ପୁଷ୍ପା ପଣ୍ଡା: ଓଡ଼ିଆ ଅଭିନେତ୍ରୀ

ପୁଷ୍ପା ପଣ୍ଡା ଜଣେ ଜଣାଶୁଣା ଓଡ଼ିଆ ସିନେ ଅଭିନେତ୍ରୀ । ସେ ଅନେକ ଓଡ଼ିଆ ଓ ବଙ୍ଗଳା ସିନେମାରେ କାମ କରିଛନ୍ତି ।

ପୁଷ୍ପା ପଣ୍ଡା
ଜନ୍ମ
ଜାତୀୟତାଭାରତୀୟ
ବୃତ୍ତିସିନେମା ଅଭିନେତ୍ରୀ
ସକ୍ରିୟ ବର୍ଷ୧୯୮୪-ଏବେଯାଏଁ
ପ୍ରସିଦ୍ଧିଓଡ଼ିଆ ସିନେମା ଅଭିନେତ୍ରୀ

ପ୍ରାରମ୍ଭିକ ଜୀବନ

ପୁଷ୍ପା ପଣ୍ଡା ଓଡ଼ିଶାରେ ଭୁବନେଶ୍ୱରଠାରେ ଜନ୍ମ ଗ୍ରହଣ କରିଥିଲେ ।

ସିନେମା ଜୀବନ

୧୯୮୪ ମସିହାରେ ନିନାଦ ଚଳଚ୍ଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା ପୁଷ୍ପା, ବର୍ତ୍ତମାନ ସୁଦ୍ଧା ୩୦ରୁ ଅଧିକ ଓଡ଼ିଆ, ବଙ୍ଗଳା, ସିନେମାରେ ଅଭିନୟ କରିସାରିଛନ୍ତି ।

ଅଭିନୀତ ଓଡ଼ିଆ କଥାଚିତ୍ର

କଥାଚିତ୍ର ମୁକ୍ତିଲାଭ ବର୍ଷ ନିର୍ଦ୍ଦେଶକ
ମୁ ପ୍ରେମୀ ମୁ ପାଗଳ ୨୦୧୧
ଚୋରି ଚୋରି ମନ ଚୋରି ୨୦୧୧
ମତେ ବୋହୂ କରି ନେଇ ଯା ୨୦୧୧
ମନ ମୋର ପ୍ରଜାପତି ୨୦୧୧
ମୋଷ୍ଟ ୱାଣ୍ଟେଡ଼ ୨୦୧୧
ଏଇ ମିଳନ ଯୁଗଯୁଗର ୨୦୧୦
ଶଶୁର ଘର ଜିନ୍ଦାବାଦ ୨୦୧୦
ସଞ୍ଜୁ ଆଉ ସଞ୍ଜନା ୨୦୧୦
କେଉଁ ଦୁନିଆରୁ ଆସିଲ ବନ୍ଧୁ ୨୦୦୯
ଛାତି ଚିରି ଦେଲେ ତୁ ୨୦୦୮
ମତେ ତ ଲଭ ହେଲାରେ ୨୦୦୮
ଅଗ୍ନି ଶିଖା ୨୦୦୭
ନବଦିଗନ୍ତ ୧୯୯୮
ପୁଅ ମୋର ଜଗତ ଜିତା ୧୯୯୭
ମୋକ୍ଷ ୧୯୯୬
ଜୀବନ ଧାରା ୧୯୯୫
ରଣଭୂମି ୧୯୯୫
ସକଳ ତୀର୍ଥ ତୋ ଚରଣେ ୧୯୯୫
ଆଶା ୧୯୯୩
ଅଗ୍ନି ବୀଣା ୧୯୯୦
ଅନ୍ଧ ଦିଗନ୍ତ ୧୯୯୦
ଆକାଶର ଆଖି ୧୯୮୯ ପଙ୍କଜ ପାଣି
ପଞ୍ଚୁ ପାଣ୍ଡବ ୧୯୮୯
ପ୍ରତିଶୋଧ ଅପରାଧ ନୁହେଁ ୧୯୮୯
ରଜନୀଗନ୍ଧା ୧୯୮୯
କନ୍ୟାଦାନ ୧୯୮୮
ନିଷିଦ୍ଧ ସ୍ୱପ୍ନ ୧୯୮୮
ଆକାଶର ଆଖି ୧୯୮୭
କସ୍ତୁରୀ ୧୯୮୭
ମଝି ପାହାଚ ୧୯୮୭
ନିନାଦ ୧୯୮୪

