ଓଡ଼ିଆ କଥାଚିତ୍ର ବନ୍ଦେ ଉତ୍କଳ ଜନନୀ

ବନ୍ଦେ ଉତ୍କଳ ଜନନୀ, ୨୦୦୮ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରଗତି ମହାନ୍ତି ଏବଂ ଦେବାଶିଷ ଡୋଗ୍‌ରା । ହର ବାରିକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଶୁଭେନ୍ଦୁ ସ୍ୱାଇଁ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ବନ୍ଦେ ଉତ୍କଳ ଜନନୀ
ନିର୍ଦ୍ଦେଶକଶୁଭେନ୍ଦୁ ସ୍ୱାଇଁ
ପ୍ରଯୋଜକପ୍ରଗତି ମହାନ୍ତି, ଦେବାଶିଷ ଡୋଗ୍‌ରା
ସଂଳାପହର ବାରିକ
ଚିତ୍ରନାଟ୍ୟଶୁଭେନ୍ଦୁ ସ୍ୱାଇଁ
କାହାଣୀଶୁଭେନ୍ଦୁ ସ୍ୱାଇଁ
କଳାକାରସିଦ୍ଧାନ୍ତ ମହାପାତ୍ର, ସବ୍ୟସାଚୀ ମିଶ୍ର, ହର ରଥ, ଅର୍ପିତା ମୁଖାର୍ଜୀ, ମୀନକେତନ, ଅଶ୍ରୁମୋଚନ ମହାନ୍ତି
ସଙ୍ଗୀତଶରତ ନାୟକ
ଚିତ୍ରଗ୍ରହଣଅଭିରାମ ମିଶ୍ର
ସମ୍ପାଦକସୁଶାନ୍ତ ମଣି
ମୁକ୍ତିଲାଭ ତାରିଖ
୨୦୦୮
ଦେଶଓଡ଼ିଆ କଥାଚିତ୍ର ବନ୍ଦେ ଉତ୍କଳ ଜନନୀ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର, ସବ୍ୟସାଚୀ ମିଶ୍ର, ହର ରଥ ଓ ଅର୍ପିତା ମୁଖାର୍ଜୀ । ମୀନକେତନ, ମାତୃ ପ୍ରସାଦ, ଅଶ୍ରୁମୋଚନ ମହାନ୍ତି, ସ୍ମିତା ମହାନ୍ତି, ପ୍ରେମାନନ୍ଦ ବାରିକ, ସମ୍ପୂର୍ଣ୍ଣା ଚକ୍ରବର୍ତ୍ତୀ, ଚୁମକୀ, ଚୌଧୁରୀ ବିକାଶ ଦାସ, ମୃତ୍ୟୁଞ୍ଜୟ ମହାପାତ୍ର, ସଂଗ୍ରାମ ମଲ୍ଲିକ, ପ୍ରିତୀ ମିଶ୍ର, ସନ୍ତୋଷ ମିଶ୍ର, ରଞ୍ଜିତା ନାୟକ, ସନ୍ତୋଷ ନାୟକ, ଜୀବନ ପଣ୍ଡା, ସଚ୍ଚି ପଣ୍ଡା, ସୂର୍ଯ୍ୟମଣି ପଣ୍ଡା, ବିଜୟ ପଟ୍ଟନାୟକ, ପାୟଲ, ରାଣୀ, ରାନୁ, ଅଭିନବ ସିଂହ, ହରିହର ସ୍ୱାଇଁ, ଭୂମିକା ରେଭେରୀ, ରାଇଚରଣ ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶରତ ନାୟକ । ବାପୁ ଗୋସ୍ୱାମୀ, ବିଜୟ ମଲ୍ଲ, ପଞ୍ଚାନନ ନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଅରବିନ୍ଦ, କୁମାର ବାପି, ମିତା ମହାକୁଡ଼, ତପୁ ମିଶ୍ର, ପମି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତସମୟ
1."ବନ୍ଦେ ଉତ୍କଳ ଜନନୀ" 
2."ଦୁନିଆରେ ଏତେ ପୁଅ" 
3."ଏ ରାତି ଜଳୁଛି" 

