ସ୍ମିତା ମହାନ୍ତି: ଓଡ଼ିଆ ଅଭିନେତ୍ରୀ

ସ୍ମିତା ମହାନ୍ତି ଜଣେ ଓଡ଼ିଆ ଅଭିନେତ୍ରୀ । ସେ ମୁଖ୍ୟତଃ ଓଡ଼ିଆ କଥାଚିତ୍ର ଏବଂ ଧାରାବାହିକରେ ଅଭିନୟ କରନ୍ତି । ସେ ୧୯୯୬ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ କତାହଚିତ୍ର ଥିଲା ଯଶୋଦା । ଏହାପରେ ସେ ବାପା, ଜୀବନ ସାଥୀ, ପବିତ୍ର ବନ୍ଧନ, କଳ୍କୀ ଅବତାର, କୃଷ୍ଣା କାବେରୀ ଭଳି କଥାଚିତ୍ରରେ ନାୟିକା ଭାବରେ ଅଭିନୟ କରିଥିଲେ । ପରବର୍ତ୍ତୀ ସମୟରେ ସେ ବନ୍ଦେ ଉତ୍କଳ ଜନନୀ, ତୁମେ ହିଁ ସାଥୀ ମୋରେ, ଆମ ଭିତରେ କିଛି ଅଛି, ଆସିବୁ କବେ ସାଜି ମୋ ରାଣୀ, କିଏ ସେ ଡାକୁଛି କୋଉଠି ମତେ, ଲଭ୍ ମାଷ୍ଟର, ଆଖିରେ ଆଖିରେ, ତୁ ମୋ ଗାର୍ଲଫ୍ରେଣ୍ଡ ଭଳି କଥାଚିତ୍ରରେ ଚିରିତ୍ର ଅବିନେତ୍ରୀ ଭାବରେ ଅଭିନୟ କରିଥିଲେ । ସ୍ମିତା ଓଡ଼ିଆ କଥାଚିତ୍ର ବ୍ୟତୀତ ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି । ଇ ଟିଭି ଓଡ଼ିଆରେ ତାଙ୍କ ଅଭିନୀତ ଓଡ଼ିଆ ଧାରାବାହିକ ମାଉସୀ ସେ ସମୟରେ ବହୁତ ଲୋକପ୍ରିୟ ହୋଇଥିଲା ।

ସ୍ମିତା ମହାନ୍ତି
ଜନ୍ମ
ପୁରୀ, ଓଡ଼ିଶା
ବୃତ୍ତି(ଓଡ଼ିଆ) ଅଭିନେତ୍ରୀ
ସକ୍ରିୟ ବର୍ଷ୧୯୯୬ରୁ-ଏବେଯାଏଁ

ଅଭିନୀତ କଥାଚିତ୍ର

ବର୍ଷ ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୨୦୨୧ ଦୁର୍ଗତିନାଶିନୀ ୨
୨୦୧୯ ଫ୍ରମ୍ ମି ଟୁ ୟୁ
୨୦୧୮ ଯୋଗୀ (ଓଡ଼ିଆ କଥାଚିତ୍ର)
୨୦୧୭ ମିଠା ମିଠା
୨୦୧୪ ଆଖିରେ ଆଖିରେ ଜୟା
୨୦୧୩ ତୁ ମୋ ଦେହର ଛାଇ
୨୦୧୨ ଲଭ୍ ମାଷ୍ଟର ଶଶିରେଖା
୨୦୧୧ କିଏସେ ଡାକୁଛି କୋଉଠି ମତେ
୨୦୧୦ ଆସିବୁ କେବେ ସାଜି ମୋ ରାଣୀ
ତୁ ମୋ ଗାର୍ଲ୍ ଫ୍ରେଣ୍ଡ୍
ଆମ ଭିତରେ କିଛି ଅଛି
୨୦୦୯ ତୁମେ ହିଁ ସାଥୀ ମୋର
୨୦୦୮ ବନ୍ଦେ ଉତ୍କଳ ଜନନୀ ଶ୍ୱେତା ଦାସ
୧୯୯୯ କୃଷ୍ଣା କାବେରୀ ସୁନନ୍ଦା
କଳ୍କୀ ଅବତାର
ପବିତ୍ର ବନ୍ଧନ ବର୍ଷା
୧୯୯୮ ସୁନା ପାଲିଙ୍କି
୧୯୯୭ ଜୀବନସାଥୀ
ବାପା
୧୯୯୬ ଯଶୋଦା
ବସୁଧା ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ

ଅଭିନୀତ ଧାରାବାହିକ

ଧାରାବାହିକ ଚେନାଲ ଭୂମିକା
ମାଉସୀ ଇ ଟିଭି ଓଡ଼ିଆ

ଆଧାର

ବାହାର ଆଧାର

Tags:

ସ୍ମିତା ମହାନ୍ତି ଅଭିନୀତ କଥାଚିତ୍ରସ୍ମିତା ମହାନ୍ତି ଅଭିନୀତ ଧାରାବାହିକସ୍ମିତା ମହାନ୍ତି ଆଧାରସ୍ମିତା ମହାନ୍ତି ବାହାର ଆଧାରସ୍ମିତା ମହାନ୍ତି

🔥 Trending searches on Wiki ଓଡ଼ିଆ:

ଇତିହାସଭାରତୀୟ ଡାକ ସେବାରାଜନୀତି ବିଜ୍ଞାନଓଜସ୍ୱୀ ଅରୋଡ଼ାଆଣ୍ଡ୍ରଏଡ଼ରାଜେନ୍ଦ୍ର ନାରାୟଣ ସିଂହଦେଓକୃଷ୍ଣଚନ୍ଦ୍ର ପାଣିଗ୍ରାହୀମାଟ୍ରିକ୍ସପଞ୍ଜାବୀ ଉଇକିପିଡ଼ିଆସାଇପ୍ରସନାରୀବାଦଯୁକ୍ତରାଷ୍ଟ୍ର ଆମେରିକାପରିମେୟ ସଂଖ୍ୟାକିଶୋରୀ ଚରଣ ଦାସ୨୧ରାମଚନ୍ଦ୍ର ମିଶ୍ରଗୋବିନ୍ଦ ତ୍ରିପାଠୀସିଙ୍ଗାପୁରସମ୍ବଲପୁରକାର୍ଲ ମାର୍କସଭାରତକନଫୁସିଅସବାଦସୌଭାଗ୍ୟ କୁମାର ମିଶ୍ରହିନ୍ଦୁ୧୬ ମାର୍ଚ୍ଚନୂଆ ଦିଲ୍ଲୀଜଗନ୍ନାଥଭାସ୍କୋ ଡା ଗାମାଓଡ଼ିଆ ଲିପିଜର୍ଜିଆ୧୬୧୬କୋଭିଡ-୧୯ବିଶ୍ୱନାଥ କରନନ୍ଦିନୀ ଶତପଥୀକାଳିଜାଈୟୁକ୍ରେନ୧୪ ମାର୍ଚ୍ଚସୁବୋଧ ପଟ୍ଟନାୟକଜୟ ଜଗନ୍ନାଥକ୍ଷୁଦ୍ରକଣ ବିଜ୍ଞାନର ଆଦର୍ଶ ମାନଦଣ୍ଡଗ୍ରାସନଳୀକାଉଁରୀ କନ୍ୟାଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାଚିଲିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସ୍ୱାମୀ ବିବେକାନନ୍ଦକଲେରାରାଣୀ ଲକ୍ଷ୍ମୀବାଈଲକ୍ଷ୍ମୀଗୋଦାବରୀଶ ମିଶ୍ରଦୀପାବଳୀମାନବ ମସ୍ତିଷ୍କଇଣ୍ଟରନେଟଓଡ଼ିଆ ସାହିତ୍ୟର ଇତିହାସଗୌତମ ବୁଦ୍ଧଅବକାଶ ବେଶଭାରତର ନ୍ୟାୟୀକ ବ୍ୟବସ୍ଥାପିତ୍ତକୋଷନେପାଳ୧୯୨୭ବିହାରଜୋଗ ଜଳପ୍ରପାତଶତପୁରା ରେଞ୍ଜନୋଭାକ୍ ଜାକୋଭିକମସ୍ତିଷ୍କକ୍ରୋଏସିଆ🡆 More