ପୁରସ୍କାର

ଆଧାର

ବାହାର ଲିଙ୍କ


Tags:

ପୁଷ୍ପା ପଣ୍ଡା ପ୍ରାରମ୍ଭିକ ଜୀବନପୁଷ୍ପା ପଣ୍ଡା ସିନେମା ଜୀବନପୁଷ୍ପା ପଣ୍ଡା ପୁରସ୍କାରପୁଷ୍ପା ପଣ୍ଡା ଆଧାରପୁଷ୍ପା ପଣ୍ଡା ବାହାର ଲିଙ୍କପୁଷ୍ପା ପଣ୍ଡାଓଡ଼ିଆ ଭାଷା

🔥 Trending searches on Wiki ଓଡ଼ିଆ:

ଦୁଃଶୀଳାସୁଦର୍ଶନ ପଟ୍ଟନାୟକଶିବ ସେନାପଦାର୍ଥଓଡ଼ିଆ ଲିପିଜଗନମୋହ‌ନ ଲାଲଓଡ଼ିଶାର ଲୋକନୃତ୍ୟଯଶୋଧାରା ମିଶ୍ରଚନ୍ଦନଲାଗି ବେଶ୧ ମାର୍ଚ୍ଚଭାନୁଜୀ ରାଓଆଖିଏମିତି ଭାଇ ଜଗତେ ନାହିଁନରେନ୍ଦ୍ର ମୋଦୀକୁକୁରଲକ୍ଷ୍ମଣ ନାୟକରାସେଶ୍ୱରୀ ପାଣିଗ୍ରାହୀମହାବୀର ଜୈନପୃଥିବୀଆଶୁତୋଷ ପରିଡ଼ାଓଡ଼ିଶାର ସଂସ୍କୃତିଉତ୍କଳ ବିଶ୍ୱବିଦ୍ୟାଳୟଉତ୍କଳ ଦୀପିକାଲାଲ ବାହାଦୁର ଶାସ୍ତ୍ରୀପଣା ସଂକ୍ରାନ୍ତିଗୁଣ୍ଡିଚା ମନ୍ଦିରଜାନକୀ ବଲ୍ଲଭ ପଟ୍ଟନାୟକସଞ୍ଚୟ ଖାତାବେଣୁଧର ରାଉତକଳାପାହାଡ଼ଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାରଜିୟା ସୁଲତାନଗ୍ରହଗିରିଧର ଗମାଙ୍ଗଗୋବିନ୍ଦ ତ୍ରିପାଠୀବ୍ରାହ୍ମଣଅପରେଟିଙ୍ଗ ସିଷ୍ଟମଅହଲ୍ୟା (ଓଡ଼ିଆ କଥାଚିତ୍ର)ଧାମରା ବନ୍ଦରହୃଷୀକେଶ ପଣ୍ଡାଶିଶୁ ଅନନ୍ତ ଦାସଭାରତୀୟ ଦଣ୍ଡ ସଂହିତା, ୧୮୬୦ନଦୀଶେର ଶାହ ସୁରୀଚିତ୍ତରଞ୍ଜନ ଦାସମିଆ ଖଲିଫାଅଖିଳ ମୋହନ ପଟ୍ଟନାୟକବିନୋଦ ଚନ୍ଦ୍ର ନାୟକଶ୍ରୀ ଅରବିନ୍ଦଧରଣୀଧର ଭୂୟାଁବିଶ୍ୱନାଥ ଦାସଶାମ୍ବ (କୃଷ୍ଣଙ୍କ ପୁତ୍ର)ମହାଦେଶପର୍ଫେନାଜାଇନବିଭୂତି ପଟ୍ଟନାୟକସ୍ୱାମୀ ବିବେକାନନ୍ଦସମ୍ବାଦ (ଖବରକାଗଜ)ଅଭିମନ୍ୟୁ ସାମନ୍ତସିଂହାରବ୍ୟଞ୍ଜନ ବର୍ଣ୍ଣବରଗଛଧୃତରାଷ୍ଟ୍ର (ମହାଭାରତ)ରବି ପଟ୍ଟନାୟକସଂସ୍କୃତ ଭାଗବତକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଭରତ (ରାମାୟଣ)🡆 More