ଓଡ଼ିଆ କଥାଚିତ୍ର କଳ୍କୀ: ୨୦୧୫ର ଓଡ଼ିଆ କଥାଚିତ୍ର

କଳ୍କୀ, ୨୦୧୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ଅଭିନେତା ଅରିନ୍ଦମ ରାୟ । ଏହି ଚଳଚ୍ଚିତ୍ରର କାହାଣୀ ଏବଂ ସଂଳାପ ଲେଖିଥିଲେ ଭରଦ୍ୱାଜ ପଣ୍ଡା । ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ତାପସ ସରଘରିଆ । ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଭୂତି ଭୁଷଣ ଗଡ଼ନାୟକ ।

କଳ୍କୀ
ନିର୍ଦ୍ଦେଶକତାପସ ସରଘରିଆ
ପ୍ରଯୋଜକଅରିନ୍ଦମ ରାୟ
ସଂଳାପଭରଦ୍ୱାଜ ପଣ୍ଡା
ଚିତ୍ରନାଟ୍ୟଭରଦ୍ୱାଜ ପଣ୍ଡା
କାହାଣୀଭରଦ୍ୱାଜ ପଣ୍ଡା
କଳାକାରଅରିନ୍ଦମ ରାୟ, ରିୟା ଦେ, ଜ୍ୟୋତିର୍ମୟୀ ବଳ, ହରିହର ମହାପାତ୍ର, ସାତ୍ୟକି ମିଶ୍ର, ପ୍ରଦ୍ୟୁମ୍ନ ଲେଙ୍କା, ଅସୀତ ପତି, ସୁନୀଲ ସଙ୍ଖୁଆ
ସଙ୍ଗୀତବିଭୂତି ଭୁଷଣ ଗଡ଼ନାୟକ
ଚିତ୍ରଗ୍ରହଣରବିନ୍ଦ୍ର ବେହେରା
ସମ୍ପାଦକନଞ୍ଜ, ସବ୍ୟସାଚୀ
ମୁକ୍ତିଲାଭ ତାରିଖ
୨୫ ନଭେମ୍ବର ୨୦୧୫
ଦେଶଓଡ଼ିଆ କଥାଚିତ୍ର କଳ୍କୀ: ଅଭିନୟ, କାହାଣୀ, ଗୀତ ଏବଂ ସଙ୍ଗୀତ ଭାରତ
ଭାଷାଓଡ଼ିଆ

ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟକ ଅରିନ୍ଦମ ରାୟ ଏବଂ ନାୟିକା ରିୟା ଦେଜ୍ୟୋତିର୍ମୟୀ ବଳ, ହରିହର ମହାପାତ୍ର, ସାତ୍ୟକି ମିଶ୍ର, ପ୍ରଦ୍ୟୁମ୍ନ ଲେଙ୍କା, ଅସୀତ ପତି, ସୁନୀଲ ସଙ୍ଖୁଆ ଆଦି କଳାକାରମାନେ ଏହି ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଭୂତି ଭୁଷଣ ଗଡ଼ନାୟକ ।

ଗୀତ

କ୍ରମଗୀତସମୟ
1."ବଞ୍ଜାରା" 
2."ବି. ଏ. ପାସ୍" 
3."ଭାଙ୍ଗ ଖାଇବୁ ଆଲୋ" 
4."କଳ୍କୀ" 

ଆଧାର

ବାହାର ଆଧାର

  • ଇଣ୍ଟରନେଟ ମୁଭି ଡାଟାବେସରେ କଳ୍କୀ

Tags:

ଓଡ଼ିଆ କଥାଚିତ୍ର କଳ୍କୀ ଅଭିନୟଓଡ଼ିଆ କଥାଚିତ୍ର କଳ୍କୀ କାହାଣୀଓଡ଼ିଆ କଥାଚିତ୍ର କଳ୍କୀ ଗୀତ ଏବଂ ସଙ୍ଗୀତଓଡ଼ିଆ କଥାଚିତ୍ର କଳ୍କୀ ଆଧାରଓଡ଼ିଆ କଥାଚିତ୍ର କଳ୍କୀ ବାହାର ଆଧାରଓଡ଼ିଆ କଥାଚିତ୍ର କଳ୍କୀଅରିନ୍ଦମ ରାୟଓଡ଼ିଆ ଭାଷା

🔥 Trending searches on Wiki ଓଡ଼ିଆ:

ଓଡ଼ିଆ ଉଇକିପିଡ଼ିଆତ୍ରିପୁରା ମିଶ୍ରସରୋଜିନୀ ସାହୁଯୌନ ଉତ୍ପୀଡ଼ନଜଣ୍ଡିସ୍ଅର୍ଚ୍ଚିତା ସାହୁତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରଶ୍ରବଣ ( ରାମାୟଣ ର ଚରିତ୍ର )ଗୋପାଳ କୃଷ୍ଣ ରଥରାମଶଙ୍କର ରାୟରାଜକିଶୋର ପଟ୍ଟନାୟକବାଇଶି ପାହାଚନାରାୟଣ ସାହୁନବଯୌବନ ବେଶନେଲସନ ମଣ୍ଡେଲାଢଗ ଢମାଳିଆନ୍ତର୍ଜାତିକ ମହିଳା ଦିବସହେପାଟାଇଟିସପୋଟଳ ରସାବିନ୍ଦୁଓଡ଼ିଶାଆନନ୍ଦ ଶଙ୍କର ଦାସଭାନୁମତୀ (ଦୁର୍ଯୋଧନଙ୍କ ପତ୍ନୀ)ଆରିଷ୍ଟୋଟଲମଙ୍ଗଳୁ ଚରଣ ବିଶ୍ୱାଳୟୁ ଟ୍ୟୁବଗୌତମ ବୁଦ୍ଧଓଡ଼ିଆ ଭାଗବତଛାୟାପଥଓ ଅନ୍ଧଗଳିଇରା ମହାନ୍ତିହନୁମାନଓମ'ଙ୍କ ନିୟମଗିରିଧର ଗମାଙ୍ଗବଳଦେବଜୀଉ ମନ୍ଦିରନବକଳେବରମଇ ଦିବସକଳସା ଚଉତିଶାଶବ୍ଦ (ପଦ)ନବୀନ ପଟ୍ଟନାୟକଗଙ୍ଗାଧର ରଥଛବିଳ ମଧୁ ବର୍ଣ୍ଣବୋଧଖଞ୍ଜଣିଲକ୍ଷ୍ମୀବେଣୁଧର ରାଉତଭାନୁଜୀ ରାଓକୁନ୍ତଳା କୁମାରୀ ସାବତମଟର ସାଇକେଲଚନ୍ଦନ ଯାତ୍ରାକୋଣାର୍କ ସୂର୍ଯ୍ୟ ମନ୍ଦିରମାସଅନନ୍ତ ପଟ୍ଟନାୟକସ୍ଥୌଲ୍ୟତାଧନୁ (ରାଶି)ଧାତୁ୩୦ ଅପ୍ରେଲତ୍ରିଭୁଜକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାନଟବର ସାମନ୍ତରାୟଓପନ-ସୋର୍ସ ସଫ୍ଟୱେରଦଗ୍ଧପଖାଳଟ୍ରାଲୋକିନୁମାବନନ୍ଦିଘୋଷସ୍ତନରାମାୟଣଭଦ୍ରକଛାନ୍ଦବିଦ୍ୟାଳୟହେମୋଫିଲିଆନୟାଗଡ଼ ଜିଲ୍ଲାପୁରୀଜମ୍ମୁ ତୱି ରେଳ ଷ୍ଟେସନ🡆 More