ଆଧାର

ବାହାର ଆଧାର

Tags:

ଓଡ଼ିଆ କଥାଚିତ୍ର ବନ୍ଦେ ଉତ୍କଳ ଜନନୀ ଅଭିନୟଓଡ଼ିଆ କଥାଚିତ୍ର ବନ୍ଦେ ଉତ୍କଳ ଜନନୀ କାହାଣୀଓଡ଼ିଆ କଥାଚିତ୍ର ବନ୍ଦେ ଉତ୍କଳ ଜନନୀ ଗୀତ ଏବଂ ସଙ୍ଗୀତଓଡ଼ିଆ କଥାଚିତ୍ର ବନ୍ଦେ ଉତ୍କଳ ଜନନୀ ଆଧାରଓଡ଼ିଆ କଥାଚିତ୍ର ବନ୍ଦେ ଉତ୍କଳ ଜନନୀ ବାହାର ଆଧାରଓଡ଼ିଆ କଥାଚିତ୍ର ବନ୍ଦେ ଉତ୍କଳ ଜନନୀ

🔥 Trending searches on Wiki ଓଡ଼ିଆ:

ସଚ୍ଚିଦାନନ୍ଦ ରାଉତରାୟସରୋଜିନୀ ନାଇଡୁସାରଳା ଦାସକୃଷ୍ଣଭାନୁଜୀ ରାଓରସୁଣସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହିଅଦାକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବମୃଣାଳ ସେନଭାରତୀୟ ମୁଦ୍ରାଜହ୍ନରଣା ସାପଓଡ଼ିଶା ବିଧାନ ସଭାଭୂମିଜ ଜାତିପ୍ରଦୀପ କୁମାର ପାଣିଗ୍ରାହୀମାସଓଡ଼ିଆ ଭାଷାଆଚାର୍ଯ୍ୟ ହରିହରଓଡ଼ିଶୀଭଦ୍ରକ ଜିଲ୍ଲାଓଡ଼ିଆ କଥାଚିତ୍ର ଜଗତକୁକୁରସୀତାକାନ୍ତ ମହାପାତ୍ରଓକିଲ ଦିବସମଦର ଟେରେସାଉଦୟନାଥ ଷଡ଼ଙ୍ଗୀଗୋପୀନାଥ ମହାନ୍ତିଜୟ ଜଗନ୍ନାଥଭାରତର ପ୍ରଧାନମନ୍ତ୍ରୀଦଣ୍ଡ ନାଟକାଳିନ୍ଦୀ ଚରଣ ପାଣିଗ୍ରାହୀଲକ୍ଷ୍ମୀକାନ୍ତ ମହାପାତ୍ରବୈଶାଖଫୁଲସୌର ଜଗତକବିସୂର୍ଯ୍ୟ ବଳଦେବ ରଥଗୁରୁ ପ୍ରସାଦ ମହାନ୍ତିହୃତ୍‌ପିଣ୍ଡସ୍ୱାମୀ ବିବେକାନନ୍ଦଆଖୁଇଲେକ୍ଟ୍ରୋନିକ କମର୍ସଚୈତ୍ର ପୂର୍ଣ୍ଣିମାତରୁଣକାନ୍ତି ମିଶ୍ରଜୀବସାର ଖଲବଙ୍ଗଇବାଣ୍ଡ୍ରୋନିକ ଏସିଡଧର୍ମେନ୍ଦ୍ର ପ୍ରଧାନମହା ଶିବରାତ୍ରିଗୁରୁବାରମାଳିକାଓଡ଼ିଆ ସାହିତ୍ୟସୁନାଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିକାଳୀଚରଣ ପଟ୍ଟନାୟକକୁନ୍ତଳା କୁମାରୀ ସାବତପୁରୁଷୋତ୍ତମ ଦେବସୋରିଷରାଶି ଓ ନକ୍ଷତ୍ରଲୋକ ସଭାହେମନ୍ତ ଦାସଭଗବତ ଗୀତା🡆 More