ଦୀପକ ବାରିକ: ଓଡ଼ିଆ କଥାଚିତ୍ର ଏବଂ ଆଲବମ୍ ଅଭିନେତା

ଦୀପକ ବାରିକ, ଜଣେ ଓଡ଼ିଆ କଥାଚିତ୍ର ଏବଂ ଆଲବମ୍ ଅଭିନେତା । ସେ ୨୦୧୧ ମସିହାରେ ଓଡ଼ିଆ କଥାଚିତ୍ର ମନ ମୋର ପ୍ରଜାପତି ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ଏହା ପୂର୍ବରୁ ଦୀପକ ଓଡ଼ିଆ ଆଧୁନିକ ଆଲବମ୍‌ରେ ଅନେକ ଗୀତରେ ନୃତ୍ୟ କରିଥିଲେ ।

ଦୀପକ ବାରିକ
ଜନ୍ମ
ଦୀପକ ବାରିକ

ବୃତ୍ତି(ଓଡ଼ିଆ) ଅଭିନେତ୍ରା
ସକ୍ରିୟ ବର୍ଷ୨୦୧୧ରୁ-ଏବେଯାଏଁ
ବୈବାହିକ-ସାଥୀତନୁଜା (୨୦୧୮-ଏବେଯାଏଁ)

ପ୍ରାରମ୍ଭିକ ଜୀବନ ଏବଂ ପରିବାର

ଦୀପକ ବାରିକ କଟକରେ ଜନ୍ମଗ୍ରହଣ କରିଥିଲେ । ସେ ପ୍ରଥମେ ଜଣେ ଆଲବମ୍‌ର ନାୟକ ଭାରେ ଓଡ଼ିଆ ଆଲବମ୍‌ରେ ନୃତ୍ୟ କରିଥିଲେ । ଦୀପକ ୨୦୧୮ ମସିହାରେ ତାଙ୍କର ପ୍ରେମିକା ତନୁଜାଙ୍କୁ ବିବାହ କରିଥିଲେ ।

ଅଭିନୟ ଜୀବନ

ଦୀପକ ଓଡ଼ିଆ ଆଲବମ୍ ଜଗତରେ ପ୍ରଥମେ ଅଭିନୟ ଆରମ୍ଭ କରିଥିଲେ । ଅନେକ ଲୋକପ୍ରିୟ ଆଲବମ୍ ଗୀତରେ ଦୀପକ ନୃତ୍ୟ କରିଥିଲେ । ସେ ଲିପି, ସୁଇଟ୍ ଭଳି ଅନେକ ଲୋକପ୍ରିୟ ଆଲବମ୍ ତାରକାଙ୍କ ସ‌ହ ମଧ୍ୟ ଅଭିନୟ କରିଥିଲେ । ଏହାପରେ ଦୀପକ ୨୦୧୧ ମସିହାରେ ଓଡ଼ିଆ କଥାଚିତ୍ର ମନ ମୋର ପ୍ରଜାପତି ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ ।

ଏହାପରେ ଦୀପକ ଫ୍ୟାମିଲି ନମ୍ବର୍ ୱାନ୍, ଚାନ୍ଦ ନା ତମେ ତାରା, ସପନର ନାୟିକା, ଆଖି ଖୋଲିଲେ ତୁ ତୁ ହି ତୁ, ତମେ ଥିଲେ ସାଥିରେ, ଗଳ୍ପ ନୁହେଁ ଅଳ୍ପ ଦିନର ଆଦି କଥାଚିତ୍ରରେ ଅଭିନୟ କରିଥିଲେ । ଦୀପକ ଓଡ଼ିଆ କଥାଚିତ୍ର ବ୍ୟତୀତ ଓଡ଼ିଆ ଦୂରଦର୍ଶନ ସାର୍ଥକ ଟିଭିରେ ଜଣେ ବିଚାରକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ସେ ୨୦୧୭ରେ ସାର୍ଥକର କାର୍ଯ୍ୟକ୍ରମ ରଜ କୁଇନ୍‌ରେ ଜଣେ ବିଚାରକ ଭାବରେ କାର୍ଯ୍ୟ କରିଥିଲେ ।

ଅଭିନୀତ କଥାଚିତ୍ର

ବର୍ଷ ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୨୦୧୧ ମନ ମୋର ପ୍ରଜାପତି ଋଷି ପ୍ରଥମ ଓଡ଼ିଆ କଥାଚିତ୍ର
ଫ୍ୟାମିଲି ନମ୍ବର୍ ୱାନ୍
ମଥାରେ ଦେଇ ପାଟ ଓଢ଼ଣୀ
୨୦୧୨ ଚାନ୍ଦ ନା ତମେ ତାରା ବାଦଲ
୨୦୧୩ ସପନର ନାୟିକା ମୋହନ
୨୦୧୪ ତମେ ଥିଲେ ସାଥିରେ ବାଦଲ ଦାସ
୨୦୧୫ ଗଳ୍ପ ନୁହେଁ ଅଳ୍ପ ଦିନର ଦୀପକ ମହାପାତ୍ର
୨୦୧୭ ଆଖି ଖୋଲିଲେ ତୁ ତୁ ହି ତୁ
ଟିକେ ଖରା ଟିକେ ଛାଇ
୨୦୧୯ ଜୋର୍ କା ଝଟ୍‌କା
୨୦୨୧ ମିଷ୍ଟର ରୋମିଓ
ପଲ୍ ପଲ୍ ତତେ ଚାହେଁ
୨୦୨୨ ପାରିକରିବେ ଭୋଳାଶଙ୍କର
ଯଥା ରାବଣସ୍ୟ ମନ୍ଦୋଦରୀ
ବିଛାଗ୍ୟାଙ୍ଗ୍
- ଆଇନା କେବେ ମିଛ କହେନା ମୁକ୍ତିଲାଭ ଅପେକ୍ଷାରେ
ଏଇ ବୋଧେ ଭଲାପାଇବା
କେମିତି ଭୁଲିବି ମୁଁ
ହିଟ୍‌ଲର୍
ଅଟୋଗ୍ରାଫ୍

