ଚକ୍ରଧର ମହାପାତ୍ର: ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ଚକ୍ରଧର ମହାପାତ୍ର (୧୮ ମାର୍ଚ୍ଚ ୧୯୦୮- ୨୪ ଅକ୍ଟୋବର ୧୯୮୨), ଜଣେ ଓଡ଼ିଆ ସାହିତ୍ୟିକ ଓ ଗବେଷକ ଥିଲେ । ସେ ମୁଖ୍ୟତଃ ଉପନ୍ୟାସ, ଜୀବନୀ ଓ ଗବେଷଣାଧର୍ମୀ ପୁସ୍ତକ ରଚନା କରିଥିଲେ । ନିଜ ପୁସ୍ତକ କୁନ୍ତଳା କୁମାରୀ ଜୀବନ ଚରିତ ପାଇଁ ସେ ୧୯୭୪ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।

ଚକ୍ରଧର ମହାପାତ୍ର
ଜନ୍ମ(1908-03-18)୧୮ ମାର୍ଚ୍ଚ ୧୯୦୮
ନରସିଂହପୁର, କଟକ
ମୃତ୍ୟୁ୨୪ ଅକ୍ଟୋବର ୧୯୮୨(1982-10-24) (ବୟସ ୭୪)
ଜାତୀୟତାଭାରତୀୟ
ବୈବାହିକ-ସାଥୀକନକ ମଞ୍ଜରୀ ମହାପାତ୍ର
ସନ୍ତାନମନୋଜ ମଞ୍ଜରୀ ମିଶ୍ର
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ଜୀବନୀ

ଚକ୍ରଧର ୧୯୦୮ ମସିହାରେ କଟକ ଜିଲ୍ଲାର ନରସିଂହପୁରଠାରେ ଜନ୍ମଗ୍ରହଣ କରିଥିଲେ । ବାଲ୍ୟଜୀବନ ତାଙ୍କର ସଂଘର୍ଷମୟ ଥିଲା । ପାଠପଢ଼ିବା ପାଇଁ କଟକ ଆସିଥିଲେ ଓ ପରବର୍ତ୍ତୀ ଜୀବନ କଟକରେ ହିଁ ବିତିଥିଲା । ସେ ଓଡ଼ିଆ ସହିତ ହିନ୍ଦୀ, ବଙ୍ଗଳା, ଇଂରାଜୀସଂସ୍କୃତ ଆଦି ଭାଷାରେ ପାରଙ୍ଗମ ଥିଲେ । କିଶୋର ବୟସରେ ସେ ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରି, କଲିକତା ଓ କରାଚୀ କଂଗ୍ରେସ ଅଧିବେଶନରେ ଯୋଗ ଦେଇଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟଦ୍ୱାରା ପ୍ରକାଶିତ "ଜ୍ଞାନକୋଷ"ରେ ସେ ଜଣେ ଭାଷା ସହାୟକ ଭାବରେ କାର୍ଯ୍ୟ କରିଥିଲେ । ସେ ନରସିଂହପୁର ରାଜ୍ୟର ଦେବୋତ୍ତର ମ୍ୟାନେଜର ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ତାଙ୍କ ପତ୍ନୀ କନକ ମଞ୍ଜରୀ ମହାପାତ୍ର ଜଣେ ଶିଶୁ ସାହିତ୍ୟିକ ଭାବେ ପରିଚିତ । ୧୯୮୨ ମସିହା ଅକ୍ଟୋବର ୨୪ତାରିଖରେ ଚକ୍ରଧରଙ୍କର ମହାପ୍ରୟାଣ ଘଟିଥିଲା ।

ରଚନାବଳୀ

ଉପନ୍ୟାସ

  • ଗୋବର ଗୋଟେଇ - ୧୯୩୦
  • ଅପୂର୍ଣ୍ଣ ପ୍ରେମ-୧୯୩୦
  • ବଳାଙ୍ଗୀ-୧୯୩୪
  • ଚନ୍ଦ୍ରିକା
  • ଖଞ୍ଜେଇ ନାହାକାଣୀ
  • ହସିଲା ଜହ୍ନ
  • ରୋଡ଼ଙ୍ଗ ବକ୍ସୀ-୧୯୪୮
  • ରଣମାଧୁରୀ-୧୯୩୪

