ବିଛାଗ୍ୟାଙ୍ଗ୍: ୨୦୨୨ ଓଡ଼ିଆ କଥାଚିତ୍ର

ବିଛାଗ୍ୟାଙ୍ଗ୍ ୨୦୨୨ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ସଞ୍ଜୟ ନାୟକ ଏହି କଥାଚିତ୍ରଟିର ପ୍ରଯୋଜନା କରିବା ସହିତ ଏହାର କାହାଣୀ ଓ ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଦେବୀଦତ୍ତ ମହାନ୍ତି । ସଙ୍ଗୀତକାର ବୈଦ୍ୟନାଥ ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ବିଛାଗ୍ୟାଙ୍ଗ୍
ନିର୍ଦ୍ଦେଶକସଞ୍ଜୟ ନାୟକ
ପ୍ରଯୋଜକସଞ୍ଜୟ ନାୟକ
ସଂଳାପସଞ୍ଜୟ ନାୟକ
ଚିତ୍ରନାଟ୍ୟଦେବୀଦତ୍ତ ମହାନ୍ତି
କାହାଣୀସଞ୍ଜୟ ନାୟକ
କଳାକାରଦୀପକ ବାରିକ
ଅର୍ଲିନ ଅଙ୍କିତା
ପିଣ୍ଟୁ ନନ୍ଦ
ପୁଷ୍ପା ପଣ୍ଡା
ସଙ୍ଗୀତବୈଦ୍ୟନାଥ ଦାଶ
ଚିତ୍ରଗ୍ରହଣଏସ୍. ରଞ୍ଜନ
ସମ୍ପାଦକରଞ୍ଜନ ଖଟେଇ
ବିତରକ୨୦ ନଭେମ୍ବର ୨୦୨୨
ଦେଶବିଛାଗ୍ୟାଙ୍ଗ୍: ଅଭିନୟ, କାହାଣୀ, ଗୀତ ଏବଂ ସଙ୍ଗୀତ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦୀପକ ବାରିକ ଓ ଅର୍ଲିନ ଅଙ୍କିତା । ପିଣ୍ଟୁ ନନ୍ଦ, ପୁଷ୍ପା ପଣ୍ଡା, ପ୍ରଦୀପ ଦେବତା, କ୍ରିଷ୍ଣା କର, କାଳୀ, ଦେବ, ଚୌଧୁରୀ ଜୟପ୍ରକାଶ ଦାସ, ବିଜୁ ବଡ଼ଜେନା, ସୋନମ ସ୍ୱାଇଁ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଏହି କଥାଚିତ୍ରଟି ୨୦୨୨ ମସିହାର ନଭେମ୍ବର ୨୦ ତାରିଖରେ ଉଭୟ ତରଙ୍ଗ ପ୍ଲସ୍ ଓ ତରଙ୍ଗ ଟିଭିରେ ମୁକ୍ତିଲାଭ କରିଥିଲା ।

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ । ସଞ୍ଜୟ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସତ୍ୟଜିତ ପ୍ରଧାନ ଓ ନେହା ନିହାରିକା କର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତସମୟ

ଆଧାର

ବାହାର ଆଧାର

Tags:

ବିଛାଗ୍ୟାଙ୍ଗ୍ ଅଭିନୟବିଛାଗ୍ୟାଙ୍ଗ୍ କାହାଣୀବିଛାଗ୍ୟାଙ୍ଗ୍ ଗୀତ ଏବଂ ସଙ୍ଗୀତବିଛାଗ୍ୟାଙ୍ଗ୍ ଆଧାରବିଛାଗ୍ୟାଙ୍ଗ୍ ବାହାର ଆଧାରବିଛାଗ୍ୟାଙ୍ଗ୍

🔥 Trending searches on Wiki ଓଡ଼ିଆ:

ବିଜୁ କୃଷକ କଲ୍ୟାଣ ଯୋଜନାଛ ମାଣ ଆଠ ଗୁଣ୍ଠଗୁଗଲମହିମା ଧର୍ମମଟର ସାଇକେଲଅଚିହ୍ନା ବାସଭୂମିଦମନ (୨୦୨୨ର କଥାଚିତ୍ର)ରାମ ନବମୀବୁଢ଼ିଆଣୀଓଡ଼ିଶାର ପର୍ବପର୍ବାଣିଅସହଯୋଗ ଆନ୍ଦୋଳନଚୁଡ଼ାଅନନ୍ତ ପଟ୍ଟନାୟକଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଭାରତୀୟ ଜନତା ପାର୍ଟିଅଶୋକାଷ୍ଟମୀ୧୬୩ରୁକ୍ମିଣୀ ବିବାହବନ୍ଦେ ମାତରମମହାନଦୀଓଡ଼ିଶାର ଲୋକନୃତ୍ୟମାଗୁଣିର ଶଗଡ଼୨୯ ମାର୍ଚ୍ଚକଳାକଳେବର ଚଉତିଶାପରିବେଶମଧୁସୂଦନ ଦାସଚାରି ଧାମମହେନ୍ଦ୍ର ସିଂହ ଧୋନି୨ ଅଗଷ୍ଟଧର୍ମହାତୀଅଶ୍ୱତ୍ଥାମାନୃସିଂହଜୟପୁର, କୋରାପୁଟନଡ଼ିଆକୁକୁରବିବାହଚାଟ୍ ଜିପିଟିଦାସିଆ ବାଉରୀଗୀତଗୋବିନ୍ଦଓଡ଼ିଆ ଭାଗବତଓଡ଼ିଆ ମସଲାର ଇଂରାଜୀ ପ୍ରତିଶବ୍ଦପଠାଣି ସାମନ୍ତଧାତୁକାଳିନ୍ଦୀ ଚରଣ ପାଣିଗ୍ରାହୀଦେବଦାସୀଚିନ୍ତାମଣି ମହାନ୍ତିନୀଲ ଆର୍ମଷ୍ଟ୍ରଙ୍ଗଜୋଆନ ଅଫ ଆର୍କଲବଣ ସତ୍ୟାଗ୍ରହଦାମୋଦର ରାଉତମହାଦେଶକମ୍ପ୍ୟୁଟର୫ ଅଗଷ୍ଟଚକ୍ରଧର ମହାପାତ୍ରଗୋପୀନାଥ ମହାନ୍ତିରମାକାନ୍ତ ରଥଭାରତ ଲୀଳାଦଗ୍ଧକାଗଜହେନା ଫୁଲବନ୍ଦେ ଉତ୍କଳ ଜନନୀହେଲିକୋବ୍ୟାକ୍ଟର ପାଇଲୋରିତାଳଧ୍ୱଜବିଜୟ ମିଶ୍ରଓଡ଼ିଆ ଭାଷାଭରତ (ରାମାୟଣ)🡆 More