ଆଧାର

ବାହାର ଆଧାର

Tags:

ଦୀପକ ବାରିକ ପ୍ରାରମ୍ଭିକ ଜୀବନ ଏବଂ ପରିବାରଦୀପକ ବାରିକ ଅଭିନୟ ଜୀବନଦୀପକ ବାରିକ ଅଭିନୀତ କଥାଚିତ୍ରଦୀପକ ବାରିକ ଆଧାରଦୀପକ ବାରିକ ବାହାର ଆଧାରଦୀପକ ବାରିକମନ ମୋର ପ୍ରଜାପତି

🔥 Trending searches on Wiki ଓଡ଼ିଆ:

ପୂଜାକାଞ୍ଚି ଅଭିଯାନବାଲେଶ୍ୱର ଜିଲ୍ଲାବଦ୍ରୀନାଥ ମନ୍ଦିରକ୍ଲାଉଡ଼ ଟେକ୍ନୋଲୋଜିଐଶ୍ୱର୍ଯ୍ୟା ରାୟହେମନ୍ତ ଦାସମୟୂରଭଞ୍ଜ ଜିଲ୍ଲାହୋ ଜନ‌ଜାତିଓଷାଓଡ଼ିଶାର ମାପ ବ୍ୟବସ୍ଥାଶାନ୍ତନୁ କୁମାର ଆଚାର୍ଯ୍ୟ୧୧୫୧ମାନସିକ ସ୍ୱାସ୍ଥ୍ୟକନ୍ନଗୀବ୍ରହ୍ମପୁରମହାନଦୀୟୁନେସ୍କୋ୧୦ ଫେବୃଆରୀସୁଖ ସଂସାରତ୍ରିପୁନ୍ଦ୍ରାସାହିତ୍ୟ ଭାରତୀ ସମ୍ମାନଉଚ୍ଛ୍ୱାସ (କବିତା ସଙ୍କଳନ)ଯଶୋବନ୍ତ ଦାସସିପ୍ରା ମଲ୍ଲିକହିନ୍ଦୁପଣା ସଂକ୍ରାନ୍ତିଉପେନ୍ଦ୍ର ଭଞ୍ଜଅମର ପ୍ରସାଦ ଶତପଥୀସିଦ୍ଧାନ୍ତ ମହାପାତ୍ର୩ ଅପ୍ରେଲ୧ ଅପ୍ରେଲଆଡ଼କିଆ ବେଶମିଳିମିଳାତ୍ରିଭୁଜନୂଆଖାଇନୀଳକଣ୍ଠ ଦାସଶ୍ରୀନିବାସ ରାମାନୁଜନପଞ୍ଚାନନ ମିଶ୍ର୨ (ସଂଖ୍ୟା)ଶିମକଇଁଆବୈଶାଖହିମ କଲରାପତ୍ରିଆ ବାଘ (ସ୍ନୋ ଲେପର୍ଡ୍)ମନୋଜ ଦାସପିଠାୟେଭାଡୁଗଣନ ସଂଖ୍ୟାଶତାବ୍ଦୀର ସୂର୍ଯ୍ୟଦଣ୍ଡ ନାଟବଡ଼ ଓଡ଼ିଆ ମଠସୁନାବେଶରାଜେନ୍ଦ୍ର କିଶୋର ପଣ୍ଡାଲାଲ ରଞ୍ଜିତ ସିଂହ ବରିହାଓଡ଼ିଆ ଭାଷା ଆନ୍ଦୋଳନବୃହସ୍ପତି (ଜ୍ୟୋତିଷ)୨୦୨୨ ରୁଷର ୟୁକ୍ରେନ ଉପରେ ଆକ୍ରମଣରଜନୀଗନ୍ଧା (ଫୁଲ)ଦିବ୍ୟସିଂହ ଦେବଭୁବନେଶ୍ୱରଉମେଶଚନ୍ଦ୍ର ସରକାରମଘା (ନକ୍ଷତ୍ର)ଓଡ଼ିଆ ନାଟକଗୁଗଲ ମ୍ୟାପ୍ସଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର୧୮୮୨ରମାଦେବୀ ଚୌଧୁରୀଲକ୍ଷ୍ମଣ ନାୟକସୁରେନ୍ଦ୍ର ମହାନ୍ତିଗୋପବନ୍ଧୁ ଦାସସଚ୍ଚିଦାନନ୍ଦ ରାଉତରାୟଉଇକିପିଡ଼ିଆଶ୍ରୀନିବାସ ଉଦ୍‌ଗାତାଶୁଚିତ୍ୱଗୁରୁ ପ୍ରସାଦ ମହାନ୍ତିକଳାମଣ୍ଡଳମ ରାଧିକା🡆 More