ଅଭିନେତା ହରିହର ମହାପାତ୍ର: ଓଡ଼ିଆ ଅଭିନେତା

ହରିହର ମହାପାତ୍ର, ଜଣେ ଜଣାଶୁଣା ଓଡ଼ିଆ ଅଭିନେତା । ବ୍ୟଙ୍ଗ ଅଭିନୟ ପାଇଁ ସେ ବିଶେଷ ଭାବରେ ପରିଚିତ । ଚଳଚ୍ଚିତ୍ର ବ୍ୟତିତ ରଙ୍ଗମଞ୍ଚ ଓ ଦୂରଦର୍ଶନରେ ମଧ୍ୟ ସେ ଅଭିନୟ ଓ ନିର୍ଦ୍ଦେଶନା କରନ୍ତି ।

ହରିହର ମହାପାତ୍ର
ଅଭିନେତା ହରିହର ମହାପାତ୍ର: ଓଡ଼ିଆ ଅଭିନେତା
ଜନ୍ମ (1975-12-23) ୨୩ ଡିସେମ୍ବର ୧୯୭୫ (ବୟସ ୪୮)
ଜାତୀୟତାଅଭିନେତା ହରିହର ମହାପାତ୍ର: ଓଡ଼ିଆ ଅଭିନେତା ଭାରତୀୟ
ଶିକ୍ଷାନୁଷ୍ଠାନଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ
ପ୍ରସିଦ୍ଧିଅଭିନେତା
ବୈବାହିକ-ସାଥୀମୋନାଲିସା ମହାପାତ୍ର
ସନ୍ତାନତାବିସି ତନୟା ମହାପାତ୍ର
ପିତାମାତାଭଗବାନ ମହାପାତ୍ର
ପାର୍ବତୀ ମହାପାତ୍ର
ଦସ୍ତଖତ
ଅଭିନେତା ହରିହର ମହାପାତ୍ର: ଓଡ଼ିଆ ଅଭିନେତା

ହରିହର ମହାପାତ୍ର, ୧୯୭୫ ମସିହା ଡିସେମ୍ବର ମାସ ୨୩ ତାରିଖରେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଭଗବାନ ମହାପାତ୍ର ଓ ମାତାଙ୍କ ନାମ ପାର୍ବତୀ ମହାପାତ୍ର ଅଟେ । ପିଲାଦିନରୁ ତାଙ୍କର ନାଟକ ଓ ଅଭିନୟ ପ୍ରତି ଦୂର୍ବଳତା ରହିଥିଲା । ସେ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ, ଅଭିନୟ ବିଷୟରେ ଶିକ୍ଷାଗ୍ରହଣ କରିଛନ୍ତି । ୧୯୯୦ ମସିହାରୁ, ସେ ଅଭିନୟକୁ ନିଜର ପେଷାଭାବରେ ଗ୍ରହଣ କରିଛନ୍ତି ।

ଅଭିନୟ ଜୀବନ

ହରିହର ମହାପାତ୍ର ରାଜୁ ମିଶ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ସତମିଛ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।

ଆଧାର

ବାହାର ଆଧାର

Tags:

🔥 Trending searches on Wiki ଓଡ଼ିଆ:

ମହାବୀର ଜୈନପ୍ରଯୁକ୍ତି ବିଦ୍ୟାଭଗୀରଥ ଦାସସମ୍ବଲପୁର ଜିଲ୍ଲାଶୁକ୍ରବାରଉତ୍ତର ଭାଦ୍ରପଦ (ନକ୍ଷତ୍ର)ଭାଷାଶାନ୍ତନୁ କୁମାର ଆଚାର୍ଯ୍ୟପାଞ୍ଜିଜାତୀୟ ସଙ୍ଗୀତବିଜୁ ପଟ୍ଟନାୟକସ୍କନ୍ଦ ପୁରାଣଟୁକାଟିନିବରାମଚନ୍ଦ୍ର ମିଶ୍ରଭାରତୀୟ ଜାତୀୟ କଂଗ୍ରେସଗେଣ୍ଡୁଫୁଲବାଇଶି ପାହାଚଜ୍ୟୋତିର୍ଲିଙ୍ଗଅଦିନ ମେଘଧାନରେବତୀ (କ୍ଷୁଦ୍ରଗଳ୍ପ)ନବକଳେବରଜର୍ଜିଆପୁରୁଷୋତ୍ତମ ଦେବଓଡ଼ିଆ ନାରୀ କବି ମାନଙ୍କ ତାଲିକା୫ ଜୁଲାଇମନୋଜ କୁମାର ମିଶ୍ରଜାମସେଦଜୀ ଟାଟାରାମକୃଷ୍ଣ ପରମହଂସସୂର୍ଯ୍ୟପରାଗହସ୍ତା (ନକ୍ଷତ୍ର)କ୍ଷୀରଚୋରା ଗୋପୀନାଥ ମନ୍ଦିରଜାପାନୀ ଭାଷାବି. ଆର. ଆମ୍ବେଦକରଚିକୁନ‌ଗୁନିଆଉଇକିମିଡ଼ିଆ ମୁଭମେଣ୍ଟଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାମହାନଦୀନିଝୁମ ରାତିର ସାଥୀ (୨୦୧୭)ଗୁରୁ ପ୍ରସାଦ ମହାନ୍ତିଆଜ୍‌ମାଶ୍ରବଣା (ନକ୍ଷତ୍ର)ଡାଉନ ସିଣ୍ଡ୍ରୋମମହାଭାରତଉଇକିପାଠାଗାରଭୁବନେଶ୍ୱରବୃହସ୍ପତିତାରାତାରିଣୀ ମନ୍ଦିରପୁନର୍ବସୁ (ନକ୍ଷତ୍ର)ବିଭୁ କିଶୋରଭିତରକନିକା ଜାତୀୟ ଉଦ୍ୟାନଭାରତୀୟ ଜନତା ପାର୍ଟିଜଗନ୍ନାଥ ମନ୍ଦିର, କୋରାପୁଟଭାରତୀୟ ଡାକ ସେବାସଂଯୁକ୍ତା ପାଣିଗ୍ରାହୀଅକ୍ଷାଂଶଶିବଗୋବିନ୍ଦ ଚନ୍ଦ୍ର ଦାସନିତ୍ୟାନନ୍ଦ ମହାପାତ୍ରକାଳୀଚରଣ ପଟ୍ଟନାୟକ୩ ଅଗଷ୍ଟନାସାନଟବର ସାମନ୍ତରାୟଓଡ଼ିଶାର ପର୍ବପର୍ବାଣିକେବେ ତମେ ନାହଁ କେବେ ମୁଁ ନାହିଁବିରେନ ପଲେଇଏଚଆଇଭି/ଏଡସମଇଲୋକସଂଖ୍ୟା ଅନୁସାରେ ଏସିଆ ମହାଦେଶ ର ଦେଶ ସମୂହ🡆 More