ଜୀବନୀ

  • କୁନ୍ତଳା କୁମାରୀ ଜୀବନ ଚରିତ - ୧୯୭୨

ଗବେଷଣାଧର୍ମୀ

  • ଉତ୍କଳ ଇତିହାସର ଏକ ଅଜ୍ଞାତ ଅଧ୍ୟାୟ
  • The real birth place of Buddha

ସମ୍ମାନ ଓ ପୁରସ୍କାର

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୭୪

ଆଧାର

ବାହାର ଲିଙ୍କ୍

Tags:

ଚକ୍ରଧର ମହାପାତ୍ର ଜୀବନୀଚକ୍ରଧର ମହାପାତ୍ର ରଚନାବଳୀଚକ୍ରଧର ମହାପାତ୍ର ସମ୍ମାନ ଓ ପୁରସ୍କାରଚକ୍ରଧର ମହାପାତ୍ର ଆଧାରଚକ୍ରଧର ମହାପାତ୍ର ବାହାର ଲିଙ୍କ୍ଚକ୍ରଧର ମହାପାତ୍ର

🔥 Trending searches on Wiki ଓଡ଼ିଆ:

ବୀର ସୁରେନ୍ଦ୍ର ସାଏମଧୁସୂଦନ ଦାସନବକୃଷ୍ଣ ଚୌଧୁରୀଫତୁରାନନ୍ଦଛ ମାଣ ଆଠ ଗୁଣ୍ଠଲିଙ୍ଗରାଜ ମନ୍ଦିରହିଙ୍ଗୁଳା ମନ୍ଦିରନକ୍ଷତ୍ରଯକ୍ଷ୍ମାଅମର ପ୍ରସାଦ ଶତପଥୀଫୁଲଚନ୍ଦ୍ରଶେଖର ରଥଇଣ୍ଡୋନେସିଆଅଶ୍ୱିନୀ କୁମାର ଘୋଷଶ୍ରୀମନ୍ଦିରରେ ପାଳିତ ଦୈନିକ ନୀତିଚନ୍ଦ୍ରଯାନ-୩କାଳୀଛଉ ନାଚପ୍ରଶାନ୍ତ ନନ୍ଦଗାୟତ୍ରୀବାଳା ପଣ୍ଡାଧର୍ମେନ୍ଦ୍ର ପ୍ରଧାନମଦନମୋହନ୧୫ ଡିସେମ୍ବରଚୈତ୍ର ପୂର୍ଣ୍ଣିମାକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବପକ୍ଷୀଘରଜୁଲାଇବୀଣାପାଣି ମହାନ୍ତିଭାରତ ଲୀଳାସୀତାକାନ୍ତ ମହାପାତ୍ରବାରିପଦାଥାଇଲାଣ୍ଡଶବରଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣି୨୭ ଅପ୍ରେଲରାୟଗଡ଼ା ରେଳ ଷ୍ଟେସନ୨୨ ଅକ୍ଟୋବରଜ୍ଞାନକୋଷବରୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗୋକର୍ଣ୍ଣେଶ୍ୱର ଦେଉଳଗଇଁଠାଉପେନ୍ଦ୍ର କିଶୋର ଦାସଚିତ୍ତରଞ୍ଜନ ଦାସସଂଘମିତ୍ରା ମିଶ୍ରହରପ୍ରସାଦ ଦାସମନ୍ଦାରରଥଯାତ୍ରାମାଳତୀ ଚୌଧୁରୀ୧୭ ଫେବୃଆରୀପାଟଦେଇପାଇଥନ୍ (ପ୍ରୋଗ୍ରାମିଂ ଭାଷା)ହୋମି ଜାହାଙ୍ଗୀର ଭାବାବିଶ୍ୱନାଥ କରସଖୀ କଣ୍ଢେଇ ନାଚଓମ୍୨ ଅପ୍ରେଲନଡ଼ିଆଓଡ଼ିଆ ଚଉତିଶା ଗୁଡ଼ିକର ତାଲିକାବିଦ୍ୟାଳୟଝାଲ ମୁଢ଼ିଓଲିସେରିଡାଇନବୃନ୍ଦାବନପ୍ରତୀକ୍ଷାମଙ୍ଗଳା ମନ୍ଦିରଗୋଦାବରୀଶ ମିଶ୍ରକାମଦା ଏକାଦଶୀ୨୬ ଅପ୍ରେଲୟୁରୋପଓଡ଼ିଆ ନବବର୍ଷ୧୯ ଜୁନଗୌତମ ବୁଦ୍ଧ🡆 More