ୍ପଦେଉଳଝରି ଉଷ୍ଣପ୍ରସ୍ରବଣଶ୍ରୀ ଅରବିନ୍ଦରାଧାରାଣୀ ପଣ୍ଡାରାସନ କାର୍ଡ଼ (ଭାରତ)୬ ଜୁଲାଇଲୁଣଆଶ୍ୱିନ୬୦୨ବ୍ରାହ୍ମଣ୧୫୭୨ଶବ୍ଦ (ପଦ)ଯଦୁମଣି ମହାପାତ୍ରପଦାର୍ଥ ବିଜ୍ଞାନମାଳତୀ ଚୌଧୁରୀ୨ ଅପ୍ରେଲଭୃସଙ୍ଗ ଗଛଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିବଳରାମ ଦାସଗୋପାଳ ଚନ୍ଦ୍ର ପ୍ରହରାଜ୧୧ ଅପ୍ରେଲଭଗବତୀ ଚରଣ ପାଣିଗ୍ରାହୀଆନନ୍ଦ ବାବୁଗୋପାଳ ଛୋଟରାୟଶୁକ୍ର୨୦ ଅପ୍ରେଲଭକ୍ତ ଚରଣ ଦାସଦେବଦୁର୍ଲ୍ଲଭ ଦାସଧରିତ୍ରୀଦାସକାଠିଆଗୌରୀଶଙ୍କର ରାୟରମାଦେବୀ ଚୌଧୁରୀ୧ ଅପ୍ରେଲଶ୍ରବଣ ( ରାମାୟଣ ର ଚରିତ୍ର )ଓଡ଼ିଆ ନାଟକଏମିତି ଭାଇ ଜଗତେ ନାହିଁଉଇକିମିଡ଼ିଆ ଫାଉଣ୍ଡେସନଓଡ଼ିଆ କାବ୍ୟ କବିତା୧୧ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରମଧ୍ୟ ଏସିଆଚିନ୍ତାମଣି ବେହେରାWikisourceବିନୋଦ ଚନ୍ଦ୍ର ନାୟକସୁଦଶା ବ୍ରତକଟକ ଜିଲ୍ଲାଭବାନୀପାଟଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସଚ୍ଚିଦାନନ୍ଦ ରାଉତରାୟଜଗନ୍ନାଥ ମନ୍ଦିର୨୦୧୪ରାୟଗଡ଼ା ରେଳ ଷ୍ଟେସନଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳବ୍ୟଞ୍ଜନ ବର୍ଣ୍ଣଦୀନନାଥ ପାଠୀମହାନଦୀସାରଳା ଦାସଇଣ୍ଡୋନେସିଆଗନ୍ଧମାର୍ଦନମୋଗଲ ସାମ୍ରାଜ୍ୟହୀରାକୁଦ ବନ୍ଧଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରକଇଥଭାରତୀୟ ଜାତୀୟ କଂଗ୍ରେସତିର୍ଥେଶ୍ୱର ଶିବ ମନ୍ଦିରତରଳ ଝାଡ଼ା🡆 More