ଆଖି ବୁଜିଦେଲେ ତୁ: ୨୦୨୧ ଓଡ଼ିଆ କଥାଚିତ୍ର

ଆଖି ବୁଜିଦେଲେ ତୁ, ୨୦୨୧ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଭିନେତା ପୁପିନ୍ଦର ସିଂହ । ନିରଞ୍ଜନ କର ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ତୁଷାରକାନ୍ତ ପଟ୍ଟନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଏସ୍.

କେ. ମୂରଲୀଧର । ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଆଖି ବୁଜିଦେଲେ ତୁ
ନିର୍ଦ୍ଦେଶକଏସ୍. କେ. ମୂରଲୀଧର
ପ୍ରଯୋଜକପୁପିନ୍ଦର ସିଂହ
ଚିତ୍ରନାଟ୍ୟତୁଷାର କାନ୍ତ ପଟ୍ଟନାୟକ
କାହାଣୀନିରଞ୍ଜନ କର
କଳାକାରପୁପିନ୍ଦର ସିଂହ
ଦୀପିକା ତ୍ରପାଠୀ
ଜ୍ୟୋତିର୍ମୟୀ ବଳ
ସମରେଶ ରାଉତରାୟ
ମନୋଜ ମିଶ୍ର
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣପ୍ରଦୀପ
ସମ୍ପାଦକଟୁବୁନ
ମୁକ୍ତିଲାଭ ତାରିଖ
୩୧ ଡିସେମ୍ବର ୨୦୨୧
ଦେଶଆଖି ବୁଜିଦେଲେ ତୁ: ଅଭିନୟ, କାହାଣୀ, ଗୀତ ଏବଂ ସଙ୍ଗୀତ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ପୁପିନ୍ଦର ସିଂହ, ଦୀପିକା ତ୍ରିପାଠୀ ଓ ଜ୍ୟୋତିର୍ମୟୀ ବଳ । ସମରେଶ ରାଉତରାୟ, ମନୋଜ ମିଶ୍ର, ଜର୍ଜ ତିଆଡ଼ି, ରବି ମିଶ୍ର, ଜୀବନ ପଣ୍ଡା, ଗୁଡ୍ଡୁ ଆଦି କଳାକାରାମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୧ ମସିହାର ଡିସେମ୍ବର ୩୧ ତାରିଖରେ କଲର୍ସ ଓଡ଼ିଆରେ ମୁକ୍ତିଲାଭ କରିଥିଲା ।

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ତୁଷାରକାନ୍ତ ପଟ୍ଟନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ହ୍ୟୁମାନ ସାଗର, ଅନ୍ତରା ଚକ୍ରବର୍ତ୍ତୀ, ତିଲକ୍ ଚକ୍ରବର୍ତ୍ତୀ, ଅଞ୍ଜଳୀ ମିଶ୍ର, ଶଶାଙ୍କ ଶେଖର, ଅସୀମା ପଣ୍ଡାଙ୍କ ଭଳି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିର କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତଗାୟକସମୟ
1."ଚାର୍ ବୋତଲ୍ ଭୋଡ୍‌କା ଲଡ୍‌କି ହୋତୋ ଲୋଡ୍‌କା"ଅସୀମା ପଣ୍ଡା 
2."ଆଖି ବୁଜିଦେଲେ ତୁ"ହ୍ୟୁମାନ ସାଗର, ଅନ୍ତରା ଚକ୍ରବର୍ତ୍ତୀ 

ଆଧାର

ବାହାର ଆଧାର

Tags:

ଆଖି ବୁଜିଦେଲେ ତୁ ଅଭିନୟଆଖି ବୁଜିଦେଲେ ତୁ କାହାଣୀଆଖି ବୁଜିଦେଲେ ତୁ ଗୀତ ଏବଂ ସଙ୍ଗୀତଆଖି ବୁଜିଦେଲେ ତୁ ଆଧାରଆଖି ବୁଜିଦେଲେ ତୁ ବାହାର ଆଧାରଆଖି ବୁଜିଦେଲେ ତୁ

🔥 Trending searches on Wiki ଓଡ଼ିଆ:

ରାୟଗଡ଼ା ରେଳ ଷ୍ଟେସନଅମୃତ ଫଳଏମିତି ଭାଇ ଜଗତେ ନାହିଁ୧୮ ଅପ୍ରେଲଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାଓଡ଼ିଶାର ସଂସ୍କୃତିଭୁବନେଶ୍ୱରସଂସ୍କୃତ ଭାଗବତହନୁମାନବିଜୁ ଜନତା ଦଳଦିବାକର ପରିଡ଼ାରଣଜିତ ପଟ୍ଟନାୟକମୌଳିକ ସଂଖ୍ୟାଭାରତୀୟ ଦଣ୍ଡ ସଂହିତା, ୧୮୬୦ରାସେଶ୍ୱରୀ ପାଣିଗ୍ରାହୀଆଖିଭାରତୀୟ ଜନଗଣନାଟାଇପରାଇଟରସଞ୍ଚିତା ମହାନ୍ତିଲକ୍ଷ୍ମଣ ମିଶ୍ରସୀତାକାନ୍ତ ମହାପାତ୍ରଯକ୍ଷ୍ମାତୁଷାରକାନ୍ତି ବେହେରାପାପମୋଚନୀ ଏକାଦଶୀଜ୍ଞାନୀ ଦେବାଶିଷ ମିଶ୍ରହରପ୍ରସାଦ ଦାସଜ୍ଞାନକୋଷକୃଷ୍ଣଚନ୍ଦ୍ର ପାଣିଗ୍ରାହୀଲିଚୁବିଜୁ ପଟ୍ଟନାୟକଝୁମର୧୯୮୪ପ୍ରଶାନ୍ତ ନନ୍ଦଦେବସ୍ନାନ ପୂର୍ଣ୍ଣିମାଅସହଯୋଗ ଆନ୍ଦୋଳନହନୁମାନ ଜୟନ୍ତୀଅକ୍ଷର କଳାଶୈଳବାଳା ଦାସ୪ ଅପ୍ରେଲବସନ୍ତ କୁମାର ଶତପଥୀ୮ ଅପ୍ରେଲକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଅଟିଜିମ୍‌ଓଡ଼ିଶା ବିଧାନ ସଭାଖୋର୍ଦ୍ଧାପ୍ଲୀହାପଞ୍ଚସଖାକଲମବୈଷ୍ଣବ ଚରଣ ପଟ୍ଟନାୟକଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଚୈତ୍ର ପୂର୍ଣ୍ଣିମାସୁନାବେଶଭାରତର ନଦୀ ସମୂହର ତାଲିକାକଟକ ଜିଲ୍ଲାତୁମ ପରି ଛୋଟ ପିଲାଟିଏରାସନ କାର୍ଡ଼ (ଭାରତ)ବିଧାନ ସଭା ସଭ୍ୟମହାନଦୀଜିନା ସାମଲଦୁଃଶୀଳାଚୁଡ଼ାସିପାହୀ ବିଦ୍ରୋହବିନୋଦ ଚନ୍ଦ୍ର ନାୟକକୃଷ୍ଣଓଡ଼ିଆ ସାହିତ୍ୟବ୍ରାଉଜରରୋମୀୟ ସାମ୍ରାଜ୍ୟ🡆 More